DI&PRO MAYURBHANJ
243 posts

DI&PRO MAYURBHANJ
@MbjDIPRO
District Information & Public Relations Officer, Mayurbhanj, Baripada
Baripada, India Katılım Temmuz 2020
39 Takip Edilen221 Takipçiler
DI&PRO MAYURBHANJ retweetledi
DI&PRO MAYURBHANJ retweetledi

ଉତ୍କର୍ଷ ଓଡ଼ିଶା - ମେକ ଇନ ଓଡ଼ିଶା କନକ୍ଳେଭ ୨୦୨୫
"ଦେଶ ବିକାଶରେ ପୂର୍ବ ଭାରତ ଏକ ଅଭିବୃଦ୍ଧିର ଇଞ୍ଜିନ୍":- ପ୍ରଧାନମନ୍ତ୍ରୀ ଶ୍ରୀ @narendramodi
#UtkarshOdisha
OR
DI&PRO MAYURBHANJ retweetledi

All set to light up greenery of Similipal as #Mayurbhanj Half #Marathon to kickstart 19th morning.
Taking place at #Baripada Stadium, participants will race past notable landmarks of #Similipal, ensuring an unforgettable experience.
#HalfMarathon #MayurbhanjHalfMarathon




English
DI&PRO MAYURBHANJ retweetledi

🏃♂️ Lace Up for Transformation at the #Mayurbhanj Half Marathon! 🏃♀️
Don't miss your chance to be part of something extraordinary! Registration closes on 17th January2025. Ready to make a difference? 💪
⏳ Register before it's too late!⏳
#StrideForPride #Run_For_Similipal

English
DI&PRO MAYURBHANJ retweetledi

Get Ready For #Mayurbhanj Half Marathon... 🏃♀️🏃 Register Yourself to participate in the Event... & Win Exciting Prizes.
ଆସନ୍ତୁ ସମସ୍ତେ ମିଶି ଶିମିଳିପାଳ ବଞ୍ଚାଅ ଅଭିଯାନରେ ସାମିଲ ହେବା; ଜିଲ୍ଲା ପ୍ରଶାସନର ଏକ ଅନନ୍ୟ ପ୍ରୟାସ, ଆମ ମାଟିର ଗର୍ବ ଶିମିଳିପାଳ ପାଇଁ...
#ହାଫ_ମାରାଥନ
#OurSimilipal_OurPride

DI&PRO MAYURBHANJ retweetledi

Exotic Fruits on Native Soil: #Mayurbhanj Farmers Bet Big on #Strawberry Cultivation; Pouring success to an initiative of Collector, farmers of Tarajodi & Kochilaghati all set to change their financial condition as they have for the first time taken up by strawberry cultivation.




English
DI&PRO MAYURBHANJ retweetledi

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ତଥା @OMBADC1 ଓଭରସାଇଟ ଅଥରିଟି ଜଷ୍ଟିସ ଅନଙ୍ଗ କୁମାର ପଟ୍ଟନାୟକ ୫ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ବୈଠକରେ ଆଲୋଚନା କରି ଓମ୍ବାଡସି ପାଣ୍ଠି ସହାୟତାରେ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ଅନୁଧ୍ୟାନ କରିଛନ୍ତି ।




OR
DI&PRO MAYURBHANJ retweetledi

Former Supreme Court Judge & Odisha Mineral Bearing Areas Development Corporation @OMBADC1 Oversight Authority Justice Shri Anang Kumar Patnaik is on 5-day visit to #Mayurbhanj to take stock of the progress of works of various developmental initiatives in the district @ombadc




English
DI&PRO MAYURBHANJ retweetledi

ଆସନ୍ତା ବର୍ଷ ଜାନୁଆରୀ ୧୯ ତାରିଖରେ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ହେବାକୁ ଯାଉଛି #ହାଫ_ମାରାଥନ
#HALF_MARATHON #Run_For_Similipal
To celebrate nature &raise awareness about importance of greenery, this winter, the District Administration to host #HALF_MARATHON on 19th January 2025

Eesti
DI&PRO MAYURBHANJ retweetledi

ଖୁବ ଶୀଘ୍ର ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଆୟୋଜନ କରିବାକୁ ଯାଉଛି #ହାଫ_ମାରାଥନ
#Run_For_Similipal
#RunForGreen
To celebrate nature and raise awareness about the importance of greenery, this winter, the District Administration is going to host #HALF_MARATHON soon.
Stay updated with us...

