AAP Odisha 🇮🇳

25.4K posts

AAP Odisha 🇮🇳 banner
AAP Odisha 🇮🇳

AAP Odisha 🇮🇳

@AAPOdisha

Official Twitter Handle for AAP Odisha.

Bhubaneswar Katılım Nisan 2013
71 Takip Edilen9.3K Takipçiler
Sabitlenmiş Tweet
AAP Odisha 🇮🇳
AAP Odisha 🇮🇳@AAPOdisha·
“ଗୋଟିଏ ସନ୍ଧ୍ୟା ଶହୀଦମାନଙ୍କ ସମ୍ମାନରେ” ✨ ଆସନ୍ତୁ ଶୁଣିବା ଅରବିନ୍ଦ କେଜରିୱାଲଙ୍କର ଶହୀଦ ଦିବସ ଅବସରରେ ସମ୍ପୂର୍ଣ ସମ୍ବୋଧନ: #EkShaamShahidoKeNaam
OR
25
96
126
11.5K
AAP Odisha 🇮🇳
AAP Odisha 🇮🇳@AAPOdisha·
ପଞ୍ଜାବରେ ଅରାଜକତାର ପ୍ରସାର କରିବା ବିଜେପିର ମିଶନ ଅଟେ।
AAP Odisha 🇮🇳 tweet media
OR
0
0
1
11
AAP Odisha 🇮🇳
AAP Odisha 🇮🇳@AAPOdisha·
କାମର ରାଜନୀତିର ଦମ ହାରିଲା ପ୍ରଦୂଷଣ, ଜିତିଲା ପଞ୍ଜାବ।
AAP Odisha 🇮🇳 tweet media
OR
1
4
3
17
AAP Odisha 🇮🇳
AAP Odisha 🇮🇳@AAPOdisha·
ମହାତ୍ମା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ପ୍ରତୀକାତ୍ମକ ଗଣ ଧାରଣା, ପରେ ଆରକ୍ଷୀ ଅଧିକ୍ଷକଙ୍କ ଜରିଆରେ ପୋଲିସ ମହା ନିର୍ଦ୍ଦେଶକଙ୍କୁ ଦାବିପତ୍ର ପ୍ରଦାନ ଓ ଜିଲ୍ଲାପାଳଙ୍କୁ ଭେଟି ପୀଡ଼ିତାଙ୍କ ଆର୍ଥିକ ସହାୟତା ଦେବା ଓ ତାଙ୍କ ଶିଶୁ କନ୍ୟାର ଯତ୍ନର ବନ୍ଦୋବସ୍ତ କରିବାକୁ ଅନୁରୋଧ ସହିତ ଏକ କପି ପ୍ରଦାନ କରାଯାଇଥିଲା।
OR
0
3
4
43
AAP Odisha 🇮🇳
AAP Odisha 🇮🇳@AAPOdisha·
ଢେଙ୍କାନାଳ ଜିଲ୍ଲା ଭାପୁର ଦୁଷ୍କର୍ମ ଅଭିଯୁକ୍ତକୁ ତୁରନ୍ତ ଗିରଫ, ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ, ଜିଲ୍ଲାରେ ମହିଳା ସୁରକ୍ଷା, ଭାପୁର ଫାଣ୍ଡିକୁ ଥାନାରେ ପରିଣତ କରିବା ଇତ୍ୟାଦି ଦାବି ନେଇ ଆମ୍ ଆଦ୍‌ମୀ ପାର୍ଟି ଢେଙ୍କାନାଳ ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ବସଷ୍ଟାଣ୍ଡ ସ୍ଥିତ #ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍
AAP Odisha 🇮🇳 tweet mediaAAP Odisha 🇮🇳 tweet mediaAAP Odisha 🇮🇳 tweet mediaAAP Odisha 🇮🇳 tweet media
OR
8
15
20
68
AAP Odisha 🇮🇳 retweetledi
Nishikanta Mohapatra
Nishikanta Mohapatra@nishimohapatra·
