CMO Odisha

21.9K posts

CMO Odisha banner
CMO Odisha

CMO Odisha

@CMO_Odisha

Office of the Chief Minister, Odisha

Bhubaneswar, Odisha เข้าร่วม Ocak 2016
44 กำลังติดตาม1.7M ผู้ติดตาม
CMO Odisha
CMO Odisha@CMO_Odisha·
ପବିତ୍ର ଅକ୍ଷୟ ତୃତୀୟା ଅବସରରେ କଟକ, ବିଦ୍ୟାଧରପୁରସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଦିବସ କାର୍ଯ୍ୟକ୍ରମରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସିଏମ୍ କିଷାନ ସହାୟତା ରାଶି ହସ୍ତାନ୍ତର କରିବେ।
CMO Odisha tweet media
OR
0
2
8
149
CMO Odisha
CMO Odisha@CMO_Odisha·
କଟକ ଜିଲ୍ଲାର ସୁନ୍ଦରଗ୍ରାମ ହାଇସ୍କୁଲର ପ୍ଲାଟିନମ୍ ଜୁବୁଲି ଉତ୍ସବରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha କହିଛନ୍ତି ଯେ, ଏହି ବିଦ୍ୟାଳୟ କେବଳ ଏକ ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏହା ଅଞ୍ଚଳର ସାମାଜିକ ଓ ବୌଦ୍ଧିକ ଉନ୍ନତିର ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ। ଶିକ୍ଷା କେବଳ ପାଠ୍ୟଜ୍ଞାନ ନୁହେଁ, ବରଂ ଚରିତ୍ର ଗଢ଼ିବା ଓ ଜୀବନ ମୂଲ୍ୟବୋଧ ସୃଷ୍ଟିର ଏକ ମାଧ୍ୟମ। ଛାତ୍ରଛାତ୍ରୀଙ୍କୁ ଆଧୁନିକ ଯୁଗର ଚାହିଦା ଅନୁସାରେ ଦକ୍ଷତା ବିକାଶ, ସୃଜନଶୀଳତା ଓ ନବୀନ ଚିନ୍ତାଧାରାରେ ଆଗକୁ ବଢିବାକୁ ଆହ୍ୱାନ କରିବା ସହ ମୋବାଇଲ ଓ ସୋସିଆଲ ମିଡିଆର ଅତିରିକ୍ତ ବ୍ୟବହାରରୁ ଦୂରେଇ ରହି, ଜ୍ଞାନାର୍ଜନରେ ଗୁରୁତ୍ୱ ଦେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
1
1
20
896
CMO Odisha
CMO Odisha@CMO_Odisha·
Powering India’s technological future from the heart of Odisha. With the ground-breaking of India’s first 3D-Glass Semiconductor Packaging Unit at Info Valley, Bhubaneswar, the state takes a decisive leap towards innovation, investment, and inclusive growth. An investment of ₹2,000 crore is set to create opportunities, empower skilled youth, and strengthen Odisha’s position as a rising semiconductor hub. #AtmanirbharBharat #SamruddhaOdisha @PMOIndia
English
1
3
17
1.2K
CMO Odisha
CMO Odisha@CMO_Odisha·
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ସୁନ୍ଦରଗ୍ରାମ ଉଚ୍ଚ ବିଦ୍ୟାଳୟର ପ୍ଲାଟିନମ୍ ଜୁବଲି ଅବସରରେ ଯୋଗ ଦେଇଛନ୍ତି। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
1
2
17
685
CMO Odisha
CMO Odisha@CMO_Odisha·
ସୁନ୍ଦରଗ୍ରାମ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
CMO Odisha tweet media
OR
1
1
14
581
CMO Odisha
CMO Odisha@CMO_Odisha·
