Odisha Reporter@OdishaReporter·1h୧୫ କିଲୋ ଓଜନ କମାଇଥିଲା ରାଜା। #Odisha odishareporter.in/odisha/raja-go…번역 OR00139
Odisha Reporter@OdishaReporter·2hବିଜୟଙ୍କୁ ନେଇ କ’ଣ କହିଛି ଏହି ଦୁଇ ସର୍ଭେ ରିପୋର୍ଟ? #tamilnadupolitics #tamilnadupoll #DMK #tvk #AIADMK odishareporter.in/national/who-w…번역 OR00041
Odisha Reporter@OdishaReporter·4hଏହି ଘଟଣାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ କୌଣସି ଅଭିଯୋଗ କରାଯାଇନାହିଁ। କିନ୍ତୁ ଏ ସଂପର୍କରେ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। #Odisha odishareporter.in/odisha/constab…번역 OR00053
Odisha Reporter@OdishaReporter·6hଘାୟଲ ହୁଁ ଇସଲିୟେ ଘାତକ ହୁଁ: ଧୁରନ୍ଧର ଡାଏଲଗ ମାରି ଆପ୍କୁ ଜବାବ ଦେଲେ ରାଘବ ଚଡ୍ଡା #RaghavChadha odishareporter.in/national/ragha…번역 OR00056
Odisha Reporter@OdishaReporter·7hCSR ପାଣ୍ଠିର ପ୍ରତିଶ୍ରୁତି ଓ ଇନଫୋସିସିର ନକଲି କର୍ମଚାରୀଙ୍କ ୬.୩ କୋଟିର ଠକେଇ #Fraud odishareporter.in/national/a-pro…번역 OR00097
Odisha Reporter@OdishaReporter·7h୨ ଜଣଙ୍କର ଘଟଣା ଦିନ ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଥିଲେ। #Odisha odishareporter.in/odisha/one-mor…번역 OR00044
Odisha Reporter@OdishaReporter·8h୨୦୯ ରନ କରି ବି କାହିଁକି ହାରିଲା ଚେନ୍ନାଇ? ବଡ଼ କାରଣ କହିଲେ ଅଧିନାୟକ ଗାଏକ୍ୱାଡ #IPL2026 odishareporter.in/sportscricket/…번역 OR00066
Odisha Reporter@OdishaReporter·8hପୁଅ ଚାହୁଁଥିଲେ, ଗର୍ଭବତୀ ପତ୍ନୀ ଓ ୨ ଝିଅଙ୍କୁ ପାଣିରେ ବୁଡ଼ାଇ ମାରିଦେଲେ #Murder odishareporter.in/national/woman…번역 OR001105
Odisha Reporter@OdishaReporter·9hଯୁଦ୍ଧ ଭିତରେ ପ୍ରତିରକ୍ଷା ବଜେଟ ୪୪% ବୃଦ୍ଧି କରିବେ ଟ୍ରମ୍ପ! ଲକ୍ଷ୍ୟ ଗୋଲ୍ଡେନ ଡୋମ #DonaldTrump odishareporter.in/international/…번역 OR00031
Odisha Reporter@OdishaReporter·9h୧୩ ବର୍ଷ ବୟସରେ ନିଖୋଜ ହୋଇଯାଇଥିଲେ, ୪୫ ବର୍ଷ ବୟସରେ ମିଳିଲେ #Missing odishareporter.in/international/…번역 OR00187
Odisha Reporter@OdishaReporter·10hଛାଡ଼ପତ୍ରକୁ ନେଇ ବିବାଦ: ପିଲାକୁ ନେବାକୁ ଚାହୁଁଥିଲେ, ଶ୍ୱଶୁରଙ୍କୁ ଗୁଳି କରି ଦେଲେ #ShotDead odishareporter.in/national/man-s…번역 OR00047
Odisha Reporter@OdishaReporter·10hପୁଣି ଆଚରଣ ବିଧି ଉଲ୍ଲଙ୍ଘନ କଲେ ଶ୍ରେୟସ ଆୟର, ଦଣ୍ଡ ଭୋଗିଲା ପୂରା ପଞ୍ଜାବ କିଙ୍ଗସ୍ #IPL2026 odishareporter.in/sportscricket/…번역 OR00159
Odisha Reporter@OdishaReporter·11hଶଶି ଥରୁରଙ୍କ କନଭୟକୁ ଅଟକାଇଲେ, ସୁରକ୍ଷାକର୍ମୀଙ୍କୁ ମାଡ଼ ମାରିଲେ #SashiThaoor odishareporter.in/national/shash…번역 OR00041
Odisha Reporter@OdishaReporter·11h୫.୯ ତୀବ୍ରତାର ଭୂକମ୍ପ, ଗଲାଣି ୮ ଜୀବନ #Earthqauack odishareporter.in/international/…번역 OR00073
Odisha Reporter@OdishaReporter·12hଆମେରିକାର ପୁଣି ଗୋଟିଏ ଯୁଦ୍ଧ ବିମାନକୁ ଖସାଇଲା ଇରାନ, ଏଥର A-10 କ୍ରାଶ #IranWar odishareporter.in/international/…번역 OR00053
Odisha Reporter@OdishaReporter·12hକୂଅରେ ଖସି ପଡ଼ିଲା ଦ୍ରୁତଗାମୀ କାର୍: ଚାଲିଗଲା ଗୋଟିଏ ପରିବାରର ୯ ଜୀବନ #Accident odishareporter.in/national/9-of-…번역 OR00157
Odisha Reporter@OdishaReporter·13hଯୁଦ୍ଧ ବିମାନ ଖସିବା ସତ୍ତ୍ୱେ ଇରାନ ସହ ଆଲୋଚନା କରିବାକୁ ଟ୍ରମ୍ପ ବିକଳ #DonaldTrump #IranWar odishareporter.in/international/…번역 OR00177
Odisha Reporter@OdishaReporter·1dଏଫ-୧୫ଇ ଯୁଦ୍ଧ ବିମାନକୁ ଖସାଇଲା, ଇରାନ କବଜାରେ ଆମେରିକୀୟ ପାଇଲଟ୍ #IranWar odishareporter.in/international/…번역 OR000161
Odisha Reporter@OdishaReporter·1dଶତ୍ରୁକୁ ନାଶ କରିବ ଅରିଦମନ! ନୌସେନାରେ ହେଲା ସାମିଲ #INSAridhaman odishareporter.in/national/aridh…번역 OR00167
Odisha Reporter@OdishaReporter·1dଭାରତକୁ ନାଲି ଆଖି ଦେଖାଇଲା ପାକିସ୍ତାନ #Pakistan odishareporter.in/international/…번역 OR00068