Bishnu Sethi

1.9K posts

Bishnu Sethi banner
Bishnu Sethi

Bishnu Sethi

@bsethibjp

In the memory of Late Bishnu Sethi

Bhadrak, India شامل ہوئے Ekim 2016
0 فالونگ6.3K فالوورز
Bishnu Sethi
Bishnu Sethi@bsethibjp·
୧୯୪୭ ମସିହାର ଆଜିର ତାରିଖରେ ଭାରତର ଶତାବ୍ଦୀ ପୁରୁଣା ସଂସ୍କୃତିକୁ କିଛି ଲୋକ କାଗଜ ଉପରେ ଗାରଟିଏ ଟାଣି ଦେଇ ବାଣ୍ଟିଦେଲେ ଏବଂ ଦେଶକୁ ରକ୍ତରଞ୍ଜିତ କରିଦେଲେ । ପଞ୍ଜାବ ଭାଗ ହେଲା, ସିନ୍ଧୁ ପ୍ରଦେଶ ଉଜୁଡିଲା ଢାକା ହେଲା ଅଶାନ୍ତ! କାଲିଯାଏଁ ଯାହା ଥିଲା ଅଗଣା ଆମର କିଏ ସେଠି ନୂଆ ସୀମା ତିଆରି କଲା ? #विभाजन_विभीषिका
OR
1
0
14
0
Bishnu Sethi ری ٹویٹ کیا
Amit Shah
Amit Shah@AmitShah·
ଭୁବନେଶ୍ୱରରେ ପହଞ୍ଚିଲି l ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଉତ୍ସାହିତ ଅଛି। ଆତ୍ମୀୟତା ଭରା ସ୍ୱାଗତ ପାଇଁ ମୁଁ ଭୁବନେଶ୍ୱରବାସୀଙ୍କ ନିକଟରେ କୃତଜ୍ଞ।
Amit Shah tweet mediaAmit Shah tweet mediaAmit Shah tweet mediaAmit Shah tweet media
OR
74
678
2.5K
0
Bishnu Sethi
Bishnu Sethi@bsethibjp·
.@Naveen_Odisha, ଆପଣଙ୍କ ମନ ଭିତରେ ସତରେ ଭଉଣୀ ପାଇଁ ସ୍ନେହ ଓ ଶ୍ରଦ୍ଧା କିଛି ଅଛି ; ନା ଖାଲି ନିଜ ସ୍ୱାର୍ଥ ହାସଲ କରିବା ପାଇଁ ରାଜନୀତି କରୁଛନ୍ତି ?
OR
2
87
106
0
Bishnu Sethi
Bishnu Sethi@bsethibjp·
ଇଏ ତ ରାଷ୍ଟ୍ରପତି ହେବା ପରର କଥା । ରାଷ୍ଟ୍ରପତି ନିର୍ବାଚନ ହେବା ପୂର୍ବରୁ ଝାଡ଼ଖଣ୍ଡର କଂଗ୍ରେସ ନେତା ଅଜୟ କୁମାର ମଧ୍ୟ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନଜନକ ଶବ୍ଦ କହିଥିଲେ । ସେତେବେଳେ ମଧ୍ୟ ଆମ ସଦସ୍ୟମାନେ ବିଧାନସଭାରେ ଓ ରାଜରାସ୍ତାରେ ଏହାର ବିରୋଧ କରିଥିଲୁ । ସେତେବେଳେ ବି ଆପଣ ନୀରବ !
OR
1
85
100
0
Bishnu Sethi
Bishnu Sethi@bsethibjp·
କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ମହାମହିମ ରାଷ୍ଟ୍ରପତି ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଅଶାଳୀନ ଶବ୍ଦ ବ୍ୟବହାର କଲେ । ସଂସଦରୁ ବିଧାନସଭା ଓ ରାସ୍ତାରେ ପ୍ରବଳ ପ୍ରତିବାଦ ହେଲା । ଆମେ ବିଜେପି ସଦସ୍ୟମାନେ କଂଗ୍ରେସ ନେତାଙ୍କ ମନ୍ତବ୍ୟର ଦୃଢ଼ ପ୍ରତିବାଦ କଲୁ ।
OR
2
92
150
0
Bishnu Sethi
Bishnu Sethi@bsethibjp·
ରତନ ବେଦିରେ ନୀଳାଚଳ ଧାମେ ପ୍ରଭୁ ତୁମେ ବସି ଅଛ। ଦୁନିଆରେ ଯେବେ ଯାହା ଘଟୁ ଅଛି ସବୁ ତୁମେ ଜାଣୁ ଅଛ। କରୁଣାମୟ ପ୍ରଭୁ ହେ ଦୟାଳୁ ଠାକୁର ଜଗତକୁ ସବୁ ବିପଦରୁ ରକ୍ଷା କର। ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ହାର୍ଦ୍ଦିକ ଅଭିନନ୍ଦନ। @BJP4Odisha @BJP4India
