Titu panda

27.5K posts

Titu panda banner
Titu panda

Titu panda

@Titupanda2

ଭଲ ଲାଗେ ସେଇ ଶୁନଶାନ ଅନ୍ଧାର ରାତି, ଯେଉଁଠି ମଣିଷ ମାନଙ୍କ ଯାତାୟତ ନଥାଏ।

Se unió Ocak 2019
600 Siguiendo1.4K Seguidores
Tweet fijado
Titu panda
Titu panda@Titupanda2·
ନବୀନ ବାବୁ କିଛି କରିନାହାନ୍ତି କହୁଥିବା @BJP4Odisha ଟିକିଏ ଦେଖିବେ ନିଶୁଳ୍କ 'BIJU EXPRESSWAY' କେତେ ସୁନ୍ଦର। ନବରଙ୍ଗପୁର ରୁ କନ୍ଧମାଳ... @narendramodi ଜୀଙ୍କ NH ଭଳି ନୁହଁ ଯାହା ଓଡିଶା ମଧ୍ୟରେ KM ପିଛା ଏବେ ପ୍ରାୟ ଦେଢ଼ ରୁ ଦୁଇଟଙ୍କା ଦେବାକୁ ହୁଏ। @sasmitpatra @BhruguOdisha @Naveen_Odisha @AdvGantayat
OR
144
56
657
68.8K
Titu panda
Titu panda@Titupanda2·
@advaita_batika @SugangaKeshari ମୁଁ ମୋର ଦେଶକୁ support କରେ। ଲଢେଇ ଯଦି ଚାଲିଛି ସରକାର କରୁଛନ୍ତି କଣ? ସରକାର ଦାୟୀ ନୁହଁ? ଯଦି ଏ ଲଢେଇ ଅଣ ବିଜେପି ଶାସିତ ରାଜ୍ୟରେ ହୁଅନ୍ତା?
OR
0
0
0
0
Titu panda
Titu panda@Titupanda2·
ଏଇ ଥରଟି ହିଁ ୟାର last MLA ପଦ, ଜୀବନରେ ଆଉ କେବେ ଜିତି ପାରିବ ନାହିଁ ଏହି ମହିଳା ଜଣକ ଲେଖିକି ରଖନ୍ତୁ। କାରଣ ଏ ହେଲେ ମହିଳା ନାଁ ରେ କଳଙ୍କ, ନିଜେ ଜଣେ ମହିଳା ହେଇ ମହିଳାଙ୍କ ନାଁ ରେ ରାଜନୀତି କରେ ଏ ମହିଳା...😡 @bjd_odisha @Naveen_Odisha ବାବୁଙ୍କ ପାଦର ଧୂଳି ସହ ସମାନ ହେବ ନାହିଁ ୟେ...
Pravati Parida@PravatiPOdisha

ଯେତେବେଳେ ଦାନ ମାଝୀଙ୍କ କାନ୍ଧରେ ତାଙ୍କ ସ୍ତ୍ରୀର ଶବ ଦେଖି ମହିଳାମାନେ ହତୋତ୍ସାହିତ ହେଉଥିଲେ, ସେତେବଳେ ନବୀନ ବାବୁ ଓଡ଼ିଆରେ ଦୁଇ ପଦ ଭରସା ଦେଇପାରିଲେନି ? ଏବେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । #BJDAgainstWomen

