ଇତିଶ୍ରୀ Itishree

8.6K posts

ଇତିଶ୍ରୀ Itishree banner
ଇତିଶ୍ରୀ Itishree

ଇତିଶ୍ରୀ Itishree

@itishreena

NEWS7

Bhubaneshwar, India 参加日 Ocak 2014
464 フォロー中24.2K フォロワー
ଇତିଶ୍ରୀ Itishree
@Dash71Kumar Rajyasabha election itself is a technical game altogether. But the factors which are coming out after the cross voting is actually interesting.
English
0
0
0
28
Prashanta
Prashanta@Dash71Kumar·
@itishreena Technically Dillip Ray won,but in reality it is a tie match after purchase of so many Donkeys 🫏
English
1
0
1
29
ଇତିଶ୍ରୀ Itishree
ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ମିଳିଛି ୩୫ ଖଣ୍ଡ ଲେଖାଏଁ ପ୍ରଥମ ପସନ୍ଦ ଭୋଟ । ସଂତୃପ୍ତ ମିଶ୍ରଙ୍କୁ ପ୍ରଥମ ପସନ୍ଦ ୩୧ ଖଣ୍ଡ ଭୋଟ ମିଳିଛି। ଦିଲ୍ଲୀପ ରାୟ ଓ ଡା. ଦତ୍ତେଶ୍ବର ହୋତାଙ୍କୁ ମିଳିଛି ୨୩ ଖଣ୍ଡ ଲେଖାଏଁ ଭୋଟ। ଦ୍ବିତୀୟ ପସନ୍ଦର ଭୋଟ ସହାୟତାରେ ଜିତିଛନ୍ତି ଦିଲ୍ଲୀପ ରାୟ। #RajyaSabhaElectionResults #Odisha
OR
1
2
47
2.3K
ଇତିଶ୍ରୀ Itishree
Participated as a panelist in a workshop titled " From Aspiration to Enterprise – Opportunities and Challenges for Women Entrepreneurs" organised by Mahashakti Foundation.
ଇତିଶ୍ରୀ Itishree tweet mediaଇତିଶ୍ରୀ Itishree tweet mediaଇତିଶ୍ରୀ Itishree tweet media
English
0
0
3
104
SK@Investor
SK@Investor@skinvestorm·
@itishreena He is covicted in corruption charges though it is stayed for now .No one should vote for him .
English
1
0
1
230
ଇତିଶ୍ରୀ Itishree
୮ ଟି ଭୋଟ୍ ପାଇବା ଦିଲ୍ଲୀପ ରାୟଙ୍କ ପାଇଁ କଣ ବଡ କଥା???? ୨୦୦୨ର ପୁନରାବୃତ୍ତି! ଆପଣଙ୍କ ମତ କଣ? #Odisha #Rajyasabha
OR
7
2
30
3.5K
ଇତିଶ୍ରୀ Itishree
ମନମୋହନ ସାମଲ ଓ ସୁଜିତ କୁମାର ରାଜ୍ୟ ସଭା ପାଇଁ ବିଜେପି ପ୍ରାର୍ଥୀ। ଦିଲ୍ଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ଭାବେ ୫ ତାରିଖରେ ନାମାଙ୍କନ ଦାଖଲ କରିପାରନ୍ତି! #Rajyasabha
OR
0
1
13
585
Jnanaranjan Mohapatra
Jnanaranjan Mohapatra@Jnanaranjan33·
@itishreena Nischaya jibu dekhi baku ...bbsr 50 km jibaku paduchi ...jadi prati block re cinema.hall huanta ..amaku sahaja huanta dekhibaku ...i am from Niali block , Cuttack
Indonesia
1
0
1
13
ଇତିଶ୍ରୀ Itishree
ଅନେକ ଅଙ୍ଗେନିଭା କଥା ସହ, କଥା ମଝିରେ ତାଙ୍କ ଗୀତର ଛୁଙ୍କ।ତାପରେ କିଛି ଫଙ୍କସନରେ ଦେଖାହେଇଛି। ସବୁବେଳେ ସେମିତି ବିନ୍ଦାସ ଆଟିଚୁଡ୍। ମା ଝାଞ୍ଜିରମଙ୍ଗଳାଙ୍କ ଆଶୀର୍ବାଦରୁ ସେ ସଫଳତା ପାଇଛନ୍ତି ବୋଲି କୁହନ୍ତି। ଆଉ ତାଙ୍କର ସେ ପାଦ ହଲେଇବା ପାଇଁ  ବାଧ୍ଯ କରୁଥିବା ସଂଗୀତ ଶୁଣିବାକୁ ମିଳିବନି। ମା ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ। 🙏🏼
OR
0
0
3
137
ଇତିଶ୍ରୀ Itishree
ଦୁଇ ତିନୋଟି ଜାଗାରେ ସୁଟିଂ ସାରିଲା ପରେ ତାଙ୍କ ଘରେ ତାଙ୍କ ସ୍ତ୍ରୀଙ୍କ ର ବି ପ୍ରତିକ୍ରିୟା ନେବାର ଥାଏ। ପୁରା ଦିନ ଆମେ ତାଙ୍କ ସାଙ୍ଗରେ ରହିଲୁ। ବାରବାଟୀଠୁ ନେଇ ରେକର୍ଡିଙ୍ଗ ଷ୍ଟୁଡିଓ ପୁଣି ଘର ପର୍ଯ୍ୟନ୍ତ। ସୁନ୍ଦର ଭାବରେ ସୁଟିଂ ସରିଲା। ପାଠ ପଢାବେଳେ ବାପାଙ୍କ ଗାଳିଗୁଲଜ ନେଇ ମ୍ୟୁଜିକ କ୍ଯାରିୟର ରେ ସଫଳତା ଯାଏଁ....
OR
1
0
2
146
ଇତିଶ୍ରୀ Itishree
ଆଉ ଶୁଣିବାକୁ ମିଳିବନି ଅଭିଜିତ ମଜୁମଦାରଙ୍କ ମନଛୁଆଁ ଗୀତ। ୨୦୧୨/୧୩ ର କଥା। ସେତେବେଳେ ଅନ୍ତରଙ୍ଗ ବୋଲି ଗୋଟେ ସାକ୍ଷାତକାର ପ୍ରୋଗ୍ରାମ ମୁଁ କରୁଥାଏ। ଏମବିସି ଟିଭିରେ। କଟକରେ ଅଭିଜିତ ଦାଙ୍କ ସହ ସୁଟିଂ ଥାଏ। କେବେ ପୂର୍ବରୁ ଭେଟିବାର ସୁଯୋଗ ମିଳି ନଥାଏ । ଟିକେ ଆଶଙ୍କା ଥାଏ, କେମିତି ରହିବ ପ୍ରୋଗ୍ରାମ। ...
ଇତିଶ୍ରୀ Itishree tweet media
OR
1
0
2
206
SP
SP@saipjena·
@itishreena ସନାତନବାବୁ ନିଲମ୍ବିତ ହେବା ବିଜଦ ଦଳର ଅର୍ଥନୈତିକ ପ୍ରଗତି ଉପରେ ପ୍ରଭାବ ପକାଇବନି?
OR
2
0
1
210
ଇତିଶ୍ରୀ Itishree
ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ବିଜେଡିରୁ ୨ ବିଧାୟକ ନିଲମ୍ବିତ।
ଇତିଶ୍ରୀ Itishree tweet media
OR
2
2
12
523