Haq_se_Hindu🔱 retweetledi
Haq_se_Hindu🔱
30.6K posts

Haq_se_Hindu🔱
@BB_lover18
Dharma protects those who protect it🔱
Katılım Ekim 2024
545 Takip Edilen602 Takipçiler
Haq_se_Hindu🔱 retweetledi
Haq_se_Hindu🔱 retweetledi
Haq_se_Hindu🔱 retweetledi
Haq_se_Hindu🔱 retweetledi
Haq_se_Hindu🔱 retweetledi
Haq_se_Hindu🔱 retweetledi
Haq_se_Hindu🔱 retweetledi

ଶ୍ରୀ ପତିତପାବନ ମହାପ୍ରଭୁଙ୍କର ଆଜିର ସନ୍ଧ୍ୟା ଦର୍ଶନ ❤️😍🙏
ସୌଜନ୍ୟ :- samu ଭାଇ
instagram.com/samu_pradhan__

OR
Haq_se_Hindu🔱 retweetledi
Haq_se_Hindu🔱 retweetledi
Haq_se_Hindu🔱 retweetledi
Haq_se_Hindu🔱 retweetledi


@HAhervar53216 Awwww last to last week who niharika manipulated sorab and saved Asmita tab kon thi red flag?
English

Sorab is such a red flag, how he manipulate niharika yar
She deserves so much better
#SplitsvillaX6
English
Haq_se_Hindu🔱 retweetledi

Why people are asking me daily whats my final prediction on Bengal? I am no exit poll to keep changing my prediction and number in every 10days. Since 2024, in every interview I have been saying same, how to change it now when all the exit polls are also saying what I said 2 years back, Don’t panic, Hanumanji will save us. Jai Jai Hanuman 🚩
English
Haq_se_Hindu🔱 retweetledi

।। ବେଦମାତା ଗାୟତ୍ରୀ ।।
ଗାୟତ୍ରୀ ମନ୍ତ୍ର ସହିତ ଗାୟତ୍ରୀ ଦେବୀଙ୍କର ପ୍ରାତଃ , ମଧ୍ୟାହ୍ନ ଓ ସାୟାହ୍ନରେ ତିନି ରୂପ ନିର୍ଦ୍ଦିଷ୍ଟ ହୋଇଅଛି । ତ୍ରିକାଳ ସନ୍ଧ୍ୟାରେ ତ୍ରିପଦା ଗାୟତ୍ରୀଙ୍କୁ ଧ୍ୟାନ କରିବା ଉଚିତ ।
ପ୍ରାତଃ କାଳରେ ଗାୟତ୍ରୀଙ୍କୁ କୁମାରୀ , ଋଗ୍ -ବେଦ ରୂପିଣୀ , ବ୍ରହ୍ମରୂପା , ହ°ସ ବାହିନୀ , ଦ୍ୱିଭୁଜା , ରକ୍ତବର୍ଣ୍ଣା , ଅକ୍ଷସୂତ୍ର କମଣ୍ଡଳୁ ହସ୍ତା ତଥା ସୂର୍ଯ୍ୟମଣ୍ଡଳ ମଧ୍ୟସ୍ଥା ରୂପରେ ଧ୍ୟାନ କରାଯାଏ ।
ମଧ୍ୟାହ୍ନ କାଳରେ ଗାୟତ୍ରୀ ଯୁବତୀ , ଯଜୁର୍ବେଦ ସ୍ବରୂପିଣୀ , ଗରୁଡ଼ାସନା ବୈଷ୍ଣବୀ , କୃଷ୍ଣା , ତ୍ରିନୟନା , ଚତୁର୍ଭୁଜା , ଶଙ୍ଖ ଚକ୍ର ଗଦା ପଦ୍ମ ଧାରିଣୀ ଏବଂ ସୂର୍ଯ୍ୟମଣ୍ଡଳ ମଧ୍ୟସ୍ଥା ରୂପରେ ଧ୍ୟାନ କରାଯାଏ ।
ସନ୍ଧ୍ୟା କାଳରେ ଗାୟତ୍ରୀଙ୍କୁ ବୃଦ୍ଧା , ସାମବେଦ ସ୍ବରୂପିଣୀ , ବୃଷଭାରୁଢା ଋଦ୍ରାଣୀ , ଗୌରୀ , ତ୍ରିନେତ୍ରା , ଚତୁର୍ଭୁଜା , ଡ଼ମ୍ବରୁ ଧାରିଣୀ ଓ ରବିମଣ୍ଡଳ ମଧ୍ୟସ୍ଥା ରୂପେ ଧ୍ୟାନ କରାଯାଏ ।
ତ୍ରିକାଳ ସନ୍ଧ୍ୟା ସହିତ ଗାୟତ୍ରୀଙ୍କର ଗଭୀର ସମ୍ବନ୍ଧ ରହିଛି । ତେଣୁ ଜପ ପୂର୍ବରୁ ସନ୍ଧ୍ୟା ଉପାସନା କରିବା ବିଧେୟ । ଦେବୀ ଭାଗବତ କହେ - ସନ୍ଧ୍ୟା ହିଁ ଗାୟତ୍ରୀ ଅଟେ ଏବଂ ଉଭୟ ସଚ୍ଚିଦାନନ୍ଦରୂପା । ଏଣୁ ଗାୟତ୍ରୀ ଉପାସନା କଲେ ତାହା ସନ୍ଧ୍ୟା ଉପାସନାର କାର୍ଯ୍ୟ କରିଥାଏ ।
୦୦୦୦୦୦୦୦୦୦୦୦୦୦୦୦୦୦

OR
Haq_se_Hindu🔱 retweetledi
Haq_se_Hindu🔱 retweetledi




















