Lm Barik retweetledi

ବ୍ୟକ୍ତିଗତ ବିବାଦକୁ ନେଇ ପ୍ରକୃତିଙ୍କୁ ବ୍ରାଣ୍ଡରୁ ବାହାର କରିବା କଥା ଜମାରୁ ଭଲ କଥା ନୁହଁ । କିଏ କେତେ ଠିକ୍ ଭୁଲ୍ କହିବାର ଅଧିକାର ବାହାର ଲୋକଙ୍କ ନୁହଁ । କୌଣସି ଝିଅର ଚରିତ୍ରକୁ ନେଇ କହିବା , ବ୍ରାଣ୍ଡରୁ ବାହାର କରିବା ଠିକ୍ ନୁହଁ : ଅଭିନେତ୍ରୀ ବିଦୁସ୍ମିତା #BidusmitaDashMantry #Odisha
OR











