
#ସ୍ୱଚ୍ଛ_ଓଡ଼ିଶା ଗ୍ରାମୀଣ ପରିମଳ ଯୋଜନାରେ ପ୍ରତ୍ୟେକ ଘରକୁ ଶୌଚାଳୟ ଯୋଗାଇବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂତନ ଶୌଚାଳୟ ନିର୍ମାଣ କରିବା ସହ ଏକକ ଟାଙ୍କି ବିଶିଷ୍ଟ ଶୌଚାଳୟକୁ ଦୁଇ ଟାଙ୍କି ବିଶିଷ୍ଟ ଶୌଚାଳୟରେ ପରିଣତ କରିବା ପାଇଁ ଆପଣଙ୍କ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଯୋଗାଯୋଗ କରନ୍ତୁ #RuralSanitation #SBMG #ODFPlus















