Another brutal mob lynching in Odisha. A police person is lynched by villagers in the presence of police on allegations of his bike hitting a scooty and altercation with two girls. Complete anarchy under BJP rule. Growing uneasiness among public.
English
8
43
61
989
AAP Odisha 🇮🇳
AAP Odisha 🇮🇳@AAPOdisha·
ଆପଣ ଜାଣନ୍ତି କି ବିଜେପିର ମିଶନ ପଞ୍ଜାବ କଣ ଅଟେ?
OR
5
24
27
100
AAP Odisha 🇮🇳
AAP Odisha 🇮🇳@AAPOdisha·
250 ମଡେଲ ଖେଳ ପଡିଆ ପଞ୍ଜାବର ଜନତାଙ୍କୁ ସମର୍ପିତ। ପ୍ରତ୍ୟେକ ଗାଁ ଖେଳିବ, ଯୁବବର୍ଗ ଆଗକୁ ବଢିବ। #BhagwantMannDeKhedMaidaan
AAP Odisha 🇮🇳 tweet media
OR
7
27
32
119
AAP Odisha 🇮🇳
AAP Odisha 🇮🇳@AAPOdisha·
ଓଡିଶାରେ ଆଗାମୀ ତ୍ରୀସ୍ତରୀୟ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆପ୍ ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ @ArvindKejriwal, ଓଡିଶା ପ୍ରଭାରୀ ତଥା ଦିଲ୍ଲୀ କେଣ୍ଟ ବିଧାୟକ@virenderrkadian@ipathak25 ଙ୍କ ସହିତ ଆଲୋଚନା କରିବା ସହ ଆଗାମୀ ଦିନର ରଣନୀତି ପ୍ରସ୍ତୁତ କଲେ ରାଜ୍ୟସଭାପତି ଶ୍ରୀ @nishimohapatra #ଓଡିଶାର_ଏକମାତ୍ର_ବିକଳ୍ପ_ଆପ୍
AAP Odisha 🇮🇳 tweet media
OR
10
18
25
90
AAP Odisha 🇮🇳
AAP Odisha 🇮🇳@AAPOdisha·
ଆଗରୁ ଯେଉଁଠାରେ ସଂଶାଧନ ନ ଥିବା ବାହାନା କରାଯାଉଥିଲା, ବର୍ତ୍ତମାନ ସେହି ପଞ୍ଜାବରେ ଜନତାଙ୍କୁ ମାଗଣା ଚିକିତ୍ସା ଏବଂ ଉତ୍ତମ ସୁବିଧା ମିଳୁଛି। ଏହା ସମ୍ଭବ ହେବାର କାରଣ ଯେତେବେଳେ ସରକାରର ଅଭିପ୍ରାୟ ସ୍ପଷ୍ଟ ଥିବ, ସେତେବେଳେ ଜନତାଙ୍କ ଟଙ୍କା ସିଧା ଜନତାଙ୍କ କାମରେ ଲାଗିବ।
AAP Odisha 🇮🇳 tweet media
OR
3
15
20
86
AAP Odisha 🇮🇳
AAP Odisha 🇮🇳@AAPOdisha·
ନିଶାର ଅନ୍ଧାର ଗଳିରୁ ଖେଳର ଖୋଲା ପଡିଆ ପର୍ଯ୍ୟନ୍ତ... ପଞ୍ଜାବ ବଦଳୁଛି ।
AAP Odisha 🇮🇳 tweet media
OR
7
23
27
109
AAP Odisha 🇮🇳 retweetledi
Virender Singh Kadian
Virender Singh Kadian@virenderrkadian·
