CDM & PHO Bargarh

49 posts

CDM & PHO Bargarh

CDM & PHO Bargarh

@CDMPHOBargarh

Office of CDM&PHO, Bargarh Health and Family Welfare Department

District Headquarter Hospital Katılım Kasım 2019
13 Takip Edilen133 Takipçiler
DEEPA BARIK
DEEPA BARIK@CharubalaB·
The AC in the Labour Room of Bukuramunda Community Health Centre, Paikmal block, Bargarh district, has been non-functional for a long time. Staff and pregnant women are facing immense difficulties. We urge @HFWOdisha to repair the AC at the earliest. @CMO_Odisha
DEEPA BARIK tweet media
English
2
0
4
286
CDM & PHO Bargarh
CDM & PHO Bargarh@CDMPHOBargarh·
Advocacy Meeting during Observation of World Hypertension Day at District Level
CDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet media
English
0
0
1
63
CDM & PHO Bargarh retweetledi
OSMPKS Odisha
OSMPKS Odisha@osmpksodisha·
DAY-XV IX ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ଵାସ୍ଥ୍ୟ ସଚିବ ଓ ସ୍ଵାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ନିବେଦନକି ଆମ ନ୍ୟାର୍ଯ୍ୟଦାବୀକୁ ପୂରଣ କରନ୍ତୁ। 🙏 #regulariseNHMstaff @PMOIndia @MoHFW_INDIA @CMO_Odisha @MohanMOdisha @MahalingMukesh @HFWOdisha @nhmodisha @dpradhanbjp @ManmohanSamal
OSMPKS Odisha tweet mediaOSMPKS Odisha tweet mediaOSMPKS Odisha tweet mediaOSMPKS Odisha tweet media
OR
56
311
402
3.6K
SWADHIN KUMAR PATRA
SWADHIN KUMAR PATRA@SWADHIN81357364·
ବରଗଡ଼ ହସ୍ପିଟାଲର ରକ୍ତ ଭଣ୍ଡାରରେ ରୋଗୀ ସଂପର୍କୀୟଙ୍କ ବସିବା ପାଇଁ ଚେୟାର ର ଭଲ ଭାବେ ବ୍ୟବସ୍ଥା ନ ଥିବାରୁ ଅନେକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି ।। ତୁରନ୍ତ ଏହାର ସମାଧାନ କରିବା ପାଇଁ ପ୍ରଶାସନକୁ ଅନୁରୋଧ ।। @CMO_Odisha @SecyChief @DMBargarh @ashwiniksarangi @adigoyal_ias @HFWOdisha
SWADHIN KUMAR PATRA tweet mediaSWADHIN KUMAR PATRA tweet media
OR
1
0
1
86
CDM & PHO Bargarh
CDM & PHO Bargarh@CDMPHOBargarh·
ଭେଡେନ ବ୍ଲକର ଥୁଆପଳି, ଝରାପାଳି ଆଦି ଅଞ୍ଚଳରେ ସ୍ୱାସ୍ଥ୍ୟ,ପୋଲିସଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA (ତମାଖୁ ନୀୟନ୍ତ୍ରଣ) ନିୟମଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦବିକ୍ରି କରୁଥିବା ନିୟମ ଖିଲାପକାରୀଙ୍କ ଠାରୁ ଜୋରିମାନା ସଂଗ୍ରହକରିବା ସହ ଜନସାଧରଣଙ୍କୁ ସଚେତନ କରାଯାଇଛି
CDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet media
OR
1
3
8
231
CDM & PHO Bargarh
CDM & PHO Bargarh@CDMPHOBargarh·
ବିଜେପୁର ବ୍ଲକ ଲଉମୁଣ୍ଡା ଅଞ୍ଚଳରେ ସ୍ୱାସ୍ଥ୍ୟ,ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ନିୟମ ଖିଲାପକାରୀଙ୍କ ଠାରୁ ଜୋରିମାନା ସଂଗ୍ରହ କରିବା ସହ ଜନସାଧରଣଙ୍କୁ ସଚେତନ କରାଯାଇଛି । Date : 20-11-2024
CDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet media
OR
0
1
1
69
CDM & PHO Bargarh
CDM & PHO Bargarh@CDMPHOBargarh·
ବରଗଡ଼ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ତମାଖୁ ମୁକ୍ତ ବିଦ୍ୟାଳୟ ପାଇଁ ଶପଥ ପାଠ ଅଭିଯାନ
CDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet media
OR
0
1
1
67
CDM & PHO Bargarh
CDM & PHO Bargarh@CDMPHOBargarh·
ସମୁଦାୟ ଜୋରିମାନା ଟ ୪୯୫୦/- ସଂଗ୍ରହ କରାଯାଇ ଜନସାଧରଣଙ୍କୁ ସଚେତନ କରାଯାଇଛି ।
OR
0
1
1
29
CDM & PHO Bargarh
CDM & PHO Bargarh@CDMPHOBargarh·
ଆଜି ତା ୧୪-୧୧-୨୪ ରିଖ ଅତାବିରା ବ୍ଲକର ଗୋଡଭଗା, ଲହଣ୍ଡା, ସରଣ୍ଡା ଆଦି ଅଞ୍ଚଳରେ ସ୍ୱାସ୍ଥ୍ୟ ବିଭାଗ,ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA ନିୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୯ ଜଣ ନିୟମ ଖିଲାପକାରୀଙ୍କ ଠାରୁ
CDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet mediaCDM & PHO Bargarh tweet media
OR
1
1
1
43