Collector and District Magistrate Puri

7.7K posts

Collector and District Magistrate Puri banner
Collector and District Magistrate Puri

Collector and District Magistrate Puri

@dm_puri

This is the Official Twitter Account of Puri District Administration (Odisha) #DistrictAdministrationPuri

Inscrit le Haziran 2017
116 Abonnements139.4K Abonnés
Collector and District Magistrate Puri
ଜନଗଣନା-୨୦୨୭ ନିମନ୍ତେ ପୁରୀ ନିଳାଦ୍ରୀ ବିଚ ଠାରେ ଆଜି ଜନଗଣନା ବିଭାଗ ପକ୍ଷରୁ ବାଲୁକା କଳା ମାଧ୍ୟମରେ ଜନ ସଚେତନତା ଅଭିଯାନ ଆୟୋଜିତ। ବାଲୁକା କଳା ଶିଳ୍ପୀ ତଥା ଜନଗଣନା ର ବ୍ରାଣ୍ଡ ଆମ୍ବାସେଡର ଶ୍ରୀ ସୁଦର୍ଶନ ପଟ୍ଟନାୟକ ମହୋଦୟଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଜନଗଣନା ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।
Collector and District Magistrate Puri tweet mediaCollector and District Magistrate Puri tweet media
OR
0
0
8
83
Collector and District Magistrate Puri
RT @OdishaCeo: ପୁରୀ ଜିଲ୍ଲାର କାକଟପୁର ତହସିଲଦାର ତଥା ସହାୟକ ନିର୍ବାଚକ ପଞ୍ଜୀକରଣ ଅଧିକାରୀ (AERO) ସୁଶ୍ରୀ ଅଙ୍କିତା ଅନିନ୍ଦିତା ରାଜ୍ୟ ସ୍ତରୀୟ ସ୍ୱତନ୍ତ୍ର ସଘନ…
OR
0
1
0
26
Collector and District Magistrate Puri
ଏହି କାର୍ଯ୍ୟକ୍ରମ ରେ ପୁରୀ ଜିଲ୍ଲାପାଳ ଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ପର୍ଯ୍ୟଟକ ଯୋଗ ଦେଇଥିଲେ।
OR
0
0
2
151
Collector and District Magistrate Puri
ବିଶ୍ବ ପଖାଳ ଦିବସ ଅବସରରେ ପୁରୀ ଜିଲ୍ଲା ପ୍ରଶାସନ ପର୍ଯ୍ୟଟନ ବିଭାଗ ପକ୍ଷରୁ ପୁରୀ ସ୍ଥିତ ପାନ୍ଥନିବାସରେ ‘ପଖାଳ ପରବ’ ଆୟୋଜିତ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଆଭାସୀ ମାଧ୍ୟମରେ ଯୋଗ ଦେବା ସହ ପଖାଳ ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇ ପଖାଳ ର ତାତ୍ପର୍ଯ୍ୟ ସମ୍ପର୍କରେ ମତବ୍ୟକ୍ତ କରିଥିଲେ।
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
OR
1
0
16
399
Collector and District Magistrate Puri
For Rath Yatra 2026, Puri Municipal Corporation has initiated several preparatory works on the Grand Road (Bada Danda), including drain desilting and eviction drives as part of overall festival readiness.
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
English
1
0
21
935
Collector and District Magistrate Puri
ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ଉପ ମୁଖ୍ୟମନ୍ତ୍ରୀ, ପୁରୀ ଲୋକସଭାର ମାନ୍ୟବର ସାଂସଦ, ମାନ୍ୟବର ବିଧାୟକ ପିପିଲି, ମାନ୍ୟବର ବିଧାୟକ ସତ୍ୟବାଦୀ, ମାନ୍ୟବର ବିଧାୟିକା ବ୍ରହ୍ମଗିରି, ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ, ସମନ୍ୱିତ ଶିଶୁ ବିକାଶ ଓ ସମାଜ କଲ୍ୟାଣ ଓ ଜିଲ୍ଲାପାଳ ପ୍ରମୁଖ ଉପସ୍ଥିତ ଥିଲେ।
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
OR
1
1
12
477
Collector and District Magistrate Puri
ପୁରୀ ତାଳବଣିଆ ଠାରେ ସୁଭଦ୍ରା ଯୋଜନାର ଚତୁର୍ଥ କିସ୍ତି ପ୍ରଦାନ ର ରାଜ୍ୟ ସ୍ତରୀୟ ଉତ୍ସବ ରେ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ମହୋଦୟ ୧ କୋଟି ରୁ ଉର୍ଦ୍ଧ୍ବ ସୁଭଦ୍ରା ହିତାଧିକାରୀଙ୍କ ଆକାଉଣ୍ଟ କୁ ₹୫000 ଲେଖାଏଁ ସମୁଦାୟ ₹୫000 କୋଟି ରୁ ଉର୍ଦ୍ଧ୍ବ ଅର୍ଥ ପ୍ରଦାନ କରିଛନ୍ତି।
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
OR
1
1
24
700
Collector and District Magistrate Puri retweeté
@·