OR
6
0
18
331
Titu panda
Titu panda@Titupanda2·
Sir @SatpathyLive ​୩ଟି ରାଜ୍ୟରେ ନିର୍ବାଚନୀ କୋଳାହଳ ଚାଲିଥିବା ବେଳେ @RahulGandhi ଙ୍କୁ ନିକୋବାରରେ ଦେଖି ତାଯୁବ ହେଲି। ସବୁ ଦଳ ଭୋଟ୍ ରାଜନୀତିରେ ବ୍ୟସ୍ତ, ସେ କିନ୍ତୁ ୧୬୦ବର୍ଗକିମି ଜଙ୍ଗଲର ସୁରକ୍ଷା ପାଇଁ ଚିନ୍ତିତ ​ଏହି ସମ୍ବେଦନଶୀଳତା କ’ଣ ଆପଣଙ୍କ ଭଳି ବ୍ୟକ୍ତିତ୍ୱଙ୍କୁ ପ୍ରଭାବିତ କରୁନାହିଁ? ରାହୁଲ ବାସ୍ତବରେ ବଦଳିଛନ୍ତି!
Titu panda tweet media
OR
6
0
30
367
Titu panda
Titu panda@Titupanda2·
@bhabani678 @SatpathyLive @RahulGandhi @INCIndia @INCOdisha @BhaktaCharanDas @DhabalEngine @Joy58478352 @SatyaPrNayak @NayakEsKay କେମିତି ରହିବ? କଂଗ୍ରେସ ପାଖରେ ଟଙ୍କା ନାହିଁ। ମୋଦି ପାଖରେ ଟଙ୍କା ଅଛି। କଂଗ୍ରେସ 70 ବର୍ଷ ଶାସନ କରି ସବୁଠୁ ଅଧିକ 750କୋଟି fund ରଖିଥିଲା। BJP ବର୍ତ୍ତମାନ ୧୧ବର୍ଷରେ ୧୦୦୦୦କୋଟି କେବଳ cash ରଖିଛି।
OR
0
0
0
1
Titu panda
Titu panda@Titupanda2·
@deepakbhai_bjp @bjd_odisha @Naveen_Odisha BJP 77 ବର୍ଷ ପରେ ଜିତିଲା, ଦୁଇବର୍ଷ ରେ ଏତେ ଅହଂକାର କାହିଁକି? ନବୀନ ବାବୁ ନଜିତିଲେ ଆଉ କିଏ ଜିତିବ। power କେବେ ସ୍ଥାୟୀ ନୁହଁ।
OR
1
0
0
21
Titu panda
Titu panda@Titupanda2·
@SugangaKeshari @advaita_batika ସମସ୍ୟା ଜଣେଇବାର ୩ଦିନ ମଧ୍ୟରେ ସମସ୍ୟା ଦିଗରେ କାମ କରନ୍ତି ସସ୍ମିତ sir, କିନ୍ତୁ ତୁମେ ସବୁ ତାଙ୍କୁ ଟ୍ରଲ କରୁଛ, ଧନ୍ୟ ତୁମେ 😅 କିନ୍ତୁ ତଳୁ ଉପର ଯାଏଁ ତୁମ ସରକାର ଦୁଇବର୍ଷ ବିତିଲାଣି ଗାଁ ପାଣି ସମସ୍ୟା ସମାଧାନ କରୁନି ସେ ସରକାରର ଗୁଣ ଗାଉଛ😅 ତ ଚାଟୁକର କିଏ ଟିକେ କହିବ?
OR
0
0
0
4
Titu panda
Titu panda@Titupanda2·
@SugangaKeshari @advaita_batika ତୁମର ଦଳର ଯାହାର ଗୁଣ ଗାନ କରୁଛ କୋଉ MLA ଓ MP ତୁମ କଥା ଶୁଣିଛି କୁହ ତ? ସସ୍ମିତ sir ଙ୍କୁ ଯାହା କହେ ସଙ୍ଗେ ସଙ୍ଗେ ସେ କାମ କରନ୍ତି। ବିନା ବିଳମ୍ବ କରି। ତେଣୁ ସେ ଜଣେ ଭଲ ନେତା ବୋଲି ତାଙ୍କୁ ସନମାନ ଦିଏ। ତୁମ ଭଳି ଅନ୍ଧ ହୋଇ ଗୁଣଗାନ କରେ ନାହିଁ ଭାଇ। ତୁମ ଗାଁ issue ଜଣେଇବି କି? Date check କରିବ plz 👇 ଏବେ କୁହ ଚାଟୁକର କି?
Titu panda tweet mediaTitu panda tweet mediaTitu panda tweet mediaTitu panda tweet media
