Pitambar Samal

1.4K posts

Pitambar Samal

Pitambar Samal

@SubCol_Bhadrak

ADM, Kendrapara.

Kendrapara 가입일 Şubat 2019
17 팔로잉5.4K 팔로워
Pitambar Samal 리트윗함
Dharmendra Pradhan
Dharmendra Pradhan@dpradhanbjp·
‘ଓଡ଼ିଶା ଦିବସ’ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ଦିନ । ଆଜିର ଦିନ କେବଳ ଏକ ତାରିଖ ନୁହେଁ, ଏହା ଆମ ଓଡ଼ିଆ ଅସ୍ମିତା, ସ୍ୱାଭିମାନ ଓ ସଂଘର୍ଷର ବିଜୟ ଉତ୍ସବ । #OdishaDibasa #OdishaFoundationDay
OR
45
37
280
11.7K
Pitambar Samal 리트윗함
Mohan Charan Majhi
Mohan Charan Majhi@MohanMOdisha·
ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଏହି ଐତିହାସିକ ଦିବସ ଅବସରରେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଭାଷା ଭିତ୍ତିରେ ଗଠିତ ପ୍ରଥମ ପ୍ରଦେଶ ଭାବେ ଓଡ଼ିଶା ବିଶ୍ୱ ଦରବାରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା। ଏହି ଅବସରରେ ମୁଁ ସେହି ମହାନ ବରପୁତ୍ରମାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ଜଣାଉଛି, ଯେଉଁମାନଙ୍କ ତ୍ୟାଗ ଓ ଦୂରଦୃଷ୍ଟି ଯୋଗୁଁ ଏକ ସ୍ୱତନ୍ତ୍ର ଓଡ଼ିଶା ସମ୍ଭବ ହୋଇଥିଲା। ଆମ ସରକାର ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ସୁରକ୍ଷା ପାଇଁ ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ପ୍ରତିଟି ଓଡ଼ିଆର ସ୍ୱପ୍ନ ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ଆମେ ନିରନ୍ତର କାର୍ଯ୍ୟ କରିଚାଲିଛୁ। ଓଡ଼ିଶାକୁ ଦେଶର ଶ୍ରେଷ୍ଠ ରାଜ୍ୟ ଭାବେ ଗଢ଼ିତୋଳିବା ଆମର ଏକମାତ୍ର ଲକ୍ଷ୍ୟ। ଆଜିର ଏହି ପବିତ୍ର ଦିନରେ ଆସନ୍ତୁ ଆମେ ସମସ୍ତେ ମିଶି ଏକ ‘ସମୃଦ୍ଧ ଓଡ଼ିଶା’ ଗଠନ ପାଇଁ ଦୃଢ଼ ଶପଥ ନେବା।
OR
60
125
593
11K
Pitambar Samal 리트윗함
I & PR Department, Odisha
ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ଉପଲକ୍ଷେ ଆସନ୍ତା କାଲି ପୂର୍ବାହ୍ନ ୯ଟା ୩୦ରେ ସୁଆଣ୍ଡୋ ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ଯ ଅର୍ପଣ କରିବେ। ସନ୍ଧ୍ୟା ୫ଟା ୩୦ରେ ଓୟୁଏଟି କ୍ୟାମ୍ପସ୍‌ରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ଅତିଥିଗଣ ଯୋଗଦାନ କରିବେ।
I & PR Department, Odisha tweet media
OR
3
11
127
3.8K
Pitambar Samal 리트윗함
Narendra Modi
Narendra Modi@narendramodi·
