Atanu sabyasachi

975 posts

Atanu sabyasachi banner
Atanu sabyasachi

Atanu sabyasachi

@AtanuMLA

Former Cabinet Minister

Odisha,India Inscrit le Ekim 2018
34 Abonnements2.8K Abonnés
Atanu sabyasachi
Atanu sabyasachi@AtanuMLA·
ବନ୍ଦେ ଧେନୁ ମାତରମ 🙏 ୮୧ ତମ ବାର୍ଷିକଉତ୍ସବ ତଥା ଚିତାଲାଗି ଅମାବାସ୍ୟା ଅବସରରେ ଅସୁରେଶ୍ୱର ସ୍ଥିତ ଗୋରକ୍ଷଣିରେ ପାଳନ କରାଯାଇଅଛି I ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦେଇ ଗୋ ' ମାତାଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ ।
Atanu sabyasachi tweet mediaAtanu sabyasachi tweet mediaAtanu sabyasachi tweet mediaAtanu sabyasachi tweet media
OR
5
1
39
1.1K
Atanu sabyasachi
Atanu sabyasachi@AtanuMLA·
(2/2)ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି। ଓମ୍ ଶାନ୍ତି
OR
0
0
8
552
Atanu sabyasachi
Atanu sabyasachi@AtanuMLA·
ଓଡ଼ିଶାର ଗର୍ବ ଓ ଗୌରବ, ପଦ୍ମଶ୍ରୀ କମଳା ପୂଜାରୀଙ୍କ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ। ବିଭିନ୍ନ କିସମର ଧାନ ସଂଗ୍ରହ କରିବା ସହ ଜୈବିକ ଚାଷକୁ ପ୍ରୋତ୍ସାହିତ କରିବା ଦିଗରେ ତାଙ୍କର ବିରଳ କୃତିତ୍ୱ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିବ।(1/2)
OR
4
0
20
944
Atanu sabyasachi
Atanu sabyasachi@AtanuMLA·
ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ, ଏତିକି ପ୍ରାର୍ଥନା🙏
Atanu sabyasachi tweet media
OR
3
0
36
1K
Atanu sabyasachi
Atanu sabyasachi@AtanuMLA·
ବିଶ୍ଵ ପ୍ରସିଦ୍ଧ ପୁରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ
Atanu sabyasachi tweet mediaAtanu sabyasachi tweet mediaAtanu sabyasachi tweet mediaAtanu sabyasachi tweet media
OR
1
0
39
674
Atanu sabyasachi
Atanu sabyasachi@AtanuMLA·
ଜୟ ଜଗନ୍ନାଥ ଜଗନ୍ନାଥ ସ୍ଵାମୀ ନୟନ ପଥଗାମୀ ଭବ ତୁମେ। ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା
Atanu sabyasachi tweet media
OR
3
1
49
1.2K
Atanu sabyasachi
Atanu sabyasachi@AtanuMLA·
ପ୍ରଭୁ ଜଗନ୍ନାଥ ତାଙ୍କର ଅମର ଆତ୍ମାର ସଦଗତି କରିବା ସହିତ ଏହି ଦୁଃଖଦ ସମୟରେ ତାଙ୍କର ସମସ୍ତ ପରିବାରବର୍ଗ ଓ ଅଗଣିତ ସମର୍ଥକଙ୍କୁ ସାହସ ଓ ଧୈର୍ଯ୍ୟ ଦିଅନ୍ତୁ ଏହାହିଁ ମୋର ପ୍ରଭୁଙ୍କ ନିକଟରେ କାମନା । #ଓଁମଶାନ୍ତି
OR
0
1
5
278
Atanu sabyasachi
Atanu sabyasachi@AtanuMLA·
ଓଡ଼ିଶା ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା କାକଟପୁରର ପୂର୍ବତନ ବିଧାୟକ ଶ୍ରୀ ସୁରେନ୍ଦ୍ର ନାଥ ନାୟକ (ସୁର ଭାଇ) ଙ୍କର ଆଜି ବିୟୋଗ ଖବର ଶୁଣି ମୁଁ ଅତ୍ୟନ୍ତ ମର୍ମାହତ ଓ ଦୁଃଖିତ। ତାଙ୍କର ବିୟୋଗ କେବଳ ମୋ ପାଇଁ ନୁହଁ ସମଗ୍ର ରାଜନୈତିକ କ୍ଷେତ୍ର ପାଇଁ ଏକ ଅପୂରଣୀୟ କ୍ଷତି।
OR
2
1
25
731
Atanu sabyasachi
Atanu sabyasachi@AtanuMLA·
ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଝଙ୍କଡବାସିନୀ ମା' ଶାରଳାଙ୍କୁ ଦର୍ଶନ ପୂର୍ବକ ଆଶିର୍ବାଦ ଭିକ୍ଷl କଲି l
Atanu sabyasachi tweet mediaAtanu sabyasachi tweet mediaAtanu sabyasachi tweet mediaAtanu sabyasachi tweet media
