PANCHAYAT SAMITI TIRTOL

295 posts

PANCHAYAT SAMITI TIRTOL banner
PANCHAYAT SAMITI TIRTOL

PANCHAYAT SAMITI TIRTOL

@TirtolBlock

Govt of odisha

Tirtol, Jagatsinghpur Katılım Ekim 2019
42 Takip Edilen963 Takipçiler
Rashmiranjan Patra
Rashmiranjan Patra@Rashmiranj98817·
#ସବୁଥୀରୁ ବଞ୍ଚିତ #ଦିବ୍ୟାଙ୍ଗ ଭାଗ୍ୟଶ୍ରୀ #ଜଗତସିଂହପୁର ଜିଲ୍ଲା #ତିର୍ତୋଲ ବ୍ଲକ #ଗୋବିନ୍ଦପୁର ପଂଚାୟତ #ଅରଡ଼ଙ୍ଗ ଗ୍ରାମ ର ଭାଗ୍ୟଶ୍ରୀ #ଆଧାର କାର୍ଡ ନଥିବାରୁ #ପୁଣି ଭତ୍ତା ପଇସା ରୁ 200 କାଟି ଦେଉଛନ୍ତି @CMO_Odisha @SecyChief @SubcollectorJ @SSEPD2 @RamaTirtolMLA @TirtolBlock @TirtolTahasil
Rashmiranjan Patra tweet media
OR
2
3
18
567
PANCHAYAT SAMITI TIRTOL
PANCHAYAT SAMITI TIRTOL@TirtolBlock·
"ଆମ ରୁଚି ଆମ ଖାଦ୍ୟ" ଦିବସ ତିର୍ତ୍ତୋଲ ବ୍ଲକ ର ସଭା ଗୃହ ଠାରେ ମଣ୍ଡଳ ଉନ୍ନୟନ ଅଧିକାରୀ, ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଙ୍କ ଉପସ୍ଥିତ ରେ ଅନୁଷ୍ଠିତ ହୋଇଯାଇ ଅଛି। ବିଭିନ୍ନ ପ୍ରକାର ର ଓଡ଼ିଆ ଖାଦ୍ୟ ପ୍ରଦର୍ଶନ କରିଥିଲେ। @CMO_Odisha @CollectorJspur @IPR_Odisha @PRDeptOdisha @mallickgirijas2 @ZP_Jagatsingpur
PANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet media
OR
0
1
2
183
PANCHAYAT SAMITI TIRTOL
PANCHAYAT SAMITI TIRTOL@TirtolBlock·
"ଆମେ ଜାଣିବା ଆମ ବଜେଟ" କାର୍ଯ୍ୟକ୍ରମ, ମଣ୍ଡଳ ଉନ୍ନୟନ ଅଧିକାରୀଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ PRI ମେମ୍ବର, ସରକାରୀ କର୍ମଚାରୀ ଓ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ। @CMO_Odisha @CollectorJspur @IPR_Odisha @PRDeptOdisha @mallickgirijas2 @ZP_Jagatsingpur
PANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet media
OR
0
1
1
198
PANCHAYAT SAMITI TIRTOL
PANCHAYAT SAMITI TIRTOL@TirtolBlock·
"ଲୋକ କଳା ପାଇଁ ଦିନ ଟିଏ" କାର୍ଯ୍ୟକ୍ରମ ADM Sir ଙ୍କ ଅଧ୍ୟକ୍ଷତାରେ ତିର୍ତ୍ତୋଲ ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ତିର୍ତ୍ତୋଲ ଅଞ୍ଚଳର ସମସ୍ତ ମୁଖ୍ୟ କାଳକର ମାନେ ଯୋଗ ଦେଇଥିଲେ। @CMO_Odisha @CollectorJspur @IPR_Odisha @PRDeptOdisha @mallickgirijas2 @ZP_Jagatsingpur
PANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet media
OR
0
0
1
40

176
PANCHAYAT SAMITI TIRTOL
PANCHAYAT SAMITI TIRTOL@TirtolBlock·
ଆଜି ଜଗତସିଂହପୁର ଜିଲ୍ଲାର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ବୈଠକ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଙ୍କ ଦ୍ଵାରା ତିର୍ତ୍ତୋଲ ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଅଛି। @CMO_Odisha @CollectorJspur @IPR_Odisha @PRDeptOdisha @mallickgirijas2 @ZP_Jagatsingpur
PANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet media
OR
0
1
3
188
PANCHAYAT SAMITI TIRTOL
PANCHAYAT SAMITI TIRTOL@TirtolBlock·
ତା ୦୯/୦୩/୨୦୨୬ରିଖରେ ଜିଲ୍ଲାପାଳଙ୍କ ଦ୍ୱାରା ତିର୍ତ୍ତୋଲ ବ୍ଲକର ନୂତନ ସମ୍ମିଳନୀକକ୍ଷର ଶୁଭ ଉଦଘାଟନ ଏବଂ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଏସ୍ପି ସାର, ସିଡିଓ ସାର, ଏଡିଏମ ସାର ଏବଂ ଉପଜିଲ୍ଲାପଳ ସାର ଉପସ୍ଥିତ ଥିଲେ। @CMO_Odisha @CollectorJspur @PRDeptOdisha @mallickgirijas2 @ZP_Jagatsingpur
PANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet media
OR
0
0
1
55
PANCHAYAT SAMITI TIRTOL
PANCHAYAT SAMITI TIRTOL@TirtolBlock·
ଆଜି ତା ୦୯/୦୩/୨୦୨୬ ରିଖ ରେ ଜିଲ୍ଲା ପ୍ରଶାସନ ତରଫରୁ ତିର୍ତ୍ତୋଲ ବ୍ଲକ ଠାରେ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଆସିଥିବା ୧୨୩ ଟି ଅଭିଯୋଗର ଶୁଣାଣି କରାଯାଇଥିଲା। @CMO_Odisha @CollectorJspur @IPR_Odisha @PRDeptOdisha @mallickgirijas2 @ZP_Jagatsingpur
PANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet media
OR
0
0
4
62
PANCHAYAT SAMITI TIRTOL
PANCHAYAT SAMITI TIRTOL@TirtolBlock·
ସର୍ଦାର ବଲ୍ଲଭଭାଇ ପଟେଲ ଙ୍କର ୧୫୦ ତମ ଜନ୍ମ ବାର୍ଷିକ ଅବସରରେ ପଦଯାତ୍ରା, କବାଡି ପ୍ରତିଯୋଗିତା ଏବଂ ପୁରସ୍କାର ବିତରାଣୀ ଉତ୍ସବ ଆଜି ତିର୍ତ୍ତୋଲ ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଅଛି। @CMO_Odisha @CollectorJspur @IPR_Odisha @PRDeptOdisha @mallickgirijas2 @ZP_Jagatsingpur
PANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet mediaPANCHAYAT SAMITI TIRTOL tweet media
OR
0
0
2
48