Akshay Samal । ଅକ୍ଷୟ ସାମଲ

3.9K posts

Akshay Samal । ଅକ୍ଷୟ ସାମଲ banner
Akshay Samal । ଅକ୍ଷୟ ସାମଲ

Akshay Samal । ଅକ୍ଷୟ ସାମଲ

@AkshayKSamal

BPUT Alumnus. IT/Social writing/Philosophy/Politics/Analyst/Consultant/Strategist. Views are Personal. Aiming for developed Odisha. Truth, Duty and Justice 🙏

The Universe Beigetreten Ağustos 2012
47 Folgt782 Follower
Akshay Samal । ଅକ୍ଷୟ ସାମଲ
What's IMP in WB election. Why BJP is winning with good number. Below 4 points explain everything. After Decade WB seen peaceful election with high turnaround. WB govt employees receive some of the lowest DA rates in India, currently standing at 22% of basic pay. While central government employees and many other states are receiving over 58–60% DA based on the 7th Pay Commission, West Bengal employees are still largely on the 6th pay structure. More than 90% state govt employees want changes. High number of people come from outside just to cast vote against TMC. During exist poll many are not saying whom they vote means those are voted against TMC.
English
1
0
3
151
Akshay Samal । ଅକ୍ଷୟ ସାମଲ
@Bipra121 ଏକ ନମ୍ବର ଏକ ପ୍ରହସନ । ସମସ୍ତେ ଏକ ନମ୍ବର ହେବାକୁ ଚାହାନ୍ତି, ସେଥିପାଇଁ ଉନ୍ନତିକରଣ କାମ କରିବାକୁ ପଡେ। ବୁଲିଲେ କିଛି ହେବନି ।
OR
0
0
0
25
ଶୂନ୍ୟବାଣୀ
@AkshayKSamal ଚାଙ୍ଗୁ ବଜାଉଛନ୍ତି। ପଶ୍ଚିମ ବଙ୍ଗକୁ ଏକ ନମ୍ବର ରିଜ୍ୟ କରାଇବାରେ ବ୍ୟସ୍ତ ଅଛନ୍ତି। ସିଏ ଆଉ କଣ କରିପାରିବେ।
OR
1
0
0
79
Akshay Samal । ଅକ୍ଷୟ ସାମଲ
ବିଜେପି ବାଲାଙ୍କ ପାଇଁ ନୂଆ ତାଜା ଖବର। ପଣ୍ଡା ବାବୁ କହିଲେଣି ମୁଁ ସରକାରି ଦଳର ନେତା 😀 ଜଦି ଆପଣ କୌଣସି ଦଳର ତାହେଲେ ଭଲ ଭାଷା ଆଶା କରିବା ଠିକ ନୁହେଁ । "ମୂର୍ଖ କୋଉଠିକାର" ଥରେ ଲେଖିଲେ ଯାହା ୨ ଥର ଲେଖିଲେ ବି ମାନେ ତାହା 😀 ବାକି ମୋ ଉତ୍ତର ଆପଣ ବୁଝି ପାରିବେନି । ଆଶା ଭାଷାରେ ଆଉ ତଳକୁ ଖସିବେନି🙏
Titu panda@Titupanda2

@AkshayKSamal @debendraprusty ମୂର୍ଖ କୋଉଠିକାର, death certificate ମିଳିନଥିଲା ଯାହା ୪ଏପ୍ରିଲ ରେ ମିଳିବା କଥା। ଅଧା ଅଧୁରା news ଦେଖି ପୋଷ୍ଟ କରୁଛନ୍ତି। ସରକାରୀ ଦଳର ନେତା ପରା ଆପଣ? ତ ଏଥିରୁ ଜଣା ପଡେ BJP ର ନେତାମାନେ କିଭଳି ମୂର୍ଖ। Bank ତା ନିୟମ ଅନୁଯାୟୀ ଚାଲେ, ବିନା death certificate ରେ ଟଙ୍କା ଦେଇଦେବ ବ୍ୟାଙ୍କ? ମୂର୍ଖ କୋଉଠିକାର...