ডিব্ৰুগড়ৰ চাহ বাগিচাত মহিলাসকলে এটি গীত গালে, য’ত জগত জননী মাক শ্ৰদ্ধাঞ্জলি জনোৱা হৈছে। তেওঁলোক নিজৰ সংস্কৃতি আৰু শিপাৰ সৈতে এনেদৰে ইমান সংযুক্ত হৈ থকাটো আশ্চৰ্যকৰ।
বাংলা
676
2.5K
15.2K
675K
Pitambar Samal 리트윗함
CMO Odisha
CMO Odisha@CMO_Odisha·
ଓଡ଼ିଶା ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା :
CMO Odisha tweet media
OR
13
12
75
1.6K
Pitambar Samal 리트윗함
BJP Odisha
BJP Odisha@BJP4Odisha·
ଆମ ଓଡ଼ିଆ ଜାତି ଆମ ବରପୁତ୍ରଙ୍କ ନିକଟରେ କୃତଜ୍ଞ:- ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ।
OR
1
1
2
153
Pitambar Samal 리트윗함
District Administration,Bhadrak
'ଓଡ଼ିଆ ପକ୍ଷ -୨୦୨୬' ପାଳନ ର ପ୍ରାରମ୍ଭିକ ମୁହୂର୍ତ୍ତରେ ଭଦ୍ରକରେ ରାଜ୍ୟ ସଙ୍ଗୀତ “ବନ୍ଦେ ଉତ୍କଳ ଜନନୀ”ର ସାମୂହିକ ଗାୟନ କାର୍ଯ୍ୟକ୍ରମ। #ଓଡ଼ିଆପକ୍ଷ୨୦୨୬
OR
2
5
16
317
Pitambar Samal 리트윗함
I & PR Department, Odisha
ଓଡ଼ିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପୁରପଲ୍ଲୀରେ ଗୁଞ୍ଜରିତ ହେବ ଓଡ଼ିଆ ଜାତିର ସ୍ୱାଭିମାନ ଗାଥା: ‘ଓଡ଼ିଆ ପକ୍ଷ–୨୦୨୬’। ଏହି ଅଭିଯାନରେ ସାଦରତାର ସହିତ ସାମିଲ ହୁଅନ୍ତୁ ଏବଂ ଓଡ଼ିଆ ଅସ୍ମିତାର ବାର୍ତ୍ତାକୁ ପ୍ରସାରିତ କରନ୍ତୁ।
OR
4
13
87
2.3K
Pitambar Samal 리트윗함
Dharmendra Pradhan
Dharmendra Pradhan@dpradhanbjp·
ଓଡ଼ିଶା ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ରହୁଥିବା ଓଡ଼ିଆ ଭାଇ ଭଉଣୀମାନଙ୍କୁ ‘ଓଡ଼ିଶା ଦିବସ’ର ହାର୍ଦ୍ଦିକ ଶୁଭେଚ୍ଛା । ୧୯୩୬ ମସିହା ଆଜିର ଦିନରେ ଭାଷା ଭିତ୍ତିରେ ଆମ ରାଜ୍ୟ ଓଡ଼ିଶା ପ୍ରଥମ ସ୍ୱତନ୍ତ୍ର ପ୍ରଦେଶର ମାନ୍ୟତା ପ୍ରାପ୍ତ ହେବାର ଗୌରବ ଲାଭ କରିଥିଲା । ଆଜିର ପବିତ୍ର ଦିନରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ସୁରକ୍ଷା ପାଇଁ ବଳିଦାନ ଦେଇଥିବା ସେହି ବରେଣ୍ୟ ସନ୍ତାନମାନଙ୍କୁ ମୋର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଆସନ୍ତୁ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଆମେ ଆମର ଗୌରବମୟ କଳା, ସଂସ୍କୃତି ଓ ଐତିହ୍ୟକୁ ବିଶ୍ୱ ଦରବାରରେ ଆହୁରି ସମୃଦ୍ଧ କରିବା ପାଇଁ ସଂକଳ୍ପବଦ୍ଧ ହେବା । ବନ୍ଦେ ଉତ୍କଳ ଜନନୀ #Odisha #OdishaDibasa #OdishaFoundationDay
OR
31
76
405
7.8K
Pitambar Samal 리트윗함
CMO Odisha
CMO Odisha@CMO_Odisha·