OR
1
0
0
6
Titu panda
Titu panda@Titupanda2·
@SugangaKeshari @advaita_batika ତୁମେ ଭୁଲିଯାଉଛ ରାଜ୍ୟସଭାରେ ବ୍ରହ୍ମପୁର-ଭଞ୍ଜନଗର-ଫୁଲବାଣୀ NH-୨୧୭ ରାସ୍ତା ପ୍ରଶସ୍ତି କରଣ କଥା ଓ ଗଞ୍ଜାମ ର ରେଳ ଓ Airport issue ଯେଉଁ ଉଠେଇଥିଲେ ତାହା ମୁଁ କହିଥିଲି କହିବାକୁ। ଭାଇ ମୁଁ ଜଣେ ସାଧାରଣ ନାଗରିକ, କିନ୍ତୁ ସେ ମୋର କଥା ରଖନ୍ତି। ତୁମ ଦଳର କିଏ ରଖିଛି ଟିକେ କହିବ କି?? ତୁମ ଗାଁ issue ଲେଖିକି ଦିଅ, କରିଦେବେ ସେ 😅
OR
0
0
0
1
Titu panda
Titu panda@Titupanda2·
@SugangaKeshari @advaita_batika ହେଁ ଭାଇ ସସ୍ମିତ ପାତ୍ର sir ଆମ ଗାଁ ଜଗନ୍ନାଥ ମନ୍ଦିରକୁ ୧୦ଲକ୍ଷ donate କରିଛନ୍ତି ବୁଝିଲା ତ? ତ ଚାଟୁକାର ନା କୃତଜ୍ଞ ଏବେ କହିବ? ତୁମର ସରକାର ତୁମର କଣ ସାହାଯ୍ୟ କରିଛନ୍ତି ଟିକିଏ ଶୁଣେ ତ? ତାହା ବି ଭାଙ୍ଗି ଯାଇଥିବା ମନ୍ଦିର ସକାଶେ କହୁ କହୁ ଦୁଇଦିନ MP fund sanction କଲେ। ତ ସେ କେମିତି ବ୍ୟକ୍ତିତ୍ୱ ଓ ନେତା ଜାଣିପାରୁଛ ତ?
Titu panda tweet media
OR
0
0
0
4
Titu panda
Titu panda@Titupanda2·
@SugangaKeshari @advaita_batika ଦଳ ଡିଆଁ?? କି ମୁଁ ନେତା ନା ପଦବୀରେ ଥିଲି ଯେ ଦଳ ଡେଇଁବି? ଯେଉଁମାନେ ନେତା କି ପଦବୀରେ ରୁହନ୍ତି ତାଙ୍କୁ ଦଳ ଡିଆଁ କୁହନ୍ତି। ସେବେ ବି ମଦ, ଚୋରା ବାଲି ଓ ଲୋକଙ୍କ ମିଥ୍ୟା କେସ ବିରୁଦ୍ଧରେ ଲଢୁଛି ଏବେ ବି ଲଢୁଛି। changes ମୋ ପାଖରେ ନାହିଁ। ହଁ ତୁମ ଦଳରେ BJD ଲୋକଙ୍କ କାମ କଣ? ତୁମେ ତ BJP ପାଣି ଦେଇଦେଉନାହାନ୍ତି?
OR
1
0
0
2
Titu panda
Titu panda@Titupanda2·
@SugangaKeshari @advaita_batika କାହିଁକି କରେଇବି ଭାଇ? ତୁମର ସାମର୍ଥ୍ୟ ନାହିଁ କି? ଏତେ ବଡ଼ ବଡ଼ ଭାଷଣ ମାରୁଛ ତୁମ ସରକାର ଶୁଣୁ ନାହାନ୍ତି କି?
OR
1
0
0
4
ସୁଗାଙ୍ଗ କେଶରୀ
@Titupanda2 @advaita_batika ତମ ହାତରେ ସବୁ ଅଛି ତମେ କରେଇ ଦବ କହିଥିଲ 🤣🤣🤣 ପାଣି ଆସିଗଲାଣି? ପିମ୍ପୁଡ଼ି ରୁଖକୁ ଚଢ଼ିଲେ ଯାହା ହୁଏ
OR
1
0
1
3
Titu panda
Titu panda@Titupanda2·
@SujitSarangi3 ଭାଇ ଗୋଟିଏ family pension କୋରାପୁଟ DCO ଉକ୍ତ ପରିବାରକୁ ବିଗତ ଦୁଇବର୍ଷ ହେଲା କରୁନାହାନ୍ତି 😅 Dec 01, 2024 ରେ death ହେଇଥିଲା ଚାକିରୀ କାଳରେ। ମୁଁ ପ୍ରାୟ Dec, 2025 ରୁ ଦୌଡୁଛି ଉକ୍ତ ପରିବାର ପାଇଁ। ଆଶ୍ଚର୍ଯ୍ୟ single rupees ମିଳିନି। ପ୍ରିଭିଜନାଲ ଓ GIS ତ ମିଳିବା କଥା ତାହା ବି ନାହିଁ। ଏମିତି ଚାଲିଛି ସରକାର।
