
Sri Bijay Kumar Dash , S/o- Prahallad is residing at Amaranga. His name included in FANI Inclusion Awass+ list.
ଗୋକୁଳ ପ୍ରଧାନ 💙@GokulPradhan19
ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ସଲଙ୍ଗ ଗ୍ରାମ ପଞ୍ଚାୟତ ଅାମରଙ୍ଗ ଗ୍ରାମର ବିଜୟ କୁମାର ଦାସଙ୍କ ରହିବାକୁ ଘର ଖଣ୍ଡେ ନାହିଁ । ବର୍ଷା ହେଲେ ଘରେ ପାଣି ଭର୍ତ୍ତି।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡେ ଯୋଗାଇ ଦେବା ପାଇଁ @samarth_verma ସାରଙ୍କୁ ଅନୁରୋଧ @CMO_Odisha @BNimapada @Puri_Official
English

