Pranab Balabantaray
986 posts

Pranab Balabantaray
@Pranab3333
Ex-MLA, Dharmasala | General Secretary, Biju Janata Dal
Bhubaneswar, India Beigetreten Kasım 2016
42 Folgt13.1K Follower

ପବିତ୍ର ଶ୍ରୀ ରାମ ନବମୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କର କୃପା ସଦା ସର୍ବଦା ଆପଣଙ୍କ ଉପରେ ରହୁ। ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ। ଜୟ ଶ୍ରୀ ରାମ 🚩
#RamNavami
#ରାମନବମୀ

OR

ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆସନ୍ତୁ ଏହି ପବିତ୍ର ଦିନରେ ଆମେ ସମସ୍ତେ ନାରୀମାନଙ୍କର ସମ୍ମାନ, ସମତା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଓ ସେମାନଙ୍କର ସ୍ୱପ୍ନ ସାକାର କରିବାରେ ସଦା ସହଯୋଗ କରିବା।
#happywomensday

OR

ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ହୋଲି ଆପଣଙ୍କ ଜୀବନରେ ଖୁସି, ଆନନ୍ଦ, ସଫଳତା ଓ ସମୃଦ୍ଧିର ନୂଆ ରଙ୍ଗ ଭରିଦେଉ। ସମସ୍ତ ଦୁଃଖ କଷ୍ଟ ଦୂର ହେଉ ଓ ପ୍ରତ୍ୟେକ ଦିନ ହସିଖୁସିରେ କଟୁ।
#HappyHoli

OR

@BurmaSanjay @Naveen_Odisha Naveen Patnaik Sir Your dignified personality and soft-spoken nature make you a respected leader nationwide.
English
Pranab Balabantaray retweetet

ଓଡିଶାର ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ @Naveen_Odisha ଯେ କେବଳ ଭାରତୀୟ ରାଜନୀତିରେ ଗଭୀର ଛାପ ଛାଡିଛନ୍ତି ତାହା ନୁହେଁ ବରଂ ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳକୁ ସଶକ୍ତ, ସମୃଦ୍ଧ ଓ ସୁଦୃଢ ନେତୃତ୍ୱ ଦେଉଛନ୍ତି।

OR

#ଓଁ_ନମଃ_ଶିବାୟ 🙏
ପବିତ୍ର ମହାଶିବରାତ୍ରି ଓ ଜାଗର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଏହି ପବିତ୍ର ଦିବସରେ, ଭଗବାନ ମହାଦେବଙ୍କ ଅପାର କରୁଣା ଓ ଆଶୀର୍ବାଦରେ, ସଭିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ।
#MahaShivaratri #HarHarMahadev

OR

ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜିର ଦିବସ ହେଉଛି ଗର୍ବ, ଗୌରବ ଓ ସଂକଳ୍ପର ଦିନ। #HappyRepublicDay

OR

ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି।
#makarsankranti
#ମକରସଂକ୍ରାନ୍ତି

OR

Warm greetings to all on the joyous occasion of the New Year. May this New Year bring peace, good health, and prosperity to every family. Let us move forward together with unity, hope, and determination to build a stronger, more developed society. #HappyNewYear

English

ପବିତ୍ର ପ୍ରଥମାଷ୍ଟମୀ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। ଘରର ଅଗ୍ରଜମାନଙ୍କୁ ସମ୍ମାନ ଜଣାଇବାର ଆମର ଏହି ପରମ୍ପରା ସବୁଠୁ ନିଆରା ଓ ସ୍ୱତନ୍ତ୍ର। ମହାପ୍ରଭୁଙ୍କ ନିକଟରେ ସଭିଙ୍କ ମଙ୍ଗଳ କାମନା କରୁଛି। #Prathamastami

OR

ଦୀପଂ ଜ୍ୟୋତି ପରମବ୍ରହ୍ମ, ଦୀପଂ ଜ୍ୟୋତି ଜନାର୍ଦ୍ଦନ
ଦୀପଂ ଜ୍ୟୋତି ହରେତ୍ ପାପ, ଦୀପଂ ଜ୍ୟୋତି ନମୋସ୍ତୁତେ।।
ପବିତ୍ର ଦୀପାବଳି ଏବଂ କାଳୀପୂଜାର ଶୁଭାବସରରେ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ।
#HappyDiwali

OR

ଓଡ଼ିଶା ପାଇଁ ଆପଣଙ୍କ ଅବଦାନ ଅଲିଭା ରହିବ କାଳକାଳକୁ।
ଆପଣଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରୁଛି । 💐
#happybirthday
@Naveen_Odisha
@bjd_odisha
OR

ଓଡ଼ିଶାର ବିଶ୍ୱକର୍ମା, କୋଟି ଓଡ଼ିଆଙ୍କ ପ୍ରିୟ ନେତା @bjd_odisha ର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @Naveen_Odisha ଙ୍କ ଶୁଭ ଜନ୍ମଦିନ ଅବସରରେ ଅଶେଷ ଅଶେଷ ଅଭିନନ୍ଦନ l ପ୍ରଭୁ ଜଗତର ନାଥ ଜଗନ୍ନାଥ ଆପଣଙ୍କୁ କୋଟି ପରମାୟୁ ଦିଅନ୍ତୁ l ସୁସ୍ଥ, ନିରୋଗ ଜୀବନ ଅତିବାହିତ କରନ୍ତୁ l ଶୁଭ ଜନ୍ମଦିନ!💐🙏

OR





