Collector & DM, Jajpur

4.1K posts

Collector & DM, Jajpur banner
Collector & DM, Jajpur

Collector & DM, Jajpur

@dm_jajpur

Official Twitter Handle of District Administration, Jajpur, Government Of Odisha

Jajpur 加入时间 Haziran 2017
49 关注28.4K 粉丝
置顶推文
Collector & DM, Jajpur
କଳା, ସଂସ୍କୃତି ଓ ପରମ୍ପରାର ଗରିମାକୁ ଉଜ୍ଜୀବିତ କରୁଥିବା ଭବ୍ୟ ମହୋତ୍ସବ ‘ଯଯାତି–୨୦୨୬’ ର ଦ୍ୱିତୀୟ ସନ୍ଧ୍ୟା ଅବସରରେ ସିଧା ପ୍ରସାରଣ। #Jajati2026 #JajatiUtsav2026 #JajpurZillaMahotsav #OdishaFestivals #jaipurdiaries #JajpurHeritage #zillamahostav #Live youtube.com/live/cLlYEJq0Q…
YouTube video
YouTube
OR
0
0
3
233
Collector & DM, Jajpur
ଏହି କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ, ଜିଲ୍ଲା ସଂସ୍କୃତି ପରିଷଦର କର୍ମକର୍ତ୍ତା, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, କବି, କବିୟତ୍ରୀ, ଲେଖକ, ଲେଖିକା ଓ ସାହିତ୍ୟିକମାନେ ଯୋଗଦେଇଥିଲେ। #Jajati2026 #JajpurZillaMahostav #KabiSammilani #OdiaSahitya #JajpurFestival #OdiaCulture
OR
0
0
0
24
Collector & DM, Jajpur
ଅପରାହ୍ନରେ ବ୍ୟଙ୍ଗ କବିତା ଆସର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଆୟୁକ୍ତ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିମାନଙ୍କୁ ଉଦବୋଧନ ଦେଇଥିଲେ।
Collector & DM, Jajpur tweet mediaCollector & DM, Jajpur tweet media
OR
1
0
0
39
Collector & DM, Jajpur
ଯାଜପୁର ଜିଲ୍ଲା ମହୋତ୍ସବ ‘ଯଯାତି–୨୦୨୬’ ଅବସରରେ ଗୌତମ ବୁଦ୍ଧ ସଂସ୍କୃତି ଭବନ, ଯାଜପୁର ଟାଉନ ଠାରେ ଜିଲ୍ଲାସ୍ତରୀୟ ମନୋଜ୍ଞ କବି ସମ୍ମିଳନୀ ଆୟୋଜିତ ହୋଇଥିଲା।
Collector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet media
OR
1
1
6
149
Collector & DM, Jajpur
ଅପରାହ୍ନରେ ବ୍ୟଙ୍ଗ କବିତା ଆସର ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଅତିରିକ୍ତ ଆୟୁକ୍ତ ଶ୍ରୀ ଅକ୍ଷୟ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କବିମାନଙ୍କୁ ଉଦବୋଧନ ଦେଇଥିଲେ।
Collector & DM, Jajpur tweet mediaCollector & DM, Jajpur tweet media
OR
0
0
0
24
Collector & DM, Jajpur
ଝଲକରେ କଳା, ସଂସ୍କୃତି ଓ ଐତିହ୍ୟର ଅପୂର୍ବ ସମାଗମ "ଯଯାତି ୨୦୨୬"ରେ ଶୁଭ ଉଦଘାଟନୀ ଉତ୍ସବ। ସଙ୍ଗୀତ, ନୃତ୍ୟ ଓ ସଂସ୍କୃତିର ରଙ୍ଗିନ ଆବହାରେ ଉଜ୍ଜ୍ୱଳ ହୋଇଉଠିଲା ମହୋତ୍ସବର ପ୍ରଥମ ସନ୍ଧ୍ୟା। #Jajati2026 #JajatiUtsav2026 #JajpurZillaMahotsav #OdishaFestivals #jaipurdiaries