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା ଅବସରରେ 'ସିଏମ୍ କିଷାନ' ଯୋଜନା ମାଧ୍ୟମରେ ଅନ୍ନଦାତାମାନଙ୍କୁ ସହାୟତା ରାଶି ପ୍ରଦାନ କରିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha । କୃଷକଙ୍କ ପରିଶ୍ରମ ପ୍ରତି ଏହି କୃତଜ୍ଞତା ଓ ଆର୍ଥିକ ସହାୟତା ଓଡ଼ିଶାର କୃଷି କ୍ଷେତ୍ରକୁ ଆହୁରି ସଶକ୍ତ କରିବ। #CMKisan
OR
2
1
15
996
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ଚିପ୍ ନିର୍ମାଣ କ୍ଷେତ୍ରରେ ଓଡ଼ିଶାର ବୈଷୟିକ ପ୍ରତିଭାମାନେ ଆଜି ଏକ ବଡ଼ ସଫଳତା ହାସଲ କରିଛନ୍ତି। ଦେଶର ପ୍ରଥମ 'ଚିପ୍ ନିର୍ମାଣ ଅଭିଯାନ'ରେ ସାମିଲ ହୋଇ ଆମ ରାଜ୍ୟର ମେଧାବୀ ଛାତ୍ରଛାତ୍ରୀମାନେ ତିନୋଟି ସ୍ୱଦେଶୀ ଚିପ୍ ପ୍ରସ୍ତୁତ କରିଛନ୍ତି, ଯାହା ଅତ୍ୟନ୍ତ ଗୌରବର ବିଷୟ। କେନ୍ଦ୍ର ସରକାରଙ୍କ 'ଚିପ୍-ଟୁ-ଷ୍ଟାର୍ଟଅପ୍' (C2S) ଭଳି ଅଭିନବ କାର୍ଯ୍ୟକ୍ରମ ଏବଂ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଜୀଙ୍କର ସୁଦୃଢ ସମର୍ଥନ ଯୋଗୁଁ ହିଁ ଏହା ସମ୍ଭବ ହୋଇପାରିଛି। ଏହି ଅଭିଯାନ ଆମର ଯୁବ ଇଞ୍ଜିନିୟରମାନଙ୍କୁ ସେମାନଙ୍କର ଅନ୍ତର୍ନିହିତ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଏକ ବଳିଷ୍ଠ ମଞ୍ଚ ପ୍ରଦାନ କରିଛି। ସେମି-କଣ୍ଡକ୍ଟର ଶିଳ୍ପରେ ଓଡ଼ିଶାର ଏହି ଯୋଗଦାନ 'ସମୃଦ୍ଧ ଓଡ଼ିଶା'ର ସଂକଳ୍ପକୁ ଆହୁରି ମଜବୁତ କରିବ।
OR
1
11
43
1.3K
CMO Odisha
CMO Odisha@CMO_Odisha·
ଲୋକଙ୍କ ସରକାରଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ଦେଶର ସେମିକଣ୍ଡକ୍ଟର ହବ୍ ଭାବେ ଉଭା ହେଉଛି। ଭାରତର ପ୍ରଥମ ଗ୍ଲାସ୍ ସବଷ୍ଟ୍ରେଟ୍ ଆଧାରିତ ଅତ୍ୟାଧୁନିକ 'ଥ୍ରୀ-ଡି ଚିପ୍ ପ୍ୟାକେଜିଂ' ୟୁନିଟ୍‌ର ଶିଳାନ୍ୟାସ ସହ ରାଜ୍ୟରେ ଏକ ନୂତନ ବୈଷୟିକ ଯୁଗର ଶୁଭାରମ୍ଭ ହୋଇଛି। ପ୍ରାୟ ₹୨,୦୦୦ କୋଟିର ପୁଞ୍ଜି ନିବେଶରେ ନିର୍ମିତ ହେବାକୁ ଥିବା ଏହି ପ୍ରକଳ୍ପ ବାର୍ଷିକ ପ୍ରାୟ ୭୦,୦୦୦ ପ୍ୟାନେଲ୍, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ ୧୩,୨୦୦ ଅତ୍ୟାଧୁନିକ 3DHI ମଡ୍ୟୁଲ୍ ଉତ୍ପାଦନ କରିବା ସହ ସ୍ଥାନୀୟ ଯୁବପିଢ଼ିଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏହି ଐତିହାସିକ ପଦକ୍ଷେପ ଓଡ଼ିଶାକୁ ବିଶ୍ୱସ୍ତରୀୟ ଶିଳ୍ପ ମାନଚିତ୍ରରେ ଏକ ସମୃଦ୍ଧ ଓ ଶକ୍ତିଶାଳୀ ପରିଚୟ ପ୍ରଦାନ କରିବ।
CMO Odisha tweet media
OR
12
11
22
928
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ପାରମ୍ପରିକ ଶିଳ୍ପରୁ ହାଇ-ଟେକ୍ ପର୍ଯ୍ୟନ୍ତ; ଏବେ ସେମିକଣ୍ଡକ୍ଟର ଏବଂ ଆଇଟି କ୍ଷେତ୍ରରେ ଓଡ଼ିଶା ସାଜିଛି ଏକ ନୂତନ ଶକ୍ତିଶାଳୀ ହବ୍। ବିକାଶର ଏହି ନୂଆ ଯୁଗରେ ଓଡ଼ିଶା ଆଜି ଦେଶର ଅଗ୍ରଣୀ। : ମାନ୍ୟବର କେନ୍ଦ୍ରମନ୍ତ୍ରୀ ଶ୍ରୀ @AshwiniVaishnaw
OR
4
9
43
1.1K
