
#ଗଞ୍ଜାମ #ବ୍ରହ୍ମପୁର #EV
ଚଳନ୍ତା ସ୍କୁଟିରେ ନିଆଁ,ଅଳ୍ପକେ ବର୍ତ୍ତିଲେ ଚାଳକ
ସରକାର ଉତ୍ସାହିତ କରୁଛନ୍ତି EV କ୍ରୟ କରିବାକୁ କିନ୍ତୁ EV ର ସୁରକ୍ଷା ଉପରେ ସୁନିଶ୍ଚିତ କରିବା ପାଇଁ ସରକାରଙ୍କ କୌଣସି ଉଦ୍ୟମ ନାହିଁ।
ଖଲ୍ଲିକୋଟ କଲେଜ ସମ୍ମୁଖରେ ଗୋଟିଏ ଚଳନ୍ତା ସ୍କୁଟି ଅଗ୍ନିକାଣ୍ଡ ଘଟିଛି । ସ୍କୁଟିର ଇଞ୍ଜିନ ମାତ୍ରାଧିକ ଗରମ ହେବା ଫଳରେ ଏହି ଘଟଣା ଘଟିଥିବା ଅନୁମାନ। ତେବେ ସ୍କୁଟି ଚାଳକ ଜଣକ ନିଆଁ ଲାଗିବା ଆରମ୍ଭ ହେବା ମାତ୍ରେକେ ସ୍କୁଟି ରାସ୍ତା ଉପରେ ରଖି ଓଲ୍ଲାଇ ଯିବା ଫଳରେ ଅଳ୍ପକେ ବର୍ତ୍ତି ଗଲେ। ସ୍କୁଟି ଚାଳକ ଜଣକ ବ୍ରହ୍ମପୁର ଆଙ୍କୁଲି ଅଞ୍ଚଳର ବୋଲି ଜଣାପଡିଛି।
OR





