Akshay Samal । ଅକ୍ଷୟ ସାମଲ

3.9K posts

Akshay Samal । ଅକ୍ଷୟ ସାମଲ banner
Akshay Samal । ଅକ୍ଷୟ ସାମଲ

Akshay Samal । ଅକ୍ଷୟ ସାମଲ

@AkshayKSamal

BPUT Alumnus. IT/Social writing/Philosophy/Politics/Analyst/Consultant/Strategist. Views are Personal. Aiming for developed Odisha. Truth, Duty and Justice 🙏

The Universe 가입일 Ağustos 2012
47 팔로잉782 팔로워
Akshay Samal । ଅକ୍ଷୟ ସାମଲ
ଆଜିର ଜଟିଳ ପ୍ରଶ୍ନ ? ଦୋଷ କାହାର ? ଜିତୁ ମୁଣ୍ଡା ଜଣେ ଦର୍ପଣ , ବେଳେ ବେଳେ ଅପ୍ରତ୍ୟାଶିତ କାମ ବି କଥା କୁହେ , ବହୁତ ସତ ଆଗକୁ ଆସେ । ଆମ ସମାଜ ଆଗରେ ଦୁଇଟା କଥା । ଗୋଟେ କାଗଜରେ ଲେଖାଥିବା ଆଇନ କାନୁନ ଅନ୍ଯଟି ତା ପଛରେ ଥିବା ଉଦ୍ଦେଶ୍ଯ ଓ ଭାବନା । ସମସ୍ତେ ଲେଖାଥିବା ଆଇନ କାନୁନ କଥା କହୁଛନ୍ତି କିନ୍ତୁ ସେ ଲେଖା ପଛରେ ଥିବା ଉଦ୍ଦେଶ୍ଯ ଓ ଭାବନା କଣ ? ଏଥିପାଇଁ କିଛି ପ୍ରଶ୍ନ ନିଜକୁ ପଚାରିଲେ ସବୁ କଥା ଜଳ ଜଳ ହୋଇ ଜଣାପଡ଼ିବ। ଆଇନ କାନୁନ କଣ ପାଇଁ ଓ କାହା ପାଇଁ ? ସରକାରଙ୍କ ସମସ୍ତଙ୍କୁ ସମାଜର ମୂଖ୍ଯ ସ୍ରୋତରେ ମିଶାଇବାର ଯୋଜନା କାହାପାଇଁ ? ଜନଧନ ଯୋଜନା କାହିଁକି ଆସିଲା ? ବ୍ୟାଙ୍କ ମିତ୍ର କଣ ଓ କାହା ପାଇଁ ? ଗ୍ରାମ୍ଯ ବ୍ୟାଙ୍କ କାହା ପାଇଁ ? ଏମିତି ଆହୁରି ପ୍ରଶ୍ନ ଅଛି ? KYC ନହେଲେ ଆକାଉଣ୍ଟ ଲକ୍ ! ବାଲାନ୍ସ କମିଲେ ପଇସା କଟ୍ ତାହାଲେ ନୋମିନି ଅପଡେଟ ବି ସହଜରେ କରାଇ ପାରନ୍ତେ କିନ୍ତୁ ନାଁ ?
Akshay Samal । ଅକ୍ଷୟ ସାମଲ tweet media
OR
0
0
5
121
Akshay Samal । ଅକ୍ଷୟ ସାମଲ
ଅତ୍ୟନ୍ତ ଦୁଖର କଥା । ବ୍ୟବସ୍ଥାରେ କିଛି ପରିବର୍ତ୍ତନ ଦେଖାଯାଉ ନାହିଁ । ସମସ୍ୟା ଯୋଉଠି ଥିଲା ସେଇଠି ଅଛି । ଆଇନକାନୁନ ବ୍ୟବସ୍ଥା ଉପରେ ବିଶ୍ୱାସ....
NDTV@ndtv

Odisha Woman Raped, Face Slashed, Taken To Hospital On Cart ndtv.com/india-news/odi…