ପବିତ୍ର ଓଡ଼ିଶା ଦିବସ ଅବସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମମାଟିରୁ ଓଡ଼ିଶାବାସୀ ତଥା ଓଡ଼ିଶା ବାହାରେ ଓ ବିଦେଶରେ ରହୁଥିବା ପ୍ରତ୍ୟେକ ଓଡ଼ିଆ ଭାଇଭଉଣୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ @MohanMOdisha
OR
2
4
25
1.1K
Pitambar Samal 리트윗함
Narendra Modi
Narendra Modi@narendramodi·
ଉତ୍କଳ ଦିବସର ବିଶେଷ ଅବସରରେ ହାର୍ଦ୍ଦିକ ଶୁଭକାମନା। ଓଡ଼ିଶା ଏପରି ଏକ ରାଜ୍ୟ ଯାହା ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ମହାନତାର ଏକ ଶାଶ୍ୱତ ପ୍ରତୀକ ରୂପେ ସଗୌରବେ ଦଣ୍ଡାୟମାନ ରହିଛି। ଓଡ଼ିଆ ସଙ୍ଗୀତ, କଳା ଏବଂ ସାହିତ୍ୟ ଭାରତକୁ ଅଗଣିତ ମାର୍ଗରେ ସମୃଦ୍ଧ କରିଛି। ନିଜର ଦୃଢ଼ସଂକଳ୍ପ, ସରଳତା ଏବଂ ସ୍ନେହ ପାଇଁ ପରିଚିତ ଓଡ଼ିଶାର ଲୋକମାନେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଦେଇଛନ୍ତି । ଓଡ଼ିଶା ଆଗାମୀ ଦିନରେ ପ୍ରଗତିର ନୂଆ ଶିଖର ଛୁଇଁବ ବୋଲି ଆଶା କରୁଛି ।
OR
1.7K
1.6K
14.8K
17.7M
Pitambar Samal 리트윗함
CMO Odisha
CMO Odisha@CMO_Odisha·
ଆଜିଠାରୁ ଆରମ୍ଭ ହେଉଛି ଆମ ଅସ୍ମିତାର ମହାକୁମ୍ଭ ‘ଓଡ଼ିଆ ପକ୍ଷ–୨୦୨୬’। ଏହାର ପ୍ରଥମ ଦିବସ ‘ଓଡ଼ିଶା ଦିବସ’ ଠାରୁ ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଏହି ଯାତ୍ରା ଆମ ଭାଷା, ସଂସ୍କୃତି ଓ ସମୃଦ୍ଧ ଐତିହ୍ୟକୁ ବିଶ୍ୱ ଦରବାରରେ ସୁଦୃଢ଼ କରିବାର ଏକ ଅନନ୍ୟ ସଂକଳ୍ପ। ଏହି ସାଂସ୍କୃତିକ ମହୋତ୍ସବ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଓ ସ୍ୱାଭିମାନର ମୁହୂର୍ତ୍ତ। ତେଣୁ ଆସନ୍ତୁ, ଆମେ ସମସ୍ତେ ଏହି ମହା-ଅଭିଯାନରେ ସାମିଲ ହୋଇ ଆମ ପରମ୍ପରାର ଗୌରବକୁ ଆହୁରି ବ୍ୟାପକ କରିବା ସହ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ନିଜକୁ ଉତ୍ସର୍ଗ କରିବା। #OdiaPakhya #ଓଡ଼ିଆପକ୍ଷ
CMO Odisha tweet media
OR
9
40
233
4.8K
Pitambar Samal 리트윗함
Mohan Charan Majhi
Mohan Charan Majhi@MohanMOdisha·
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ, ଉତ୍କଳ ଦିବସର ଏହି ବିଶେଷ ଅବସରରେ ଆପଣ ଜଣାଇଥିବା ହାର୍ଦ୍ଦିକ ଶୁଭକାମନା ପାଇଁ ମୁଁ ଓଡ଼ିଶାବାସୀଙ୍କ ପକ୍ଷରୁ ଆପଣଙ୍କୁ ଗଭୀର କୃତଜ୍ଞତା ଜଣାଉଛି । ଓଡ଼ିଶାର ଗୌରବଶାଳୀ ଇତିହାସ ଏବଂ ଓଡ଼ିଆ ସଂସ୍କୃତିକୁ ଆପଣ ଏକ ସଭ୍ୟତାଗତ ଐତିହ୍ୟ ଭାବେ ବର୍ଣ୍ଣନା କରିଥିବାରୁ ଆମେ ଗର୍ବିତ। ଓଡ଼ିଶା ସହିତ ଆପଣଙ୍କର