Manmohan Samal

4.6K posts

Manmohan Samal banner
Manmohan Samal

Manmohan Samal

@SamalManmohan7

State President, BJP Odisha | MP Rajya Sabha, Odisha | Ex. Revenue Minister |

Katılım Temmuz 2021
94 Takip Edilen18.8K Takipçiler
Manmohan Samal
Manmohan Samal@SamalManmohan7·
ଆଜି କଟକ ଠାରେ ଆୟୋଜିତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଅନ୍ତର୍ଗତ ଜିଲ୍ଲା ପ୍ରଶିକ୍ଷଣ ଶିବିରରେ ସାମିଲ ହେଲି । ଓଡ଼ିଶାର ଐତିହ୍ୟବାହୀ ନଗରୀ କଟକର ଏହି ଶିବିରରେ ଉପସ୍ଥିତ ଉତ୍ସାହୀ କର୍ମୀମାନଙ୍କ ସଂକଳ୍ପ ଓ ସମର୍ପଣ ଆମ ଦଳକୁ ଆହୁରି ସୁଦୃଢ଼ କରିବ । ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଜୀଙ୍କ ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟ ଦର୍ଶନ ଆଜି ମଧ୍ୟ ଆମର ପଥ ପ୍ରଦର୍ଶକ । ଏହି ଅବସରରେ କଟକ ଜିଲ୍ଲା ସଭାପତିଙ୍କ ସମେତ ସ୍ଥାନୀୟ ବିଧାୟକଗଣ ମଧ୍ୟ ଉପସ୍ଥିତ ଥିଲେ ।
Manmohan Samal tweet mediaManmohan Samal tweet mediaManmohan Samal tweet mediaManmohan Samal tweet media
OR
2
3
22
283
Manmohan Samal
Manmohan Samal@SamalManmohan7·
ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଜୀଙ୍କ ଏକାତ୍ମ ମାନବବାଦ ଓ ଅନ୍ତ୍ୟୋଦୟ ଦର୍ଶନରୁ ଅନୁପ୍ରାଣିତ ହୋଇ ଆମ ଦଳର ପ୍ରତ୍ୟେକ କର୍ମୀ ଜନସେବାରେ ନିଜକୁ ସମର୍ପିତ କରିବା ଉଚିତ ।
Manmohan Samal tweet mediaManmohan Samal tweet mediaManmohan Samal tweet mediaManmohan Samal tweet media
OR
1
1
6
121
Manmohan Samal
Manmohan Samal@SamalManmohan7·
ଆଜି ପାରାଦ୍ୱୀପ ଠାରେ ଆୟୋଜିତ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଅଭିଯାନ ଅନ୍ତର୍ଗତ ଜଗତସିଂହପୁର ଜିଲ୍ଲା ପ୍ରଶିକ୍ଷଣ ଶିବିରରେ ସାମିଲ ହୋଇ କାର୍ଯ୍ୟକର୍ତ୍ତା ବନ୍ଧୁଙ୍କୁ ସମ୍ବୋଧିତ କଲି । ଏହି ଅବସରରେ ପ୍ରଦର୍ଶନୀ ଗୃହ ପରିଦର୍ଶନ କରିବାର ଅବସର ପ୍ରାପ୍ତ ହେଲା । ଏହି ପ୍ରଶିକ୍ଷଣ ଶିବିର ଆମ ଦଳର କାର୍ଯ୍ୟକର୍ତ୍ତାମାନଙ୍କୁ ଅନ୍ତ୍ୟୋଦୟର ଆଦର୍ଶ ଓ ସଂଗଠନର ମୂଲ୍ୟବୋଧ ସହ ଯୋଡ଼ିବାରେ ଏକ ମହତ୍ତ୍ୱପୂର୍ଣ୍ଣ ସୁଯୋଗ ।
Manmohan Samal tweet mediaManmohan Samal tweet mediaManmohan Samal tweet mediaManmohan Samal tweet media
OR
5
1
22
378
Manmohan Samal
Manmohan Samal@SamalManmohan7·
ଆଜି "ଓଡ଼ିଶା ଭାସ୍କର" ଗଣମାଧ୍ୟମ ସଂସ୍ଥା ଦ୍ୱାରା ଆୟୋଜିତ 'ଦି ଭଏସ୍‌: କନକ୍ଲେଭ୍‌ ଅଫ୍‌ ଆଇଡିଆଜ୍' କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଅଧିବେଶନରେ ସାମିଲ ହେଲି । ଏହି ଚିନ୍ତନମୂଳକ ମଞ୍ଚରେ ଓଡ଼ିଶାର ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ବରିଷ୍ଠ ସାମ୍ବାଦିକ ଶ୍ରୀ ପ୍ରଦୋଷ ପଟ୍ଟନାୟକ ଏବଂ ଓଡ଼ିଶା ଭାସ୍କରର ବିଶିଷ୍ଟ କର୍ମକର୍ତ୍ତାଗଣଙ୍କ ସହ ଏକ ମଞ୍ଚରେ ମିଳିତ ହେବାର ସୁଯୋଗ ମିଳିଲା ।
Manmohan Samal tweet mediaManmohan Samal tweet mediaManmohan Samal tweet mediaManmohan Samal tweet media
