Dipu Rout

70 posts

Dipu Rout banner
Dipu Rout

Dipu Rout

@143dipak1

life is one platform.

nayagrh nuagaon odisha Katılım Mayıs 2021
65 Takip Edilen3 Takipçiler
Dipu Rout
Dipu Rout@143dipak1·
ମା ସଭିଙ୍କ ସାହା..
Dipu Rout tweet media
OR
0
0
0
10
Dipu Rout
Dipu Rout@143dipak1·
ବିଦ୍ୟୁତ ନ ଥିବା ଗାଁ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ପାରାଢିପି ପଞ୍ଚାୟତ ର ନୂଆ ଗ ଉଡ଼ ସାହି ଗାଁ।। ଆଜି ଯାଏ କୈାଣସି ସମସ୍ୟା ସମାଧାନ ହେଲା ନାହିଁ ଅନ୍ଧାରରେ ଗ୍ରାମବାସୀ ଦେଶ ସ୍ବାଧୀନତାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବିଦ୍ୟୁତ ତାର ନାହିଁ ଲାଇଟ୍ ଦୂରରେ।@AdmnNayagarh
Dipu Rout tweet media
OR
0
0
0
14
Dipu Rout
Dipu Rout@143dipak1·
ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ରତାଦେଇ ପିଠ ଏବଂ ପଞ୍ଚୁପାଣ୍ଡବ ପୀଠ ଓ ରାଜଗିରି ତା ସହିତ ନୟାଗଡ଼ ଇତିହାସ ର ମୁକ ସାକ୍ଷୀ ମା ବାଉରୀ ଠାକୁରାଣୀ ପୀଠ ପର୍ଯ୍ୟଟନ ବିଭାଗ ମାନଚିତ୍ରରେ ସ୍ଥାନ ଦେଲେ ନୟାଗଡ଼ ଜିଲ୍ଲା ଇତିହାସ ର ପୁନଃ ଉଦ୍ଧାର ହୋଇ ପାରନ୍ତା, @odisha_tourism
OR
0
0
0
13
Dipu Rout
Dipu Rout@143dipak1·
@TPCentralOdisha ଧନ୍ୟବାଦ ବିଦ୍ୟୁତ୍ ବିଭାଗ କାମ କରି ସଫଳତା ସହିତ ବିଦ୍ୟୁତ୍ ସଂଯୋଗ କରିଛନ୍ତି, ଜଦି ଦରକାର ହୁଏ ତେବେ ଜଣାଇବୁ ମୋବାଇଲ୍ ନମ୍ବର୍ 9777726454. ସହଯୋଗ ପାଇଁ ଅଶେଷ ଧନ୍ୟବାଦ।।
OR
0
0
0
4
TP Central Odisha Distribution Ltd
@143dipak1 ଆମେ ଆପଣଙ୍କ ସମସ୍ୟାର ସମାଧାନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଆବଶ୍ୟକୀୟ ତଥ୍ୟ ନଥିବା ଯୋଗୁଁ ଏହା ସମ୍ଭବ ହୋଇପାରିଲା ନାହିଁ । ସମସ୍ୟାର ସମାଧାନ ପାଇଁ ଆବଶ୍ୟକୀୟ ତଥ୍ୟ ଆମକୁ ପ୍ରଦାନ କରିବାକୁ ଅନୁରୋଧ କରୁଛୁ । ଫଳରେ ଆମେ ଆପଣଙ୍କ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଇପାରିବୁ l ଧନ୍ୟବାଦ ।
OR
1
0
0
7
Dipu Rout
Dipu Rout@143dipak1·
ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ଜାକେଡା଼ ପଞ୍ଚାୟତ ର ଦଶଟି ଗାଁ ଆଠଦିନ ହେଲାଣି ଅନ୍ଧାରରେ ଅଭିଯୋଗ କରି ନୟାନ୍ତ, ଲୋକ ସଜବାଜ ହେଲେଣି କାଲି ଅଫିସ୍ ଘେରାଉ କରିବା ସହିତ ବିଦ୍ୟୁତ୍ ବିଭାଗ ଅଫିସର ଙ୍କୁ ତାଲା ପକାଇବେ ଏହାର ତଦନ୍ତ ସହିତ ଶିଘ୍ର ବିଦ୍ୟୁତ୍ ସଂଯୋଗ କରିବା ପାଇଁଁ ଅନୁରୋଧ @TPCentralOdisha
Dipu Rout tweet mediaDipu Rout tweet media
OR
4
1
2
192