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ଅତ୍ୟାଧୁନିକ ଟେକ୍ନୋଲୋଜି ଓ ହାଇଟେକ୍ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଆଜି ସମଗ୍ର ବିଶ୍ୱ ପାଇଁ ଭରସାର କେନ୍ଦ୍ର ପାଲଟିଛି। କେନ୍ଦ୍ର ସରକାରଙ୍କ ସହଯୋଗ ଓ ଆମର ଦ୍ରୁତ ପଦକ୍ଷେପ ଯୋଗୁଁ ରାଜ୍ୟରେ ପ୍ରତିଷ୍ଠା ହେଉଥିବା ଏହି ବୃହତ ପ୍ରକଳ୍ପଗୁଡ଼ିକ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହି ଦ୍ରୁତ ଅଭିବୃଦ୍ଧି କେବଳ ବିକାଶର ପ୍ରତୀକ ନୁହେଁ, ବରଂ ଆମ ଯୁବଶକ୍ତିଙ୍କ ପାଇଁ ଅପାର ସୁଯୋଗର ନୂଆ ଦିଗନ୍ତ।
OR
2
11
46
1.3K
CMO Odisha
CMO Odisha@CMO_Odisha·
#Odisha is steadily emerging as a key semiconductor hub, driven by visionary governance and industry-friendly policies. The foundation of India’s first glass substrate-based advanced 3D chip packaging unit marks a significant milestone in the state’s technological journey. With an investment of ₹2,000 crore, the project is set to generate around 2,500 high-quality employment opportunities while strengthening Odisha’s position on the global industrial map and advancing the vision of a Samruddha Odisha. @PMOIndia
CMO Odisha tweet media
English
1
6
31
877
CMO Odisha
CMO Odisha@CMO_Odisha·
Hon’ble Chief Minister Shri @MohanMOdisha, along with Hon’ble Union Minister Shri @AshwiniVaishnaw, laid the foundation stone for 3D Glass Solutions’ advanced Glass Substrate Packaging Unit at Info Valley, Khordha. This landmark project—first of its kind in India—marks a defining step in #Odisha’s semiconductor journey, powering emerging sectors like AI, high-performance computing and defence electronics. With an investment of ~₹2000 crore, the unit will produce 70,000 glass panels, 50 million assembled units and 13,200 advanced 3DHI modules annually, creating around 2,500 employment opportunities. Odisha is steadily emerging as a preferred destination for the global semiconductor industry—driven by talent, infrastructure and vision. @PMOIndia
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
English
2
3
34
1.1K
CMO Odisha
CMO Odisha@CMO_Odisha·
"ବିଶ୍ୱ ସେମିକଣ୍ଡକ୍ଟର ଶିଳ୍ପ ପାଇଁ ଓଡ଼ିଶା ଏକ ଆଦର୍ଶ ଗନ୍ତବ୍ୟସ୍ଥଳୀ ଭାବେ ଉଭୁକ୍ତ ହୋଇଛି। ଆମ ପାଖରେ ସମ୍ବଳ ଅଛି, ପ୍ରତିଭା ଅଛି, ଭିତ୍ତିଭୂମି ଅଛି, ସଂକଳ୍ପ ଅଛି। ଆଗାମୀ ଦିନର ଟେକ୍ନୋଲୋଜି ଗଢ଼ିବାକୁ ଚାହୁଁଥିଲେ—Odisha is your destination.”:- ମାନ୍ୟବର ମୁଖ୍ୟମନ୍ତ୍ରୀ
