Zilla Parishad, Ganjam

1.9K posts

Zilla Parishad, Ganjam banner
Zilla Parishad, Ganjam

Zilla Parishad, Ganjam

@ZP_Ganjam

It is the Official page of CDO-cum-EO, Zilla Parishad, Ganjam.

Chhatrapur 가입일 Ağustos 2019
99 팔로잉24.7K 팔로워
Zilla Parishad, Ganjam
ଓଡ଼ିଆ ପକ୍ଷ ପାଳନ ଅବସରରେ ପାରମ୍ପରିକ ପୋଷାକ ପରିଧାନ – "ଆମ ପୋଷାକ, ଆମ ପରିଚୟ"। ଏହି ଅବସରରେ ଜିଲ୍ଲା ପରିଷଦର ସମସ୍ତ ଅଧିକାରୀ ଓ କର୍ମଚାରୀ ମାନେ ପାରମ୍ପରିକ ପୋଷାକ ପରିଧାନ କରି ଏହି ପକ୍ଷକୁ ପାଳନ କରିଛନ୍ତି।
Zilla Parishad, Ganjam tweet mediaZilla Parishad, Ganjam tweet media
OR
0
1
15
312
Zilla Parishad, Ganjam 리트윗함
CMO Odisha
CMO Odisha@CMO_Odisha·
ଆମ ଅସ୍ମିତା, ଆମ ସଂସ୍କୃତି ଓ ଆମ ଗୌରବର ଅନନ୍ୟ ପର୍ବ - ‘ଓଡ଼ିଆ ପକ୍ଷ–୨୦୨୬’। ଓଡ଼ିଶା ଦିବସରୁ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ପୁରପଲ୍ଲୀରେ ଗୁଞ୍ଜରିତ ହେବ ଓଡ଼ିଆ ଜାତିର ସ୍ୱାଭିମାନ ଗାଥା। ଏହି ମହାସମାରୋହରେ ଆନନ୍ଦର ସହିତ ସାମିଲ ହୁଅନ୍ତୁ ଏବଂ ଓଡ଼ିଆ ଅସ୍ମିତାର ବାର୍ତ୍ତାକୁ ପ୍ରସାରିତ କରନ୍ତୁ।
OR
26
46
215
17.8K
Zilla Parishad, Ganjam 리트윗함
Mohan Charan Majhi
Mohan Charan Majhi@MohanMOdisha·
'ଓଡ଼ିଆ ପକ୍ଷ - ୨୦୨୬' ଆମ ସମସ୍ତଙ୍କ ପାଇଁ ଏକ ଗୌରବମୟ ଅବସର। ଏପ୍ରିଲ ୧ ଓଡ଼ିଶା ଦିବସଠାରୁ ୧୪ ତାରିଖ ଓଡ଼ିଆ ନବବର୍ଷ ପର୍ଯ୍ୟନ୍ତ ଆମ ଭାଷା, ସଂସ୍କୃତି ଓ ପରମ୍ପରାର ଏହି ମହାମିଳନ ପର୍ବ ସାରା ରାଜ୍ୟରେ ପାଳିତ ହେବ। ଆସନ୍ତୁ, ଏହି ଉତ୍ସବରେ ସାମିଲ ହୋଇ ଆମ ଅସ୍ମିତାକୁ ଆହୁରି ସୁଦୃଢ଼ କରିବା। #OdiaPakhya2026 #ଓଡ଼ିଆପକ୍ଷ୨୦୨୬
OR
21
64
351
8.9K
Zilla Parishad, Ganjam 리트윗함
CMO Odisha
CMO Odisha@CMO_Odisha·
ପୂରଣ ହେଉଛି ପକ୍କାଘର ଆଶା, ବିକଶିତ ହେଉଛି ଆମ ଓଡ଼ିଶା ସୁରକ୍ଷିତ ଆଶ୍ରୟ ସୁନିଶ୍ଚିତ କରିବା ଦିଗରେ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଲୋକଙ୍କ ସରକାରଙ୍କ ଏକ ବଳିଷ୍ଠ ପଦକ୍ଷେପ। ମାତ୍ର ଏକ ବର୍ଷ ମଧ୍ୟରେ ୧,୫୭,୯୩୬ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ୭୨,୨୬୩ ଟି ଗୃହ ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଏହି ଅଭିଯାନ କେବଳ ବାସଗୃହ ନୁହେଁ, ବରଂ ଜନସାଧାରଣଙ୍କୁ ନୂଆ ପରିଚୟ ଏବଂ ସମ୍ମାନର ସହ ବଞ୍ଚିବାର ରାହା ପ୍ରଦାନ କରୁଛି। #OneYearOfAntyodaya
OR
9
8
39
2.1K
Zilla Parishad, Ganjam 리트윗함
Mohan Charan Majhi
Mohan Charan Majhi@MohanMOdisha·
1 year of Antyodaya Gruha Jojana - 1.57 lakh homes delivering dignity, security, and hope across Odisha. #OneYearOfAntyodaya
English
8
7
30
2.9K
Zilla Parishad, Ganjam 리트윗함
BERHAMPUR MUNICIPAL CORPORATION
ବ୍ରହ୍ମପୁର, Are you ready? The wait is finally over! ଆସିଗଲା ଆମ ସହରର ସବୁଠାରୁ ବଡ଼ ପର୍ବ ସିଲ୍କ ସିଟି ମହୋତ୍ସବ! From the pride of our weavers, the Brahmapuri Patta, to the incredible Subhadra Shakti & ORMAS stalls, we are celebrating empowerment and heritage like never before.
BERHAMPUR MUNICIPAL CORPORATION tweet media
English
2
8
41
987
Zilla Parishad, Ganjam 리트윗함
Collector & District Magistrate, Ganjam
ଓଡ଼ିଶା ଦିବସ ଅବସରରେ ଆଜି ଗଞ୍ଜାମ ଜିଲ୍ଲାପାଳ ବ୍ରହ୍ମପୁର ସହରସ୍ଥିତ ସମସ୍ତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିଥିଲେ। ଏହି ଅବସରରେ ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। @CMO_Odisha @Culturedeptt
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
4
17
909
Zilla Parishad, Ganjam 리트윗함
Collector & District Magistrate, Ganjam
ଗଞ୍ଜାମ ଜିଲ୍ଲାର ଶେରଗଡ, ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ‘ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର’ ଆୟୋଜିତ ହୋଇଥିଲା। ଏହି ଶିବିରରେ ଗଞ୍ଜାମ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ସହ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି, ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଶୁଣାଣି କରିଥିଲେ। @CMO_Odisha @IPR_Odisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
1
2
22
710
Zilla Parishad, Ganjam 리트윗함
Collector & District Magistrate, Ganjam
ଜିଲ୍ଲାପାଳ, ଗଞ୍ଜାମ ଶେରଗଡ଼ ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ପରିଦର୍ଶନ କରି ସେମାନଙ୍କର କାର୍ଯ୍ୟନ୍ବୟନ ଓ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ। @CMO_Odisha @IPR_Odisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
3
40
924
Zilla Parishad, Ganjam
ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ପୋଲସରା ବ୍ଲକ ଗସ୍ତ କରି ମୋ ସେବା କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ ସହିତ ବିଭିନ୍ନ ପ୍ରକଳ୍ପ ଗୁଡିକର ପରିଦର୍ଶନ କରିଥିଲେ ।
Zilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet media
OR
0
2
18
377
Zilla Parishad, Ganjam
ପୋଲସରା ବ୍ଲକ ଜକର ଗ୍ରାମର ଦୃଷ୍ଟିହୀନ ହିତାଧିକାରୀ ଶିବରାମ ଗୌଡ ଅନ୍ତ୍ୟୋଦୟ ଗୃହ ଯୋଜନାରେ ଘର ପାଇ ୧୨୦ ଦିନ ମଧ୍ୟରେ ଗୃହ କାର୍ଯ୍ୟ ସମ୍ପୂର୍ଣ୍ଣ କରି ନିଜ ପରିବାର ସହିତ ସସମ୍ମାନେ ବସବାସ କରୁଛନ୍ତି ।
Zilla Parishad, Ganjam tweet media
OR
0
1
8
285
Zilla Parishad, Ganjam 리트윗함
CMO Odisha
CMO Odisha@CMO_Odisha·
