Mga Resulta ng Paghahanap: "#pythoncase"

1 resulta
News18 Odia
News18 Odia@News18Odia·
ଦିନକୁ ଦିନ ରୋଚକ ମୋଡ଼ ନେଉଛି ନନ୍ଦ ମଉସାଙ୍କ ନିଖୋଜ ଘଟଣା। ଅଜଗର ଗିଳିବା, ଦୁର୍ଘଟଣା, ନିଖୋଜ ହେବା, ହତ୍ୟା ଭଳି ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି। କିନ୍ତୁ ଏବେ ଜଣେ ପ୍ରଧାନ ଶିକ୍ଷକ ଯେଉଁ କଥା କହିଛନ୍ତି ତାହା ଆଶ୍ଚର୍ଯ୍ୟ କରୁଛି ସମସ୍ତଙ୍କୁ। #PythonCase ପଢ଼ନ୍ତୁ ପୂରା ଖବର: odia.news18.com/news/odisha/py…
OR
0
0
2
0