Titu panda
27.5K posts

Titu panda
@Titupanda2
ଭଲ ଲାଗେ ସେଇ ଶୁନଶାନ ଅନ୍ଧାର ରାତି, ଯେଉଁଠି ମଣିଷ ମାନଙ୍କ ଯାତାୟତ ନଥାଏ।

ଯେତେବେଳେ ଦାନ ମାଝୀଙ୍କ କାନ୍ଧରେ ତାଙ୍କ ସ୍ତ୍ରୀର ଶବ ଦେଖି ମହିଳାମାନେ ହତୋତ୍ସାହିତ ହେଉଥିଲେ, ସେତେବଳେ ନବୀନ ବାବୁ ଓଡ଼ିଆରେ ଦୁଇ ପଦ ଭରସା ଦେଇପାରିଲେନି ? ଏବେ ସେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । #BJDAgainstWomen

ଆଉ ଆମେ ହୋଟେଲ ରେ ଖାଇପାରିବା ତ? ଗୋଟେ ଦିନ ରେ ବଢିଲା ୯୯୩ ଟଙ୍କା ଇତିହାସ ରେ ବିରଳ ରେକର୍ଡ ସ୍ଥାପନ କଲେ ଆମ @narendramodi ji ଓ @MohanMOdisha ଡବଲ ଇଞ୍ଜିନ ଡବଲ ଦର ବଢ଼େଇ ଦେଲେ 😅 ଏବେ ସମୋସା ଗୋଟେ ୫୦ଟଙ୍କା ହେବ 😅 ଅନ୍ଧଭକ୍ତ ମାନେ ଏବେ ଖୁବ ଖୁସି 😊 @bjd_odisha

ଅସୁସ୍ଥତା ପାଇଁ ଛୁଟି ମାଗିଥିଲେ, ହେଲେ ଅଧିକାରୀ ମାଗିଲେ 'ପ୍ରମାଣ'। ଶେଷରେ ବାଧ୍ୟ ହୋଇ ହାତରେ ସାଲାଇନ୍ ଲଗାଯାଇଥିବା ଅବସ୍ଥାରେ ଅଙ୍ଗନୱାଡ଼ି କେନ୍ଦ୍ରରେ ପହଞ୍ଚିଲେ ମହିଳା କର୍ମଚାରୀ। ଥରି ଥରି ଅଫିସ୍ ଆସୁଥିବା ବେଳେ ସ୍ୱାମୀ ଧରିଥିଲେ ସାଲାଇନ୍ ବୋତଲ। #BiharNews #ViralVideo #Katihar #Inhumanity #SystemApathy #Sambad

#Wildlife in denger in Odisha @BJP4Odisha and @CMO_Odisha are sleeping. System is #corrupted at its level best