OR
4
3
35
626
Manmohan Samal
Manmohan Samal@SamalManmohan7·
भारतीय जनता पार्टी के राष्ट्रीय अध्यक्ष आदरणीय श्री नितिन नवीन जी को जन्मदिवस की हार्दिक बधाई एवं शुभकामनाएँ। आपकी दूरदर्शी सोच एवं समर्पित कार्यशैली से संगठन निरंतर सशक्त हो रहा है। आपका प्रेरणादायी मार्गदर्शन हम सभी कार्यकर्ताओं को सदैव नई ऊर्जा, उत्साह एवं राष्ट्रसेवा के प्रति समर्पण की प्रेरणा देता है। प्रभु श्रीराम से आपके उत्तम स्वास्थ्य और दीर्घायु जीवन की मंगलकामना करता हूँ। @NitinNabin
Manmohan Samal tweet media
हिन्दी
8
7
34
336
Manmohan Samal retweetledi
Narendra Modi
Narendra Modi@narendramodi·
The visit of President Nikos Christodoulides to India will greatly benefit the people of India and Cyprus. At the same time, it will contribute to a prosperous and sustainable planet as well! @Christodulides
Narendra Modi tweet media
English
1.5K
7.6K
61.9K
1.1M
Manmohan Samal retweetledi
BJP
BJP@BJP4India·
Investment from Cyprus to India has nearly doubled over the past decade, reflecting the growing trust between our two countries. The India-European Union Free Trade Agreement has further opened up a wealth of new opportunities. Building on these developments, we aim to double this investment again within the next five years. To fulfill this commitment, we are today elevating our long-standing relationship to a strategic partnership. - PM @narendramodi
BJP tweet media
English
16
104
271
6.2K
Manmohan Samal retweetledi
BJP
BJP@BJP4India·
भारत और साइप्रस का नाता समय की कसौटी पर बार-बार खरा उतरा है। आज भारत-साइप्रस Strategic Partnership के गठन से हम अपने संबंधों को नया एम्बिशन और नई स्पीड देने जा रहे हैं। - पीएम @narendramodi
BJP tweet media
हिन्दी
12
93
229
5.2K
Manmohan Samal retweetledi
BJP
BJP@BJP4India·
Investment from Cyprus to India has nearly doubled over the past decade, reflecting the growing trust between our two countries. The India-European Union Free Trade Agreement has further opened up a wealth of new opportunities. Building on these developments, we aim to double this investment again within the next five years. To fulfill this commitment, today, we are elevating our long-standing relationship to a strategic partnership. - PM @narendramodi Watch full video: youtube.com/watch?v=PVAaPR…
