Padmalochan Panda

1.7K posts

Padmalochan Panda banner
Padmalochan Panda

Padmalochan Panda

@Padupanda

Official X/Twitter Account Of Member Of The Legislative Assembly,Simulia /Ex_Minister, Odisha

Markon,Simulia,Balasore Beigetreten Şubat 2024
53 Folgt185 Follower
Padmalochan Panda
Padmalochan Panda@Padupanda·
ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ ତଥା “ରାମ ନବମୀ” ଅବସରରେ ଆପଣ ଓ ଆପଣଙ୍କ ପରିବାରକୁ ହାର୍ଦ୍ଦିକ ଶୁଭକାମନା । ପ୍ରଭୁ ଶ୍ରୀ ରାମଙ୍କ ଅପାର କୃପା ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଉଠୁ । #padunana4simulia #ramnavami #shreeram #padmalochanpanda #mlasimul #SIMULIA
Padmalochan Panda tweet media
OR
0
0
0
33
Padmalochan Panda
Padmalochan Panda@Padupanda·
I have updated the invitation to include the details of the bike rally from Tudigadia to Kupari, which will take place on March 27, 2026, for Ram Navami.
English
0
0
0
43
Padmalochan Panda
Padmalochan Panda@Padupanda·
वीर शहीदों को नमन
Padmalochan Panda tweet media
हिन्दी
0
0
0
8
Padmalochan Panda retweetet
Narendra Modi
Narendra Modi@narendramodi·
Best wishes on Eid-ul-Fitr. May this day further brotherhood and kindness all around. May everyone be happy and healthy. Eid Mubarak!
English
6.1K
8.7K
108.5K
34M
Padmalochan Panda retweetet
Narendra Modi
Narendra Modi@narendramodi·
Greetings on the special occasion of Navroz. Praying for a year filled with prosperity and joy. May everyone be healthy and may all aspirations be realised. Navroz Mubarak!
English
1.2K
4.4K
45K
11.4M
Padmalochan Panda retweetet
BJP
BJP@BJP4India·
𝐀 𝐩𝐫𝐨𝐮𝐝 𝐚𝐧𝐝 𝐡𝐢𝐬𝐭𝐨𝐫𝐢𝐜 𝐦𝐨𝐦𝐞𝐧𝐭 𝐟𝐨𝐫 𝐈𝐧𝐝𝐢𝐚. 🇮🇳 Bhubaneswar has been announced as the host city for the World Athletics Indoor Championships 2028, marking a major milestone for Indian athletics and global sporting recognition. This also reflects India's growing stature in international sports infrastructure and its ability to successfully host world-class events. 🏃🏻‍♂️
English
77
333
1.5K
40.6K
Padmalochan Panda
Padmalochan Panda@Padupanda·
ନୂତନ ହିନ୍ଦୁ ନବବର୍ଷର ଅବସରରେ ସମସ୍ତଙ୍କୁ ହୃଦୟଂଗମ ଶୁଭେଚ୍ଛା ଓ ଅଭିନନ୍ଦନ। ଏହି ପବିତ୍ର ଅବସର ଆମ ସମସ୍ତଙ୍କ ଜୀବନରେ ନୂତନ ଆଶା, ନୂତନ ଉତ୍ସାହ ଓ ସଫଳତାର ନୂତନ ପଥ ଖୋଲିଦିଅନ୍ତୁ। ଆସନ୍ତୁ, ଏହି ନୂତନ ବର୍ଷକୁ ସମ୍ମିଳିତ ଭାବେ ସତ୍କାର୍ଯ୍ୟ, ସମାଜସେବା ଓ ଦେଶର ଉନ୍ନତି ପାଇଁ ଉତ୍ସର୍ଗ କରିବାର ସଂକଳ୍ପ ନେମା। #HinduNavVarsh2026
Padmalochan Panda tweet media
OR
0
0
1
30
Padmalochan Panda retweetet
Mohan Charan Majhi
Mohan Charan Majhi@MohanMOdisha·
ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ଓଡ଼ିଶାର ରାଜନୈତିକ ଓ ସାମାଜିକ ଜୀବନରେ ଏକ ଅପୂରଣୀୟ କ୍ଷତି । ସେବା, ତ୍ୟାଗ ଓ ନିଷ୍ଠାର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ସେ ସଦା ସ୍ମରଣୀୟ ହୋଇ ରହିବେ । ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ସଂଗଠନକୁ ମଜବୁତ କରିବାରେ ତାଙ୍କ ଅବଦାନ ଅତୁଳନୀୟ ।
OR
8
68
109
28K
Padmalochan Panda retweetet
Mohan Charan Majhi
Mohan Charan Majhi@MohanMOdisha·
ଓଡ଼ିଶା ରାଜନୀତିରେ ସେବା, ସମର୍ପଣ ଓ ଦୃଢ଼ ନେତୃତ୍ୱର ଏକ ପ୍ରତୀକ ଥିଲେ ଡାକ୍ତର ଦେବେନ୍ଦ୍ର ପ୍ରଧାନଜୀ । ତାଙ୍କ ନିଷ୍ଠା ଓ ପରିଶ୍ରମ ଓଡ଼ିଶାକୁ ଉନ୍ନତିର ନୂତନ ଦିଗ ଦେଇଛି, ଶକ୍ତି ଓ ପେଟ୍ରୋଲିୟମ କ୍ଷେତ୍ରରେ ପୁଞ୍ଜିନିବେଶର ଦ୍ୱାର ଖୋଲିଛି । ଦାରିଦ୍ର୍ୟମୁକ୍ତ ଓ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ ପାଇଁ ସେ ଶେଷ ଜୀବନ ପର୍ଯ୍ୟନ୍ତ ପ୍ରୟାସରତ ଥିଲେ । -ମାନ୍ୟବର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ରାଜନାଥ ସିଂହ @rajnathsingh