ଦୀର୍ଘ ଦିନର ସମ୍ପର୍କ, ବିଶେଷକରି ଗୁଜରାଟ ଓ ଓଡ଼ିଶା ମଧ୍ୟରେ ଥିବା ସୂର୍ଯ୍ୟ ମନ୍ଦିର ଏବଂ ରଥଯାତ୍ରାର ସମାନତା ବିଷୟରେ ଆପଣଙ୍କ ସ୍ମୃତିଚାରଣ ଆମକୁ ଅଭିଭୂତ କରିଛି । ଅହମ୍ମଦାବାଦ ରଥଯାତ୍ରାରେ ଆପଣ କରିଥିବା ପହଣ୍ଡି ବିଧିର ଅନୁଭୂତି ଆମ ସାଂସ୍କୃତିକ ଏକତାକୁ ପ୍ରତିଫଳିତ କରୁଛି । ଓଡ଼ିଶାର ପ୍ରଗତି ପାଇଁ ଆପଣଙ୍କ ନେତୃତ୍ବରେ କେନ୍ଦ୍ର ସରକାରଙ୍କ ଅକୁଣ୍ଠ ସମର୍ଥନ ପ୍ରଶଂସନୀୟ । ୨୦୨୫-୨୬ ବର୍ଷ ପାଇଁ ରେଳବାଇ କ୍ଷେତ୍ରରେ ୧୦,୬୦୦ କୋଟି ଟଙ୍କାର ରେକର୍ଡ ପାଣ୍ଠି ଆବଣ୍ଟନ ଏବଂ ବନ୍ଦର ଭିତ୍ତିକ ବିକାଶ ଓଡ଼ିଶାକୁ ଏକ ପ୍ରମୁଖ ସାମୁଦ୍ରିକ ଓ ଶିଳ୍ପଭିତ୍ତିକ ରାଜ୍ୟରେ ପରିଣତ କରିବ । ଏଥିସହିତ, ସୁଭଦ୍ରା ଯୋଜନା ଦ୍ବାରା ୧ କୋଟିରୁ ଅଧିକ ମହିଳାଙ୍କ ସଶକ୍ତିକରଣ ଏବଂ ଲକ୍ଷପତି ଦିଦି ସୃଷ୍ଟି କରିବା ଦିଗରେ ଆମ ସରକାରଙ୍କ ପ୍ରୟାସକୁ ଆପଣଙ୍କ ପ୍ରଶଂସା ଆମର 'ନାରୀ ଶକ୍ତି'କୁ ଆହୁରି ଉତ୍ସାହିତ କରିବ। ଓଡ଼ିଶା ଏକ ସ୍ବତନ୍ତ୍ର ରାଜ୍ୟ ହେବାର ୧୦୦ ବର୍ଷ ପୂରଣ କରିବାକୁ ଯାଉଥିବା ବେଳେ, 'ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା' ଗଠନ କରିବା ନେଇ ଆପଣଙ୍କ ସଂକଳ୍ପକୁ ପୂରଣ କରିବା ପାଇଁ ଆମେ ସାମୂହିକ ଭାବେ ଚେଷ୍ଟା ଜାରି ରଖିବୁ । ଓଡ଼ିଆ ଅସ୍ମିତା ଏବଂ ଭାଷା, ସଂସ୍କୃତିର ସଂରକ୍ଷଣ ପାଇଁ ଆମ ସରକାର ସଦା ସର୍ବଦା ସଂକଳ୍ପବଦ୍ଧ । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦରେ ଓଡ଼ିଶା ସମୃଦ୍ଧିର ନୂତନ ମାଇଲଖୁଣ୍ଟ ହାସଲ କରିବ ଏବଂ ଭାରତ ସରକାରଙ୍କ ସହିତ ଏକ ସହଭାଗୀ ସଂକଳ୍ପ ନେଇ ଆମେ ଏହି ବିକାଶ ଯାତ୍ରାରେ ଆଗକୁ ବଢ଼ିବୁ ।
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
OR
3
26
119
3.5K
Pitambar Samal 리트윗함
Mohan Charan Majhi
Mohan Charan Majhi@MohanMOdisha·
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ତାଙ୍କର ‘ମନ୍ କି ବାତ୍’ (#MannKiBaat) କାର୍ଯ୍ୟକ୍ରମରେ ସମ୍ବଲପୁରର ସଫଳ ମହିଳା ମତ୍ସ୍ୟ ଉଦ୍ୟୋଗୀ ଶ୍ରୀମତୀ ସୁଜାତା ଭୂୟାଁଙ୍କ ସଫଳତା ସମ୍ପର୍କରେ ଉଲ୍ଲେଖ କରିଥିବାରୁ ମୁଁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଉଛି। ଏହା ସମଗ୍ର ଓଡ଼ିଶାବାସୀଙ୍କ ପାଇଁ ଏକ ଗୌରବର ବିଷୟ। ​ଶ୍ରୀମତୀ ଭୂୟାଁ ‘ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା’ (PMMSY) ର ସଦୁପଯୋଗ କରି ହୀରାକୁଦ ଜଳଭଣ୍ଡାରରେ ‘କେଜ୍ କଲ୍‌ଚର’ (Cage Culture) ମାଧ୍ୟମରେ ମାଛ ଚାଷ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ବାର୍ଷିକ ପ୍ରାୟ ୨୫ ରୁ ୩୦ ମେଟ୍ରିକ ଟନ୍ ମାଛ ଉତ୍ପାଦନ ସହ ୮ ରୁ ୧୦ ଲକ୍ଷ ଟଙ୍କା ଆୟ କରି ସେ ଆଜି ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। ​ଜଣେ ଗୃହିଣୀରୁ ସ୍ଵାବଲମ୍ବୀ ଉଦ୍ୟୋଗୀ ପାଲଟିଥିବା ସୁଜାତାଙ୍କ ଏହି ପ୍ରେରଣାଦାୟୀ ଯାତ୍ରା ରାଜ୍ୟର ଅନ୍ୟ ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ନିଶ୍ଚିତ ଭାବେ ଉତ୍ସାହିତ କରିବ। ତାଙ୍କର ଏହି ନିରନ୍ତର ଉଦ୍ୟମ ଓ ସଫଳତା ପାଇଁ ମୁଁ ତାଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି।
OR
6
29
91
4K
Pitambar Samal 리트윗함
Suryabanshi Suraj
Suryabanshi Suraj@suryabanshibjp·
ମର୍ଯ୍ୟାଦାସମ୍ପନ୍ନ ଆମ ଓଡ଼ିଆ ଭାଷା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାଷା । ବିଶ୍ୱର ଦ୍ଵିତୀୟ ସର୍ବାଧିକ ପାଣ୍ଡୁଲିପି ବହନ କରୁଥିବା ଆମ ଗରିମାମୟ ମାତୃଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ବର୍ଷ ପୂର୍ତ୍ତି ଉପଲକ୍ଷେ ସଭିଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ । ବନ୍ଦେ ଉତ୍କଳ ଜନନୀ #ଶାସ୍ତ୍ରୀୟଓଡ଼ିଆଭାଷା #ClassicalOdia
Suryabanshi Suraj tweet media
OR
9
9
66
1.7K
Pitambar Samal 리트윗함
Governor Odisha
Governor Odisha@GovernorOdisha·
अदम्य वीरता, अटूट स्वाभिमान और अकल्पनीय बलिदान के प्रतीक छत्रपति संभाजी महाराज जी की पुण्यतिथि पर कोटि-कोटि नमन। उन्होंने आक्रांताओं के सामने कभी सिर नहीं झुकाया। असहनीय यातनाएँ सहते हुए भी धर्म और राष्ट्र की रक्षा के लिए अपने अंतिम श्वास तक संघर्ष किया। उनका अमर बलिदान राष्ट्र की चेतना में सदैव ज्वाला की तरह प्रज्वलित रहेगा।
Governor Odisha tweet media
हिन्दी
2
4
42
806
Pitambar Samal 리트윗함
କୃଷି ବିଭାଗ, ଓଡ଼ିଶା
Ms. Nozomi Hashimoto, Deputy Country Head of the UN World Food Programme (WFP), paid a courtesy visit to the Commissioner-cum-Secretary at Krushi Bhavan. The discussions focused on sustainable food systems, agricultural development and diversification of food. Opportunities for collaboration between the WFP and the Department of Agriculture and Farmers’ Empowerment were also explored.
