BDO PURUSHOTTAMPUR

730 posts

BDO PURUSHOTTAMPUR banner
BDO PURUSHOTTAMPUR

BDO PURUSHOTTAMPUR

@BDO_PSPur

BDO_Purushottampur

PURUSHOTTAMPUR Katılım Ekim 2020
40 Takip Edilen299 Takipçiler
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
Preparatory meeting on the smooth conduct of Moha Baruni snana (Dt 17.3.2026 Tuesday at Pratappur village)held on today in the Block meeting hall under the chairmanship of Sub Collector, Chattarpur in presence of BDO, Tahasildar.SDPO,EO,NAC all PRIs
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
English
1
1
6
122
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ସମ୍ମାନନୀୟ ଚେୟାରମେନ୍ ଷଷ୍ଠ ରାଜ୍ୟ ଅର୍ଥ କମିଶନ୍ ଶ୍ରୀଯୁକ୍ତ ଅରୁଣ କୁମାର ପଣ୍ଡା, ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପ୍ରତାପପୂର ଗ୍ରାମ ପଞ୍ଚାୟତର ପଞ୍ଚଦଶ ଅର୍ଥ କମିଶନ୍ ଫଣ୍ଡ ରେ ନିର୍ମିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିଥିଲେ। ମୂଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଗଞ୍ଜାମ ଶ୍ରୀ ବିଜୟ କୁମାର ବେହେରା ସହଯୋଗ କରିଥିଲେ
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
0
63
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ପୁରୁଷୋତ୍ତମପୁର ବ୍ଳକ ରେ ଥିବା ବିଭିନ୍ନ ଧାନମଣ୍ଡି ମାନ୍ୟବର ବିଧାୟକ କବିସୂର୍ଯ୍ୟ ନଗର ଶ୍ରୀ ପ୍ରତାପ ଚନ୍ଦ୍ର ନାୟକଙ୍କ ଦ୍ବାରା ଉଦଘାଟନ କରାଯାଇଛି। ଏଥିରେ ସ୍ଥାନୀୟ ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ଏହି ଅଞ୍ଚଳ ର ଚାଷୀମାନେ ଉପସ୍ଥିତ ଥିଲେ।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
0
56
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବାଘଳା ପଞ୍ଚାୟତ ର କୁଶପୂର ଗ୍ରାମ ର କୁମାରୀ ରଞ୍ଜନା ନାହାକ ଆନ୍ତର୍ଜାତିକ ପାରା ଆଥଲେଟିକ୍ ପ୍ରତିଯୋଗିତାରେ ଭାଗ ନେଇ ଜଭେଲିନ୍ ଫିଙ୍ଗି ଦେଶ ପାଇଁ ଗୌରବ ଆଣିଥିବାରୁ ମାନ୍ୟବର ବିଧାୟକ, ଖଲ୍ଲିକୋଟ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ସେଠୀ ବ୍ଲକ ପ୍ରଶାସନ ସହ ରଞ୍ଜନାଙ୍କ ଗ୍ରାମ କୁ ଯାଇ ସମ୍ବର୍ଧନା ଜଣାଇଛନ୍ତି।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
1
45
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ପୁରୁଷୋତ୍ତମପୁର ବ୍ଳକ ରେ ବେଟି ବଚାଓ ଓ ବେଟି ପଢାଓ ସଚେତନତା କାର୍ଯ୍ୟ କ୍ରମ ଜିଲ୍ଲା ସ୍ତରୀୟ ଓ ସ୍ଥାନୀୟ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ସମସ୍ତ ଗ୍ରାମ ପଞ୍ଚାୟତ ପ୍ରତିନିଧି, ସ୍ବୟଂ ସହାୟକ ଗୋଷ୍ଠୀ ସ୍ବେଚ୍ଛାସେବୀ ଓ ଆଶାକର୍ମୀମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
2
41
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ଶ୍ରୀ ଏସ୍ ଏନ୍ ଗିରି୍ସ ,IAS ପ୍ରମୁଖ ଶାସନ ସଚିବ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଓଡ଼ିଶାଙ୍କ ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁର ବ୍ଲକ ପରିଦର୍ଶନ କରି ବିଭିନ୍ନ ଉନ୍ନୟନ ଯୋଜନା ବୁଲି ଦେଖିଥିଲେ। ମାଁ ତାରା ତାରିଣୀ ଙ୍କ ମନ୍ଦିର ଓ ଜଉଗଡ ମଧ୍ୟ ଦର୍ଶନ କରିଥିଲେ।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
1
48
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
Pledge for unity is being taken today at Block Office , Purushottampur on the Rashtriya Ekta Divas (National Unity Day) .All the staff of the office participated in the ceremony ... @Ganjam_Admin,@ZP_Ganjam, @CMO_Odisha
BDO PURUSHOTTAMPUR tweet mediaBDO PURUSHOTTAMPUR tweet media
English
0
0
2
63
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
Visited the different Multipurpose Cyclone Centers under Purushottampur Block to assess the situation on the impending cyclone storm "Montha".All the staff were on alert at the field level.
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
English
0
0
0
102
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
Visited the different Multipurpose Cyclone Centers under Purushottampur Block to assess the situation on the impending cyclone storm "Montha".All the staff were on alert at the field level.
