BJD IT Wing

4.8K posts

BJD IT Wing banner
BJD IT Wing

BJD IT Wing

@BJDITWing

The official handle of the IT Wing of Biju Janata Dal

Bhubaneshwar, India Inscrit le Eylül 2018
213 Abonnements15.3K Abonnés
BJD IT Wing retweeté
Snehangini Chhuria,MLA
Snehangini Chhuria,MLA@SnehanginiBJD·
My heartfelt gratitude to our party supremo,dear Chief Minister Shri @Naveen_Odisha sir for appointing me as the state president of @BMJD_Odisha.The contribution of the women's wing in organizing, strengthening and strengthening the team is unparalleled. 1/2
Snehangini Chhuria,MLA tweet media
English
29
16
194
0
BJD IT Wing retweeté
Mukesh kumar Pal
Mukesh kumar Pal@MukeshP39066717·
@Naveen_Odisha @BJDITWing ମୋ ନିର୍ବାଚନ ମଣ୍ଡଳୀ,ପାଲଲହଡା ବ୍ଲକ ଅନ୍ତର୍ଗତ ଇଂଜିଡି ଗ୍ରାମ ପଞ୍ଚାୟତ ର ଆଞ୍ଚଳିକ ଶିବ ମନ୍ଦିର ଦେବାହାଳୀ ରୁରାଲ ପାର୍କ ନିର୍ମାଣ ର ଭୂମି ପୂଜନ ଉତ୍ସବ ରେ ଯୋଗଦେଇ ଭୂମି ପୂଜନ କଲି l
Mukesh kumar Pal tweet mediaMukesh kumar Pal tweet mediaMukesh kumar Pal tweet mediaMukesh kumar Pal tweet media
OR
3
4
53
0
BJD IT Wing retweeté
Mukesh kumar Pal
Mukesh kumar Pal@MukeshP39066717·
@Naveen_Odisha @BJDITWing ମୋ ନିର୍ବାଚନ ମଣ୍ଡଳୀ,ପାଳଲହଡା ବ୍ଲକ ଅନ୍ତର୍ଗତ ଇଂଜିଡି ଗ୍ରାମ ପଞ୍ଚାୟତ ର ଇଂଜିଡି ଗ୍ରାମରେ ଚାଲିଥିବା ଡି ବି ସି ସି କ୍ରିକେଟ ଟୁର୍ନାମେଣ୍ଟ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଉଭୟ ଦଳ ଙ୍କୁ ଉତ୍ସାହିତ କରିବା ସହିତ ବିଜେତା ଓ ଉପବିଜେତା ଦଳ କୁ ପୁରସ୍କାର ବିତରଣ କଲି l
Mukesh kumar Pal tweet mediaMukesh kumar Pal tweet mediaMukesh kumar Pal tweet media
OR
1
4
36
0
BJD IT Wing retweeté
Mukesh kumar Pal
Mukesh kumar Pal@MukeshP39066717·
@Naveen_Odisha @BJDITWing #ମିଶ୍ରଣ_ପର୍ବ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ମୋ ଉପସ୍ଥିତ ରେ ମୋ ନିର୍ବାଚନ ମଣ୍ଡଳୀ, ରୋହିଲା ଗ୍ରାମ ପଞ୍ଚାୟତ ର ୧୨ ଜଣ ବିଜେପି କର୍ମୀ ବିଜେଡି ରେ ସାମିଲ୍ ହେଲେ।
Mukesh kumar Pal tweet media
OR
0
3
32
0
BJD IT Wing retweeté
Mukesh kumar Pal
Mukesh kumar Pal@MukeshP39066717·
@Naveen_Odisha @BJDITWing #ମିଶ୍ରଣ_ପର୍ବ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହୋଦୟ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ମୋ ଉପସ୍ଥିତ ରେ ମୋ ନିର୍ବାଚନ ମଣ୍ଡଳୀ, ଇଂଜିଡି ଗ୍ରାମ ପଞ୍ଚାୟତ ର ୧୭ ଜଣ ବିଜେପି ଓ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ୍ ହେଲେ।
Mukesh kumar Pal tweet mediaMukesh kumar Pal tweet mediaMukesh kumar Pal tweet mediaMukesh kumar Pal tweet media
OR
0
3
22
0
BJD IT Wing retweeté
Mukesh kumar Pal
Mukesh kumar Pal@MukeshP39066717·
