Pitambar Samal retweetet

ଓଡ଼ିଶା ଦିବସ ରୁ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ୟ୍ୟନ୍ତ ଆମ ଓଡ଼ିଆ ସଂସ୍କୃତିର ସ୍ବରୂପ ବିଭିନ୍ନ ପରିଚାୟକକୁ ସମ୍ମାନ ଜଣାଇ ଓଡ଼ିଆ ପକ୍ଷର ପାଳନ କରାଯାଉଛି।
ଆଜି ଏବଂ ଆସନ୍ତାକାଲି ପାଇଁ "ଆମ ପୋଷାକ, ଆମ ପରିଚୟ" କୁ ଦୃଷ୍ଟିରେ ରଖି ହସ୍ତତନ୍ତ, ବୟନ ଶିଳ୍ପ ଏବଂ ହସ୍ତଶିଳ୍ପ ବିଭାଗର ଅଧିକାରୀ ମାନେ ଓଡ଼ିଶାର ପାରମ୍ପାରିକ ପୋଷାକ ପରିଧାନ କରି ଭିନ୍ନ ଏକ ବାର୍ତ୍ତା ପ୍ରଦାନ କରିଛନ୍ତି।
ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ।
@MohanMOdisha @CMO_Odisha @IPR_Odisha @HTH_Odisha @Culturedeptt

OR

