Bishnu Sethi tweet media
OR
8
1
118
0
Bishnu Sethi
Bishnu Sethi@bsethibjp·
ଭାରତୀୟ ଜନସଂଘର ସଂସ୍ଥାପକ, ମହାନ ଶିକ୍ଷାବିତ୍ ଡା. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ଭକ୍ତିପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି .. @BJP4India @BJP4India
Bishnu Sethi tweet media
OR
2
0
49
0
Bishnu Sethi
Bishnu Sethi@bsethibjp·
ବିଶ୍ୱର ସର୍ବବୃହତ ମୋଦି ସରକାରଙ୍କ ଦ୍ୱାରା ସମସ୍ତ ରାଜ୍ୟରେ ଜନ ସାଧାରଣ ପାଇଁ "ମାଗଣା ଟିକାକରଣ ଅଭିଯାନ " ଆରମ୍ଭ ହୋଇଥିବା ବେଳେ ଆଜି ଧାମନଗର NACରେ ୧୮ ରୁ ୪୫ ବର୍ଷ ଟୀକାକରଣ କେନ୍ଦ୍ରକୁ ଉଦଘାଟନ କଲି। #FreeVaccination4All #OneNationOneVaccination #COVID19 @BJP4Odisha
Bishnu Sethi tweet mediaBishnu Sethi tweet mediaBishnu Sethi tweet mediaBishnu Sethi tweet media
OR
0
2
51
0
Bishnu Sethi
Bishnu Sethi@bsethibjp·
ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡ଼ିପଦା ପଞ୍ଚାୟତ କାଞ୍ଜିଆପାଳ ମଠକୁ ଯାଇ ମାସ୍କ, ସାନିଟାଇଜର,ଅକ୍ସିମିଟର, ଇଂଫ୍ରାରେଡ଼ ଥର୍ମୋମିଟର ଓ ଶୁଖିଲା ଖାଦ୍ୟ ବଣ୍ଟନ କଲି। @BJP4Odisha
Bishnu Sethi tweet mediaBishnu Sethi tweet mediaBishnu Sethi tweet mediaBishnu Sethi tweet media
OR
1
1
68
0
Bishnu Sethi
Bishnu Sethi@bsethibjp·
ଆଜି ୨୧ ଜୁନ ୭ମ ଅନ୍ତଃରାଷ୍ଟ୍ରୀୟ ଯୋଗଦିବସରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଶୁଭକାମନା । ଯୋଗ ଦ୍ଵାରା ମଣିଷ ସୁସ୍ଥ ଓ ଆରୋଗ୍ୟ ରହିଥାଏ, ସେଥିପାଇଁ ସମସ୍ତଙ୍କୁ ନିୟମିତ ଯୋଗ କରିବାର ଆବଶ୍ୟକତା ଅଛି l ଘରେ ରୁହନ୍ତୁ ,ଯୋଗ କରନ୍ତୁ ,ସୁସ୍ଥ ରୁହନ୍ତୁ । #InternationalDayofYoga
Bishnu Sethi tweet media
OR
1
0
35
0
Bishnu Sethi
Bishnu Sethi@bsethibjp·
ଆମ ଦଳର ବରିଷ୍ଠ ନେତା ସୁବାଷ ଚନ୍ଦ୍ର ଗନ୍ତାୟତଙ୍କ ଅକାଳ ବିୟୋଗର ଖବର ପାଇ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।ସେ ଜଣେ ଉଦାର, ମେଳାପି ଏବଂ ନିଃସ୍ବାର୍ଥପର ବ୍ଯକ୍ତି ଥିଲେ।ସୁବାଷ ଭାଇଙ୍କ ଅକାଳ ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି।ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ପ୍ରଭୂ ଜଗନ୍ନାଥଙ୍କ ପାଖରେ ଅମର ଆତ୍ମାର ସଦ୍‌ଗତି କାମନା କରୁଛି।