OR
0
0
1
31
Sujit Sarangi
Sujit Sarangi@SujitSarangi3·
ଆଜିକାଲି ସରକାରୀ କାର୍ଯ୍ୟାଳୟକୁ ଯିବାକୁ ଭୟ ଲାଗୁଛି, ସରକାରୀ ସେବକଗଣଙ୍କ ବ୍ୟବହାର ଅତ୍ୟନ୍ତ କଦର୍ଯ୍ୟ, ଏହି ଧାରା ନବୀନ ଶାସନରୁ ଚାଲି ଆସୁଛି.. ଲାଗୁଛି ମୋଗଲ ଶାସନ ଓ ଇଂରେଜ ଶାସନ ଏହାଠୁ ଭଲ ଥିବ 🤔ଆପଣଙ୍କୁ କଣ ଲାଗୁଛି 🤔
OR
7
0
21
454
Titu panda
Titu panda@Titupanda2·
@SugangaKeshari @advaita_batika ତୁମେ ଭାବୁଛ ତୁମେ ହିଁ ବହୁତ ଚାଲାକ ଓ ସୋଚଟ ବଳକା ଦୁନିଆରେ ସବୁ ମୂର୍ଖ ଆଉ ଲୋଭି। ମୋର ଗାଁର କିଛି ସମସ୍ୟା ହେଲେ ନା ତୁମ ଭଳିଆ ମୋର ହାତରେ ନାହିଁ କୁହେନି। 😅 ଥରେ ଆସ ମୋ ସହ ଜିଲ୍ଲାପାଳ ofc ତାପରେ ଜାଣିବ ନେତା ଓ ସାଧାରଣ ଜନତା ମଧ୍ୟରେ ଫରକ କଣ।
OR
2
0
0
6
ସୁଗାଙ୍ଗ କେଶରୀ
@Titupanda2 @advaita_batika ପାଣି ଦେବା ମୋ ହାତର କଥା ନୁହଁ ମୁଁ ଯଥାସାଧ୍ୟ ଚେଷ୍ଟା କରୁଛି କିନ୍ତୁ ମୁଁ ମୋ ଘର ଲୋକଙ୍କ ନାଁରେ ସବୁ ଯୋଜନା କରି ନାହିଁ ଅଯୋଗ୍ୟ ପାଇବା ପାଇଁ ଯୋଗ୍ୟତା ନ ଥାଇ ତା ଛଡ଼ା ମନରେଗାରେ ଦିନେ କାମ ନ କରି ପଇସା ମୋ ଘର ଲୋକଙ୍କ ନାଁରେ ଉଠେଇ ନାହିଁ
OR
3
0
0
7
Titu panda
Titu panda@Titupanda2·
@SugangaKeshari @advaita_batika ତା ଛଡା ମୋର account ପଇସା ଆସିଲା କେମିତି? ମୁଁ ତ କୋଉଠି signature ବି କରିନି। ଏହା ଉପରେ RTI ମାଗିଛି କିନ୍ତୁ ତୁମ ପ୍ରିୟ BJP ସରକାର ପରା RTI ଦେଉନାହାନ୍ତି। ଆଉ ଚାଲକୀ ଦେଖେଇ ଦେଖେଇ confuse କରନ୍ତି। 😅 ଏ ନେଇ ଆଗକୁ କଣ କରୁଛି ଜାଣିବନି।
OR
1
0
0
4
Titu panda
Titu panda@Titupanda2·
@advaita_batika @SugangaKeshari Terrorist? ଯଦି terrorist ତେବେ ଭାରତ ବର୍ଷରେ ଥିବା କେନ୍ଦ୍ର ସରକାର ପାଖରେ ଦକ୍ଷତା ନାହିଁ କି terrorist ମାନଙ୍କୁ ଦମନ କରିବା? ଏହି Terrorist ମାନେ ଦେଶର କୋଉ କୋଉ ଯାଗାରେ ବୋମା ଫୁଟେଇଛନ୍ତି? ତୁମେ ଜଣେ ଭଲ ବଳକା ସାରା ଦେଶ ଆତଙ୍କବାଦୀ? ଯାଇଛ ସେଇଠିକୁ କେବେ? ମୁଁ ଯାଇଛି.. ଯାଅ ଥରେ ତାପରେ ଆସ ଲେଖିକି ଦେଖାଅ ସେମାନେ ଆତଙ୍କି
OR
0
0
0
6
Titu panda
Titu panda@Titupanda2·
ବାଃ ବାଃ @rajaaswain sir 🙏🙏🙏
Ranendra Pratap Swain@rajaaswain

