ARAKHIT GOUDA
180 posts

ARAKHIT GOUDA
@arakhit22
UGB CSP@CSC “Silence is the most powerful scream”
Chandahandi, odisha Katılım Aralık 2014
318 Takip Edilen50 Takipçiler
ARAKHIT GOUDA retweetledi

ପିଲାଙ୍କୁ ବହି ମିଳୁନାହିଁ.. ଶିକ୍ଷା ବର୍ଷର ମାସେ ବିତିଲାଣି।
ଆଜ୍ଞା @MohanMOdisha ବାବୁ ଆପଣ ପଶ୍ଚିମବଙ୍ଗ ନିର୍ବାଚନରୁ ଧ୍ୟାନ ହଟେଇ ପିଲାଙ୍କ ବହି କେମିତି ମିଳିବ ତା ଉପରେ ଧ୍ୟାନ ଦିଅନ୍ତୁ। ଆମ ପିଲାମାନେ କଣ ମୂର୍ଖ ହୋଇ ରହିବେ କି?
@Ganjam_Admin @CMO_Odisha @Naveen_Odisha @SulataDeoMP @sasmitpatra ୧/୨
OR

Deeply saddened by the news of Rinku’s father’s demise. My heartfelt prayers and thoughts are with you and your family during this difficult time. May you always find strength in his eternal blessings. Om Shanti. 🙏 @rinkusingh235
English

@NandighoshaTV କୃଷକର କଥା କୁ କେହି ବୁଝୁ ନାହାନ୍ତି, ସେମାନଙ୍କୁ ହଇରାଣ କରୁଛନ୍ତି, ବୋନୋସ୍ ନାମ ରେ ଯାହା ମିଲିଥାନ୍ତା ସେଇଟା କଟନି ଛଟଣି ରେ ଯାଉଛି। ଜଣେ ସରକାରୀ ଚାକିରିଆଙ୍କ ଦରମାରୁ 100 ଟଙ୍କା ଗୋଟେ କାଟି କରିଦେଖନ୍ତୁ କିନ୍ତୁ କୃଷକ ର ଝାଳ ବୁହା ପରିଶ୍ରମ ରୁ ଉପାର୍ଜିତ ଶସ୍ୟ କୁ ସଠିକ ମୂଲ୍ୟ ଦିଆଯାଉନି। କୃଷକଙ୍କୁ ମାଗଣା pm/cm ଦରକାର ନାହିଁ
OR

ମଣ୍ଡି ସମସ୍ୟା, ନାରୀ ନିର୍ଯାତନା, ପୋଲାଭରମ, କୋଇଲା ରୟାଲିଟି, ସ୍ପେଶାଲ ପ୍ୟାକେଜ ପ୍ରସଙ୍ଗକୁ ନେଇ ଡବଲ ଇଞ୍ଜିନ ସରକାରକୁ ଧୋଇଲେ ବିଜେଡି ସାଂସଦ ମୁନ୍ନା ଖାଁ
#odisha #NandighoshaTV #bjd #ParliamentOfIndia
OR

@OdishaReporter ଓଡ଼ିଶା ରାଜ କୋଷ ରୁ ବୋହିକି ନିଅ,
କହିଲା କଣ ନା କମ୍ ହଉଛି, ତମକୁ ଗୋଟେ ଗୋଟେ 🚛 ରେ ଦେଲେ ବି କମ୍ ହେଇଯିବ।
OR

#ବିଧାୟକଙ୍କର_ଯାହା_ଦରମା_ବଢ଼ିଛି_ତାହା_ବହୁତ_କମ୍_କହିଲେ_ଜୟନାରାୟଣ
#ସମାଲୋଚନା_କରିବା_ନାଁରେ_ସମାଲୋଚନା_କରାଯାଉଛି
୩ ଲକ୍ଷ ୪୦ ହଜାର ଟଙ୍କାକୁ ଲୋକ ଅଧିକ ଭାବିବେ ବୋଲି ମୋର ଆଶା ନାହିଁ। ଜଣେ ବିଧାୟକ ଗୋଟିଏ ମାସରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି, ତାହା କେବଳ ସେମାନଙ୍କ ସହିତ ରହିଲେ ହିଁ ଜଣେ ଜାଣିପାରିବେ : ସମ୍ବଲପୁରର ବିଜେପି ବିଧାୟକ ଜୟନାରାୟଣ ମିଶ୍ର #Odisha
OR


















