Kalandi Samal

1.9K posts

Kalandi Samal banner
Kalandi Samal

Kalandi Samal

@KalandiSamal

Independent Director, NSIC,GoI & Former State Secretary, BJP, Odisha

Talcher, Odisha,India Entrou em Eylül 2015
149 Seguindo8.7K Seguidores
Kalandi Samal
Kalandi Samal@KalandiSamal·
ଯେଉଁଠି ସାଗର ମହୋଦଧି, ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିର | #puri #kalandisamal
OR
0
0
2
21
Kalandi Samal
Kalandi Samal@KalandiSamal·
ଉତ୍କଳ ଦିବସ ଅବସରରେ ସମସ୍ତ ଓଡ଼ିଆ ଭାଈଭଉଣୀଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। #utkaldibas #kalandisamal
Kalandi Samal tweet media
OR
0
0
3
32
Kalandi Samal
Kalandi Samal@KalandiSamal·
ପବିତ୍ର ହିଙ୍ଗୁଳା ଯାତ୍ରା ଉପଲକ୍ଷେ ସମସଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। #kalandisamal
Kalandi Samal tweet media
OR
0
0
3
29
Kalandi Samal
Kalandi Samal@KalandiSamal·
ଭିତରକନିକା, ସୃଷ୍ଟିକର୍ତ୍ତାଙ୍କ ସ୍ୱତନ୍ତ୍ର ସର୍ଜନା | #kalandisamal
OR
1
0
6
100
Kalandi Samal
Kalandi Samal@KalandiSamal·
ଜୟ ଜଗନ୍ନାଥ🙏
Kalandi Samal tweet media
OR
0
0
4
36
Kalandi Samal
Kalandi Samal@KalandiSamal·
ଭଞ୍ଜ କଳା ମଣ୍ଡପରେ ଗୀତିନାଟ୍ୟ ପରିବେଶିତ | #kalandisamal
OR
0
0
1
23
Kalandi Samal
Kalandi Samal@KalandiSamal·
ରତନପୁର, ନିଆଳି ଯୁବ ମହୋତ୍ସବ ରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଲି | #kalandisamal
Kalandi Samal tweet mediaKalandi Samal tweet mediaKalandi Samal tweet mediaKalandi Samal tweet media
OR
0
0
0
20
Kalandi Samal
Kalandi Samal@KalandiSamal·
ଭଞ୍ଜ କଳା ମଣ୍ଡପ ଭୁବନେଶ୍ୱରଠାରେ କଳିଙ୍ଗ ନାଟ୍ୟ ସଂଘ ଆନୁକୂଲ୍ୟରେ ମଞ୍ଚସ୍ଥ ଗୀତିନାଟ୍ୟ କୁ ସଂଘର ସଭାପତି ଅଭିନେତା ଧୀରେନ୍ଦ୍ର ମଲ୍ଲିକ, ଗବେଷକ ରମେଶ ପାଣି ଙ୍କ ସହିତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କଲୁ | #kalandisamal
Kalandi Samal tweet mediaKalandi Samal tweet mediaKalandi Samal tweet media
OR
0
0
1
23
Kalandi Samal
Kalandi Samal@KalandiSamal·
ଆମେ ବଞ୍ଚିଛୁ ନାଟକ ଉତ୍ସବରେ ଅତିଥି ମାନଙ୍କୁ "ଡାକ୍ତର ବାବୁ " ପୁସ୍ତକ ଅର୍ପଣ କଲି | #ନାଟକଉତ୍ସବ #kalandisamal
Kalandi Samal tweet media
OR
0
1
4
37
Kalandi Samal
Kalandi Samal@KalandiSamal·