ଆଜି ତା ୩୦.୦୪.୨୦୨୬ ରିଖ ସ୍ଵତନ୍ତ୍ର ଦିନିକିଆ ବିଧାନସଭା ଅଧିବେଶନରେ ଆଗତ ହୋଇଥିବା “ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ” ବିଷୟକୁ ନେଇ ଆଜିର ସ୍ଵତନ୍ତ୍ର ଅଧିବେଶନ ଡାକିବାର ଅଭିଳାଷ କ’ଣ ଓ ସରକାର ଏହାକୁ କାହିଁକି ଡାକିଲେ ସେ ବିଷୟରେ ମୋର ମତ ପ୍ରକାଶ କଲି। ଗତ ତା ୧୭.୦୪.୨୦୨୬ରିଖ ରେ କେନ୍ଦ୍ର ସରକାର ଷଡ଼ଯନ୍ତ୍ର ମୂଳକ ଭାବରେ ମହିଳା ବିଲକୁ ଢାଲ କରି ସୀମା ପୁନଃ-ନିର୍ଦ୍ଧାରଣ ବିଲକୁ ଆଣି ସଂସଦରେ କାଟ ଖାଇଥିଲା। ସେହି ଲଜ୍ଜ୍ୟାରୁ ବର୍ତ୍ତିବା ପାଇଁ ଆଜିର ଏହି ଚର୍ଚ୍ଚା ଆରମ୍ଭ କରିଛନ୍ତି ବୋଲି କହିବା ସହିତ ମହିଳା ବିଲ ଯେ କେବଳ ଛଳନା ଏବଂ ଲୋକଙ୍କ ଆଗରେ ନିଜ ଦୋଷକୁ ଢାଙ୍କିବାର ଏକ ପ୍ରୟାସ, ଏହା ମୋର ବକ୍ତବ୍ୟରେ ଜଣାଇଲି।

OR
0
0
9
65