OR
3
1
36
586
Atanu sabyasachi
Atanu sabyasachi@AtanuMLA·
ପରମ୍ପରା, ଆଧ୍ୟାତ୍ମ୍ୟ, ସଂସ୍କୃତି ଏବଂ ଭକ୍ତିର ସମାଗମରେ ପରିପୂର୍ଣ୍ଣ ଓଡ଼ିଆ ଜାତିର ଆରାଧ୍ୟ ମହାପ୍ରଭୁ ଜଗନ୍ନାଥଙ୍କର ସ୍ନାନ ଉତ୍ସବ ସମସ୍ତଙ୍କ ଜୀବନରେ ଆନନ୍ଦ ଓ ଉଲ୍ଲାସ ଆଣିଦେଉ, ଏହା ହିଁ କାମନା।
Atanu sabyasachi tweet media
OR
4
0
21
526
Atanu sabyasachi
Atanu sabyasachi@AtanuMLA·
ପବିତ୍ର ଇଦ୍‌-ଉଜ୍‌-ଜୁହା ପର୍ବ ଉପଲକ୍ଷେ ମୁସଲମାନ ଭାଇ ଭଉଣୀମାନଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ
Atanu sabyasachi tweet media
OR
0
0
37
843
Atanu sabyasachi
Atanu sabyasachi@AtanuMLA·
ଓଡ଼ିଆ ସଂସ୍କୃତି ର ଏହି ମହାନ ଗଣପର୍ବ "ପବିତ୍ର ରଜପର୍ବ" ଅବସରରେ ଅନେକ ଅନେକ ଶୁଭେଚ୍ଛା।
Atanu sabyasachi tweet media
OR
1
0
26
542
Atanu sabyasachi
Atanu sabyasachi@AtanuMLA·
ନବୀନ ଗ୍ୟାରେଣ୍ଟି-ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ ବିକଶିତ ଓଡିଶା-ବିକଶିତ ମହାକାଳପଡ଼ା ଶଙ୍ଖ ଚିହ୍ନରେ ଦୁଇ ଥର ଭୋଟ ଦିଅନ୍ତୁ
Atanu sabyasachi tweet mediaAtanu sabyasachi tweet media
OR
4
1
19
774
Atanu sabyasachi
Atanu sabyasachi@AtanuMLA·
ଆମ ଚିହ୍ନ ଶଙ୍ଖ ଚିହ୍ନ ପାଟୁଳିପଙ୍କ ପଞ୍ଚାୟତରେ ଅନୁଷ୍ଠିତ କର୍ମୀ ସମ୍ମୀଳନୀରେ ଯୋଗଦେଇ ଯୋଡ଼ି ଶଙ୍ଖ ଚିହ୍ନରେ ଭୋଟ ଦେଇ ନବୀନ ବାବୁଙ୍କ ବିକାଶ ଧାରାକୁ ମହାକାଳପଡ଼ାରେ ଆଗେଇ ନେବା ନିମନ୍ତେ ସହଯୋଗ ଓ ଆଶୀର୍ବାଦ କାମନା କରିଥିଲି l
Atanu sabyasachi tweet mediaAtanu sabyasachi tweet media
OR
1
0
4
430
Atanu sabyasachi
Atanu sabyasachi@AtanuMLA·
ଏ ଫୋଟୋ କହେ ଅନେକ କଥା l ମହାକାଳପଡ଼ା ନିର୍ବାଚନ ମଣ୍ଡଳୀର ଭୋଟର ଭାଇ ଭଉଣୀ ମାନଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ l ଶଙ୍ଖ ବାଜିବ ଆଉ ଥରେ ନବୀନ ପଟ୍ଟନାୟକ ପୁଣି ଥରେ
Atanu sabyasachi tweet mediaAtanu sabyasachi tweet mediaAtanu sabyasachi tweet media
OR
1
0
12
384
Atanu sabyasachi
Atanu sabyasachi@AtanuMLA·
BJD ର ବରିଷ୍ଠ ନେତା ବିଧାୟକ ଦେବୀ ପ୍ରସାଦ ମିଶ୍ର ମହାକାଳପଡ଼ାରେ ବିଜୁ ଜନତା ଦଳର ପ୍ରଚାର କାର୍ଯ୍ୟକ୍ରମରେ ମୋ ସହିତ ସାମିଲ ହୋଇ ଉତ୍ସାହିତ କରିଛନ୍ତି
Atanu sabyasachi tweet mediaAtanu sabyasachi tweet media
OR
1
0
22
431
Atanu sabyasachi
Atanu sabyasachi@AtanuMLA·
ଓଡ଼ିଶାର ଚାରିଆଡେ ଶଙ୍ଖ ମ୍ୟାଜିକ, ଆମ ଚିହ୍ନ ଶଙ୍ଖ ଚିହ୍ନ
Atanu sabyasachi tweet media
OR
1
2
29
410
Atanu sabyasachi
Atanu sabyasachi@AtanuMLA·
ଓଡ଼ିଶାର ପରିଚୟ "ନବୀନଙ୍କ ଦୁଇ ଦଶକ" ଆମର ଚିହ୍ନ ଶଙ୍ଖ ଶଙ୍ଖ ଚିହ୍ନରେ ମହାକାଳପଡ଼ା ବାସୀ ଆଶୀର୍ବାଦ କରନ୍ତୁ
Atanu sabyasachi tweet media
OR
1
2
24
358
Atanu sabyasachi
Atanu sabyasachi@AtanuMLA·
ମୋର ନିବେଦନ ମିଛୁଆଙ୍କ ଯୁଗ ଶେଷ କରନ୍ତୁ : ଶଙ୍ଖ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରାନ୍ତୁ @bjd_odisha
OR
6
0
11
334
Atanu sabyasachi
Atanu sabyasachi@AtanuMLA·
ନବୀନ ଗ୍ୟାରେଣ୍ଟି ଓଡିଶାବାସୀ ଭାରି ଖୁସି:ମୋତେ ଶଙ୍ଖ ଚିହ୍ନରେ ଭୋଟ ଦେଇ ଆଶୀର୍ବାଦ କରନ୍ତୁ @bjd_odisha
OR
0
0
14
245