Collector and DM, Jharsuguda

1.7K posts

Collector and DM, Jharsuguda banner
Collector and DM, Jharsuguda

Collector and DM, Jharsuguda

@dm_jharsuguda

Official Twitter/X Handle of the Collector and District Magistrate, Jharsuguda

Jharsuguda, Odisha Entrou em Haziran 2017
51 Seguindo10.8K Seguidores
Collector and DM, Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଝାରସୁଗୁଡ଼ା-କନକତୋରା NH-49 ର ସମ୍ପ୍ରସାରଣ ତଥା ୪-ଲେନ୍ ବିଶିଷ୍ଟ ରାସ୍ତା ନିର୍ମାଣ ପ୍ରକଳ୍ପର ରୂପରେଖ ଚୂଡ଼ାନ୍ତ ହୋଇଛି। ଏଥିସହ ସମ୍ପୂର୍ଣ୍ଣ ରାସ୍ତାରେ ସୌର ଚାଳିତ ଷ୍ଟ୍ରିଟ୍ ଲାଇଟ୍ ଲଗାଇବାକୁ ଜିଲ୍ଲାପାଳ NHAI କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି।
Collector and DM, Jharsuguda tweet media
OR
0
0
6
124
Collector and DM, Jharsuguda
ଜିଲ୍ଲାରେ କୃଷି ବିବିଧିକରଣ ଏବଂ ଚାଷୀଙ୍କ ଆୟ ବୃଦ୍ଧିକୁ ପ୍ରାଥମିକତା ଦେଇ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ବିଭିନ୍ନ ପ୍ରକଳ୍ପ ସମୀକ୍ଷା କରିଛନ୍ତି। #DistrictHorticulture #Jharsuguda
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
0
5
71
Collector and DM, Jharsuguda
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ PC & PNDT ଆଇନ ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବେଆଇନ ଲିଙ୍ଗ ନିରୂପଣ ଓ କନ୍ୟା ଭ୍ରୂଣ ହତ୍ୟା ଏବଂ 'ବେଟି ବଚାଓ' ଅଭିଯାନକୁ ସଫଳ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଗୁରୁତ୍ୱ ଦିଆଯାଇଛି। #Jharsuguda #SaveTheGirlChild #PCPNDT
Collector and DM, Jharsuguda tweet mediaCollector and DM, Jharsuguda tweet media
OR
0
0
5
55
Collector and DM, Jharsuguda
ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥାର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲାର ସମସ୍ତ ପୌରାଞ୍ଚଳରେ ଚାଲିଥିବା ବିଭିନ୍ନ ଜନହିତକର ପ୍ରକଳ୍ପର ଅଗ୍ରଗତି ନେଇ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। #Jharsuguda #DistrictAdministration
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
0
7
73
Collector and DM, Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ସହରର ବିଭିନ୍ନ ପ୍ରମୁଖ ସ୍ଥାନ ପରିଦର୍ଶନ କରି ଟ୍ରାଫିକ ସମସ୍ୟା ଓ ପରିମଳ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସମସ୍ତ ବେଆଇନ ଜବରଦଖଲକୁ ତୁରନ୍ତ ହଟାଇବା ପାଇଁ ଜିଲ୍ଲାପାଳ ପୌରପାଳିକା କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। #DistrictCollector
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
2
32
895
Collector and DM, Jharsuguda
ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣ ମାଲିମୁଣ୍ଡା କ୍ରିକେଟ ଷ୍ଟାଡିୟମ ପରିସର ଗସ୍ତ କରି ନିର୍ମାଣଧୀନ ପ୍ରକଳ୍ପ ଏବଂ ଅତ୍ୟାଧୁନିକ ସ୍ୱିମିଂ ପୁଲ୍ କାର୍ଯ୍ୟର ସମୀକ୍ଷା କରିଛନ୍ତି। #Jharsuguda #SportsDevelopment #MalimundaStadium #OdishaSports
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
1
15
310
Collector and DM, Jharsuguda retweetou
EducationOdisha
EducationOdisha@SMEOdisha·
ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀରେ ନାମଲେଖାଇବାକୁ ଥିବା ଛାତ୍ରଛାତ୍ରୀମାନେ ଅପ୍ରେଲ ୨ ରେ ଅନୁଷ୍ଠିତ ହେବାକୁ ଥିବା “ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ” ରେ ଯୋଗଦାନ କରିବାପାଇଁ ଝାରସୁଗୁଡା ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଯୋଗ୍ୟ ଛାତ୍ରଛାତ୍ରୀମାନଙ୍କ ଅଭିଭାବକ ମାନଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱାକ୍ଷରିତ ନିମନ୍ତ୍ରଣ ପତ୍ର ପ୍ରଦାନ କରୁଛନ୍ତି।
EducationOdisha tweet mediaEducationOdisha tweet media
OR
1
2
27
895
Collector and DM, Jharsuguda
ବିଶ୍ୱ ଜଳ ଦିବସ ସମାରୋହ-୨୦୨୬ ଅବସରରେ ଲୋକସେବା ଭବନ କନଭେନସନ୍ ସେଣ୍ଟରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ବିଭିନ୍ନ ଜଳ ସମ୍ପଦ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରୁଛନ୍ତି। ସିଧା ପ୍ରସାରଣ ଦେଖିବା ପାଇଁ ନିମ୍ନ ଲିଙ୍କକୁ କ୍ଲିକ୍ କରନ୍ତୁ- youtube.com/live/4Wgu4t7K0…
YouTube video
YouTube
Collector and DM, Jharsuguda tweet media
OR
0
0
6
141
Collector and DM, Jharsuguda
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ 'ପିଏମ୍ ଶ୍ରୀ' ବିଦ୍ୟାଳୟ,ସ୍ୱାସ୍ଥ୍ୟକେନ୍ଦ୍ରଏବଂମଡେଲ ଜିପି ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ଉପରେ ବିସ୍ତୃତ ଆଲୋଚନା କରାଯାଇଛି।କାର୍ଯ୍ୟରେ ସ୍ୱଚ୍ଛତା ଓ ଗତିଶୀଳତା ଆଣିବା ପାଇଁ ଜିଲ୍ଲାପାଳ ଏଣିକି ପ୍ରତି ଶନିବାର ନିୟମିତ ଭାବେ ସମୀକ୍ଷା ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
1
2
11
209
Collector and DM, Jharsuguda
ଜିଲ୍ଲାପାଳ #ଏମ୍‌ସିଏଲ୍‌ ଓରିଏଣ୍ଟ ଖଣି ପରିସରରେ ନିର୍ମିତ 'ଚନ୍ଦ୍ରଶେଖର ଆଜାଦ ଇକୋ ପାର୍କ' ଏବଂ ସ୍ୱତନ୍ତ୍ର ଖଣି ମ୍ୟୁଜିୟମ ପରିଦର୍ଶନ କରିଛନ୍ତି। କୋଇଲା ଉତ୍ତୋଳନର ଜଟିଳ ବୈଷୟିକ ଜ୍ଞାନକୌଶଳ ଏବଂ ବିଭିନ୍ନ ପ୍ରଦର୍ଶିତ ମଡେଲଗୁଡ଼ିକୁ ଅନୁଧ୍ୟାନ କରି ଏହି ମ୍ୟୁଜିୟମଟି ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶରେ ସହାୟକ ହେବ ବୋଲି କହିଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
2
12
173
Collector and DM, Jharsuguda
ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବ ଶ୍ରୀ ଏନ୍.ବି.ଏସ୍ ରାଜପୁତ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ଗସ୍ତ କରି ଏହାର ସମ୍ପ୍ରସାରଣ ଯୋଜନାର ସ୍ଥିତି ସମୀକ୍ଷା କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ସମ୍ପ୍ରସାରଣ ପାଇଁ ଆବଶ୍ୟକ ହେଉଥିବା ଅତିରିକ୍ତ ଜମି ଅଧିଗ୍ରହଣ ଏବଂ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
3
12
267
Collector and DM, Jharsuguda
ଜିଲ୍ଲାପାଳ #ବ୍ରଜରାଜନଗର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କ୍ଷେତ୍ର ପରିଦର୍ଶନ କରିଛନ୍ତି। ସହରର ଗମନାଗମନ ସମସ୍ୟାର ସମାଧାନ ପାଇଁ ଖାଲିଆକାନିଠାରେ ପ୍ରସ୍ତାବିତ ନୂତନ ବସଷ୍ଟାଣ୍ଡ ପାଇଁ ଜମିର ଅନୁଧ୍ୟାନ କରିବା ସହ ବ୍ରଜରାଜନଗର ମହିଳା ମହାବିଦ୍ୟାଳୟ ନିକଟରେ ଅତ୍ୟାଧୁନିକ ପାଠାଗାର ନିର୍ମାଣ ପାଇଁ ସ୍ଥାନ ପରିଦର୍ଶନ କରିଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
2
13
184
Collector and DM, Jharsuguda
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବେଦାନ୍ତ ଲିମିଟେଡ୍‌ର ଜମି ଅଧିଗ୍ରହଣ, ଥଇଥାନ ଓ ପୁନର୍ବାସ ସମ୍ପର୍କିତ ଏକ ଜନଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କାଟିକେଲା ଏବଂ ଭୁର୍କାମୁଣ୍ଡା ଗ୍ରାମବାସୀଙ୍କ ଦାବି ଓ ସମସ୍ୟା ଉପରେ ଜିଲ୍ଲାପାଳ ସିଧାସଳଖ ଆଲୋଚନା କରିବା ସହ ତ୍ୱରିତ ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର କମିଟି ଗଠନ କରାଯାଇଛି।
Collector and DM, Jharsuguda tweet media