ପବିତ୍ର ଶ୍ରୀରାମ ନବମୀ ଉପଲକ୍ଷେ ସମସଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଜୟ ଶ୍ରୀରାମ। #ramnavami
Kalandi Samal tweet media
OR
0
1
6
68
Kalandi Samal
Kalandi Samal@KalandiSamal·
ଭୁବନେଶ୍ୱର ଏମ୍ସ ର ମେଡିକାଲ ସୁପେରିଟେଣ୍ଡେଣ୍ଟ ପ୍ରଫେସର ଡ଼ା. ପ୍ରବାସ ରଞ୍ଜନ ତ୍ରିପାଠୀଙ୍କୁ ଭେଟି ଡ଼ଃ ଦେବେନ୍ଦ୍ର ପ୍ରଧାନ ସ୍ମୁତି କମିଟି ସଭାପତି ସମୀର ମହାନ୍ତି, ବରିଷ୍ଠ ନେତା ସୁରେଶ ସାହୁ ଓ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଙ୍କ ସହିତ"ଡାକ୍ତର ବାବୁ "ପୁସ୍ତକ ଅର୍ପଣ କଲୁ |
Kalandi Samal tweet media
OR
0
1
1
29
Kalandi Samal
Kalandi Samal@KalandiSamal·
ନିଆଳି ରେ ଅବସ୍ଥିତ ମାଧବ ମନ୍ଦିର ବହୁ ପ୍ରାଚୀନ | #temple #kalandisamal
Kalandi Samal tweet mediaKalandi Samal tweet media
OR
0
1
3
19
Kalandi Samal
Kalandi Samal@KalandiSamal·
ପବିତ୍ର ଅଶୋକାଷ୍ଟମୀ ଓ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅବସରରେ ଶୁଭେଚ୍ଛା । #ଅଶୋକାଷ୍ଟମୀ #kalandisamal
Kalandi Samal tweet media
OR
0
1
2
26
Kalandi Samal
Kalandi Samal@KalandiSamal·
ଭୁବନେଶ୍ୱରସ୍ଥିତ ଭଞ୍ଜ କଳା ମଣ୍ଡପ ରେ ଆମେ ବଞ୍ଚିଛୁ ନାଟକ ଉତ୍ସବ ରେ. #ନାଟକଉତ୍ସବ #kalandisamal
Kalandi Samal tweet mediaKalandi Samal tweet media
OR
0
0
0
6
Kalandi Samal
Kalandi Samal@KalandiSamal·
ସ୍ବର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ସହପାଠୀ ଡାକ୍ତର ବସନ୍ତ କୁମାର ମିଶ୍ରଙ୍କୁ "ଡାକ୍ତର ବାବୁ "ପୁସ୍ତକ ଅର୍ପଣ କଲି | #kalandisamal
Kalandi Samal tweet media
OR
0
0
2
26
Kalandi Samal
Kalandi Samal@KalandiSamal·
ରତ୍ନଗିରରେ ଓଡ଼ିଆ କାରିଗରୀର ଚମତ୍କାର ସ୍ଵାକ୍ଷର #ratnagiri #kalandisamal
Kalandi Samal tweet media
OR
0
0
3
41
Kalandi Samal
Kalandi Samal@KalandiSamal·
ବର୍ଷିୟାନ ସମାଜସେବୀ ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ପଦ୍ମ ଚରଣ ନାୟକ ଙ୍କୁ ଭେଟି ବରିଷ୍ଠ ନେତା ସୁରେଶ କୁମାର ସାହୁଙ୍କ ସହିତ "ଡାକ୍ତର ବାବୁ "ପୁସ୍ତକ ଅର୍ପଣ କଲୁ | #kalandisamal
Kalandi Samal tweet media
OR
0
1
2
31
Kalandi Samal
Kalandi Samal@KalandiSamal·
ପ୍ରମେୟରେ ପ୍ରକାଶିତ – ଡାକ୍ତର ବାବୁ #kalandisamal
Kalandi Samal tweet media
OR
1
0
1
62
Kalandi Samal
Kalandi Samal@KalandiSamal·
ଆଜି ବିଶ୍ୱ ବନ ଦିବସ l ଜଙ୍ଗଲ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ #saveforest
OR
0
1
2
34