BISWOJIT SINGH
56 posts

BISWOJIT SINGH
@B_SINGHA_______
ELECTRICIAN / TECHNICIAN
Kendrapara, Odisha ,India Katılım Kasım 2018
19 Takip Edilen8 Takipçiler

#AadhaarPVCCard
You may also order #Aadhaar #PVC card, which is durable, secure, and convenient to carry in your wallet.
To order, click:
myaadhaar.uidai.gov.in/genricPVC

English
BISWOJIT SINGH retweetledi

7 middlemen ( dalals) have been arrested by Town PS for luring & diverting patients from DHH Kendrapada to private labs/institutions. Strict action will be taken against dalals indulging in illegal activities & harming people. @dmkendrapara @DGPOdisha @MoSarkar5T @CMO_Odisha

English
BISWOJIT SINGH retweetledi

#WorldNews |
News Commentary: India’s Rising Defence Exports.
🔴LIVE on FM GOLD📻and News On AIR📱App from 10:30⏰PM.
Also on: youtube.com/newsonairoffic…
🎙️Stay Tuned |

English

Integrated fire power Exercise TEJ KATAR;
Teams exhibited seamless synergy & integration between weapon system platforms including T-90 Bhisma tanks, BMP-IIs & ALH-WSI while carrying maneuvers & integrated fire on simulated enemy positions.
#Airawats
#MightOfKhargaCorps
@adgpi
English
BISWOJIT SINGH retweetledi

@otvkhabar ମୋ ନାଁ ଟା ରଖି ଦଉନ ?
ଉଦାହରଣ ସ୍ୱରୂପ...🔽
ବିଶ୍ୱଜିତ୍ ସିଂ ପ୍ରାଇଭେଟ୍ ହସ୍ପିଟାଲ୍, ଭୁବନେଶ୍ୱର (ଓଡ଼ିଶା)
OR

#ଓଟିଭି_ଜନମତ:
ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ), ଭୁବନେଶ୍ୱରର ନାଁ ବଦଳିବ। ରାଜ୍ୟ ସରକାରଙ୍କୁ ଏ ନେଇ କେନ୍ଦ୍ର ସରକାର ପ୍ରସ୍ତାବ ମାଗିଛନ୍ତି। ଏବେ ନୂଆ ନାଁକୁ ନେଇ ଟଣାଓଟରା ଆରମ୍ଭ ହୋଇଯାଇଛି। ଆପଣଙ୍କ ମତରେ ‘AIIMS-ଭୁବନେଶ୍ୱର’ର ନୂଆ ନାଁ କ’ଣ ହେବା ଉଚିତ? #OTV #Janamata #SocialMediaSurvey #PublicOpinion

OR

ଭୁବନେଶ୍ୱରରେ ସଫ୍ଟୱେୟାର ଇଞ୍ଜିନିୟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଭଡା ଘରୁ ମିଳିଲା ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ । #KanakNews #Odisha #Bhubaneswar #Death
kanaknews.com/dead-body-foun…

OR

#ଶ୍ୱାସରୁଦ୍ଧ_ହୋଇ_ଶ୍ୱେତାଙ୍କ_ମୃତ୍ୟୁ
ଭୁବନେଶ୍ୱର: ସଫ୍ଟଓୟାର ଇଂଜିନିୟର ଶ୍ୱେତା ମୃତ୍ୟୁ ମାମଲା, ଆସିଲା ଶ୍ୱେତା ଉତ୍କଳ କୁମାରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧ ହୋଇ ଶ୍ୱେତାଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟରେ ଉଲ୍ଲେଖ #SwetaUtkalKumari #SwetaDeathCase