OR
2
2
14
176
Collector and DM, Jharsuguda
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ #ICDS ର ମାସିକ ସମୀକ୍ଷା ବୈଠକରେ 'ପୋଷଣ ଟ୍ରାକର' ଆପ୍‌ର ସଫଳ ରୂପାୟନ ଓ ଅଙ୍ଗନବାଡ଼ି ସେବାର ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା କରାଯାଇଛି। ଗର୍ଭବତୀ ଓ ପ୍ରସୂତି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ସେବାର ଗୁଣାତ୍ମକ ମାନ ବୃଦ୍ଧି ସହ ସଠିକ୍ ତଥ୍ୟ ଅପଡେଟ୍ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।
Collector and DM, Jharsuguda tweet mediaCollector and DM, Jharsuguda tweet media
OR
0
3
17
220
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ #EMRS ଗୁଡ଼ିକର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବିଦ୍ୟାଳୟର ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମିର ସମୀକ୍ଷା କରାଯାଇଥିଲା।
Collector and DM, Jharsuguda tweet media
OR
0
2
12
258
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାରେ ପାନୀୟ ଜଳର ସମ୍ଭାବ୍ୟ ସମସ୍ୟା ଦୂର କରିବା ଏବଂ ବିଭିନ୍ନ ଜଳ ଯୋଗାଣ ପ୍ରକଳ୍ପର ସୁପରିଚାଳନା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। -ଜଳକ୍ଲିଷ୍ଟ ଅଞ୍ଚଳରେ ଟ୍ୟାଙ୍କର ପ୍ରସ୍ତୁତ ରଖିବା ସହ ପାଇପ୍ ଲାଇନ ମରାମତି ପାଇଁ ନିର୍ଦ୍ଦେଶ ✅
Collector and DM, Jharsuguda tweet media
OR
0
1
11
179
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାରେ ଭୋଟର ତାଲିକା ପ୍ରସ୍ତୁତି ଓ ମ୍ୟାପିଂ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅତିରିକ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସମେତ ବିଭିନ୍ନ ବ୍ଲକର ବି.ଡି.ଓ, ତହସିଲଦାର ଓ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
0
1
9
194
Collector and DM, Jharsuguda
Collector and DM, Jharsuguda@dm_jharsuguda·
The District Skill Development cum Employment Office is organizing a Job Drive on 24th March! Time: 10:00 AM 📍 Venue: 2nd Floor, DMF Auditorium Hall, Collectorate Office. Eligibility: 10th/12th/ITI/Diploma/B.Tech (Mech)/Graduates.
Collector and DM, Jharsuguda tweet media
English
2
3
7
428
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଖବରକୁ ଗୁରୁତ୍ୱର ସହ ନିଆଯାଇ କୋଲାବିରା ପୋଲିସ ଏବଂ ସାମାଜିକ ସୁରକ୍ଷା ବିଭାଗର ମିଳିତ ସହଯୋଗରେ ୭୦ ବର୍ଷୀୟ ବୃଦ୍ଧ ଲେଲିନ ସାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ​ସମ୍ପ୍ରତି ତାଙ୍କୁ ପଞ୍ଚପଡ଼ା ସ୍ଥିତ ଜରାଶ୍ରମରେ ଆଶ୍ରୟ ଦିଆଯାଇଥିବା ବେଳେ, ସେଠାରେ ତାଙ୍କର ଚିକିତ୍ସା ମଧ୍ୟ କରାଯାଉଅଛି।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
1
1
9
167
Collector and DM, Jharsuguda
Collector and DM, Jharsuguda@dm_jharsuguda·
ଝାରସୁଗୁଡ଼ା ଜିଲ୍ଲା ପ୍ରଶାସନର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଜରିଆରେ ଜଣେ ସଚେତନ ନାଗରିକ ଗଙ୍ଗାଧର ମକରଙ୍କ ଏକ ଫେସବୁକ କମେଣ୍ଟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲା, ଯେଉଁଥିରେ #କୋଲାବିରା ଅଞ୍ଚଳରେ ଜଣେ ବୃଦ୍ଧ ଅତି ଅସହାୟ ଅବସ୍ଥାରେ ପଡ଼ି ରହିଥିବା ସୂଚନା ଦିଆଯାଇଥିଲା।
Collector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet mediaCollector and DM, Jharsuguda tweet media
OR
2
2
23
650