ରାଜ୍ୟର ଗୃହହୀନ ଓ ଅସହାୟ ପରିବାରଙ୍କୁ ସ୍ୱାଭିମାନର ସହ ବଞ୍ଚିବାର ରାହା ଦେଖାଇ 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆଜି ସଫଳତାର ଏକ ବର୍ଷ ଅତିକ୍ରମ କରିଛି। ଗତ ଏକ ବର୍ଷ ମଧ୍ୟରେ ଏହି ଯୋଜନା ମାଧ୍ୟମରେ ମୋଟ ୧,୫୭,୯୩୬ ପରିବାର ଉପକୃତ ହୋଇଥିବା ବେଳେ ଏହି ସମସ୍ତ ପରିବାରଙ୍କୁ ନିଜସ୍ୱ ପକ୍କାଘର ପାଇଁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଛି। ସରକାରଙ୍କ ନିରନ୍ତର ପ୍ରୟାସ ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭୨,୨୬୩ ପରିବାରଙ୍କ ପକ୍କାଘର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇସାରିଛି ଏବଂ ଅନ୍ୟ ୮୫,୬୭୩ ଘରର ନିର୍ମାଣ କାର୍ଯ୍ୟ ଜାରି ରହିଛି। ବିପର୍ଯ୍ୟୟ କ୍ଷତିଗ୍ରସ୍ତ, ଭିନ୍ନକ୍ଷମ, ସ୍ଥାନାନ୍ତରିତ ଏବଂ ଦୁରାରୋଗ୍ୟ ରୋଗଗ୍ରସ୍ତ ପରିବାରଙ୍କୁ ପ୍ରାଥମିକତା ଭିତ୍ତିରେ ସାମିଲ କରି ଏହି ଯୋଜନା ସାମାଜିକ ଓ ଅର୍ଥନୈତିକ ବିକାଶର ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ଏକ ସମୃଦ୍ଧ ଓଡ଼ିଶା ଗଠନ ସଂକଳ୍ପରେ ଏହି ଯୋଜନା ପ୍ରତିଟି ଗୃହହୀନଙ୍କ ମୁହଁରେ ହସ ଫୁଟାଇ ପାରିଛି। #OneYearOfAntyodaya
CMO Odisha tweet media
OR
7
43
115
4.3K
Zilla Parishad, Ganjam 리트윗함
Collector & District Magistrate, Ganjam
ଜିଲ୍ଲାପାଳ, ଗଞ୍ଜାମ ଆଜି ସୁରଙ୍ଗୀ ଗ୍ରାମ ପଞ୍ଚାୟତର ସିନ୍ଧୁପାଙ୍କା ଅଞ୍ଚଳର ଗ୍ରାମବାସୀମାନଙ୍କ ସହ ଆଲୋଚନା କରି ସେମାନଙ୍କୁ ମିଳୁଥିବା ମୌଳିକ ସୁବିଧାର ଯୋଗାଣ ସମ୍ପର୍କରେ ପଚାରି ବୁଝିଥିଲେ। @CMO_Odisha @IPR_Odisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
5
39
1.3K
Zilla Parishad, Ganjam 리트윗함
Collector & District Magistrate, Ganjam
ଜିଲ୍ଲାପାଳ, ଗଞ୍ଜାମ ଆଜି ପାତ୍ରପୁର ବ୍ଲକ ଅନ୍ତର୍ଗତ ଖରିଆଗୁଡ଼ା ଗ୍ରାମ ପଞ୍ଚାୟତର ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ପରିଦର୍ଶନ ଓ ତଦାରଖ କରିବା ସହ ଅଙ୍ଗନୱାଡି କେନ୍ଦ୍ରରେ ଶିଶୁମାନଙ୍କ “ପ୍ରବେଶ ଉତ୍ସବ”ରେ ଅଂଶଗ୍ରହଣ କରିଥିଲେ। ଏଥି ସହ ଝଗଡ଼ାପାଲି ଗସ୍ତ କରି ବିସ୍ଥାପିତ ପରିବାରମାନଙ୍କ ସହ ଆଲୋଚନା କରିଥିଲେ। @CMO_Odisha @WCDOdisha
Collector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet mediaCollector & District Magistrate, Ganjam tweet media
OR
0
2
22
874
Zilla Parishad, Ganjam
Zilla Parishad, Ganjam@ZP_Ganjam·
ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଞ୍ଜାମ ଜିଲ୍ଲା ପଞ୍ଚାୟତ ସାଧନ କେନ୍ଦ୍ର (DPRC) ପରିଦର୍ଶନ କରି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ସହିତ ଫୁଡ୍ ସର୍ଭିସ ସେନ୍ଟରର କାର୍ଯ୍ୟ ପ୍ରଣାଳୀ ବିଷୟରେ ଆଲୋଚନା କରିଥିଲେ ।
Zilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet media
OR
0
1
21
496
Zilla Parishad, Ganjam
Zilla Parishad, Ganjam@ZP_Ganjam·
ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ବ୍ଲକ ଅନ୍ତର୍ଗତ ସୁବଳୟା ଗ୍ରାମପଞ୍ଚାୟତର ମଧୁର ଜଳ ମାଛ ଯାଆଁଳା କେନ୍ଦ୍ର (Fresh Water Fin Fish Hatchery) କ୍ଲଷ୍ଟର ପରିଦର୍ଶନ କରି ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିବା ସହିତ ପ୍ରକଳ୍ପଗୁଡ଼ିକୁ ଶୀଘ୍ର ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
Zilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet media
OR
0
0
21
405
Zilla Parishad, Ganjam
Zilla Parishad, Ganjam@ZP_Ganjam·
ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ ସ୍ଥିତ ଡେଣ୍ଡ୍ରୋବିଅମ୍ ଅର୍କିଡ୍ ହାଇ-ଟେକ୍ ୟୁନିଟ୍‌ ଗସ୍ତ କରିଥିଲେ। ଏହି ଗସ୍ତରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ (WSHG) ସଦସ୍ୟା ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଅର୍କିଡ୍ ଫୁଲର ଉତ୍ପାଦନ ଓ ବିକ୍ରୟ ପ୍ରଣାଳୀ ବିଷୟରେ ଆଲୋଚନା କରାଯାଇଥିଲା।
Zilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet media
OR
0
0
11
310
Zilla Parishad, Ganjam
Zilla Parishad, Ganjam@ZP_Ganjam·
ଆଜି ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଞ୍ଜାମ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡି ସ୍ଥିତ ଗ୍ରାମୀଣ ଶିଳ୍ପ ଉତ୍ପାଦନ କେନ୍ଦ୍ର ଗସ୍ତ କରିଥିଲେ। ଏହି ଅବସରରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀ (WSHG) ସଦସ୍ୟା ଓ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ଉତ୍ପାଦନ, ପ୍ୟାକେଜିଂ ଓ ବିପଣନ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା।
Zilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet media
OR
0
1
9
211
Zilla Parishad, Ganjam
Zilla Parishad, Ganjam@ZP_Ganjam·
ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଞ୍ଜାମ ସମସ୍ତ ବ୍ଲକ୍ ଉନ୍ନୟନ ଅଧିକାରୀ, ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହାୟକ ଯନ୍ତ୍ରୀ ମାନଙ୍କ ସହିତ PMAY(G), AGJ, BGBO, MGNREGS ଓ ଅନ୍ୟାନ୍ୟ ପ୍ରମୁଖ ଯୋଜନା ଗୁଡିକ ଉପରେ ଏକ ସମୀକ୍ଷା ବୈଠକ କରିଥିଲେ ।
Zilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet media
OR
0
1
12
220
Zilla Parishad, Ganjam
Zilla Parishad, Ganjam@ZP_Ganjam·
ମୁଖ୍ୟ ଉନ୍ନୟନ ଅଧିକାରୀ, ଜିଲ୍ଲା ପରିଷଦ, ଗଞ୍ଜାମଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବ୍ଲକ୍ ଉନ୍ନୟନ ଅଧିକାରୀ, ସହାୟକ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ସହାୟକ ଯନ୍ତ୍ରୀମାନେ ଉପସ୍ଥିତ ଥିଲେ। @CMO_Odisha @IPR_Odisha
Zilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet mediaZilla Parishad, Ganjam tweet media
OR
1
2
30
1.1K