🦋͜͡⍣pragati♪═♥

3.9K posts

🦋͜͡⍣pragati♪═♥ banner
🦋͜͡⍣pragati♪═♥

🦋͜͡⍣pragati♪═♥

@prag_07

ତୁମକୁ ଭାବିଦେଲେ ମୋତେ ପୂର୍ଣ୍ଣତା ମିଳିଯାଏ, ଆଉ ଲେଖିଦେଲେ ଆତ୍ମ-ତୃପ୍ତି❤️#ବାଣୀକ୍ଷେତ୍ରବାସୀ🏘️, #ଓଡ଼ିଆଅଧ୍ୟାପିକା,#ଓଡ଼ିଆଲେଖିକା🖊️ମାନବ ସେବା ହିଁ ମାଧବ ସେବା🙏

ପାରାଦୀପ, ଓଡ଼ିଶା Inscrit le Ekim 2021
49 Abonnements5K Abonnés
🦋͜͡⍣pragati♪═♥
ମୋହର ପରାୟ ପିତା ତୋର ଆଉ ନୋହୁ ତୋହର ପରାୟ ପୁତ୍ର ଜନ୍ମେ ଜନ୍ମେ ହେଉ ଅପାର ଶୋକ କରଇ ରାଜା ଧାର୍ତ୍ତରାଷ୍ଟ୍ରି ଲକ୍ଷ୍ମଣ କୁମାର ଦେହେ ପକାଇଲା ମାଟି ମୃତ ପିଣ୍ଡ ଲୋଚାଏ ତା' ପରେ ଦେଲା ଫିଙ୍ଗି ତହୁଁ ମାନଗୋବିନ୍ଦ ଯେ ଚାଲେ ବେଗି ବେଗି। #ଦୁର୍ଯ୍ୟଧନଙ୍କରକ୍ତନଦୀସନ୍ତରଣ #ସାରଳାମହାଭାରତ
🦋͜͡⍣pragati♪═♥ tweet media
OR
0
1
29
365
ରମେଶ ମହାନ୍ତି
ରମେଶ ମହାନ୍ତି@RAMESHM49994823·
@prag_07 रिश्ते तो हर कोई बनाता है लेकिन जो अंत तक मजबूत रहते हैं वो विश्वास पर बने होते हैं!!! जय जगन्नाथ शुभ रात्रि मित्र 🙏🙏
हिन्दी
1
0
1
14
🦋͜͡⍣pragati♪═♥
Life is a canvas, and every moment is a brushstroke. Paint your present with colors bold, Let the past be a lesson, the future a tale untold. In the now, find your strength to unfold.... Past is experience, Future is expectation, Present is experiment ..😊
🦋͜͡⍣pragati♪═♥ tweet media
English
10
1
52
959
🦋͜͡⍣pragati♪═♥
ଭାରତର ପ୍ରତି ବୃକ୍ଷ କଳ୍ପବଟ ପ୍ରଭୁ ଜଗନ୍ନାଥ ସର୍ବତ୍ର ପ୍ରକଟ। ସାମ୍ୟ ସ୍ୱାଧିନତା ପ୍ରେମ ସମୁଦୟ ନୀଳାଚଳ ଶୁଦ୍ଧ ଭାରତ_ହୃଦୟ। ଥିଲେ ଯହିଁ ତହିଁ ଭାରତ ଶୟଳେ ମଣିବି ମୁଁ ଅଛି ନୀଳଚକ୍ର ତଳେ। #ଜୟଜଗନ୍ନାଥ
🦋͜͡⍣pragati♪═♥ tweet media
OR
7
4
106
1.2K
🦋͜͡⍣pragati♪═♥
ତୁମେ ଆସୁନ ବୋଲି ମୁଁ ସଦା ଅନ୍ୟମନସ୍କ, ମୁଁ ଏବେବି ତୁମ ପାଇଁ ସଦ୍ୟ ଫୁଟା ଗୋଲାପ। ତୁମେ ଆସୁନ ବୋଲି ମୁଁ ସବୁଜ ଶାଢ଼ୀ ପିନ୍ଧେନି ଫଗୁଣ ଆସିବା ପରେ ବି ଫଗୁ କାହା ସହ ଖେଳିନି। ତୁମେ ଆସୁନ ବୋଲି ...
ତାପସ@tapasr10

