Department of WCD, Government of Odisha

7K posts

Department of WCD, Government of Odisha banner
Department of WCD, Government of Odisha

Department of WCD, Government of Odisha

@WCDOdisha

Changing lives through advocacy, policy & awareness. Join us in our mission to empower women & children. #WomenEmpowerment #ChildRights #AdvocacyMatters

Bhubaneshwar, India Beigetreten Nisan 2016
126 Folgt79.8K Follower
Department of WCD, Government of Odisha
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଏବଂ ଜିଲ୍ଲାର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ଏହା ସହିତ କମିଶନର ଓ୍ୱାନ ଷ୍ଟପ୍ ସେଣ୍ଟର, ପୁଷ୍ଟି ପୁନର୍ବାସ କେନ୍ଦ୍ର ପରିଦର୍ଶନ କରିଥିଲେ । #SuposhitOdishaMission #reviewmeeting #WomenEmpowerment #ChildProtection #OdishaCares #malkangirivisit #WCDOdisha
Department of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet media
OR
0
0
0
66
Department of WCD, Government of Odisha
ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ସଚିବ ଡଃ. ମୃଣାଳିନୀ ଦର୍ସ୍ୱାଲ ଆଜି ମାଲକାନଗିରି ଜିଲ୍ଲା ଗସ୍ତ କରିଥିଲେ । ସେଠାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ସୁପୋଷିତ ଓଡ଼ିଶା ମିଶନ’ ଅଧୀନରେ ଆୟୋଜିତ ଜିଲ୍ଲାସ୍ତରୀୟ କର୍ମଶାଳାକୁ ଉଦଘାଟନ କରିଥିଲେ।
Department of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet media
OR
2
0
6
138
Department of WCD, Government of Odisha
ଏହା ସହିତ କମିଶନର ବୋଗେଇପଦର ଅଙ୍ଗନଓ୍ୱାଡ଼ି କେନ୍ଦ୍ର, କନକ ଦୁର୍ଗା ଛତୁଆ କେନ୍ଦ୍ର, ଏକାମ୍ୱ ଅଙ୍ଗନଓ୍ୱାଡ଼ି କେନ୍ଦ୍ର ବୁଲି ଦେଖିଥିଲେ। ତାଙ୍କ ସହ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ, ଜୟପୁରର ବିଡ଼ିଓ ତଥା ଉତ୍କଳ ବାଳାଶ୍ରମର ସମ୍ପାଦକ ଶ୍ରୀ ଶକ୍ତି ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ।
OR
0
0
0
63
Department of WCD, Government of Odisha
ଆଜି ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାରଙ୍କ କମିଶନର ତଥା ସଚିବ ଡଃ. ମୃଣାଳିନୀ ଦର୍ସ୍ୱାଲ କୋରାପୁଟ ଜୟପୁରସ୍ଥିତ ଉତ୍କଳ ବାଳାଶ୍ରମ ପରିଦର୍ଶନ କରିଛନ୍ତି। ସେଠାରେ ସେ ପିଲାମାନଙ୍କର ଶିକ୍ଷାଗତ ସୁବିଧା, ସ୍ୱାସ୍ଥ୍ୟ ଓ ପରିମଳ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ (CCI)ର ସମୀକ୍ଷା କରିଥିଲେ।
Department of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet media
OR
1
0
13
238
Department of WCD, Government of Odisha
ଏହା ପରେ କମିଶନର ତଥା ଶାସନ ସଚିବ ଓ୍ୱାନ ଷ୍ଟପ ସେଣ୍ଟର, ପୁଷ୍ଟି ପୁନର୍ବାସ କେନ୍ଦ୍ର ଏବଂ ଶକ୍ତି ସଦନ ପରିଦର୍ଶନ କରି ସମ୍ପୃକ୍ତ ଅଧିକାରୀଗଣ ଏବଂ ହିତାଧିକାରୀଙ୍କ ସହ ଆଲୋଚନା କରିଥିଲେ। #KoraputVisit #SuposhitOdishaMission #reviewmeeting #Workshop #WomenEmpowerment #ChildProtection #girlchildwelfare #WCDOdisha
Department of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet media
OR
0
0
0
134
Department of WCD, Government of Odisha
ଏହି କର୍ମଶାଳାରେ କୋରାପୁଟର ଜିଲ୍ଲାପାଳ ମନୋଜ ସତ୍ୟବାନ ମାହାଜନ, ଏସପି ରୋହିତ ବର୍ମା, ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଜ୍ୟୋହ୍ନାରାଣୀ ପାଢୀ, ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ବୃନ୍ଦ, ସ୍ୱାସ୍ଥ୍ୟସେବା କର୍ମଚାରୀ ଇତ୍ୟାଦି ଉପସ୍ଥିତ ଥିଲେ ।
Department of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet media
OR
1
0
0
163
Department of WCD, Government of Odisha
ମହିଳା ଓ ଶିଶୁ ବିକାଶ ବିଭାଗ କମିଶନରଙ୍କ କୋରାପୁଟ ଜିଲ୍ଲା ଗସ୍ତ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଡଃ. ମୃଣାଳିନୀ ଦର୍ସ୍ୱାଲ ଆଜି ମାର୍ଚ୍ଚ ୧୮ ତାରିଖରେ କୋରାପୁଟ ଜିଲ୍ଲା ଗସ୍ତ କରି ପ୍ରଥମେ ସୁପୋଷିତ ଓଡ଼ିଶା ମିଶନ ଅଧିନରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କର୍ମଶାଳା ଉଦଘାଟନ କରିଥିଲେ।
Department of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet mediaDepartment of WCD, Government of Odisha tweet media
OR
1
1
15
393
Department of WCD, Government of Odisha
ବାଲ୍ୟ ବିବାହ ଓ ଯୌତୁକ ଭଳି କୁସଂସ୍କାରକୁ ରୋକିବା ପାଇଁ ଏକ ଦୃଢ଼ ସାମାଜିକ ପଦକ୍ଷେପ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା
Pravati Parida@PravatiPOdisha

