CJP

4K posts

CJP

CJP

@ChakraDebasish

Let us operate from hope of success rather than fear of failure.

Odisha Katılım Ağustos 2017
1.4K Takip Edilen535 Takipçiler
Nityananda Gond
Nityananda Gond@NityanandaBJP·
ଓଡ଼ିଶାର ଗର୍ବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ଙ୍କୁ ବିହାରର ନିର୍ବାଚନ ପ୍ରଭାରୀ ଭାବେ ଦାୟିତ୍ଵ ମିଳିଥିବାରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ପୂର୍ବରୁ ମଧ୍ୟ ପ୍ରଭାରୀ ଭାବେ ନିଜ ଦାୟିତ୍ଵକୁ ଖୁବ ସୂଚାରୁ ଭାବେ ତୁଳାଇ ଦଳ ପାଇଁ ବିଜୟ ଆଣି ଦେଇଛନ୍ତି। ସେହି ଧାରାକୁ ପୁନର୍ବାର ବଜାୟ ରଖିବେ ବୋଲି ମୋର ସଂପୂର୍ଣ୍ଣ ଆଶା ଓ ବିଶ୍ବାସ। #BiharElection
Nityananda Gond tweet mediaNityananda Gond tweet media
OR
24
3
41
1K
Shankar Pujari
Shankar Pujari@shan92648·
ପ୍ରଧାନମନ୍ତ୍ରୀ ସଡ଼କ ରାସ୍ତା ନିର୍ମାଣ କାର୍ଯ୍ୟ ଶେଷ ହେବା ପରେ ଆଉ ଥରେ ବି ରାସ୍ତା ମରାମତି ହୋଇ ନାହିଁ।ରାସ୍ତା ମରାମତି ପାଇଁ ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି କାହାର ଦୃଷ୍ଟି ପଡୁନାହିଁ @PMGSY_NRRDA ଦୃଷ୍ଟି ଦିଅନ୍ତୁ @CMO_Odisha @RDOdisha @PRDeptOdisha @RabiNaikBJP @koraputdm
Shankar Pujari tweet mediaShankar Pujari tweet media
Shankar Pujari tweet media
OR
5
9
14
320
@𝓑𝓲𝓼𝔀𝓪𝓳𝓲𝓽...🇮🇳
ଅପେକ୍ଷାରେ ହିତାଧିକାରୀ. ଚିଠିରେ ଅଟକିଛି ଆବେଦନ. @dssodhenkanal ଉତ୍ତର ଦେବାରେ କୁଣ୍ଠାବୋଧ କାହିଁକି @districtadmndkl ଦୃଷ୍ଟି ଦେବାକୁ ଅନୁରୋଧ @AmaShasana @SSEPD2
@𝓑𝓲𝓼𝔀𝓪𝓳𝓲𝓽...🇮🇳@Biswajitpani19

ଅପେକ୍ଷାରେ ଆବେଦନକାରି, @dssodhenkanal ଭତ୍ତା ପାଇବାରୁ ବଞ୍ଚିତ ହିତାଧିକାରୀ. @SSEPD2 @SecyChief @NityanandaBJP @districtadmndkl