OR
0
0
3
82
Akshay Samal । ଅକ୍ଷୟ ସାମଲ
ଜିତୁ ମୁଣ୍ଡାର କେସ୍ ସମାଜ ପାଇଁ ଦର୍ପଣ । ଜିତୁ ମୁଣ୍ଡାକୁ ଯେତିକି ତାଚ୍ଛଲ୍ୟ ସୋସିଆଲ ମିଡ଼ିଆରେ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ। ତାଚ୍ଛଲ୍ୟ କରୁଥିବା ଲୋକ ମାନଙ୍କର ବି ଦୋଷ ନାହିଁ, ସେମାନେ ଶିକ୍ଷିତ, ତାଙ୍କ ସହିତ ସବୁବେଳେ ଭଲ ବ୍ୟବହାର ହେଉଥିବ ତେଣୁ ବାସ୍ତବତାକୁ ଜାଣିପାରୁ ନାହାନ୍ତି । ଅନେକ କଥା ବୁଝିବାର ଅଛି। ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ଗରିବ ସମସ୍ତଙ୍କର ଟାପରା ଗରିବ ହୋଇ ଜନ୍ମ ହେବା ହିଁ ପାପ ।
OR
2
0
6
255
Akshay Samal । ଅକ୍ଷୟ ସାମଲ
ସବୁ ଦୋଷ ଜିତୁ ମୁଣ୍ଡାର ଗରିବ ହୋଇ ଜନ୍ମ ହେବା ତାର ବଡ ଦୋଷ ବଣ ଜଙ୍ଗଲ ରେ ଜନ୍ମ ହେବା ତାର ଦୋଷ ପାଠ ନପଡ଼ିବା ତାର ଦୋଷ ବ୍ଯବସ୍ଥାକୁ ନଜାଣିବା ତାର ଦୋଷ ବ୍ଯାଙ୍କ ଯାଉନଥିବା ବେଶି ଲୋକ ତାର ଦୋଷ ଦେଇଛନ୍ତି । ବାସ୍ତବତା ଠାରୁ ବହୁତ ଦୁରରେ ଆମେ , ସତ କିଛି ବି ହୋଇପାରେ କିନ୍ତୁ ବେଶି ଦୋଷ ଶିକ୍ଷିତଙ୍କର ।
OR
1
0
3
189
Akshay Samal । ଅକ୍ଷୟ ସାମଲ
Banker in Odisha's Bhadrak pockets Rs 5.56 crore govt fund with help of father, held Aradi Branch Incident (April 2026) Assault Allegation: As of late April 2026, reports indicate a serious incident occurred at the SBI Aradi branch in Bhadrak, where it was alleged that a staff member (accountant) assaulted a customer. Action Taken: Following public outrage and media reports, major action was reported against the staff, with reports suggesting the cashier and manager were removed.
English
0
0
0
166
Akshay Samal । ଅକ୍ଷୟ ସାମଲ