ବାଲ୍ୟ ବିବାହ ଓ ଯୌତୁକ ଭଳି କୁସଂସ୍କାରକୁ ରୋକିବା ପାଇଁ ଏକ ଦୃଢ଼ ସାମାଜିକ ପଦକ୍ଷେପ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା #MKBY #Odisha @MohanMOdisha @CMO_Odisha @WCDOdisha @MinistryWCD

OR
0
0
4
167
Department of WCD, Government of Odisha
ସୁଭଦ୍ରା ଯୋଜନା ମାଧ୍ୟମରେ ଅନେକ ମହିଳା ନିଜ ସ୍ୱପ୍ନକୁ ଦେଉଛନ୍ତି ନୂଆ ଉଡ଼ାଣ । ଆଜି ଓଡ଼ିଶାର ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ମହିଳାମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢୁଛନ୍ତି ।
CMO Odisha@CMO_Odisha

ସୁଭଦ୍ରା ଯୋଜନା ମାଧ୍ୟମରେ ଅନେକ ମହିଳା ନିଜ ସ୍ୱପ୍ନକୁ ଦେଉଛନ୍ତି ନୂଆ ଉଡ଼ାଣ । ଆଜି ଓଡ଼ିଶାର ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ମହିଳାମାନେ ସୁଭଦ୍ରା ଯୋଜନା ମାଧ୍ୟମରେ ନୂତନ ଆତ୍ମବିଶ୍ୱାସ ସହିତ ଆଗକୁ ବଢୁଛନ୍ତି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ଲୁହାଝର ପଞ୍ଚାୟତ ସିନ୍ଧି ଗାଁର ଲକ୍ଷ୍ମୀ ରେଡ୍ଡୀ ମହିଳାଙ୍କ ପାଇଁ ସାଜିଛନ୍ତି ପ୍ରେରଣା । ସୁଭଦ୍ରାର ସହାୟତା ରାଶିରେ ଟେଲର ମେସିନ୍ କିଣିବା ସହିତ ନିଜ ବ୍ୟବସାୟକୁ ବୃଦ୍ଧି କରି ହୋଇଛନ୍ତି ସଶକ୍ତ ଓ ସ୍ୱାବଲମ୍ବୀ । ଏନେଇ ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଲକ୍ଷ୍ମୀ ରେଡ୍ଡୀ । #SubhadraYojana #NariShakti #LokankaSarkar

OR
0
0
5
184
Department of WCD, Government of Odisha
ସୁସ୍ଥ ଜୀବନ ପାଇଁ ଉତ୍ତମ ପୋଷଣ ଗୁରୁତ୍ୱପୂର୍ଣ୍ଣ। ଦୈନିକ ଖାଦ୍ୟାଭ୍ୟାସରେ ଅବହେଳା କ୍ରମଶଃ ଶାରୀରିକ ଅସୁସ୍ଥତାର କାରଣ ହୋଇଥାଏ। ଅସ୍ୱାସ୍ଥ୍ୟକର ଅଭ୍ୟାସ ଛାଡ଼ନ୍ତୁ। ଉଚିତ ସମୟରେ ଆବଶ୍ୟକ ଅନୁସାରେ ପୁଷ୍ଟି ଯୁକ୍ତ ଖାଦ୍ୟ ଗ୍ରହଣ କରନ୍ତୁ। ସଚେତନ ଖାଦ୍ୟ ଅଭ୍ୟାସ ହେଉଛି ସୁସ୍ଥ ପରିବାର ଓ ସୁସ୍ଥ ସମାଜର ମୂଳ ଆଧାର।
Department of WCD, Government of Odisha tweet media
OR
1
0
18
415
Department of WCD, Government of Odisha
ଉପ ଜିଲ୍ଲାପାଳ ନୀଳଗିରି ଶ୍ରୀମତୀ ଶୁଭଶ୍ରୀ ରଥ, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁସ୍ମିତା ରଥଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ। #MukhyamantriKanyaVivahYojana #GirlsMarriage #Empowering #SupportTheBride #womenwelfare #SocialSecurity #widowmarriage #Odisha #WCDOdisha
OR
0
0
0
163
Department of WCD, Government of Odisha
ସରକାରଙ୍କ ଏହି ଅଭିନବ ପ୍ରୟାସ ଦ୍ୱାରା ନବ ଦମ୍ପତ୍ତି ମାନେ ଏକ ନୂତନ ଏବଂ ସୁଖମୟ ଜୀବନ ଆରମ୍ଭ କରି ବେଶ୍ ଉତ୍ସାହିତ ଅଛନ୍ତି। ଏହି ମାଙ୍ଗଳିକ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାଏକ ଉପସ୍ଥିତ ଥିଲେ।
OR
1
0
0
163
Department of WCD, Government of Odisha
ପ୍ରତିଟି ପରିବାର ପାଇଁ ଝିଅର ବିବାହ ଏକ ସ୍ମରଣୀୟ ମୁହୂର୍ତ୍ତ। ଆର୍ଥିକ ଅନଗ୍ରସର ପରିବାରରେ ଏହି ଖୁସିକୁ ଦ୍ୱିଗୁଣିତ କରିବା ପାଇଁ ରାଜ୍ୟ ସରକାର ସହାୟତାର ହାତ ବଢ଼ାଇଛନ୍ତି।

11
420