Dipu Rout
Dipu Rout@143dipak1·
@Food_Odisha ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ୨୨ ଗୋଟି ପଞ୍ଚାୟତ ରେ ଉପଯୁକ୍ତ ରାସନ୍ କାର୍ଡ ପାଇବା ବ୍ୟକ୍ତି ଏବଂ ରାସନ୍ କାର୍ଡ ରେ ନୂତନ ସଂଯୋଗ ବ୍ୟକ୍ତି ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ଦୟାକରି ଏଥିପ୍ରତି ଧ୍ୟାନ ଦେଲେ ଗରିବ ଲୋକ ମାନେ ଉପକୃତ ହୁଅନ୍ତେ।।
OR
0
0
0
3
Dipu Rout
Dipu Rout@143dipak1·
@PMGSY_NRRDA ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ଜାକେଡା଼ ପଞ୍ଚାୟତ ଓ ପାରାଢିପି ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣରେ ଅନିୟମିତତା ନିମ୍ନମାନର କାମ ହେବା ସହିତ ଏ ପଯ୍ୟନ୍ତ ରାସ୍ତା କାମ ଶେଷ ହୋଇ ପାରିଲା ନାହିଁ ଏହା ତଦନ୍ତ ପରିସରଭୁକ୍ତ କରିବା ସହିତ ଉଚିତ୍ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ।।
Dipu Rout tweet mediaDipu Rout tweet mediaDipu Rout tweet mediaDipu Rout tweet media
OR
0
0
0
4
TP Central Odisha Distribution Ltd
@143dipak1 ସାର୍, ଆପଣଙ୍କୁ ଯୋଗାଯୋଗ କରିବାକୁ ଆମେ ପ୍ରଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିଲା ନାହିଁ । ଦୟାକରି ଆମକୁ ଏକ ବିକଳ୍ପ ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ଅନୁରୋଧ । i.ki.show/2CAD81C927
OR
1
0
0
7
Dipu Rout
Dipu Rout@143dipak1·
@TPCentralOdisha ଏ ହେଉଛି ଅବସ୍ଥା ବିଦ୍ୟୁତ୍ ସଂଯୋଗ କାଲି ରାତି ଠାରୁ ହୋଇ ନାହିଁ ତେବେ ଏପର୍ଯ୍ୟନ୍ତ ବିଦ୍ୟୁତ୍ ନାହିଁ, କିଏ ଜଣେଇଲେ ଆପଣ ମାନେ ଲେଖିଛନ୍ତି ବିଦ୍ୟୁତ୍ ସଂଯୋଗ ହୋଇଛି ବୋଲି, କେଉଁ ଅଫିସର କହିଛନ୍ତି ତାଙ୍କ ନମ୍ବର ଏବଂ ନାମ ଟିକେ ଜଣାଇବେ ସବୁ ତାର ଖୁଣ୍ଟ ନେଇଯାଅ ଏ ମିଛୁଆ ଅଫିସର ମାନଙ୍କ ପାଇଁ ବିକାଶ ଏମିତି।।
Dipu Rout tweet media
OR
4
0
0
15
TP Central Odisha Distribution Ltd
@143dipak1 ସାର୍, ଆପଣଙ୍କ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ କରାଯାଇଛି । ବର୍ତ୍ତମାନ ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆମକୁ ଅବଗତ କରନ୍ତୁ । ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।
OR
1
0
0
7
Dipu Rout
Dipu Rout@143dipak1·
@TPCentralOdisha ବିଦ୍ୟୁତ୍ ଦୁଇ ମିନିଟ ରହିବା ପରେ ପୁଣି କଟିଗଲା, କାଲି ଗଛ ଓଳାଇବା ପାଇଁ ଗାଁ ର ଲୋକ ମାନଙ୍କୁ ବେଠି କରିବା ପାଇଁ ବିଦ୍ୟୁତ୍ ବିଭାଗ ର ଅଫିସର କହିଛନ୍ତି, ତେବେ କଣ ସମାଧାନ ହେଲା।।