ଆମ ବ୍ୟାଙ୍କିଙ୍ଗ ବ୍ୟବସ୍ତା କେତେ ଭଲ ? ଯିଏ ସୁଝିବନି ତାକୁ ଲୋନ୍ ଯିଏ କିଛି କରିବାକୁ ଚାହୁଁଛି ତାକୁ ମିଳିବ ନାହିଁ । ସାଧାରଣ ଲୋକ ଲୋନ୍ ପେରେଇବାରେ ବିଳମ୍ବ କଲେ ଗୁଣ୍ଡା ଲଗେଇ ମାଡ ବି ମାରୁଛନ୍ତି । ବଡବଡିଆଙ୍କ ରୁଣ ଛାଡ, ଗରିବଙ୍କ ଘର ନିଲାମ। ସାଧାରଣ ଲୋକଙ୍କର ସେଭିଙ୍ଗସ୍ କିନ୍ତୁ କର୍ମଚାରୀ ମାନେ ନିଜକୁ ମାଲିକ ଭାବିବେ । ପଇସା ନେଇ ଲୋନ ଦେବେ । ଅବଶ୍ଯ ସମସ୍ତେ ଖରାପ ନୁହଁନ୍ତି । କିଛି ସଦ୍ୟତମ ଘଟଣା 👇 RBI Penalty: In early 2026, the RBI penalized Odisha Gramya Bank ₹1.50 lakh for non-compliance with regulations concerning NPA classification and provisioning. Two officials of a rural bank have been suspended in connection with a loan fraud of over Rs 42 lakh by mortgaging counterfeit gold in Odisha's Jajpur, an official said.
OR
4
0
12
959
Akshay Samal । ଅକ୍ଷୟ ସାମଲ
ଗାଡିରେ ଅଧା ତେଲ ଅଛି , ରବିବାର ଦିନ ଘରଣି କହିଲେ ଟାଙ୍କି ଫୁଲ୍ କରିଦିଅ, ମୁଁ କହିଲି କାଲି ପକେଇବା । ସୋମବାର ସକାଠୁ ଟାଙ୍କିରେ ତେଲ ନାହିଁ ,ଯୋଉଠି ଅଛି ଲମ୍ବା ଲାଇନ । ଲାଗୁଛି ଏଥର ପିଜା ପାର୍ଟି ହେବନି 😂
OR
0
0
2
90
Akshay Samal । ଅକ୍ଷୟ ସାମଲ
ସତ୍ଯ ବାବୁ ଭଲ ଘଣ୍ଟି ବଯାଉଛନ୍ତି । ଫୁଲ ଦମରେ ଓଡ଼ିଶାକୁ ବଦନାମ କରିବା ପଥେ । ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇଦେଲେ ଓଡିଶାକୁ । ସାମ୍ବାଦିକତାରୁ ପୁଣି ରାଜନିତୀ ମୁହାଁ ବୋଧହୁଏ। ଜୀତୁ ମୁଣ୍ଡା ଘଟଣାଟି ଏବେ ରାଜନୀତି ଓ ସୋସିଆଲ୍ ମିଡିଆର ଚର୍ଚ୍ଚାରେ ପରିଣତ ହୋଇଯାଇଛି। କିନ୍ତୁ ମୂଳ ସମସ୍ୟା ଏ ଚର୍ଚ୍ଚାଭିତରେ ହଜିଗଲା । ଭୁଲ କାହାର ? ନିୟମକାନୁନ କଣ ଓ କାହା ପାଇଁ ? ଏହି ଘଟଣାରେ ବ୍ୟବସ୍ଥା ବିଫଳ ହୋଇଛି। ବ୍ୟାଙ୍କ ବିଫଳ ହୋଇଛି। ସମାଜ ବିଫଳ ହୋଇଛି। ମାନବିକତା ବିଫଳ ହୋଇଛି। ଶେଷରେ ଯିଏ ଯନ୍ତ୍ରଣା ଭୋଗିଲା - ସେ ହେଲା କେବଳ ଜୀତୁ ମୁଣ୍ଡା। ଦୁଃଖର କଥା, ଆଗାମୀ ଦିନରେ ମଧ୍ୟ ଏଭଳି ଅନେକ “ଜୀତୁ ମୁଣ୍ଡା” ଏହି ପ୍ରଣାଳୀର ଅସଫଳତାର ଶିକାର ହେବେ, ଯଦି ଆମେ ଏବେ ମଧ୍ୟ ଶିଖିବାକୁ ଚେଷ୍ଟା ନକରୁ ।
Satya Prakash Nayak@SatyaPrNayak