OR
0
0
2
65
Debendra Prusty
Debendra Prusty@debendraprusty·
ଅନେକ ମିଡିଆରେ ଏହାକୁ ସ୍ବିପ୍ ବା ଝାଡୁମରା ବିଜୟର ଆକଳନ ବୋଲି କୁହାଯାଉଛି।
Debendra Prusty tweet media
OR
4
0
2
99
Debendra Prusty
Debendra Prusty@debendraprusty·
ପେଟ୍ରୋଲ ଡିଜେଲ ଦର ବଢିଲାନି, ଗ୍ୟାସ୍ ଦର ବଢିଲା।
Debendra Prusty tweet media
OR
2
0
1
49
Akshay Samal । ଅକ୍ଷୟ ସାମଲ
What’s driving the shift in the WB election? Looks like BJP will forming govt in WB with 2/3 majority. A few key factors stand out: After nearly a decade, the state has witnessed a relatively peaceful election with strong voter turnout — that itself signals a change in public mood. State government employees remain dissatisfied. DA is around 22% under an older pay structure, while central employees receive ~58–60% under the 7th Pay Commission. A large majority want revision. Reports of people traveling from outside just to vote suggest unusually high motivation to influence the outcome — often interpreted as anti-incumbency sentiment. Exit poll silence matters. When many voters hesitate to disclose their choice, it often indicates a hidden swing — frequently against the ruling party. Together, these trends point to growing anti-incumbency against Trinamool Congress and explain why Bharatiya Janata Party is gaining ground.
English
0
0
5
228
Akshay Samal । ଅକ୍ଷୟ ସାମଲ
GOOD MORNING ☕️ It's okay to disagree, but disrespect is unacceptable. Disagreement is natural—it’s how we grow and learn. But the moment we cross into disrespect, we stop listening and start dividing. Respect doesn’t require agreement. It requires patience and openness.
English
0
0
3
115
Akshay Samal । ଅକ୍ଷୟ ସାମଲ
@Bipra121 ଏକ ନମ୍ବର ଏକ ପ୍ରହସନ । ସମସ୍ତେ ଏକ ନମ୍ବର ହେବାକୁ ଚାହାନ୍ତି, ସେଥିପାଇଁ ଉନ୍ନତିକରଣ କାମ କରିବାକୁ ପଡେ। ବୁଲିଲେ କିଛି ହେବନି ।
OR
0
0
0
33
ଶୂନ୍ୟବାଣୀ
@AkshayKSamal ଚାଙ୍ଗୁ ବଜାଉଛନ୍ତି। ପଶ୍ଚିମ ବଙ୍ଗକୁ ଏକ ନମ୍ବର ରିଜ୍ୟ କରାଇବାରେ ବ୍ୟସ୍ତ ଅଛନ୍ତି। ସିଏ ଆଉ କଣ କରିପାରିବେ।
OR
1
0
0
88
Akshay Samal । ଅକ୍ଷୟ ସାମଲ
ବିଜେପି ବାଲାଙ୍କ ପାଇଁ ନୂଆ ତାଜା ଖବର। ପଣ୍ଡା ବାବୁ କହିଲେଣି ମୁଁ ସରକାରି ଦଳର ନେତା 😀 ଜଦି ଆପଣ କୌଣସି ଦଳର ତାହେଲେ ଭଲ ଭାଷା ଆଶା କରିବା ଠିକ ନୁହେଁ । "ମୂର୍ଖ କୋଉଠିକାର" ଥରେ ଲେଖିଲେ ଯାହା ୨ ଥର ଲେଖିଲେ ବି ମାନେ ତାହା 😀 ବାକି ମୋ ଉତ୍ତର ଆପଣ ବୁଝି ପାରିବେନି । ଆଶା ଭାଷାରେ ଆଉ ତଳକୁ ଖସିବେନି🙏
Titu panda@Titupanda2

@AkshayKSamal @debendraprusty ମୂର୍ଖ କୋଉଠିକାର, death certificate ମିଳିନଥିଲା ଯାହା ୪ଏପ୍ରିଲ ରେ ମିଳିବା କଥା। ଅଧା ଅଧୁରା news ଦେଖି ପୋଷ୍ଟ କରୁଛନ୍ତି। ସରକାରୀ ଦଳର ନେତା ପରା ଆପଣ? ତ ଏଥିରୁ ଜଣା ପଡେ BJP ର ନେତାମାନେ କିଭଳି ମୂର୍ଖ। Bank ତା ନିୟମ ଅନୁଯାୟୀ ଚାଲେ, ବିନା death certificate ରେ ଟଙ୍କା ଦେଇଦେବ ବ୍ୟାଙ୍କ? ମୂର୍ଖ କୋଉଠିକାର...