ସୁଭଦ୍ରା ହେଉଛି ସ୍ଵାଧୀନତା ପରବର୍ତ୍ତୀ ଓଡ଼ିଶାର ସର୍ବବୃହତ୍ ମହିଳା କୈନ୍ଦ୍ରିକ ଯୋଜନା, ଯେଉଁଥିରେ ୨୧ ରୁ ୬୦ ବର୍ଷ ବୟସର ୧ କୋଟିରୁ ଊର୍ଦ୍ଧ୍ଵ ଯୋଗ୍ୟ ମହିଳାଙ୍କୁ ୫ ବର୍ଷ ମଧ୍ୟରେ ବାର୍ଷିକ ୧୦ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ, ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ଅଛି । ସୁଭଦ୍ରା ଯୋଜନା ଓଡ଼ିଶାର ସମସ୍ତ ମା' ଭଉଣୀଙ୍କ ପ୍ରତି ଲୋକଙ୍କ ସରକାରଙ୍କ ପ୍ରତିବଦ୍ଧତାର ଜ୍ଵଳନ୍ତ ନିଦର୍ଶନ । #SubhadraYojana #NariShakti #LokankaSarkar
 tweet media
OR
8
11
55
3.1K
Collector and District Magistrate Puri retweeté
@·
Hon’ble Chief Minister Shri @MohanMOdisha launched the 4th phase of Subhadra Assistance on the occasion of International Women’s Day. ✅ ₹5,000 each credited to the accounts of over 1 Crore beneficiaries. ✅ Financial assistance worth ₹5000 Crore disbursed in this phase.
 tweet media tweet media tweet media tweet media
English
36
14
57
2.9K
Collector and District Magistrate Puri retweeté
@·
ମହିଳାଙ୍କ ସଶକ୍ତିକରଣ, ସଫଳତା ଏବଂ ସ୍ୱାଭିମାନର ଯଥାର୍ଥ ପରିଭାଷା ହୋଇଛି 'ସୁଭଦ୍ରା' ଯୋଜନା । ମହିଳାଙ୍କ ଅର୍ଥନୈତିକ ସଶକ୍ତିକରଣର ପ୍ରତିଶ୍ରୁତି ପୂରଣ ପୂର୍ବକ ଚତୁର୍ଥ କିସ୍ତି ବାବଦକୁ ୧ କୋଟିରୁ ଅଧିକ ହିତାଧିକାରୀଙ୍କୁ ₹୫,୦୦୦ କୋଟିରୁ ଊର୍ଦ୍ଧ୍ୱର ସୁଭଦ୍ରା ସହାୟତା ଆଜି ପ୍ରଦାନ କରାଯାଇଛି । ଏହି ଯୋଜନାରେ ସହାୟତା ବ୍ୟବସ୍ଥା
OR
1
8
36
1.9K
Collector and District Magistrate Puri
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ଜ଼ିଲ୍ଲାର ସମସ୍ତ ମାତୃଶକ୍ତିଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
Collector and District Magistrate Puri tweet media
OR
0
1
13
365
Collector and District Magistrate Puri retweeté
@·
On the occasion of International Women’s Day, Hon’ble Chief Minister Shri @MohanMOdisha will disburse the 4th installment of assistance under the Subhadra Yojana, amounting to over ₹5,000 crore. This major step will benefit more than 1 crore women beneficiaries across the state, further strengthening women empowerment and advancing the vision of Viksit Odisha. #SubhadraYojana #ViksitOdisha @WCDOdisha
 tweet media
English
2
10
60
2.2K
Collector and District Magistrate Puri
ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ପୁରୀ ଜିଲ୍ଲା ପରିଷଦର ଅଷ୍ଟମ ବୈଠକ ଜ଼ିଲ୍ଲା ପରିଷଦ ସଭାପତି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ। ଏହି ବୈଠକରେ ମାନ୍ୟବର ରାଜ୍ୟସଭା ସାଂସଦ, ଜିଲ୍ଲାର ମାନ୍ୟବର ବିଧାୟକ, ଜ଼ିଲ୍ଲା ପରିଷଦର ଉପସଭାପତି, ଜିଲ୍ଲାପାଳ ଓ ଲୋକ ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ।
Collector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet mediaCollector and District Magistrate Puri tweet media
OR
0
1
18
554
Collector and District Magistrate Puri
ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ଜିଲ୍ଲା ପ୍ରଶାସନ କ୍ରୀଡା କାର୍ଯ୍ୟାଳୟ ପକ୍ଷରୁ ୩ ଦିନିଆ କାର୍ଯ୍ୟକ୍ରମ ଆଜି ଠାରୁ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ଶ୍ରୀଜଗନ୍ନାଥ ଷ୍ଟାଡିୟମ ଠାରେ ଅନୁଷ୍ଠିତ ଯୋଗ ଶିବିର କୁ ଉଦଘାଟନ କରିଛନ୍ତି ଅତିରିକ୍ତ ଜିଲ୍ଲାପାଳ। ପରେ ଜୁମ୍ବା, ଏରୋବେଟିକ୍ସ, ପାରମ୍ପରିକ ନୃତ୍ୟ ପରିବେଷଣ କରାଯାଇଥିଲା।

17
589