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
1
5
12
835
CMO Odisha
CMO Odisha@CMO_Odisha·
ଆଜିର ଦିନ କେବଳ ଓଡ଼ିଶା ପାଇଁ ନୁହେଁ, ଭାରତର ଟେକ୍ନୋଲୋଜିକାଲ ଲିଡରସିପ୍ ଯାତ୍ରା ପାଇଁ ଏକ ସ୍ମରଣୀୟ ମୁହୂର୍ତ୍ତ। ଏହି ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଏକ ଆଡଭାନ୍ସଡ୍ 3D ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଂ ସୁବିଧା ସୃଷ୍ଟି କରିବ। ଏହି ୟୁନିଟ୍‌ରେ ଉତ୍ପାଦିତ କମ୍ପୋନେଣ୍ଟଗୁଡ଼ିକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ହାଇ ପର୍ଫର୍ମାନ୍ସ କମ୍ପ୍ୟୁଟିଂ ଓ ପ୍ରତିରକ୍ଷା ଇଲେକ୍ଟ୍ରୋନିକ୍ସ ଭଳି ବିକାଶଶୀଳ କ୍ଷେତ୍ରରେ ଗୁରୁତ୍ୱ ଅର୍ଜନ କରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି। ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର ଲଞ୍ଚପ୍ୟାଡ୍ ହେବ। ପ୍ରାୟ ୨ ହଜାର କୋଟି ଟଙ୍କା ନିବେଶରେ ସ୍ଥାପିତ ହେଉଥିବା ଏହି ପ୍ରକଳ୍ପ ବର୍ଷକୁ ୭୦ ହଜାର ଗ୍ଲାସ୍ ପ୍ୟାନେଲ, ୫୦ ମିଲିୟନ ଆସେମ୍ବଲ୍ଡ ୟୁନିଟ୍ ଏବଂ ୧୩,୨୦୦ ଅତ୍ୟାଧୁନିକ 3DHI ମଡ୍ୟୁଲ୍ ଉତ୍ପାଦନ କରିବ। ଏହା ଦ୍ୱାରା ରାଜ୍ୟରେ ପ୍ରାୟ ୨,୫୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ଓଡ଼ିଶାର ଛାତ୍ରଛାତ୍ରୀ ଓ ଇଞ୍ଜିନିୟରମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗର ସମୟ। ସେମାନେ ନିଜକୁ ଦକ୍ଷ କରି ଏହି ଉଦୟମାନ କ୍ଷେତ୍ରରେ ଅଗ୍ରସର ହେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି। @PMOIndia
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
3
7
14
878
CMO Odisha
CMO Odisha@CMO_Odisha·
ଓଡ଼ିଶାର ସେମିକଣ୍ଡକ୍ଟର ଯାତ୍ରାରେ ଯୋଡ଼ି ହେଲା ନୂଆ ଅଧ୍ୟାୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଏବଂ ମାନ୍ୟବର କେନ୍ଦ୍ରୀୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ତଥା ରେଳ ମନ୍ତ୍ରୀ ଶ୍ରୀ @AshwiniVaishnaw ଖୋର୍ଦ୍ଧା ଜିଲ୍ଲାର ଇନ୍‌ଫୋ ଭ୍ୟାଲିଠାରେ ପ୍ରତିଷ୍ଠିତ ସେମିକଣ୍ଡକ୍ଟର ସଂସ୍ଥା 3D Glass Solution ର ଅତ୍ୟାଧୁନିକ ଗ୍ଲାସ୍ ସବ୍‌ଷ୍ଟ୍ରେଟ୍ ପ୍ୟାକେଜିଂ ୟୁନିଟ୍ ପାଇଁ ଶିଳାନ୍ୟାସ କରିଛନ୍ତି । ଆଜିର ଶିଳାନ୍ୟାସ ପ୍ରକୃତରେ ଓଡ଼ିଶାରେ ଏକ ବ୍ୟାପକ ସମୃଦ୍ଧି ଆଣିବ। 3D Glass Solutionର ଗ୍ଲାସ୍ ସବ୍ ଷ୍ଟ୍ରେଟ ପ୍ୟାକେଜିଙ୍ଗ ୟୁନିଟ୍ ର ପ୍ରଡକ୍ଟ ହେଉଛି ଦେଶରେ ପ୍ରଥମ ଏବଂ ଏହା ଓଡ଼ିଶାରେ ପ୍ରସ୍ତୁତ ହେବ। ଏହି ଟେକ୍ନୋଲୋଜି ଆଗକୁ ସେମିକଣ୍ଡକ୍ଟର ଶିଳ୍ପର ଭବିଷ୍ୟତ ଭାବେ ପ୍ରମାଣିତ ହେବ ବୋଲି ମାନ୍ୟବର କେନ୍ଦ୍ରମନ୍ତ୍ରୀ ଏହି ଅବସରରେ କହିଛନ୍ତି।
CMO Odisha tweet mediaCMO Odisha tweet mediaCMO Odisha tweet mediaCMO Odisha tweet media
OR
2
7
34
1.2K
CMO Odisha
CMO Odisha@CMO_Odisha·
