고정된 트윗
Manas R Dash
69K posts

Manas R Dash
@csharpian
Sani's Bapa, IT and Music, Creative, Eternal Optimist, ODIA/ଓଡ଼ିଆ
INDIA 가입일 Şubat 2011
796 팔로잉10.5K 팔로워


@Kalpana525 @SangitaSethy ଚେଷ୍ଟା ତ କରିବାକୁ ପଡ଼ିବ। ଯେତେ ସମୟ ମୋବାଇଲ ଧରୁଛନ୍ତି, ତା ଠୁ ଭଲ ଚିତ୍ର କରନ୍ତୁ, ବହି ପଢନ୍ତୁ, ଗୀତ ଶିଖନ୍ତୁ। ଛୁଆ ମାନେ ଛୁଆ ହେଇ ରହନ୍ତୁ। କଷ୍ଟ, କିନ୍ତୁ କରି ହେବ।
OR

@csharpian @SangitaSethy ହିଁ ସତ କଥା ହେଲେ mobile ଛାଡିବାକୁ ବି time ଦରକାର 😭😭
OR

Because we are neglecting them in proper nurturing !ଆମ ମା ମାନେ ଆମକୁ ସେକି ଦେଉଥିଲେ ଏମିତି ବ୍ୟବହାର କଲେ।ଯୋଉଟା ଏବେ ହେଉନି ଫୁଲ ଭଳି ବ୍ଯବହାର ତାଙ୍କୁ କରୁଛନ୍ତି।ସେଥିପାଇଁ ମୁହଁଖୋର ଆଉ ଅଭଦ୍ରାମି ବି ବଢ଼ୁଛି।ମୋ ବୋଉ ଏବେ ବି ମତେ ଗାଳିଦେବ ଯଦି ମୁଁ ୟାଡୁ ସାଡୁ କହିବି !ଏମିତି ଅନେଇବା ପାଇଁ ଚାପୁଡ଼ା ବସିଥାନ୍ତା ଗାଲରେ!
Rosy@rose_k01
An Indian Mom Describes GenZ and their "Dead Look" 😂😂
OR

@SangitaSethy @Kalpana525 Don't give smartphones to kids. ବାସ ଏଇ ଗୋଟେ ଜିନିଷ ରୁ ଆରମ୍ଭ କରନ୍ତୁ, ବାକି ସବୁ ଆପେ ଆପେ ସୁଧୁରି ଯିବ।
OR

@Kalpana525 ହଁ ଏକୁଟିଆ ଛୁଆ ହେଲେ ଏମିତି କରୁଛନ୍ତି। ତେଣୁ ତାକୁ ବି ଧମକେଇବା ଶିଖେଇବାକୁ ପଡ଼ିବ। ଆମର ବି ସବୁ ନଣନ୍ଦ ଙ୍କ ଗୋଟେ ଗୋଟେ ଛୁଆ। ନଣନ୍ଦ ମାନେ ଜମା ତାଙ୍କ ଜିଦ୍ ରଖିବେନି। ଯାହା କହିବେ ଜମା ଦେବେନି। ଧୀରେ ଧୀରେ ସେ ଛୁଆ ବି ବୁଝି ଗଲେଣି ଆମ କଥା ରହୁନି। ଚୁପ୍ ହେଇ ରହୁଛନ୍ତି। ପୁରା ଛୁଆବେଳୁ ତାଙ୍କୁ ଟ୍ରେନିଂ।
OR