A heartbreaking story from Keonjhar has shaken Odisha. Jeetu Munda, a poor villager from Mallipashi, lost his sister two months ago. ₹19,300 remained in her bank account. He reportedly made repeated visits to withdraw the money for urgent needs, but was told the account holder must come in person to sign. He kept explaining that she had died. No one listened. Left helpless by an insensitive system, he allegedly brought his sister’s skeletal remains to the bank just to prove the truth. Think about that. When rules are bent for corruption, files move fast. But when the poor need dignity, compassion and common sense, the system becomes rigid. This is not just one man’s tragedy. It is a mirror to governance, banking accountability and how India often treats its most vulnerable citizens. Odisha deserves answers. Who failed Jeetu Munda? And how many more suffer silently every day? Humanity should never require proof in bones. #Odisha #Keonjhar #Justice #BankingReform

OR
0
0
7
171
Akshay Samal । ଅକ୍ଷୟ ସାମଲ
Jeetu Munda case: turned into politics + social media debate. Real issue? Missing. System failed. Bank failed. Society failed. Humanity failed. Only Jeetu Munda suffers. Many Jeetu Munda will suffer in future as well.
Akshay Samal । ଅକ୍ଷୟ ସାମଲ tweet media
English
1
0
5
861
Akshay Samal । ଅକ୍ଷୟ ସାମଲ
ଫେରିଆସ ମଧୁବାବୁ 🙏 "କହିଲା ଜାତିର କାନେ କାନେ ଉଠିବୁ ଆଉ ତୁ କେତେଦିନେ, ପୂରୁବ ଗୌରବ, ପୁରୁବ ମହିମା ପଡୁନାହିଁ କିରେ ତୋର ମନେ।" ପୂରୁବ ଗୌରବ, ପୁରୁବ ମହିମା ନାଁ ସେତେବେଳେ ମନେ ପଡୁନଥିଲା ନାଁ ଏବେ ମନେ ପଡୁଛି । ସେତେବେଳେ ଆପଣ ଏ ଜାତିର କାନେ କାନେ କହିଲେ ଏବେ କିନ୍ତୁ ଏ ଜାତି ବଧିର ହୋଇ ଯାଇଛି । #ମଧୁବାବୁ
Akshay Samal । ଅକ୍ଷୟ ସାମଲ tweet media
OR
1
1
13
253
Akshay Samal । ଅକ୍ଷୟ ସାମଲ
@Drakshays କେବେବି ଠିକ୍ ନୁହେଁ । ଆମର ଏଠି ଆଗେ ମାଡ ତାପରେ ବୁଝ ତାର ଦୋଷ ଅଛି କି ନାହିଁ । କିନ୍ତୁ ଅନେକ ବ୍ୟାଙ୍କ କର୍ମଚାରୀଙ୍କ ବ୍ୟବହାର ବି ଠିକ ନାହିଁ । ଲୋକ ଲୋକ ମଦ୍ଧରେ ଅଲଗା , ଅବଶ୍ଯ ତାହା ଅନ୍ଯ ଯାଗାରେ ବି ଅଛି , ବ୍ୟାଙ୍କରେ ଟିକେ ଅଧିକ ।
OR
0
0
0
56
ଗାଁ ଡାକ୍ତର👨‍⚕️💉💊
@AkshayKSamal ସେ ତ ଠିକ କଥା, ହେଲେ ଘଟଣାର ସତ୍ୟାସତ୍ୟ ନ ଜାଣି , ନିୟମ ପାଳନ କରୁଥିବା ସେ ତଳିଆ ବ୍ୟାଙ୍କ କର୍ମଚାରୀକୁ ହାଣ ମୁହଁକୁ ଠେଲିବା କେତେଦୂର ଠିକ୍ !
OR
1
0
2
283
ଗାଁ ଡାକ୍ତର👨‍⚕️💉💊
ନିୟମରେ ବନ୍ଧା ସରକାରୀ ଚାକିରୀଆଟିଏ ସବୁବେଳେ ସହଜରେ ଜନଆକ୍ରୋଶର ଶିକାର ହୁଏ ! କେହି କେବେ ପ୍ରଶ୍ନ ଉଠାନ୍ତିନି ଦୁନିଆର ଅନ୍ୟ ସମସ୍ୟା ଉପରେ ....ଯେମିତିକି ...ଶିକ୍ଷା ଓ ସଚେତନତାର ଅଭାବ, ଦାରିଦ୍ର୍ୟ, ଅବାଧ ନିଶାମୟ ସମାଜ !
ଓଟିଭି@otvkhabar

'ବ୍ୟାଙ୍କର ନିୟମ ଅନୁସାରେ ଅନ୍ୟର ଟଙ୍କା ବିନା ପ୍ରମାଣରେ ଦେଇ ହେବନି। ତେଣୁ ଆମେ ତାଙ୍କୁ ଉପଯୁକ୍ତ ପ୍ରମାଣ ଦେଖାଇଲେ ଟଙ୍କା ଦେବୁ ବୋଲି କହିଲୁ । ସେ ମାଟି ତଳୁ କଙ୍କାଳ ନେଇକି ଆସିଲେ। ' - ବ୍ୟାଙ୍କ ମ୍ୟାନେଜର #BankingRules #HumanInterest #JeetuMunda #BankManagerStatement #OTV

OR
45
54
388
9.9K
Akshay Samal । ଅକ୍ଷୟ ସାମଲ
When Bihar announces 11 new satellite cities modeled on Noida and Gurugram , what stopping ODISHA to do so ? Here we have BJP govt . I have raise this many times. We need satellite city badly considering Bhubaneswar's stagnant growth. There are actually very little scope for BBSR growth. A small city but middle-class not able to afford it. To settle at BBSR either you have super rich or have black money or super poor (so that you can make basti or get a free home). Despite higher land prices in Hyderabad, flat rates there are comparatively lower than in Bhubaneswar. Yet, people considering Hyderabad properties are expensive. Why is real estate in Bhubaneswar is so super expensive ? We have to think alternative.
English
5
5
48
2.9K
manushya मनू्ष्य ମନୂ୍ଷ୍ୟ
@AkshayKSamal ill tell you what will happen when bjp declares it... people will say bjp only promises things on paper and doesnt work on it.. if they work on it, people will say forested land is being destroyed and you yourself will write a long post about that.
English
2
0
1
301