BJD IT Cell
5.2K posts

BJD IT Cell
@BJDITCell
The official page of Biju Janata Dal, Odisha. Responsible for all digital presence of the Party.
Bhubaneswar, Odisha شامل ہوئے Ekim 2022
7 فالونگ2K فالوورز


BJD IT Cell ری ٹویٹ کیا

ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ରୋଗୀଙ୍କ ଦାରୁଣ ମୃତ୍ୟୁକୁ ନଅ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜଣେ ହେଲେ କେନ୍ଦ୍ରମନ୍ତ୍ରୀ କଟକ ମେଡିକାଲ ପରିଦର୍ଶନ କରିନାହାନ୍ତି, ଏହା ମୋତେ ବେଶ ଚକିତ କରିଛି। ବାସ୍ତବରେ ଏହା ଅତ୍ୟନ୍ତ ଦୁଃଖଦାୟକ।
ବିଜେଡି ସରକାର ସମୟରେ ଯେତେବେଳେ ଏକ ଘରୋଇ ମେଡିକାଲରେ ଏଭଳି ଦୁର୍ଘଟଣା ଘଟିଥିଲା, ସେତେବେଳେ ଅନେକ କେନ୍ଦ୍ରମନ୍ତ୍ରୀ ହସ୍ପିଟାଲ ପରିଦର୍ଶନ କରିଥିଲେ। ହେଲେ କଟକ ବଡ଼ ଡ଼ାକ୍ତରଖାନାର ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଶାର ଲୋକଙ୍କ ପ୍ରତି ସେମାନଙ୍କର କେତେ ସମ୍ବେଦନଶୀଳତା ଅଛି, ତାହା ଆପଣମାନେ ନିଜେ ତୁଳନା କରିପାରିବେ।
ମୁଁ ପୁଣି ଥରେ କହୁଛି; ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।
#SCBMedical #Odisha
OR
BJD IT Cell ری ٹویٹ کیا

ଲୋକଙ୍କ ସ୍ୱର ସାଜି ବିଜୁ ଜନତା ଦଳ ଓଡ଼ିଶାର ହକ୍ ପାଇଁ ଲଢ଼େଇରେ ସର୍ବଦା ଆଗରେ।
ଦଳର ରାଜନୈତିକ ବ୍ୟାପାର କମିଟି ବୈଠକରେ ଅଧ୍ୟକ୍ଷତା କରି ଆଭ୍ୟନ୍ତରୀଣ କାର୍ଯ୍ୟଧାରା ଏବଂ ସାମ୍ପ୍ରତିକ ସ୍ଥିତି ନେଇ ଆଲୋଚନା କଲି। ଲୋକଙ୍କ ସେବାକୁ ବ୍ରତ ଭାବେ ଗ୍ରହଣ କରି ବିଜୁ ଜନତା ଦଳ ସର୍ବଦା ଅତୁଟ ରହିବ। #BJDWithOdisha
OR

ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ, ଦଳ ବିରୋଧୀ କାର୍ଯ୍ୟ ନିମନ୍ତେ, ୬ଜଣ ବିଧାୟକ ଙ୍କୁ ନିଲମ୍ବନ କରାଯାଇଛି।
#BijuJanataDalOdisha

OR
BJD IT Cell ری ٹویٹ کیا


ନବୀନଙ୍କ ଭିଜନର ଏକ ସର୍ବଶ୍ରେଷ୍ଠ ଉଦାହରଣ.. କଳିଙ୍ଗର ଇନଡୋର୍ ଆଥଲେଟିକ୍ସ ସେଣ୍ଟର। ଯାହା ଏବେ ମନ ଜିଣିଛି ସାରା ବିଶ୍ୱର।
#NaveenPatnaik #worldathleticchampionship #Odisha #prideofodisha #indoorathleticscentre #Bhubaneswar

OR

ଓଡ଼ିଶାବାସୀଙ୍କ ସେବାରେ ସମର୍ପିତ ବିଜୁ-ନବୀନ ଇନସପିରେସନାଲ ଫାଉଣ୍ଡେସନ।
#NaveenPatnaik #naveenpatnaikforodisha
OR

#ଲୋକଙ୍କ_ସେବାପାଇଁ_ସମର୍ପିତ_ବିଜୁନବୀନ_ଇନସପିରେସନାଲ_ଫାଉଣ୍ଡେସନ
#NaveenPatnaikForOdisha #naveenforpeople