OR
1
0
1
188
CJP
CJP@ChakraDebasish·
@AmaShasana @a ବାରମ୍ବାର ଅଭିଯୋଗ କଲେ ମଧ୍ୟ ସମସ୍ୟାର ହେଉନାହିଁ ସମାଧାନ ଏହା ତାର ଜ୍ଵଳନ୍ତ ଉଦାହରଣ
OR
0
0
0
5
Tarun Kumar Jena
Tarun Kumar Jena@tarunkumar94464·
@DBalasore @mvsuryawanshi @CMO_Odisha @dcmo_pravati @SecyChief @pcsarangi @BDOBASTA23 @AmaShasana @PravatiPOdisha @RabiNaikBJP ସାର୍ ଆପଣଙ୍କୁ ଅନୁରୋଧ କରୁଛି ଦୟାକରି ଖବରକାଗଜ ରେ ପ୍ରକାଶିତ ହୋଇଥିବା ଖବର ଉପରେ ଟିକିଏ ନଜର ଦିଅନ୍ତୁ ଏବଂ ଯଥାଶୀଘ୍ର ସମସ୍ୟାର ସମାଧାନ କରନ୍ତୁ ସାର୍ 🙏🙏
Tarun Kumar Jena tweet media
OR
4
6
13
172
Bikash Nayak
Bikash Nayak@BikashN56723427·
Respected @MohanMOdisha @CMO_Odisha @IPR_Odisha @MbjDIPRO Sir ଏହି ଡାକ୍ତରଖାନା ବିଷୟରେ ବହୁବାର ଖବର ପ୍ରସାରଣ କରାଯାଇଛି ମାତ୍ର @HFWOdisha ବିଭାଗ କୌଣସି ପଦକ୍ଷେପ ନେଉ ନାହାନ୍ତି |ତେଣୁ @MahalingMukesh ଏବଂ ଉପରକ୍ତ ସମସ୍ତ Sir/Madam କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ | @AmaShasana ଦୃଷ୍ଟି ଦେବେ |
Bikash Nayak tweet mediaBikash Nayak tweet media
OR
1
0
7
497
Suryabanshi Suraj
Suryabanshi Suraj@suryabanshibjp·
Met with brave childhood cancer survivors whose courage inspires us all. Their journey reminds us that with awareness, early detection & collective efforts, elimination of cancer is possible. Together, we can build a healthier, cancer-free nation.
Suryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet mediaSuryabanshi Suraj tweet media
English
2
3
39
715
Suryabanshi Suraj
Suryabanshi Suraj@suryabanshibjp·
ଅର୍ଜୁନ ପୁରସ୍କାରପ୍ରାପ୍ତ ଭାରୋତ୍ତୋଳକ ବିଜୟ ଶତପଥିଙ୍କ ବିୟୋଗରେ ଗଭୀର ମର୍ମାହତ । ୧୯୮୨ରେ ଅଷ୍ଟ୍ରେଲିଆର ବ୍ରିସବେନରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଓଡ଼ିଶା ପାଇଁ ଭାରୋତ୍ତୋଳନ ପଦକ ଜିତିବାର ପର୍ବ ଆରମ୍ଭ କରିଥିଲେ ସ୍ବର୍ଗତ ବିଜୟ ଶତପଥି। ଜାତୀୟ ଓ ଅନ୍ତର୍ଜାତୀୟ ଭାରୋତ୍ତଳନ ପ୍ରତିଯୋଗିତାର ଜାଜୁଲ୍ୟମାନ ପ୍ରତିଭା ବିଜୟଙ୍କ ବିୟୋଗ ରାଜ୍ଯର କ୍ରୀଡ଼ା ଜଗତରେ ଶୂନ୍ଯସ୍ଥାନ ସୃଷ୍ଟି କରିଛି ।
OR
2
5
32
1.5K
Suryabanshi Suraj
Suryabanshi Suraj@suryabanshibjp·
ଓଡ଼ିଶା ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ - ୨୦୨୫ ଆଗତ ଓ ପ୍ରସ୍ଥାପନ ସମୟରେ ମୋର ଉପସ୍ଥାପନା ।
OR
6
3
47
1.1K
Nityananda Gond
Nityananda Gond@NityanandaBJP·
ମୋଦୀ ସରକାର ବିଦ୍ୟାର୍ଥୀଙ୍କ ପାଇଁ ଦେଲେ ଉପହାର। ଏବେ ପିଲାମାନଙ୍କ ଶିକ୍ଷା ପାଇଁ ବ୍ୟବହୃତ ସାମଗ୍ରୀ ଉପରେ '୦' (ଶୂନ୍ୟ) ପ୍ରତିଶତ ଜିଏସଟି । #GSTBachatUtsav #NextGenGST @narendramodi @PMOIndia
OR
6
2
7
329
Nityananda Gond
Nityananda Gond@NityanandaBJP·
୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ 'ପୁଷ୍କରା' ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିବାରୁ ଏହାର ନିର୍ଦ୍ଦେଶକ ଶୁଭ୍ରାଂଶୁ ଦାଶ, ମୁଖ୍ୟ ଅଭିନେତା ସବ୍ୟସାଚୀ ମିଶ୍ର ତଥା ନିର୍ମାତା, କଳାକାର ଓ ଅନ୍ୟ ସାଥୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। #Pushkara #NationalFilmAwards
OR
539
2
36
1.2K
EducationOdisha
EducationOdisha@SMEOdisha·
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ଦକ୍ଷତାକୁ ବୃଦ୍ଧି କରିବା ପାଇଁ, ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ #NipunSaptah ଆରମ୍ଭ ହୋଇଛି। ପ୍ରଥମ ଦିନରେ, ଶିକ୍ଷାର୍ଥୀମାନେ- 🔹ଗଣିତ ଖେଳ 🔹 ସମସ୍ୟା ସମାଧାନ(Puzzle) 🔹 ଗପ ଆଧାରିତ ଗଣିତ କାର୍ଡ ବ୍ୟବହାର କରି ଉତ୍ସାହର ସହ ଗଣିତ କରୁଥିବା ଦେଖାଯାଇଛି ।
EducationOdisha tweet media
OR
5
7
100
4.6K