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
English
0
1
1
147
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ର ଏକ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଶିବିର ବ୍ଲକ ସମ୍ମିଳନୀ କକ୍ଷ ପୁରୁଷୋତ୍ତମପୁର (ଗଞ୍ଜାମ) ଠାରେ ଅନୁଷ୍ଠିତ ହୋଇଯାଇଅଛି। ଶ୍ରୀ ବିଜୟ କୁମାର ବେହେରା ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ ଉପସ୍ଥିତ ରହି ଏହାର ସମୀକ୍ଷା କରିଥିଲେ ।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
0
55
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ପୁରୁଷୋତ୍ତମପୁର ବ୍ଲକ ରେ ଆୟୋଜିତ ହୋଇଥିଲା। ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ଚିକିତ୍ସା ଅଧିକାରୀଙ୍କ ଉପସ୍ଥିତିରେ ଏହି ଅଞ୍ଚଳର ୨୬୮ ଜଣ ହିତାଧିକାରୀଙ୍କୁ ପଞ୍ଜିକରଣ କରାଯାଇ ଭିନ୍ନକ୍ଷମ ସାର୍ଟିଫିକେଟ ପ୍ରଦାନ ସହିତ ଅନ୍ୟାନ୍ୟ ଉପକରଣ ସହାୟତା ଯୋଗାଇ ଦେବା ନିମନ୍ତେ ଚିହ୍ନଟ
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
3
78
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ପୂରୁଷୋତମପୂର ବ୍ଲକ ସ୍ତରୀୟ ବରିଷ୍ଠ ନାଗରିକ ଦିବସ ୨୦୨୫ ମାନ୍ୟବର ସାଂସଦ ଆସ୍କା, ମାନ୍ୟବର ବିଧାୟକ ଖଲ୍ଲିକୋଟ ଓ କବିସୂର୍ଯ୍ୟନଗରଙ୍କ ଉପସ୍ଥିତିରେ ମହାଆଡମ୍ବରରେ ପାଳନ କରାଯାଇଥିଲା। ଏଥିରେ ୧୦୦ ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
1
40
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
A special one day plantation drive was organised at every Gram Panchayat of Purushottampur lock under the nationwide "Ek Ped Maa ke Naam 2.0" initiative, Hon'ble MLA ,K S Nagar and CDO-Cum-EO,ZP Ganjam, planted saplings, contributing their part at Sama and Ranjahli GP .
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
English
0
0
2
62
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ଜିଲ୍ଲାପାଳ ଗଞ୍ଜାମ ମହୋଦୟ ମାଁ ତାରା ତାରିଣୀଙ୍କର ମନ୍ଦିର ପରିଦର୍ଶନ କରି ଉପ ଜିଲ୍ଲାପାଳ ଛତ୍ରପୁର, ନିର୍ବାହୀ ଯନ୍ତ୍ରୀ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପୁରୁଷୋତ୍ତମ ପୁର, ତହସିଲଦାର , ପୁରୁଷୋତ୍ତମପୁର, ଟ୍ରଷ୍ଟୀ ସଦସ୍ୟ ଓ ମନ୍ଦିର ପୂଜକ ସଭାପତିଙ୍କ ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିଥିଲେ।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
1
63
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ଷୋଳଘର ଗ୍ରାମ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣୀ ଅନୁଷ୍ଠିତ ହୋଇଥଛି । ଜିଲ୍ଲା ସ୍ତରୀୟ ନୋଡାଲ ଅଧିକାରୀ ଶ୍ରୀ ବିଜୟ ବେହେରା ଅତିରିକ୍ତ କାର୍ଯ୍ୟକାରୀ ଅଧିକାରୀ ଜିଲ୍ଲା ପରିଷଦ ଗଞ୍ଜାମ ଛତ୍ରପୁର ଉପସ୍ଥିତ ରହି ଅଭିଯୋଗ ଶୁଣାଣୀ କରିଥିଲେ। ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
1
17
764
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ପୁରୁଷୋତ୍ତମପୁର ପଞ୍ଚାୟତ ସମିତି ସ୍ତରୀୟ ହର ଘର ତ୍ରିରଙ୍ଗା ଓ ଘରେ ଘରେ ସ୍ଵଚ୍ଛତା କାର୍ଯ୍ୟ କ୍ରମ ପାଳନ କରାଯାଇଅଛି। ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଏବଂ ପଞ୍ଚାୟତ ସମିତି ରେ ପାଳନ କରାଯାଉଅଛି।
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
0
0
0
64
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
Good afternoon all,BLBC Meeting for the quarter ended June-25 held at Block Conference Hall, Pspur , BDO sir advised to facilited all the financial support to the people . Discussion made on SHG finance , advised them to sponsore fresh group for maximum finance.
BDO PURUSHOTTAMPUR tweet media
English
0
0
0
71
BDO PURUSHOTTAMPUR
BDO PURUSHOTTAMPUR@BDO_PSPur·
ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସିକୁଳା ଗ୍ରାମପଞ୍ଚାୟତ ରେ "ହର ଘର ସ୍ବଚ୍ଛତା" କାର୍ଯ୍ୟକ୍ରମ ଅନୁଯାୟୀ ଗ୍ରାମର ବିଭିନ୍ନ ସ୍ଥାନ ଜନସାଧାରଣ ଓ ସମସ୍ତ କର୍ମଚାରୀଙ୍କ ସହଯୋଗରେ ଏକ ସାମୁହିକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି | @PRDeptOdisha @Ganjam_Admin @ZP_Ganjam
BDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet mediaBDO PURUSHOTTAMPUR tweet media
OR
2
0
1
111