@Naveen_Odisha @BJDITWing #ସାଙ୍ଗଠନିକ_ବୈଠକ ମୋ ନିର୍ବାଚନ ମଣ୍ଡଳୀ,#ପାଲଲହଡା ବ୍ଲକ #ଇଂଜିଡି ଗ୍ରାମ ପଞ୍ଚାୟତ ବିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁସଙ୍ଗଠିତ ଏବଂ କ୍ରିୟାଶୀଳ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ ଏବଂବିକଶିତ ଓଡିଶା ଗଠନ କରିବାର #ଆହ୍ୱାନକୁ ସଫଳ କରିବା ପାଇଁ ସମସ୍ତଙ୍କୁ #ନିବେଦନ କଲି l
Mukesh kumar Pal tweet mediaMukesh kumar Pal tweet mediaMukesh kumar Pal tweet mediaMukesh kumar Pal tweet media
OR
0
3
18
0
BJD IT Wing retweeté
Biju Janata Dal
Biju Janata Dal@bjd_odisha·
ନୂଆ ବର୍ଷ ୨୦୨୧ ଅବସରରେ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ସଙ୍କଟର ଅନ୍ତ ସହ ଓଡ଼ିଶାର ଦ୍ରୁତ ପ୍ରଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥନା କରିଛନ୍ତି। #HappyNewYear2021
Biju Janata Dal tweet media
OR
5
6
80
0
BJD IT Wing retweeté
Biju Janata Dal
Biju Janata Dal@bjd_odisha·
ସମସ୍ତଙ୍କୁ ନବ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ବର୍ଷ ୨୦୨୧ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। #HappyNewYear2021 Happy New Year to all. May the year 2021 bring happiness, peace and prosperity to everyone's lives.
Biju Janata Dal tweet media
2
7
106
0
BJD IT Wing retweeté
Biju Janata Dal
Biju Janata Dal@bjd_odisha·
ସଭାପତି ଶ୍ରୀ @Naveen_Odisha ଙ୍କ ଦୃଢ ନେତୃତ୍ଵ ଓ ଆପଣଙ୍କ ଅକୁଣ୍ଠ ଭଲ ପାଇବା ଯୋଗୁଁ ୨୦୨୦ସେବା ଓ ପ୍ରତିବଦ୍ଧତାର ବର୍ଷ ଥିଲା। ଆଗାମୀ ଦିନରେ ମଧ୍ୟ ଲୋକଙ୍କ କଲ୍ୟାଣ ପାଇଁ ଏହି ପ୍ରତିବଦ୍ଧତା ବଜାୟ ରହିବ। ଆମ ଉପରେ ଆଶୀର୍ବାଦ ରଖନ୍ତୁ। ଆପଣଙ୍କ ସହଯୋଗ ଓ ଦଳୀୟ କର୍ମୀଙ୍କ ଉଦ୍ୟମରେ ବର୍ଷ ୨୦୨୧ ହେବ ଉତ୍କର୍ଷର ବର୍ଷ। #HappyNewYear2021
OR
3
4
60
0
BJD IT Wing retweeté
Biju Janata Dal
Biju Janata Dal@bjd_odisha·
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କୋଭିଡ ଯୋଦ୍ଧାଙ୍କ ଉତ୍ସର୍ଗୀକୃତ କାର୍ଯ୍ୟକୁ ସମ୍ମାନ ଜଣାଇ ସେମାନଙ୍କ ସ୍ମୃତିରେ ଭୁବନେଶ୍ୱରରେ ସ୍ମାରକୀ ପ୍ରତିଷ୍ଠା ପାଇଁ ଘୋଷଣା କରିଛନ୍ତି। ଏଥିସହ କୋଭିଡ ଯୋଦ୍ଧାଙ୍କ ପରିବାରର ସୁବିଧାକୁ ବିଶେଷ ଧ୍ୟାନ ଦିଆଯିବ ଏବଂ ଏ ଜାତି ସେମାନଙ୍କ ତ୍ୟାଗକୁ ସର୍ବଦା ମନେ ରଖିବ ବୋଲି କହିଛନ୍ତି।#OdishaCares
Biju Janata Dal tweet media
OR
1
7
49
0
BJD IT Wing retweeté
Biju Janata Dal
Biju Janata Dal@bjd_odisha·
ଲୋକଙ୍କୁ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇବା ସହ ଶ୍ରୀରାମ ଚନ୍ଦ୍ରଭଞ୍ଜ ମେଡିକାଲ କଲେଜକୁ ଏମ୍ସ ପ୍ଲସ କରିବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ₹୩୫୦୦କୋଟି ଖର୍ଚ୍ଚ ପାଇଁ ନିଷ୍ପତ୍ତି ହୋଇଛି। ୧୭୫ ଏକର ଜମିରେ ବିକଶିତ ହେବାକୁ ଥିବା ଏସସିବି ସରକାରୀସ୍ତରରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ଦେଶର ସର୍ବବୃହତ ପ୍ରକଳ୍ପ ହେବ।#OdishaCares
Biju Janata Dal tweet media
OR
5
9
92
0
BJD IT Wing retweeté
Naveen Patnaik
Naveen Patnaik@Naveen_Odisha·