OR
7
10
43
1.3K
Padmalochan Panda
Padmalochan Panda@Padupanda·
ଓଡ଼ିଶାରୁ ରାଜ୍ୟସଭାକୁ ନିର୍ବାଚିତ ଆମ ଦଳର ରାଜ୍ୟ ସଭାପତି ଶ୍ରୀ @SamalManmohan7 l , ଶ୍ରୀ @SujeetKOfficial ଏବଂ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ଶ୍ରୀ @DilipRayOdisha ଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ll
Padmalochan Panda tweet media
OR
1
0
0
19
Padmalochan Panda
Padmalochan Panda@Padupanda·
ଆଜି ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନରେ ଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ରାଜନେତା ପୂଜ୍ୟ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତି ସଭାରେ ଯୋଗଦେଇ ତାଙ୍କ ଅମ୍ଳାନ ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।
Padmalochan Panda tweet mediaPadmalochan Panda tweet mediaPadmalochan Panda tweet mediaPadmalochan Panda tweet media
OR
0
0
2
26
Padmalochan Panda
Padmalochan Panda@Padupanda·
ପୂର୍ବତନ କେନ୍ଦ୍ରମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂଜ୍ୟ ପିତା ତଥା ଆମ ସମସ୍ତଙ୍କର ପ୍ରେରଣାର ଉତ୍ସ 'ଜନନାୟକ' ସ୍ୱର୍ଗତଃ ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି l @BJP4India @BJP4Odisha @dpradhanbjp
Padmalochan Panda tweet media
OR
0
0
0
27
Padmalochan Panda
Padmalochan Panda@Padupanda·
ସେମାନଙ୍କୁ ଅସୀମ ଧୈର୍ଯ୍ୟ, ଶକ୍ତି ଓ ସାହସ ପ୍ରଦାନ କରନ୍ତୁ ବୋଲି ପ୍ରାର୍ଥନା କରୁଛି । ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୃତକଙ୍କ ପରିବାରଙ୍କ ପାଇଁ ୨୫ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି ଏବଂ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ପ୍ରଦାନ ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ।
OR
0
0
0
16
Padmalochan Panda
Padmalochan Panda@Padupanda·
କଟକ ଏସସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଦୁର୍ଭାଗ୍ୟଜନକ ଅଗ୍ନିକାଣ୍ଡ ଘଟଣା ଜାଣି ମୁଁ ଅତ୍ୟନ୍ତ ମର୍ମାହତ ଓ ବ୍ୟଥିତ ହୋଇଛି । ଏହି ଅଭାବନୀୟ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିଜନଙ୍କ ପ୍ରତି ମୁଁ ଗଭୀର ସମବେଦନା ଜଣାଉଛି ଏବଂ ଏହି ଦୁଃଖଦ ମୁହୂର୍ତ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ
OR
1
0
0
33
Padmalochan Panda retweetet
Narendra Modi
Narendra Modi@narendramodi·
Highlights from a euphoric rally in Kolkata yesterday! It’s clear West Bengal is supporting BJP… @BJP4Bengal
English
2.8K
9.5K
75K
25.2M
Padmalochan Panda
Padmalochan Panda@Padupanda·
ବାଲେଶ୍ୱରର ପୂର୍ବତନ ସାଂସଦ ଶ୍ରୀ @rabindrakjena ବାଲେଶ୍ୱର ଭଦ୍ରକ କେନ୍ଦ୍ର ସମବାୟ ସମିତି ଅଧକ୍ଷ୍ୟ ଶ୍ରୀ ଗଣେଶ ପ୍ରସାଦ ମହାପାତ୍ର, ଶତାଧିକ ବିଜେଡି ନେତା ଓ କର୍ମୀ ଆଜିବିଜେପି ରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ଆମ @BJP4Odisha ପରିବାରରେ ସ୍ୱାଗତ ଜଣାଉଛି । ସମସ୍ତଙ୍କ ଯୋଗଦାନ ପାର୍ଟିକୁ ଆହୁରି ସଂଗଠିତ ଓ ମଜଭୁତ କରିବ ।
Padmalochan Panda tweet mediaPadmalochan Panda tweet mediaPadmalochan Panda tweet media
OR
0
0
4
60
Padmalochan Panda
Padmalochan Panda@Padupanda·
ମର୍ଯ୍ୟାଦାସମ୍ପନ୍ନ ଆମ ଓଡ଼ିଆ ଭାଷା ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭାଷା । ବିଶ୍ୱର ଦ୍ଵିତୀୟ ସର୍ବାଧିକ ପାଣ୍ଡୁଲିପି ବହନ କରୁଥିବା ଆମ ଗରିମାମୟ ମାତୃଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରାପ୍ତିର ବର୍ଷ ପୂର୍ତ୍ତି ଉପଲକ୍ଷେ ସଭିଙ୍କୁ ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ । ବନ୍ଦେ ଉତ୍କଳ ଜନନୀ #ClassicalOdia #padmalochanpanda
Padmalochan Panda tweet media
OR
0
0
0
43