

Bhubaneswar Metro
28 posts

@BBSR_metro
Bhubaneswar Metro Rail Corporation Limited - BMRCL https://t.co/V9DQFojqW1 #ama_metro #bbsr_metro














Congratulations to @HUDDeptOdisha as #Bhubaneswar has been awarded as the city with best public transport system in the country. This achievement is a testament to #Odisha Govt's dedication to enhancing urban mobility and sustainability. #OdishaLeads




















ଲୋକଙ୍କ ଦୈନନ୍ଦିନ ଯାତାୟାତ ହେବ ଆହୁରି ସହଜ। ‘ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ’ର ୧ମ ପର୍ଯ୍ୟାୟ ଖର୍ଚ୍ଚ ₹୫୯୨୯.୩୮ କୋଟିକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ। ଏହି ୧ମ ପର୍ଯ୍ୟାୟ କାର୍ଯ୍ୟ ପାଇଁ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଟର୍ଣ୍ଣ-କି-କନ୍ସଲଟାଣ୍ଟ ଭାବେ ନିଯୁକ୍ତି ଦିଆଯାଇଛି। ଲୋକଙ୍କ ସୁବିଧା ପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ମେଟ୍ରୋ ରେଳ ଚଳାଚଳ କରିବା ସହ ଓଡ଼ିଶାରେ ଆହୁରି ବଢ଼ିବ ବିକାଶର ବେଗ। #OdishaOnTheMove