English
DI&PRO MAYURBHANJ retweetledi

#ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ସଫଳତାର ସହିତ ମୁକାବିଲା କରିଛି ବାତ୍ୟା #ଦାନା
"ଏକତା ହିଁ ବଳ" ଏହି ମୂଳମନ୍ତ୍ରରେ ସମସ୍ତ ଜରୁରୀକାଳୀନ କାର୍ଯ୍ୟ ଚାଲିଥିବା ବେଳେ, ଆଜିର ଖବର କାଗଜ ପୃଷ୍ଠାରୁ କିଛି...
#CycloneDanaAftermath #CycloneDana
#CycloneUpdate
@SRC_Odisha @IPR_Odisha @CMO_Odisha @rdmodisha




OR
DI&PRO MAYURBHANJ retweetledi

Honb’le Minister Sri Ganesh Ram Singh Khuntia visited temporary shelters in #Kusumi block & interacted with public. He also distributed dry foods to the boarders in the shelters during his visit; also directed admin to ensure proper arrangements for evacuees' safety & comfort.




English
DI&PRO MAYURBHANJ retweetledi

#UnitedEffortsForNormalcy
#OdishaBravesDana
As Mayurbhanj battles aftermath of #CycloneDANA , disaster response teams conducting extensive restoration operations throughout affected areas, clearing blocked roads, repairing power infrastructure & rebuilding essential services




English
DI&PRO MAYURBHANJ retweetledi
DI&PRO MAYURBHANJ retweetledi

#OdishaBravesDANA
#ମୟୂରଭଞ୍ଜ #ବାତ୍ୟା_ଦାନା: ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ନୀରିକ୍ଷଣରେ ଯାଇ ମାନ୍ୟବର ମନ୍ତ୍ରୀ @dr_kcmahapatra ବୁଢ଼ାବଳଙ୍ଗ ନଦୀର ଜଳସ୍ତର ଅନୁଧ୍ୟାନ କରିଛନ୍ତି; ସମ୍ଭାବ୍ୟ ବନ୍ୟା ଦ୍ଵାରା ପ୍ରଭାବିତ ହେବାକୁ ଥିବା ଅଂଚଳର କଚ୍ଚା ଘରୁ ଜନସାଧାରଣଙ୍କ ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି




OR
DI&PRO MAYURBHANJ retweetledi

ବାତ୍ୟା ମୁକାବିଲା ପ୍ରସ୍ତୁତି ସମ୍ବନ୍ଧରେ ରାଜସ୍ବ ଓ ବିପର୍ଯ୍ଯୟ ପରିଚାଳନା ମନ୍ତ୍ରୀଙ୍କ ପ୍ରେସ୍ ବିବୃତି:
#OdishaBravesDana
OR
DI&PRO MAYURBHANJ retweetledi

#ବାତ୍ୟା_ଅନୁଭୁତିରେ_ଶୈଶବ
#OdishaBravesDANA
ବାତ୍ୟା ଆଶ୍ରୟ ସ୍ଥଳୀରେ ଶିଶୁ ମାନଙ୍କ ଯତ୍ନ ଏବଂ ଦେଖାଶୁଣାକୁ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ; ଉତ୍ତମ ସୁଷମ ରନ୍ଧା ଖାଦ୍ୟ ଦେବା ସହିତ ବିପର୍ଯ୍ୟୟ ସମୟରେ ସୁସ୍ଥ ବାତାବରଣ ଯୋଗାଇ ଦେଇଛି
#cyclone_Dana #CycloneLandfall #CycloneUpdate #CycloneDanaUpdates
@SRC_Odisha



OR













