MANOJ KIDO

35 posts

MANOJ KIDO banner
MANOJ KIDO

MANOJ KIDO

@KidoManoj

Sports. And learn something new

Sambalpur, India Katılım Ocak 2018
63 Takip Edilen1 Takipçiler
CMO Odisha
CMO Odisha@CMO_Odisha·
ଲୋକଙ୍କ ସରକାରରେ ଉନ୍ନତ ହେଉଛି ଗ୍ରାମୀଣ ଭିତ୍ତିଭୂମି। ଗ୍ରାମର ସର୍ବାଙ୍ଗୀନ ଉନ୍ନତି ପାଇଁ ସରକାର ଅନେକ ଗୁଡ଼ିଏ ଯୋଜନା ଲାଗୁ କରିଛନ୍ତି। ପିଏମ ଆବାସ ଓ ଅନ୍ତ୍ୟୋଦୟ ଗୃହ ଯୋଜନାରେ ପୂରଣ ହେଉଛି ପକ୍କା ଘର ଆଶା। ସେହିପରି ଜଳ ଜୀବନ ମିଶନରେ ପ୍ରତି ଘରକୁ ମିଳୁଛି ସ୍ୱଚ୍ଛ ଜଳ।
CMO Odisha tweet media
OR
20
19
95
6.9K
MANOJ KIDO retweetledi
Naveen Patnaik
Naveen Patnaik@Naveen_Odisha·
ବିଜେପି ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି 'ଗ୍ୟାରେଣ୍ଟି' ଦେଇଥିଲା। ନିର୍ବାଚନ ସମୟରେ କହିଥିଲେ ୫୦,୦୦୦ ଟଙ୍କା, ଦେଉଛନ୍ତି ମାତ୍ର ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ଜଣରୁ ଜଣେ। ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି? ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ବିଜେପି ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତାହେଲେ ବିଜେପି ସରକାରଙ୍କ 'ପ୍ରତ୍ୟେକ' ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ'ଣ ଏଇୟା? ମା'ମାନଙ୍କୁ ଏହା କ'ଣ ବିଜେପିର ଗ୍ୟାରେଣ୍ଟି? ନା ଏହା ଏକ ଧୂଆଁବାଣ? ମା'ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା'ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା'ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ। ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ବିଜେପି ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା' ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ସୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ'ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ।
OR
396
290
2.1K
96.4K
MANOJ KIDO retweetledi
Abbishek Singhania
Abbishek Singhania@sevakabbishek·
@INCIndia लूटपाट शांति से करो... यही है खटा-खट बैंक का नियम😡😡
Abbishek Singhania tweet media
हिन्दी
1
1
2
221
MANOJ KIDO
MANOJ KIDO@KidoManoj·
Maximum MO ghara Application rejected by Banks.
Panchayati Raj and Drinking Water Department@PRDeptOdisha

କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ବଳସକୁମ୍ପା ଗ୍ରାମ ପଞ୍ଚାୟତର ଶ୍ରୀ ଶରତ ବେହେରା #MOGHARA ଯୋଜନାର ଜିଲ୍ଲାର ପ୍ରଥମ ହିତାଧିକାରୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଯୋଜନା ଅଧୀନରେ ₹୩ ଲକ୍ଷ ମଞ୍ଜୁର ହୋଇଥିବାବେଳେ ପ୍ରଥମ କିସ୍ତିରେ ତାଙ୍କୁ ₹୧ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। #RuralHousingOdisha

English
0
0
0
3
MANOJ KIDO retweetledi
Congress
Congress@INCIndia·
Rs 20,000 crore are in shell companies owned by Mr. Adani. Where did this money come from? These companies are working in the defence sector and there's a Chinese national involved in this. Why is this not being questioned by anyone? :@RahulGandhi Ji #20000CroreKiskeHain
English
296
2.6K
6.3K
301.9K