କୃଷି ବିଭାଗ, ଓଡ଼ିଶା tweet mediaକୃଷି ବିଭାଗ, ଓଡ଼ିଶା tweet media
English
0
1
34
1.7K
Pitambar Samal 리트윗함
BJP Odisha
BJP Odisha@BJP4Odisha·
ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଜୟୀ ରାଜ୍ଯସଭା ପ୍ରାର୍ଥୀ ମାନନୀୟ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ମାନନୀୟ ସାଂସଦ ଶ୍ରୀ ସୁଜିତ୍ କୁମାର ଓ ବିଜେପି ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ମାନନୀୟ ପୂର୍ବତନ ମନ୍ତ୍ରୀ ଶ୍ରୀ ଦିଲୀପ ରାୟଙ୍କୁ ତାଙ୍କ ବିଧାନସଭା କକ୍ଷରେ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ମାନନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ରାଜ୍ୟ ପ୍ରଭାରୀ ଶ୍ରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡି, ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଓ ବିଧାୟକଗଣ ପ୍ରମୁଖ ଉପସ୍ଥିତ ଥିଲେ।
BJP Odisha tweet mediaBJP Odisha tweet mediaBJP Odisha tweet mediaBJP Odisha tweet media
OR
0
5
49
1.1K
Pitambar Samal 리트윗함
CMO Odisha
CMO Odisha@CMO_Odisha·
Hon’ble Union Railway Minister Shri @AshwiniVaishnaw highlighted the major railway projects sanctioned for Odisha since 2014, reflecting the Centre’s strong commitment to strengthening rail connectivity in the State. Hon’ble Railway Minister also thanked Hon’ble Chief Minister Shri @MohanMOdisha for the State Government’s continued cooperation in accelerating railway infrastructure development in #Odisha. @PMOIndia
English
6
17
55
3.6K
Pitambar Samal 리트윗함
Governor Odisha
Governor Odisha@GovernorOdisha·
Warm greetings to the personnel of the Central Industrial Security Force(@CISFHQrs )on their #RaisingDay. With exemplary discipline and commitment, CISF stands as a vital pillar in securing the nation’s critical infrastructure and ensuring public safety. The nation salutes your vigilance, courage and unwavering service to India.
Governor Odisha tweet media
English
2
4
72
1.3K