OR
3
0
0
12
TP Central Odisha Distribution Ltd
@143dipak1 ସାର୍, ଆପଣଙ୍କ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ପୁନଃସ୍ଥାପିତ କରାଯାଇଛି । ବର୍ତ୍ତମାନ ଯଦି ଆପଣ କୌଣସି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତାହେଲେ ଆମକୁ ଅବଗତ କରନ୍ତୁ । ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।
OR
1
0
1
20
Dipu Rout
Dipu Rout@143dipak1·
ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ପାରାଢିପି ପଞ୍ଚାୟତ ର ସବୁ ଗାଁ କୁ ମୋବାଇଲ୍ ନେଟୱର୍କ ଆସୁନି, ଏ ଅଞ୍ଚଳର ପାଞ୍ଚ ହଜାର ରୁ ଅଧିକ ଲୋକ ଏୟାରଟେଲ ଗ୍ରାହକ ଅଟନ୍ତି କିନ୍ତୁ ଏଠାରେ ସଠିକ୍ ନେଟୱର୍କ ଆସୁନି ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ଦୟାକରି ଏଥିପ୍ରତି ଧ୍ୟାନ ଦେଲେ ଲୋକ ଉପକୃତ ହୁଅନ୍ତେ, @Airtel_Presence
OR
1
0
0
141
Dipu Rout
Dipu Rout@143dipak1·
@TPCentralOdisha କାଳବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗିବା ସହିତ ୩୦ ଏପ୍ରିଲ୍ ରୁ ୩ ମେ ପଯ୍ୟନ୍ତ ବିଦ୍ୟୁତ୍ ନାହିଁ ଅଭିଯୋଗ ପରେ ମଧ୍ୟ ଆଜି ପଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ଏହା ଦ୍ଵାରା ପାଞ୍ଚଟି ପରିବାର ଏବଂ ହାଇସ୍କୁଲ୍ ମଧ୍ୟ ଅନ୍ଧାରରେ ତେଣୁ ଅନୁରୋଧ ତୁରନ୍ତ ସ୍ଥାୟୀ ପ୍ରତିକାର କଲେ ସାଧାରଣ ଲୋକ ଉପକୃତ ହୁଅନ୍ତେ।।
OR
4
0
0
12
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@143dipak1 ସାର୍, ଆପଣଙ୍କ ସମସ୍ୟାର ସମାଧାନ ପାଇଁ NYD ଡିଭିଜନକୁ ଅବଗତ କରାଯାଇଛି । ଏହା ସହିତ ଆପଣଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଆମେ ଏନେଇ ଏକ  Case ID: 685019 ସୃଷ୍ଟି କରିଛୁ । ଆମକୁ ଯୋଗାଯୋଗ କରିଥିବାରୁ ଧନ୍ୟବାଦ ।
OR
1
0
0
27
Dipu Rout
Dipu Rout@143dipak1·
ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ମହିପୁର ବିଦ୍ୟୁତ୍ ବିଭାଗ ର ଫେରି ଫେରି ସେସ୍କନ ଅନ୍ତର୍ଗତ, ପାରାଢିପି ପଞ୍ଚାୟତ ର ବାଲଣ୍ଡା ହାଇସ୍କୁଲ ପଛ ପଟ ରାସ୍ତା ଉପରେ କାଳ ବୈଶାଖୀ ପ୍ରଭାବରେ ବିଦ୍ୟୁତ୍ ତାର ଛିଡ଼ି ପଡ଼ି ଅଛି ତେଣୁ ବିଦ୍ୟୁତ୍ ସଂଯୋଗ ଦେବା ଆଗରୁ ପୁନଃ ବିଦ୍ୟୁତ୍ ସଜାଇ ଛାଡ଼ିବାକୁ ଅନୁରୋଧ @TPCentralOdisha
Dipu Rout tweet mediaDipu Rout tweet mediaDipu Rout tweet media
OR
3
0
0
87
TP Central Odisha Distribution Ltd
TP Central Odisha Distribution Ltd@TPCentralOdisha·