OR
0
0
1
43
Collector & DM, Jajpur
“ଯଯାତି–୨୦୨୬”ର ଅଭିମନ୍ୟୁ ସାମନ୍ତ ସିଂହାର ମଞ୍ଚରେ ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ସ୍ୱରରେ ଗୁଞ୍ଜି ଉଠିବ ଓଡ଼ିଆ ରେଟ୍ରୋ ସଙ୍ଗୀତର ମାୟା। ସୁର, ସ୍ମୃତି ଓ ସଙ୍ଗୀତର ଅଦ୍ଭୁତ ମିଶ୍ରଣରେ ଦର୍ଶକମାନେ ହେବେ ମନ୍ତ୍ରମୁଗ୍ଧ। #Jajati2026 #OdiaRetro #JajpurZillaMahotsav #MusicNight #JajpurFestival #CulturalNight
Collector & DM, Jajpur tweet media
OR
0
0
2
58
Collector & DM, Jajpur
କଳା ଓ ସଂସ୍କୃତି ତଥା ବୈତରଣୀ ତୀର୍ଥ ଓ ମା' ବିରଜାଙ୍କ ପୀଠ, ଏହି ଯାଜପୁରର ବିକାଶର ମଞ୍ଚ "ଯଯାତି-୨୦୨୬"। ଯାଜପୁରର ବିକାଶ ପାଇଁ ସର୍ବଦା ପ୍ରୟାସ ଜାରି ରହିଛି। ଯଯାତି-୨୦୨୬ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।-ଡ଼ ରବୀନ୍ଦ୍ର ନାରାୟଣ ବେହେରା, ମାନ୍ୟବର ଲୋକସଭା ସାଂସଦ,ଯାଜପୁର #Jajati2026 #JajatiUtsav2026 #ZillaMahotsav
OR
0
0
3
72
Collector & DM, Jajpur
"ଯଯାତି-୨୦୨୬" ପାଇଁ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଯାଜପୁର ମାଟି ବିପୁଳ ଖଣିଜ ସମ୍ପଦ ସହ କଳା ଓ ସଂସ୍କୃତିର ମାଟି। ସଂସ୍କୃତି ଓ ଲୋକକଳାର ଏହି ମଞ୍ଚ ଏକତା ଓ ପ୍ରଗତିର ବାର୍ତ୍ତା ଦେଉଛି।- ଶ୍ରୀ ଆକାଶ ଦାସନାୟକ, ମାନ୍ୟବର ବିଧାୟକ, କୋରେଇ #Jajati2026 #JajatiUtsav2026 #JajpurZillaMahotsav #OdishaFestivals #jaipurdiaries
OR
0
0
6
82
Collector & DM, Jajpur
Collector & DM, Jajpur@dm_jajpur·
ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଝଲସିଲା “ଯଯାତି-୨୦୨୬”ର ପ୍ରଥମ ସନ୍ଧ୍ୟା। ଅସୀମା ପଣ୍ଡା ଏବଂ ଶୀତଲ ପାତ୍ରଙ୍କ ସୁନ୍ଦର ପ୍ରଦର୍ଶନରେ ମନ୍ତ୍ରମୁଗ୍ଧ ହେବା ସହ ମନ ଭରି ଉପଭୋଗ କଲେ ଯାଜପୁର ବାସୀ । #ଯଯାତି2026 #Jajati2026 #Jajpur #JajpurEvents #OdishaEvents #CulturalNight #FestiveVibes #OdiaCulture
Collector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet media
OR
0
0
16
242
Collector & DM, Jajpur
Collector & DM, Jajpur@dm_jajpur·
ବିଭିନ୍ନ ଲୋକନୃତ୍ୟ ଓ ରଙ୍ଗିନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉଦଘାଟନୀ ସନ୍ଧ୍ୟା ଆକର୍ଷଣୀୟ ହୋଇଥିଲା "ଯଯାତି-୨୦୨୬"ର ପ୍ରଥମ ସନ୍ଧ୍ୟାର ଝଲକ। #ଲୋକନୃତ୍ୟ #FolkDance #FolkCulture #TraditionalDance #CulturalHeritage #OdiaTradition #colorfulevening #Jajpur #ଯଯାତି2026 #Jajati2026