ନୂତନ ବର୍ଷରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁଙ୍କ କୃପାରୁ ବର୍ଷ ୨୦୨୧ ସମସ୍ତଙ୍କ ପାଇଁ ସୁଖ, ସମୃଦ୍ଧି ଓ ପ୍ରଗତିର ବର୍ଷ ହେଉ। Wish all of you a very #HappyNewYear and wish everyone’s lives are filled with hope, peace and prosperity in the new year of 2021. #JaiJagannatha
277
184
2.5K
0
BJD IT Wing retweeté
Naveen Patnaik
Naveen Patnaik@Naveen_Odisha·
Glad to share that #Odisha has successfully surpassed 7 million #COVID19 test milestone. Salute to the spirit, discipline & determination of people of Odisha, who have set an example for all in the fight against Covid. #OdishaFightsBack
Naveen Patnaik tweet media
English
10
46
585
0
BJD IT Wing retweeté
CMO Odisha
CMO Odisha@CMO_Odisha·
ଲୋକଙ୍କୁ ଅତ୍ୟାଧୁନିକ ସ୍ବାସ୍ଥ୍ୟସେବା ସହ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ବିଶ୍ୱସ୍ତରୀୟ ପ୍ରତିଷ୍ଠାନରେ ପରିଣତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ₹୩୫୦୦ କୋଟି ଖର୍ଚ୍ଚ କରାଯିବ। ୫ହଜାର ଶଯ୍ୟା ସହ ଏଠାରେ ଡାକ୍ତର, ରୋଗୀ ଓ ଅନ୍ୟ ସ୍ବାସ୍ଥ୍ୟକର୍ମଚାରୀଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସା ସୁବିଧା ଉପଲବ୍ଧ ହେବ। #OdishaCares
CMO Odisha tweet media
OR
24
38
308
0
BJD IT Wing retweeté
CMO Odisha
CMO Odisha@CMO_Odisha·
ଲୋକଙ୍କୁ ଜରୁରୀକାଳୀନ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ଯ୍ୟକ୍ଷମ ହେବାକୁ ଥିବା ଅତିରିକ୍ତ ୮୪ଟି ନୂତନ ଆମ୍ବୁଲାନ୍ସର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha। ଆଜି ଦିନ ୧୧ଘ.୩୦ମି. ସମୟରେ @CMO_Odishaରେ ଦେଖନ୍ତୁ ଲୋକାର୍ପଣ ଉତ୍ସବର ସିଧାପ୍ରସାରଣ। #Odisha
CMO Odisha tweet media
OR
7
38
263
0
BJD IT Wing retweeté
CMO Odisha
CMO Odisha@CMO_Odisha·
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇନ୍ତି। ବର୍ଷ ୨୦୨୧ରେ କରୋନା ସଙ୍କଟ ଦୂର ହେବା ସହ ରାଜ୍ୟର ଦ୍ରୁତ ପ୍ରଗତି ଏବଂ ସମସ୍ତଙ୍କ ସୁଖମୟ ଜୀବନ କାମନା କରିଛନ୍ତି।#HappyNewYear2021
OR
47
47
564
0
BJD IT Wing
BJD IT Wing@BJDITWing·
ବିଜେଡି ଢେଙ୍କାନାଳର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲଙ୍କୁ ଜନ୍ମଦିନର ଶୁଭେଚ୍ଛା। Wishing Shri Sudhir Kumar Samal, @bjd_odisha's MLA of Dhenkanal, on his Birthday! @Sudhir_Dkl @BJD4Dhenkanal
BJD IT Wing tweet media
4
2
42
0
BJD IT Wing
BJD IT Wing@BJDITWing·
କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କୁ ଜନ୍ମଦିନର ଶୁଭେଚ୍ଛା। @dr_arunsahoo @DHE_Odisha @krushibibhag @farddept @BJD4Nayagarh
BJD IT Wing tweet media
OR
6
5
69
0
BJD IT Wing
BJD IT Wing@BJDITWing·
ସମସ୍ତଙ୍କୁ ଇଂରାଜୀ ନବବର୍ଷ ୨୦୨୧ ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛୁ। ଆମ ପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରି ଏକ ସମୃଦ୍ଧ ଓଡ଼ିଶା ଗଠନ କରିବାରେ ଭାଗୀଦାର ହୁଅନ୍ତୁ। ଜୟ ଜଗନ୍ନାଥ ! #HappyNewYear2021 #HappyNewYear
BJD IT Wing tweet media
OR
4
1
31
0