@143dipak1 ସାର୍, ଆପଣଙ୍କୁ ଯୋଗାଯୋଗ କରିବାକୁ ଆମେ ପ୍ରଚେଷ୍ଟା କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇପାରିଲା ନାହିଁ । ଦୟାକରି ଆମକୁ ଏକ ବିକଳ୍ପ ମୋବାଇଲ୍ ନମ୍ବର ପ୍ରଦାନ କରିବାକୁ ଅନୁରୋଧ । i.ki.show/2CAD81C927
OR
1
0
0
17
Dipu Rout
Dipu Rout@143dipak1·
ମାନନୀୟ ଟାଟା ପାୱାର ର ଅଫିସର ଓ ଅଧିକାରୀ ମହୋଦୟ, ଚାରି ଦିନ ହେଲାଣି ଘରେ ବିଦ୍ୟୁତ୍ ନାହିଁ ଅଭିଯୋଗ ଅଭିଯୋଗ ବାଟରେ ଆଉ କେତେ ଦିନ ସମୟ ଲାଗିବ ନା ଜଦି ନୁହେଁ, ତେବେ ତାର ଏବଂ ମିଟର ଆପଣଙ୍କ ଅଫିସର ମାନଙ୍କୁ ପଠାଇ ନେଇ ଯାଆନ୍ତୁ ଆପଣ ଥରେ ମାନବିକତାର ସହିତ ବିଚାର କରିବେ, ଏହା ଲେଖା ଯଥାର୍ଥ ନା ନାହିଁ,@TPCentralOdisha
Dipu Rout tweet mediaDipu Rout tweet media
OR
4
0
0
88
Dipu Rout
Dipu Rout@143dipak1·
@AdmnNayagarh ନୂଆଗାଁ ବ୍ଳକର ଅନେକ ସ୍କୁଲର ଗେଟ୍ ନାହିଁ କି ସଠିକ୍ ଘର ନାହିଁ ପାଠ ପଢିବା ପାଇଁ ଛାତ୍ରଛାତ୍ରୀଙ୍କ ପାଇଁ, ତେଣୁ ଉପଯୁକ୍ତ ପଦକ୍ଷେପ ନେଲେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଛୁଆ ମାନଙ୍କ ଭବିଷ୍ୟତ ଉଜ୍ଜ୍ୱଳ ହୋଇ ପାରନ୍ତା,
Dipu Rout tweet media
OR
0
0
0
10
Dipu Rout
Dipu Rout@143dipak1·
ଭୁବନେଶ୍ୱର ରୁ ଦଶପଲ୍ଲା ରେଳ ସେବାରେ ଜଦି ଆଉ କିଛି ରେଳ ଯୋଗାଇଦେଲେ ଲୋକ ମାନଙ୍କୁ ସୁବିଧା ହୁଅନ୍ତା ଯାତାୟାତ ପାଇଁ, ଲୋକ ବହୁତ ହଇରାଣ ହେଉଛନ୍ତି ତେଣୁ ଦୟାକରି ଆପଣ ଉଚିତ୍ ପଦକ୍ଷେପ ନେଲେ ଯାତାୟାତ ପାଇଁ ବହୁତ ସୁବିଧା ହୁଅନ୍ତା।।
OR
0
0
0
41
Dipu Rout
Dipu Rout@143dipak1·
@AdmnNayagarh ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ପଞ୍ଚୁପାଣ୍ଡବ ମନ୍ଦିର ଓ ପର୍ଯ୍ୟଟନସ୍ଥଳୀ ମାନ୍ୟତା ପାଇଛି ଫଳକରେ କିନ୍ତୁ ଆଜି ଯାଏ କୈାଣସି ସୁବିଧା ସୁଯୋଗ ନାହିଁ। କି ପର୍ଯ୍ୟଟନ ବିଭାଗ ର ଦୃଷ୍ଟି ଆଢ଼ୁଆଳରେ ଆସୁ ନାହିଁ। ଏହାର ତଦନ୍ତ ସହିତ ଉପଯୁକ୍ତ ପଦକ୍ଷେପ ନେଲେ ପୁରୁଣା ଇତିହାସ ଜୀବନ୍ତ ହୋଇ ପାରନ୍ତା।।
Dipu Rout tweet media
OR
0
0
0
8
Dipu Rout
Dipu Rout@143dipak1·
ଏ ନୟାଗଡ଼ ଜିଲ୍ଲାର ନୂଆଗାଁ ବ୍ଳକର ପର୍ଯ୍ୟଟନ ବିଭାଗ ଫଳକ ଲଗାଇ କାମ ହୋଇ ନାହିଁ କାହିଁକି ଏହା କାର୍ଯ୍ୟକ୍ଷମ ହେବ ନା ନାହିଁ।। ସରକାର ଙ୍କ ଦୃଷ୍ଟି ଆକର୍ଷଣ ହେଉ ନାହିଁ କାହିଁକି।୫୭ ନମ୍ବର ଜାତୀୟ ରାଜପଥର ପାର୍ଶ୍ବରେ ପଞ୍ଚୁପାଣ୍ଡବ ମନ୍ଦିର ଭଗ୍ନାବଶେଷ ହୋଇ ରହିଛି ଫଳକରେ ସୀମିତ।।
Dipu Rout tweet mediaDipu Rout tweet mediaDipu Rout tweet media
OR
0
0
0
34