ତୁମେ ଆସୁନ ବୋଲି ବଉଳ ଗଛର ଫୁଲ ସବୁ ଫୁଟି ଝଡିନି; ତୁମେ ଆସୁନ ବୋଲି ଘାସ ଗାଲିଚାରୁ ସବୁଜର ରଙ୍ଗ ଯାଇନି, ତୁମେ ଆସୁନ ବୋଲି... (ନଚିକେତାଙ୍କ ଗୀତର ଛାୟାରେ)

OR
2
0
17
579
ରମେଶ ମହାନ୍ତି
ରମେଶ ମହାନ୍ତି@RAMESHM49994823·
@prag_07 କାଳିଆ ସଂସାର ମଞ୍ଚରେ ଜୀବନ ନାଟକେ ମଣିଷ ଭୂମିକା ଦେଇ...!! କାହିଁ ନଚାଉଛୁ କହରେ କାଳିଆ ତୁହିଁ ନିର୍ଦେଶକ ହୋଇ....!! ନିର୍ଦେଶକ ହୋଇଛୁ ଦେଉଳେ ବସିଛୁ କାହିଁ କରାଉ ଛଟ ପଟ.....!! ଭରଷା କରିଛି ତୋ ଆଶ୍ରା ଧରିଛି ଥଳ କୁଳ ନାହିଁ ମୋର.... ✍️ #ଜୟ ଜଗନ୍ନାଥ 🙏⚫❗⚫🙏
OR
1
0
1
8
🦋͜͡⍣pragati♪═♥
ଜଗତ ସରସେ ଭାରତ କମଳ ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ। ଥିଲେ ଯହିଁ ତହିଁ ଭାରତ ବକ୍ଷରେ ମଣିବି ମୁଁ ଅଛି ଆପଣା କକ୍ଷରେ ମୋ ନେତ୍ରେ ଭାରତ ଶିଳା ଶାଳଗ୍ରାମ ପ୍ରତି ସ୍ଥାନେ ମୋର ପ୍ରିୟ ପୁରୀ ଧାମ। #ଜୟଜଗନ୍ନାଥ
🦋͜͡⍣pragati♪═♥ tweet media
OR
5
4
152
1.3K
🦋͜͡⍣pragati♪═♥ retweeté
Prof cheems ॐ
Prof cheems ॐ@Prof_Cheems·
भरोसा रखो महादेव है ना सब ठीक कर देंगे ❤️🙏
हिन्दी
0
89
743
15.7K
Gudiya Prajapati
Gudiya Prajapati@GudiyaPrajapa15·
खूब पढ़ना समझदार बनना, मगर दुनिया को बताने के लिए नहीं.... अपने लिए, शांत होने के लिए...., दुनिया को झेलने के लिए पढ़ना यहां सब बोल रहे हैं, तुम चुप हो जाने के लिए पढ़ना!!😊 #StudyMotivation
Gudiya Prajapati tweet mediaGudiya Prajapati tweet media
हिन्दी
11
44
256
7.8K
Monalisa✍🏻
Monalisa✍🏻@the_blueink_·
ମୁଁ ରାଗିକି ମା’ର call କାଟିଦେଲା ପରେ ମା’ ପୁଣି call କରେ ଆଉ କୁହେ “ ହଁ ରେ କହ। ଭୁଲ୍ ରେ ମୋ ହାତ ବାଜିକି call କଟିଗଲା। #maa
OR
18
11
174
6.3K