Bishnu Sethi tweet media
OR
4
2
38
0
Bishnu Sethi
Bishnu Sethi@bsethibjp·
ରାଜ୍ୟ ଭିଜିଲାନ୍ସ ବିଭାଗର ନିର୍ଦ୍ଦେଶକ, ପୁଲିସ ବିଭାଗର ଅତିରିକ୍ତ ଡିଜି, ବିଶିଷ୍ଟ ସାହିତ୍ୟିକ ଡକ୍ଟର ଦେବାଶିଷ ପାଣିଗ୍ରାହୀଙ୍କର ପରଲୋକରେ ମୁଁ ମର୍ମାହତ। ଦିବଙ୍ଗତ ଆତ୍ମାର ସଦଗତି ହେଉ। ଓଁ ଶାନ୍ତି।
Bishnu Sethi tweet media
OR
2
0
45
0
Bishnu Sethi
Bishnu Sethi@bsethibjp·
Deeply saddened to hear about the demise of legendary athlete, the Flying Sikh Shri #MilkhaSingh Ji . May his soul rest in peace. My condolences to his family and friends in this hour of grief.
Bishnu Sethi tweet media
English
4
0
36
0
Bishnu Sethi
Bishnu Sethi@bsethibjp·
ଆଜି ମୋ ନିର୍ବାଚନ ମଣ୍ଡଳୀ ଖଡିପଦା ପଞ୍ଚାୟତରେ ବୈତରଣୀ ନଦୀବନ୍ଧ ମଲ୍ଲିମାହାରା ଏସ୍କେପ ପୁନଃଉଦ୍ଧାର କାର୍ଯ୍ୟ ସ୍ଥଳକୁ ଯାଇ ପରିଦର୍ଶନ ଓ ତଦାରଖ କଲି। @BJP4Odisha
Bishnu Sethi tweet mediaBishnu Sethi tweet mediaBishnu Sethi tweet mediaBishnu Sethi tweet media
OR
4
1
62
0
Bishnu Sethi
Bishnu Sethi@bsethibjp·
ମହାନ ବିରଙ୍ଗନା ଝାଂସି ରାଣୀ ଲଷ୍ମୀବାଈଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ। @BJP4Odisha
Bishnu Sethi tweet media
OR
0
0
47
0
Bishnu Sethi
Bishnu Sethi@bsethibjp·
ପ୍ରକୃତି, ଧରିତ୍ରୀ ଓ ନାରୀକୁ ପୂଜା କରିବା ବା ସମ୍ମାନ ଜଣାଇବାର ପ୍ରତୀକ ରୂପେ ରଜପର୍ବ ହେଉଛି ଆମ ଓଡ଼ିଆ ସଂସ୍କୃତିର ଅନନ୍ୟ ତଥା ଗୌରବମୟ ପରମ୍ପରା । ପବିତ୍ର #ରଜପର୍ବ ଉପଲକ୍ଷେ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । #StayHomeStaySafe 😷 #happyraja
Bishnu Sethi tweet media
OR
8
3
81
0
Bishnu Sethi
Bishnu Sethi@bsethibjp·
ମୋଦୀ ସରକାର ଗରିବଙ୍କ ପାଇଁ ପକ୍କା ଘର ଉପଲବ୍ଧ କରାଉଛନ୍ତି। ◾ ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ମାଧ୍ୟମରେ ୩.୬୧ ଲକ୍ଷ ନୂଆ ଘରକୁ ମଞ୍ଜୁରୀ ମିଳିଛି। ◾ ସମୁଦାୟ ୧୧୨.୪ ଲକ୍ଷ ଘରକୁ ମଞ୍ଜୁରୀ ମିଳିଥିବା ବେଳେ ଏଥିପାଇଁ ୭.୩୫ ଲକ୍ଷ କୋଟି ଟଙ୍କା ସମୁଦାୟ ନିବେଶ କରାଯାଇଛି। @BJP4Odisha
Bishnu Sethi tweet media
OR
0
2
38
0
Bishnu Sethi
Bishnu Sethi@bsethibjp·
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି।
Bishnu Sethi tweet media
OR
1
1
25
0