OR

#ପ୍ରେମିକ_ସହ_ମିଶି_ସ୍ୱାମୀକୁ_ମାରିଲା,#୪_ପିଲାଙ୍କୁ_ଛାଡ଼ି_ଫେରାର୍_ହେଲା_ମାଆ
ପ୍ରେମିକ ସହ ମିଶି ସ୍ୱାମୀକୁ ମାରି ୪ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ଚାଲିଗଲା ସ୍ତ୍ରୀ । ସ୍ୱାମୀର ଚିତା ନଲିଭୁଣୁ ଗାଁ ଦାଣ୍ଡରେ ପ୍ରେମିକର ହାତ ଧରି ଚାଲିଗଲା ସ୍ତ୍ରୀ । ଭାଇରାଲ୍ ହେଉଛି ଭିଡ଼ିଓ #KanakNews #Odisha
OR

@kanak_news ଆମ ପାଖରେ ପଇସା ଥିଲେ ଆମେ ବି କିଣିଦେଇ ଥାଆନ୍ତୁ,ସେ ବଡ କାମ ଟା କଣ କଲେ...? ଏଥିରେ ଆଶ୍ଚର୍ଯ୍ୟ ହେବାର କୌଣସି ପ୍ରୟୋଜନ ନାହିଁ...
ଆମ ଓଡ଼ିଶା ନିଉଜ୍ ଦେଖାଅ ,ଧାନ ତଳି କୋଉଠି ମିଳୁଛି ଖୋଜିକି ଲୋକ ମାନଙ୍କୁ ଜଣାଅ...
OR

#ଏନଡିଟିଭିର_ସେୟାର୍_କିଣିବେ_ଆଦାନୀ
ଗଣମାଧ୍ୟମ ଜଗତରେ ପାଦ ରଖିବେ ଗୌତମ ଆଦାନୀ । ଚ୍ୟାନେଲ୍ ଏନଡିଟିଭିର ୨୬ ପ୍ରତିଶତ ସେୟାର୍ କିଣିବାକୁ ଦେଲେ ଅଫର୍ #KanakNews #GautamAdani #NDTV
OR

#୫_କୋଟିର_ମାନହାନୀ_ମାମଲା_କଲେ_ପ୍ରକୃତି
ଭୁବନେଶ୍ୱର କୋର୍ଟରେ ମାନହାନୀ ମାମଲା ଦାୟର କଲେ ପ୍ରକୃତି ମିଶ୍ର, ୫ କୋଟି ୧୦ ହଜାର ଟଙ୍କାର ମାନହାନୀ ମାମଲା ଦାୟର କଲେ, ବାବୁସାନଙ୍କ ଶ୍ୱଶୁର ଓ ପତ୍ନୀଙ୍କ ନାଁରେ ମାନହାନୀ ମାମଲା କଲେ, ଶ୍ୱଶୁର ଲଳିତ ଶତପଥୀ ଓ ପତ୍ନୀ ତୃପ୍ତିଙ୍କ ନାଁରେ ମାମଲା କଲେ #PrakrutiMishra

OR

@kanak_news @prakrutiworld ଯାହା ହେଇଛି - ଭଲ ହେଇଛି !
ଯାହା ହେଉଛି - ଭଲ ହେଉଛି !
ଯାହା ହେବାକୁ ଯାଉଛି - ଭଲ ହେବାକୁ ଯାଉଛି !
OR

#ମୋ_ଉପରେ_ଅନ୍ୟାୟ_ହୋଇଛି,#ଆଇନ୍_ତାର_କାମ_କରିବ
ମୋ ଉପରେ ଯାହା ହୋଇଛି ସମସ୍ତେ ଦେଖିଛନ୍ତି , ଜାଣିଛନ୍ତି । କୋର୍ଟଙ୍କ ଉପରେ ମୋର ଭରସା ରହିଛି । ଆଇନ୍ ତାର କାମ କରିବ : ପ୍ରକୃତି ମିଶ୍ର #KanakNews #Odisha @prakrutiworld
OR

@_sugandhadas_ ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ ଦେବୀ...
ଆମେ ନିଶ୍ଚିନ୍ତ ରୂପେ ଆପଣଙ୍କ ଆଜ୍ଞା ପାଳନ କରିବା ଦିଗରେ ଅଗ୍ରସର ହେବୁ...
OR





