Ambar kar retweetledi

ପୌଷ୍ଟିକ ଆହାରର ସୁରକ୍ଷା କବଚ, ଯାଜପୁରକୁ କରିବ ଯକ୍ଷ୍ମା ମୁକ୍ତ।
ଯାଜପୁରକୁ ଯକ୍ଷ୍ମା ମୁକ୍ତ କରିବା ସଂକଳ୍ପରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଖଣିଜ ପ୍ରତିଷ୍ଠାନ(DMF) ର ଅଭିନବ ପ୍ରୟାସ। DMF, ଯାଜପୁର ତରଫରୁ ଜିଲ୍ଲାର ଟିବି ରୋଗୀଙ୍କୁ ପ୍ରତିମାସ ମାଗଣାରେ ପୁଷ୍ଟିକର ଖାଦ୍ୟ ପୁଡ଼ିଆ ଯୋଗାଇ ଦିଆଯାଉଛି।
youtu.be/xJp8-NIDxGY

YouTube
OR