आम आदमी पार्टी के राष्ट्रीय संयोजक व दिल्ली के पूर्व मुख्यमंत्री माननीय श्री @ArvindKejriwal जी तथा पूर्व विधायक श्री @ipathak25 जी और @AAPOdisha अध्यक्ष श्री @nishimohapatra जी के साथ ओडिशा के पार्टी संगठन के विषय में चर्चा की ।
Virender Singh Kadian tweet media
हिन्दी
10
45
94
907
AAP Odisha 🇮🇳
AAP Odisha 🇮🇳@AAPOdisha·
ଏହା କି ପ୍ରକାର ଚମତ୍କାର ଅଟେ ବାବା ଜୀ ?
OR
5
24
32
173
AAP Odisha 🇮🇳
AAP Odisha 🇮🇳@AAPOdisha·
ଆମେ ଏହି ଖେଳ ପଡିଆ ଏଥିପାଇଁ ନିର୍ମାଣ କରୁଛୁ ଯେ ଆମର ଯୁବବର୍ଗ ନିଶାରେ ବର୍ବାଦ ନ ହୋଇ ଖେଳକୁଦରେ ଆଗକୁ ବଢୁ। #BhagwantMannDeKhedMaidaan
OR
5
28
28
142
AAP Odisha 🇮🇳
AAP Odisha 🇮🇳@AAPOdisha·
ମୋଦୀ ସରକାର ଜଣାନ୍ତୁ, ପାକିସ୍ଥାନକୁ କଣ ଆତଙ୍କବାଦୀ ଦେଶ ମାନୁନାହାନ୍ତି ?
OR
4
26
27
116
AAP Odisha 🇮🇳
AAP Odisha 🇮🇳@AAPOdisha·
ଏହି ଦୃଶ୍ୟ ମୋଦୀଜୀଙ୍କ କଥାର ବାସ୍ତବତାକୁ ଜଣାଉଛି।
OR
2
26
33
158
AAP Odisha 🇮🇳
AAP Odisha 🇮🇳@AAPOdisha·
କୋଟି କୋଟି ଟଙ୍କା ରୋଜଗାର କଥା ମନେ ରହିଲା ମାତ୍ର ମା'ଭଉଣୀଙ୍କ ଉପରେ ହେଉଥିବା ଅତ୍ୟାଚାର ଭୁଲିଗଲା ଜୁମଲାବାଜ ବିଜେପି ସରକାର⁉️ ଓଡିଶାର ମା'ଭଉଣୀମାନେ ଏଭଳି ବହୁରୂପୀଙ୍କୁ ଚିହ୍ନି ରଖନ୍ତୁ... #bjphataoodishabanchao
OR
2
14
16
133
AAP Odisha 🇮🇳
AAP Odisha 🇮🇳@AAPOdisha·
ଦେଶର ଅମର ଶହୀଦମାନେ ନିଜର ଲହୁ ବୁହାଇ ଆମକୁ ସ୍ଵାଧୀନତା ଦେଇଥିଲେ, କିନ୍ତୁ ଆଜି ଏକଛତ୍ରବାଦୀତା କାରଣରୁ ସେହି ସ୍ଵାଧୀନତା ଉପରେ ସଙ୍କଟର କଳା ବାଦଲ ଘନେଇଛି। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ଏହି ଲଢେଇ ବର୍ତ୍ତମାନ ପ୍ରତ୍ୟେକ ଭାରତୀୟଙ୍କ ଲଢେଇ।✊🇮🇳
AAP Odisha 🇮🇳 tweet media
OR
0
14
20
96
AAP Odisha 🇮🇳
AAP Odisha 🇮🇳@AAPOdisha·
ଡବଲ ଇଞ୍ଜିନ ସରକାରରେ ମହିଳାମାନେ ଅସୁରକ୍ଷିତ💀 ଆପଣଙ୍କୁ ବ୍ୟଥିତ କରିବ ଏଭଳି ଖବର, ଯାହା ଦେଖାଉଛି କିଭଳି ଅମାନୁଷିକ ବ୍ୟବହାର କରାଯାଉଛି ମହିଳାମାନଙ୍କ ସହିତ ଡବଲ ଇଞ୍ଜିନ ଶାସିତ ବିହାରରେ। ମହିଳା ସମ୍ମାନ ନାମରେ ବିଜେପି କେବଳ କୁମ୍ଭୀର କାନ୍ଦଣା ଜାଣିଛି‼️ ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡିଓ 👇
OR
0
14
16
96