
ସୁଭଦ୍ରା ଯୋଜନା ମହିଳାଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ସହିତ ଆର୍ଥିକ ସ୍ୱାଧୀନତା ଓ ଆତ୍ମବିଶ୍ୱାସ ଆଣୁଛି । କୌଣସି ଯୋଗ୍ୟ ହିତାଧିକାରୀ ଯେପରି ବାଦ୍ ନ ପଡ଼ନ୍ତି ତାହା ନିଶ୍ଚିତ କରିବାକୁ ଲୋକଙ୍କ ସରକାର ଦୃଢ଼ ପ୍ରତିବଦ୍ଧ । ‘ସୁଭଦ୍ରା’ ଯୋଜନାରେ ବାଦ୍ ପଡ଼ିଥିବା ଯୋଗ୍ୟ ୭୯ ହଜାରରୁ ଊର୍ଦ୍ଧ୍ବ ହିତାଧିକାରୀଙ୍କୁ ୬୧ କୋଟିରୁ ଅଧିକ ଟଙ୍କା ପ୍ରଦାନ କରା ଯାଇଛି, ଯାହା ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ।
ସୁଭଦ୍ରା ଯୋଜନା ମହିଳାଙ୍କୁ ସାମାଜିକ ତଥା ଆର୍ଥିକସ୍ତରରେ ସଶକ୍ତ କରିବା ସହିତ ସ୍ୱାବଲମ୍ବୀ କରୁଛି । ମହିଳାମାନଙ୍କୁ ସୁଭଦ୍ରା ଆର୍ଥିକ ରୂପେ ସ୍ଵାଧୀନ କରିବା ସହିତ ଏକ ସ୍ୱତନ୍ତ୍ର ପରିଚୟ ମଧ୍ୟ ପ୍ରଦାନ କରିଛି ।

OR
