ମାନ୍ୟବର କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇ.ଟି ମନ୍ତ୍ରୀ ଶ୍ରୀ @AshwiniVaishnaw ଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରି ବିଭିନ୍ନ ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha
CMO Odisha tweet mediaCMO Odisha tweet media
OR
2
4
86
1.9K
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
This facility will generate thousands of quality jobs for our youth and anchor a thriving ecosystem of testing laboratories and ancillary industries, accelerating Odisha's transformation from a mineral-driven economy to a mind-driven one, where the brilliance of Odia talent meets world-class infrastructure. To the global technology industry, our message is clear: with abundant power, a skilled workforce, and an unwavering commitment to progress, Odisha is India's ultimate destination for advanced electronics and a truly Atmanirbhar Bharat.
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
English
2
13
53
1.7K
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
Today, from the soil of Odisha, India took a defining step in its semiconductor journey. I was delighted to join Hon'ble Union Minister Shri @AshwiniVaishnaw Ji for the groundbreaking ceremony of the nation's first advanced 3D glass substrate packaging facility, a historic milestone that positions Odisha at the forefront of global electronics manufacturing and artificial intelligence. This is not merely an industrial investment; it is a declaration of where the technologies of tomorrow will be built, and a proud testament to what responsive governance and strategic vision can deliver for our people.
Mohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet mediaMohan Charan Majhi tweet media
English
3
19
97
2.8K
CMO Odisha รีทวีตแล้ว
Mohan Charan Majhi
Mohan Charan Majhi@MohanMOdisha·
ଭଗବାନ ଶ୍ରୀ ବିଷ୍ଣୁଙ୍କ ଅବତାର, ଅପାର ଶକ୍ତି, ଶସ୍ତ୍ର ଏବଂ ଶାସ୍ତ୍ରର ପ୍ରତୀକ ଭଗବାନ ପର୍ଶୁରାମଙ୍କ ଜୟନ୍ତୀ ଅବସରରେ ରାଜ୍ୟବାସୀଙ୍କୁ ମୋର ଆନ୍ତରିକ ଶୁଭକାମନା ଓ ଭକ୍ତିପୂର୍ଣ୍ଣ ପ୍ରଣାମ। ପ୍ରଭୁ ପର୍ଶୁରାମଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।
Mohan Charan Majhi tweet media
OR
3
12
119
1.9K