
krushna pada sen
11K posts

krushna pada sen
@krushnabhai
Assistant Executive Engineer works dept odisha (retired)



𝐈𝐧𝐝𝐢𝐚 𝐑𝐞𝐝𝐞𝐟𝐢𝐧𝐞𝐬 𝐑𝐞𝐜𝐨𝐫𝐝𝐬 𝐔𝐧𝐝𝐞𝐫𝐰𝐚𝐭𝐞𝐫 𝐅𝐞𝐚𝐭! India isn’t just achieving milestones it is redefining them. The Andaman and Nicobar Islands enter the Guinness World Records by unfurling the largest Indian National Flag underwater. Under the leadership of PM @narendramodi, India continues to accomplish the extraordinary, setting benchmarks that capture global attention.







#ପୁଣି_ଚର୍ଚ୍ଚାରେ_ଜିତୁ_ମୁଣ୍ଡା କେନ୍ଦୁଝରରେ ଭଉଣୀ କଙ୍କାଳ ଧରି ଭାଇ ବ୍ୟାଙ୍କକୁ ଆଣିବା ଘଟଣା ଭଉଣୀ ପାଇଁ ଶୁଦ୍ଧି ହେବାକୁ ଥିବା ଜିତୁଙ୍କ କାର୍ଯ୍ୟ ହୋଇପାରିଲାନି ଛେଳି କୁକୁଡ଼ା ଯୋଗାଡ଼ କରିପାରିଲେନି ବୋଲି ଶୁଦ୍ଧି କାର୍ଯ୍ୟ ସ୍ଥଗିତ ଜିତୁ କଙ୍କାଳ ବୋହିଥିଲେ ବୋଲି ଜାତି ଧରିଲେ ସମ୍ପ୍ରଦାୟ ଭାଇ ମଶାଣିରୁ ଶବ ଖୋଳି କଙ୍କାଳ ବୋହିଥିଲେ ବୋଲି ଜାତି ଧରିଲେ ଶୁଦ୍ଧି ପରେ ଜାତି ସମାଜ ସହ ମିଶିଥାନ୍ତେ ଜିତୁ ମୁଣ୍ଡା ବୁଧବାର ଜାତି ସମାଜର ନିଷ୍ପତ୍ତି କ୍ରମେ ଶୁଦ୍ଧି ପରେ ନିଜ ଜାତିରେ ମିଶିବେ #Keonjhar #OdishaNews #Humanity #SocialIssues #JituMunda #ArgusNews






#କାହିଁକି_ପହଞ୍ଚୁନି_ମୌଳିକ_ସୁବିଧା ? କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ଡିଆନାଳି , ଏହି ଗାଁରେ ଏବେବି ପହଞ୍ଚିପାରିନି ମୌଳିକ ସୁବିଧା । #Kendujhar #Odisha #KanakNews

