OR
0
0
4
101
Akshay Samal । ଅକ୍ଷୟ ସାମଲ
ଜିତୁ ମୁଣ୍ଡାର କେସ୍ ସମାଜ ପାଇଁ ଦର୍ପଣ । ଜିତୁ ମୁଣ୍ଡାକୁ ଯେତିକି ତାଚ୍ଛଲ୍ୟ ସୋସିଆଲ ମିଡ଼ିଆରେ କରାଯାଉଛି ତାହା ଅତ୍ୟନ୍ତ ନିନ୍ଦନୀୟ। ତାଚ୍ଛଲ୍ୟ କରୁଥିବା ଲୋକ ମାନଙ୍କର ବି ଦୋଷ ନାହିଁ, ସେମାନେ ଶିକ୍ଷିତ, ତାଙ୍କ ସହିତ ସବୁବେଳେ ଭଲ ବ୍ୟବହାର ହେଉଥିବ ତେଣୁ ବାସ୍ତବତାକୁ ଜାଣିପାରୁ ନାହାନ୍ତି । ଅନେକ କଥା ବୁଝିବାର ଅଛି। ପଣ୍ଡିତ ପୁଅ ମାଙ୍କଡ ମାରିଲେ ଦୋଷ ନାହିଁ ଗରିବ ସମସ୍ତଙ୍କର ଟାପରା ଗରିବ ହୋଇ ଜନ୍ମ ହେବା ହିଁ ପାପ ।
OR
2
0
6
271
Akshay Samal । ଅକ୍ଷୟ ସାମଲ
ସବୁ ଦୋଷ ଜିତୁ ମୁଣ୍ଡାର ଗରିବ ହୋଇ ଜନ୍ମ ହେବା ତାର ବଡ ଦୋଷ ବଣ ଜଙ୍ଗଲ ରେ ଜନ୍ମ ହେବା ତାର ଦୋଷ ପାଠ ନପଡ଼ିବା ତାର ଦୋଷ ବ୍ଯବସ୍ଥାକୁ ନଜାଣିବା ତାର ଦୋଷ ବ୍ଯାଙ୍କ ଯାଉନଥିବା ବେଶି ଲୋକ ତାର ଦୋଷ ଦେଇଛନ୍ତି । ବାସ୍ତବତା ଠାରୁ ବହୁତ ଦୁରରେ ଆମେ , ସତ କିଛି ବି ହୋଇପାରେ କିନ୍ତୁ ବେଶି ଦୋଷ ଶିକ୍ଷିତଙ୍କର ।
OR
1
0
3
195
Akshay Samal । ଅକ୍ଷୟ ସାମଲ
Banker in Odisha's Bhadrak pockets Rs 5.56 crore govt fund with help of father, held Aradi Branch Incident (April 2026) Assault Allegation: As of late April 2026, reports indicate a serious incident occurred at the SBI Aradi branch in Bhadrak, where it was alleged that a staff member (accountant) assaulted a customer. Action Taken: Following public outrage and media reports, major action was reported against the staff, with reports suggesting the cashier and manager were removed.
English
0
0
0
170
Akshay Samal । ଅକ୍ଷୟ ସାମଲ
ଆମ ବ୍ୟାଙ୍କିଙ୍ଗ ବ୍ୟବସ୍ତା କେତେ ଭଲ ? ଯିଏ ସୁଝିବନି ତାକୁ ଲୋନ୍ ଯିଏ କିଛି କରିବାକୁ ଚାହୁଁଛି ତାକୁ ମିଳିବ ନାହିଁ । ସାଧାରଣ ଲୋକ ଲୋନ୍ ପେରେଇବାରେ ବିଳମ୍ବ କଲେ ଗୁଣ୍ଡା ଲଗେଇ ମାଡ ବି ମାରୁଛନ୍ତି । ବଡବଡିଆଙ୍କ ରୁଣ ଛାଡ, ଗରିବଙ୍କ ଘର ନିଲାମ। ସାଧାରଣ ଲୋକଙ୍କର ସେଭିଙ୍ଗସ୍ କିନ୍ତୁ କର୍ମଚାରୀ ମାନେ ନିଜକୁ ମାଲିକ ଭାବିବେ । ପଇସା ନେଇ ଲୋନ ଦେବେ । ଅବଶ୍ଯ ସମସ୍ତେ ଖରାପ ନୁହଁନ୍ତି । କିଛି ସଦ୍ୟତମ ଘଟଣା 👇 RBI Penalty: In early 2026, the RBI penalized Odisha Gramya Bank ₹1.50 lakh for non-compliance with regulations concerning NPA classification and provisioning. Two officials of a rural bank have been suspended in connection with a loan fraud of over Rs 42 lakh by mortgaging counterfeit gold in Odisha's Jajpur, an official said.
OR
4
0
12
974
Akshay Samal । ଅକ୍ଷୟ ସାମଲ
