Odisha Reporter@OdishaReporter·4h୧୫ କିଲୋ ଓଜନ କମାଇଥିଲା ରାଜା। #Odisha odishareporter.in/odisha/raja-go…翻訳 OR00165
Odisha Reporter@OdishaReporter·5hବିଜୟଙ୍କୁ ନେଇ କ’ଣ କହିଛି ଏହି ଦୁଇ ସର୍ଭେ ରିପୋର୍ଟ? #tamilnadupolitics #tamilnadupoll #DMK #tvk #AIADMK odishareporter.in/national/who-w…翻訳 OR00051
Odisha Reporter@OdishaReporter·7hଏହି ଘଟଣାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ। କିନ୍ତୁ ଏ ସଂପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। #Odisha odishareporter.in/odisha/constab…翻訳 OR00061
Odisha Reporter@OdishaReporter·9hଘାୟଲ ହୁଁ ଇସଲିୟେ ଘାତକ ହୁଁ: ଧୁରନ୍ଧର ଡାଏଲଗ ମାରି ଆପ୍କୁ ଜବାବ ଦେଲେ ରାଘବ ଚଡ୍ଡା #RaghavChadha odishareporter.in/national/ragha…翻訳 OR00060
Odisha Reporter@OdishaReporter·9hCSR ପାଣ୍ଠିର ପ୍ରତିଶ୍ରୁତି ଓ ଇନଫୋସିସିର ନକଲି କର୍ମଚାରୀଙ୍କ ୬.୩ କୋଟିର ଠକେଇ #Fraud odishareporter.in/national/a-pro…翻訳 OR000104
Odisha Reporter@OdishaReporter·10h୨ ଜଣଙ୍କର ଘଟଣା ଦିନ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। #Odisha odishareporter.in/odisha/one-mor…翻訳 OR00044
Odisha Reporter@OdishaReporter·11h୨୦୯ ରନ କରି ବି କାହିଁକି ହାରିଲା ଚେନ୍ନାଇ? ବଡ଼ କାରଣ କହିଲେ ଅଧିନାୟକ ଗାଏକ୍ୱାଡ #IPL2026 odishareporter.in/sportscricket/…翻訳 OR00069
Odisha Reporter@OdishaReporter·11hପୁଅ ଚାହୁଁଥିଲେ, ଗର୍ଭବତୀ ପତ୍ନୀ ଓ ୨ ଝିଅଙ୍କୁ ପାଣିରେ ବୁଡ଼ାଇ ମାରିଦେଲେ #Murder odishareporter.in/national/woman…翻訳 OR001113
Odisha Reporter@OdishaReporter·12hଯୁଦ୍ଧ ଭିତରେ ପ୍ରତିରକ୍ଷା ବଜେଟ ୪୪% ବୃଦ୍ଧି କରିବେ ଟ୍ରମ୍ପ! ଲକ୍ଷ୍ୟ ଗୋଲ୍ଡେନ ଡୋମ #DonaldTrump odishareporter.in/international/…翻訳 OR00032
Odisha Reporter@OdishaReporter·12h୧୩ ବର୍ଷ ବୟସରେ ନିଖୋଜ ହୋଇଯାଇଥିଲେ, ୪୫ ବର୍ଷ ବୟସରେ ମିଳିଲେ #Missing odishareporter.in/international/…翻訳 OR00192
Odisha Reporter@OdishaReporter·13hଛାଡ଼ପତ୍ରକୁ ନେଇ ବିବାଦ: ପିଲାକୁ ନେବାକୁ ଚାହୁଁଥିଲେ, ଶ୍ୱଶୁରଙ୍କୁ ଗୁଳି କରି ଦେଲେ #ShotDead odishareporter.in/national/man-s…翻訳 OR00047
Odisha Reporter@OdishaReporter·13hପୁଣି ଆଚରଣ ବିଧି ଉଲ୍ଲଙ୍ଘନ କଲେ ଶ୍ରେୟସ ଆୟର, ଦଣ୍ଡ ଭୋଗିଲା ପୂରା ପଞ୍ଜାବ କିଙ୍ଗସ୍ #IPL2026 odishareporter.in/sportscricket/…翻訳 OR00159
Odisha Reporter@OdishaReporter·14hଶଶି ଥରୁରଙ୍କ କନଭୟକୁ ଅଟକାଇଲେ, ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଲେ #SashiThaoor odishareporter.in/national/shash…翻訳 OR00042
Odisha Reporter@OdishaReporter·14h୫.୯ ତୀବ୍ରତାର ଭୂକମ୍ପ, ଗଲାଣି ୮ ଜୀବନ #Earthqauack odishareporter.in/international/…翻訳 OR00087
Odisha Reporter@OdishaReporter·15hଆମେରିକାର ପୁଣି ଗୋଟିଏ ଯୁଦ୍ଧ ବିମାନକୁ ଖସାଇଲା ଇରାନ, ଏଥର A-10 କ୍ରାଶ #IranWar odishareporter.in/international/…翻訳 OR00055
Odisha Reporter@OdishaReporter·15hକୂଅରେ ଖସି ପଡ଼ିଲା ଦ୍ରୁତଗାମୀ କାର୍: ଚାଲିଗଲା ଗୋଟିଏ ପରିବାରର ୯ ଜୀବନ #Accident odishareporter.in/national/9-of-…翻訳 OR00157
Odisha Reporter@OdishaReporter·16hଯୁଦ୍ଧ ବିମାନ ଖସିବା ସତ୍ତ୍ୱେ ଇରାନ ସହ ଆଲୋଚନା କରିବାକୁ ଟ୍ରମ୍ପ ବିକଳ #DonaldTrump #IranWar odishareporter.in/international/…翻訳 OR00178
Odisha Reporter@OdishaReporter·1dଏଫ-୧୫ଇ ଯୁଦ୍ଧ ବିମାନକୁ ଖସାଇଲା, ଇରାନ କବଜାରେ ଆମେରିକୀୟ ପାଇଲଟ୍ #IranWar odishareporter.in/international/…翻訳 OR000161
Odisha Reporter@OdishaReporter·1dଶତ୍ରୁକୁ ନାଶ କରିବ ଅରିଦମନ! ନୌସେନାରେ ହେଲା ସାମିଲ #INSAridhaman odishareporter.in/national/aridh…翻訳 OR00167
Odisha Reporter@OdishaReporter·1dଭାରତକୁ ନାଲି ଆଖି ଦେଖାଇଲା ପାକିସ୍ତାନ #Pakistan odishareporter.in/international/…翻訳 OR00070