Collector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet media
OR
0
0
8
120
Collector & DM, Jajpur
ଏହି ଶୁଭ ଉଦଘାଟନ ଅବସରରେ ମାନ୍ୟବର ଲୋକସଭା ସାଂସଦ, ମାନ୍ୟବର ଧର୍ମଶାଳା ବିଧାୟକ, ମାନ୍ୟବର କୋରେଇ ବିଧାୟକ, ମାନ୍ୟବର ଜିଲ୍ଲାପରିଷଦର ଅଧ୍ୟକ୍ଷା, ଜିଲ୍ଲାପାଳ, ସମାଜସେବୀ ଶ୍ରୀମତୀ ଦେବଯାନୀ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଜିଲ୍ଲା ସଂସ୍କୃତି ପରିଷଦର କର୍ମକର୍ତ୍ତା ଓ ବହୁ ଜନସାଧାରଣ ଉପସ୍ଥିତ ରହିଥିଲେ।
Collector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet media
OR
0
0
2
88
Collector & DM, Jajpur
ଏହା ପରେ ଓଲିଉଡ୍‌ର ସୁନାମଧନ୍ୟ କଣ୍ଠଶିଳ୍ପୀ ଅସୀମା ପଣ୍ଡା ମନଛୁଆଁ ସଙ୍ଗୀତ ପରିବେଷଣ କରିଥିଲେ। ଅଭିନେତ୍ରୀ ଶୀତଲ ପାତ୍ର ମନୋହର ନୃତ୍ୟ ସହ ଅଭିନୟ ପରିବେଷଣ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ଉଦଘାଟନୀ ସନ୍ଧ୍ୟାରେ ନୃତ୍ୟ ଓ ସଙ୍ଗୀତର ମନୋରଞ୍ଜନମୟ ଆସରରେ ଯାଜପୁରବାସୀ ମନଭରି ଆନନ୍ଦ ଉପଭୋଗ କରିଥିଲେ।
Collector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet media
OR
1
0
2
98
Collector & DM, Jajpur
ଆଜି ଯାଜପୁର ଜିଲ୍ଲା ମହୋତ୍ସବ "#ଯଯାତି-୨୦୨୬" ଏବଂ "ସୁଭଦ୍ରା ଶକ୍ତି ଓ ପଲ୍ଲୀଶ୍ରୀ ମେଳା"କୁ ମୁଖ୍ୟ ଅତିଥି ଭାବେ ମାନ୍ୟବର ସମବାୟ, ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ମନ୍ତ୍ରୀ ଶ୍ରୀ @pradeepbsbjp ଯୋଗ ଦେଇ ଏହାର ଶୁଭ ଉଦଘାଟନ କରିଥିଲେ।
Collector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet mediaCollector & DM, Jajpur tweet media
OR
1
1
7
150
Collector & DM, Jajpur
ଜୟ ମା' ବିରଜା🙏 ପ୍ରିୟ ଯାଜପୁର! ମା' ବିରଜାଙ୍କ ଆଦେଶରେ ୨୧ମାର୍ଚ୍ଚ ୨୦୨୬ରେ ମୁଁ ନେଇ ଆସୁଛି ମା' ବିରଜା ଓ ଆପଣମାନଙ୍କ ପାଇଁ ସଙ୍ଗୀତର ସୂର ଝଙ୍କାର। ଆସନ୍ତୁ ଆମେ ସମସ୍ତେ ଏହି କାର୍ଯ୍ୟକ୍ରମକୁ ଗରିମାମଣ୍ଡିତ କରିବା। #jajati2026 #JajatiUtsav2026 #JajpurZillaMahotsav #OdishaFestivals #jaipurdiaries #JajpurHeritage
OR
0
0
7
126
Collector & DM, Jajpur
ଆମ ଐତିହ୍ୟ ଓ ଗାରିମାକୁ ଉଜ୍ଜୀବିତ କରୁଥିବା ଭବ୍ୟ ଆୟୋଜନ "ଯଯାତି-୨୦୨୬"ରେ ଆମ ସମୃଦ୍ଧ କଳା ଓ ସଂସ୍କୃତି ପ୍ରଦର୍ଶନର ମହାମଞ୍ଚ 'ଅଭିମନ୍ୟୁ ସାମନ୍ତସିଂହାର ମଞ୍ଚ' #Jajati2026 #JajatiUtsav2026 #JajpurZillaMahotsav #OdishaFestivals #jaipurdiaries #JajpurHeritage #zillamahostav
Collector & DM, Jajpur tweet media
OR
0
0
5
113