ଗାଡିରେ ଅଧା ତେଲ ଅଛି , ରବିବାର ଦିନ ଘରଣି କହିଲେ ଟାଙ୍କି ଫୁଲ୍ କରିଦିଅ, ମୁଁ କହିଲି କାଲି ପକେଇବା । ସୋମବାର ସକାଠୁ ଟାଙ୍କିରେ ତେଲ ନାହିଁ ,ଯୋଉଠି ଅଛି ଲମ୍ବା ଲାଇନ । ଲାଗୁଛି ଏଥର ପିଜା ପାର୍ଟି ହେବନି 😂
OR
0
0
2
93
Akshay Samal । ଅକ୍ଷୟ ସାମଲ
ସତ୍ଯ ବାବୁ ଭଲ ଘଣ୍ଟି ବଯାଉଛନ୍ତି । ଫୁଲ ଦମରେ ଓଡ଼ିଶାକୁ ବଦନାମ କରିବା ପଥେ । ଆନ୍ତର୍ଜାତିକ ସ୍ତରରେ ପହଞ୍ଚାଇଦେଲେ ଓଡିଶାକୁ । ସାମ୍ବାଦିକତାରୁ ପୁଣି ରାଜନିତୀ ମୁହାଁ ବୋଧହୁଏ। ଜୀତୁ ମୁଣ୍ଡା ଘଟଣାଟି ଏବେ ରାଜନୀତି ଓ ସୋସିଆଲ୍ ମିଡିଆର ଚର୍ଚ୍ଚାରେ ପରିଣତ ହୋଇଯାଇଛି। କିନ୍ତୁ ମୂଳ ସମସ୍ୟା ଏ ଚର୍ଚ୍ଚାଭିତରେ ହଜିଗଲା । ଭୁଲ କାହାର ? ନିୟମକାନୁନ କଣ ଓ କାହା ପାଇଁ ? ଏହି ଘଟଣାରେ ବ୍ୟବସ୍ଥା ବିଫଳ ହୋଇଛି। ବ୍ୟାଙ୍କ ବିଫଳ ହୋଇଛି। ସମାଜ ବିଫଳ ହୋଇଛି। ମାନବିକତା ବିଫଳ ହୋଇଛି। ଶେଷରେ ଯିଏ ଯନ୍ତ୍ରଣା ଭୋଗିଲା - ସେ ହେଲା କେବଳ ଜୀତୁ ମୁଣ୍ଡା। ଦୁଃଖର କଥା, ଆଗାମୀ ଦିନରେ ମଧ୍ୟ ଏଭଳି ଅନେକ “ଜୀତୁ ମୁଣ୍ଡା” ଏହି ପ୍ରଣାଳୀର ଅସଫଳତାର ଶିକାର ହେବେ, ଯଦି ଆମେ ଏବେ ମଧ୍ୟ ଶିଖିବାକୁ ଚେଷ୍ଟା ନକରୁ ।
Satya Prakash Nayak@SatyaPrNayak

A heartbreaking story from Keonjhar has shaken Odisha. Jeetu Munda, a poor villager from Mallipashi, lost his sister two months ago. ₹19,300 remained in her bank account. He reportedly made repeated visits to withdraw the money for urgent needs, but was told the account holder must come in person to sign. He kept explaining that she had died. No one listened. Left helpless by an insensitive system, he allegedly brought his sister’s skeletal remains to the bank just to prove the truth. Think about that. When rules are bent for corruption, files move fast. But when the poor need dignity, compassion and common sense, the system becomes rigid. This is not just one man’s tragedy. It is a mirror to governance, banking accountability and how India often treats its most vulnerable citizens. Odisha deserves answers. Who failed Jeetu Munda? And how many more suffer silently every day? Humanity should never require proof in bones. #Odisha #Keonjhar #Justice #BankingReform

OR
0
0
7
177
Akshay Samal । ଅକ୍ଷୟ ସାମଲ
Jeetu Munda case: turned into politics + social media debate. Real issue? Missing. System failed. Bank failed. Society failed. Humanity failed. Only Jeetu Munda suffers. Many Jeetu Munda will suffer in future as well.
Akshay Samal । ଅକ୍ଷୟ ସାମଲ tweet media
English
1
0
5
866