QME


ରାଜ୍ୟସଭା ନିର୍ବାଚନରେ ଦଳୀୟ ନିର୍ଦ୍ଦେଶ ଓ ଶୃଙ୍ଖଳାକୁ ଭଙ୍ଗ କରିଥିବା ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ବିଜୁ ଜନତା ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।
#BijuJanataDalOdisha


OR
BJD IT Cell ری ٹویٹ کیا

କଟକ ଏସସିବି ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ ମୋତେ ବ୍ଯଥିତ କରିଛି।
ଗତକାଲି ମୁଁ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିଦର୍ଶନ କରିଥିଲି। ସେଠାରେ ମୁଁ ଯାହା ଦେଖିଲି, ତାହା କେବଳ ଏକ ଦୁଃଖଦ ଦୁର୍ଘଟଣାର ଦୃଶ୍ୟ ନଥିଲା, ବରଂ ଆମ ରାଜ୍ୟର ଏହି ପ୍ରମୁଖ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ବିପର୍ଯ୍ୟସ୍ତ ସୁରକ୍ଷା ବ୍ୟବସ୍ଥାର ଏକ ନଗ୍ନ ଚିତ୍ର ଥିଲା।
ସୋମବାର ଭୋର ସମୟରେ ଟ୍ରମା କେୟାର ଆଇସିୟୁରେ ଘଟିଥିବା ଅଗ୍ନିକାଣ୍ଡ ୧୧ଟି ମୂଲ୍ୟବାନ ଜୀବନ ନେଇଯାଇଛି। ଏଠାକୁ ରୋଗୀମାନେ ସୁସ୍ଥ ହେବାର ଆଶା ନେଇ ଡାକ୍ତରଖାନାକୁ ଆସିଥିଲେ, କିନ୍ତୁ ପ୍ରଶାସନିକ ଅବହେଳା ଯୋଗୁଁ ସେମାନଙ୍କୁ ଏଭଳି ଏକ ଭୟଙ୍କର ମୃତ୍ୟୁର ସାମ୍ନା କରିବାକୁ ପଡ଼ିଲା। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ମୋର ଗଭୀର ସମବେଦନା ଜଣାଉଛି।
ପରିବାର ଲୋକେ ଶୋକ ପାଳନ କରୁଥିବାବେଳେ ସ୍ୱାସ୍ଥ୍ୟ ବିଭାଗ 'ତଦନ୍ତ' ଆଳରେ ନିଜକୁ ଲୁଚାଇ ପାରିବ ନାହିଁ। ବିଚାର ବିଭାଗୀୟ ତଦନ୍ତ ସ୍ୱାଗତଯୋଗ୍ୟ, କିନ୍ତୁ ଏହା ରାଜନୈତିକ ନେତୃତ୍ୱକୁ ସେମାନଙ୍କ ଦାୟିତ୍ୱରୁ ମୁକ୍ତ କରିପାରିବ ନାହିଁ।
ତେଣୁ, ମୁଁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ଇସ୍ତଫା ଦାବି କରୁଛି। ସୁରକ୍ଷା ବ୍ୟବସ୍ଥାରେ ଏହି ଭୟଙ୍କର ତ୍ରୁଟି ପାଇଁ ସେ ନୈତିକ ଦାୟିତ୍ୱ ଗ୍ରହଣ କରିବା ଉଚିତ୍। ଏଥିସହିତ, ବର୍ତ୍ତମାନ ଘୋଷଣା କରାଯାଇଥିବା ଅନୁକମ୍ପାମୂଳକ ସହାୟତା ଅତି ନଗଣ୍ୟ। ମୁଁ ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୫୦ ଲକ୍ଷ ଟଙ୍କାର ସହାୟତା ପାଇଁ ମାନ୍ୟବର ବାଚସ୍ପତିଙ୍କ ନିକଟରେ ବିଧାନସଭାରେ ଦାବି କରିଛି ।
#Odisha
OR

ଏସସିବି ମେଡିକାଲ ଆଇସିୟୁରେ ରୋଗୀ ପୋଡି ମରୁଛନ୍ତି, ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟମନ୍ତ୍ରୀ କାହଁକି ଇସ୍ତଫା ଦେଉନାହାନ୍ତି...?
#NaveenPatnaik #BJPAntiOdisha #MukeshMahaling #FakeBJP
OR

ଦଳର ସ୍ୱାଭିମାନ ଏବଂ ଦଳପ୍ରତି ନିଷ୍ଠାଭାବ ଆଗରେ ପଇସାର ମୂଲ୍ୟ କିଛିନାହିଁ.... ରେଙ୍ଗାଲି ବିଧାୟକଙ୍କୁ ସାଧୁବାଦ।
#Sudarshanharipal #OdishaPolitics
OR