YouTube video
YouTube
English
9
106
239
7K
Manmohan Samal retweetledi
BJP
BJP@BJP4India·
𝐂𝐲𝐩𝐫𝐮𝐬 𝐬𝐮𝐩𝐩𝐨𝐫𝐭𝐬 𝐈𝐧𝐝𝐢𝐚'𝐬 𝐠𝐫𝐨𝐰𝐢𝐧𝐠 𝐠𝐥𝐨𝐛𝐚𝐥 𝐫𝐨𝐥𝐞, 𝐢𝐧𝐜𝐥𝐮𝐝𝐢𝐧𝐠 𝐢𝐭𝐬 𝐫𝐢𝐠𝐡𝐭𝐟𝐮𝐥 𝐩𝐥𝐚𝐜𝐞 𝐢𝐧 𝐔𝐧𝐢𝐭𝐞𝐝 𝐍𝐚𝐭𝐢𝐨𝐧𝐬 𝐒𝐞𝐜𝐮𝐫𝐢𝐭𝐲 𝐂𝐨𝐮𝐧𝐜𝐢𝐥. - Cyprus President Nikos Christodoulides Another powerful voice for Bharat’s rightful place at the global high table! 𝐓𝐫𝐮𝐞 𝐟𝐫𝐢𝐞𝐧𝐝𝐬 𝐬𝐭𝐚𝐧𝐝 𝐰𝐢𝐭𝐡 𝐚 𝐫𝐢𝐬𝐢𝐧𝐠 𝐈𝐧𝐝𝐢𝐚. 📈🇮🇳
English
26
208
624
9.6K
Manmohan Samal
Manmohan Samal@SamalManmohan7·
ଭାରତୀୟ ନବଜାଗରଣର ପ୍ରବର୍ତ୍ତକ ରାଜା ରାମମୋହନ ରାୟଙ୍କ ଜନ୍ମବାର୍ଷିକୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି। ରାଜା ରାମମୋହନ ରାୟ ସାମାଜିକ କୁକର୍ମ, ଅନ୍ଧବିଶ୍ୱାସ ଏବଂ ଭେଦଭାବ ବିରୁଦ୍ଧରେ ସଚେତନତା ସୃଷ୍ଟି କରି ବ୍ରହ୍ମ ସମାଜ ପ୍ରତିଷ୍ଠା କରିଥିଲେ। ଶିକ୍ଷା, ସାମାଜିକ ସଂସ୍କାର କ୍ଷେତ୍ରରେ ତାଙ୍କର ଅବଦାନ ଆଧୁନିକ ଭାରତର ମୂଳଦୁଆକୁ ମଧ୍ୟ ସୁଦୃଢ଼ ​​କରିଥିଲା। ରାଜା ରାମମୋହନ ରାୟଙ୍କ ଚିନ୍ତାଧାରା ଏବଂ ଆଦର୍ଶ ସବୁଦିନ ପାଇଁ ରାଷ୍ଟ୍ର ନିର୍ମାଣ ଏବଂ ସାମାଜିକ ଜାଗରଣର ପଥକୁ ଆଲୋକିତ କରିବ ।
Manmohan Samal tweet media
OR
5
2
19
140
Manmohan Samal
Manmohan Samal@SamalManmohan7·
ଓଡ଼ିଶାର କଳା, ସଂସ୍କୃତି ଓ କାରିଗରୀକୁ ବିଶ୍ୱ ଦରବାରରେ ସ୍ୱତନ୍ତ୍ର ପରିଚୟ ଦେଉଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ । ପ୍ରଧାନମନ୍ତ୍ରୀ ମୋଦୀଜୀ ନରୱେର ରାଜା ପଞ୍ଚମ ହାରାଲ୍ଡଙ୍କୁ ଓଡ଼ିଶାର ପ୍ରସିଦ୍ଧ ତାରକସି କଳାରେ ନିର୍ମିତ ଏକ ରୂପା ଫିଲିଗ୍ରୀ ପାଲ ଡଙ୍ଗା ଉପହାର ଦେଇଛନ୍ତି । ଏହି ଉପହାର ଓଡ଼ିଶାର ଗୌରବମୟ ସାମୁଦ୍ରିକ ଐତିହ୍ୟ ଓ ଭାରତ ମହାସାଗରରେ ଭାରତୀୟ ବ୍ୟବସାୟୀଙ୍କ ଐତିହାସିକ ଯାତ୍ରାର ପ୍ରତୀକ, ଯାହା ନରୱେର ନୌଯାତ୍ରା ପରମ୍ପରା ସହ ଗଭୀର ଭାବରେ ସଂଯୁକ୍ତ। ନରୱେର ରାଣୀ ସୋନଜାଙ୍କୁ ଓଡ଼ିଶାର ସର୍ବପ୍ରାଚୀନ କଳାକୃତି, ତାଳପତ୍ର ପଟ୍ଟଚିତ୍ର ଉପହାର ଦେଇଛନ୍ତି। ପାଲମିରା ଗଛର ତାଳ ପତ୍ରରେ ଖୋଦିତ ଏହି ଚିତ୍ରଗୁଡ଼ିକ ଶତାବ୍ଦୀ ଧରି ଓଡ଼ିଶାର ସଂସ୍କୃତି, ପୁରାଣ ଓ ପ୍ରକୃତିକୁ ଜୀବନ୍ତ ରଖିଛି। ଏହି ଅନନ୍ୟ ଉପହାର ଭାରତ ଓ ନରୱେ ମଧ୍ୟରେ ସାଂସ୍କୃତିକ ସେତୁ ଗଢ଼ିବ, କାରଣ ଉଭୟ ଦେଶ ପ୍ରାଚୀନ ହସ୍ତଶିଳ୍ପ ଓ କଳାର ସଂରକ୍ଷଣ ପ୍ରତି ସମଭାବ ରଖନ୍ତି। ଓଡ଼ିଶାକୁ ସମୃଦ୍ଧ ଏବଂ ବିକଶିତ କରିବା ସହ ବିଶ୍ୱ ଦରବାରରେ ଗୌରବାନ୍ୱିତ କରିଥିବା ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କୁ ସମସ୍ତ ଓଡ଼ିଶାବାସୀଙ୍କ ତରଫରୁ ଆନ୍ତରିକ ଧନ୍ୟବାଦ୍ ଓ କୃତଜ୍ଞତା ଜଣାଉଛି ।
Manmohan Samal tweet media
OR
6
5
34
340
Manmohan Samal retweetledi
All India Radio News
All India Radio News@airnewsalerts·
PM @narendramodi, during his #Norway visit, gifted an intricate sailboat model to #Norway King His Majesty King Harald V, a palm leaf Pattachitra to Norway Queen and a Kalamkari painting with Sun and Moon Motif to Norway Crown Prince.
All India Radio News tweet mediaAll India Radio News tweet mediaAll India Radio News tweet mediaAll India Radio News tweet media
English
1
14
40
1.2K
Manmohan Samal
Manmohan Samal@SamalManmohan7·
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ଦ୍ୱାରା ପରିଚାଳିତ +୨ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଓଡ଼ିଶାର ସମସ୍ତ ମେଧାବୀ ଓ ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି । ଆପଣମାନଙ୍କର ଏହି ଅର୍ଜିତ ସଫଳତା ଆପଣଙ୍କ କଠୋର ପରିଶ୍ରମ, ଅଦମ୍ୟ ମନୋବଳ ଓ ଅଧ୍ୟବସାୟର ଜ୍ୱଳନ୍ତ ପ୍ରମାଣ । ଯେଉଁ ଛାତ୍ରଛାତ୍ରୀ ଏଥର ଆଶାନୁରୂପ ଫଳ ହାସଲ କରିପାରି ନାହାଁନ୍ତି, ସେମାନଙ୍କୁ ମୁଁ ଅନୁରୋଧ କରୁଛି ଦୃଢ଼ ସଂକଳ୍ପ ଓ ଆତ୍ମବିଶ୍ୱାସ ସହ ଆଗକୁ ବଢ଼ନ୍ତୁ, କାରଣ ପ୍ରତ୍ୟେକ ଅସଫଳ ଏକ ନୂଆ ସଫଳତାର ଆଲୋକବର୍ତ୍ତିକା । ଓଡ଼ିଶାର ଯୁବ ପ୍ରଜନ୍ମ ହିଁ ଆମ ରାଜ୍ୟ ଓ ଦେଶର ଭବିଷ୍ୟତ, ଆପଣମାନଙ୍କ ସ୍ୱପ୍ନ ଓ ସଂକଳ୍ପ ହିଁ ଏକ ସୁଦୃଢ଼, ବିକଶିତ ଓ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନର ମୂଳ ଆଧାର । ଆପଣମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ମୋର ସଶ୍ରଦ୍ଧ ଶୁଭକାମନା । #CHSE #ExamResults
Manmohan Samal tweet media
OR
3
4
37
452
Manmohan Samal
Manmohan Samal@SamalManmohan7·
ଆଜି କେନ୍ଦୁଝରରେ ଆୟୋଜିତ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ କାର୍ମଶାଳାରେ ସାମିଲ ହୋଇ ଆମ ଦଳର କାର୍ଯ୍ୟକର୍ତ୍ତା ବୃନ୍ଦଙ୍କୁ ସମ୍ବୋଧିତ କଲି । ଏହି ଅବସରରେ ମୋ ସହିତ ମଞ୍ଚରେ ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ବିରଞ୍ଚି ନାରାୟଣ ତ୍ରିପାଠୀ, କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ, ସାଂସଦ ଶ୍ରୀ ଅନନ୍ତ ନାୟକ, ବିଧାୟକ ଶ୍ରୀ ଫକିର ମୋହନ ନାୟକ ଏବଂ ଶ୍ରୀ ଅଖିଳ ଚନ୍ଦ୍ର ନାଏକ ଉପସ୍ଥିତ ଥିଲେ ।
Manmohan Samal tweet mediaManmohan Samal tweet mediaManmohan Samal tweet mediaManmohan Samal tweet media
OR
2
3
29
333