BJD Rayagada

400 posts

BJD Rayagada banner
BJD Rayagada

BJD Rayagada

@BJD4Rayagada

Official Twitter account of BJD Rayagada

Rayagada, India Katılım Haziran 2018
33 Takip Edilen739 Takipçiler
BJD Rayagada retweetledi
BJD IT Wing
BJD IT Wing@BJDITWing·
@bjd_odishaର ୩୦ ବରିଷ୍ଠ ଏବଂ ଅଭିଜ୍ଞ ରାଜ୍ୟ ମହିଳା କମିଟିର ନାରୀ ନେତ୍ରୀଙ୍କୁ ଦିଆଗଲା ଜିଲ୍ଲା ଦାୟିତ୍ଵ । ଦଳର ସାଂଗଠନିକ ଶକ୍ତିକୁ ସୁଦୃଢ଼ କରିବାକୁ ଦିଆଯାଇଛି ଏହି ଦାୟିତ୍ଵ। ଆମ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ସର୍ବଦା ମହିଳାମାନଙ୍କୁ ଅଗ୍ରାଧିକାର ଦେଇଆସିଛନ୍ତି । ଏହା ତାହାର ଆଉ ଏକ ପ୍ରମାଣ । @BMJD_Odisha
BJD IT Wing tweet media
OR
1
25
54
0
BJD Rayagada
BJD Rayagada@BJD4Rayagada·
@Naveen_Odisha @bjd_odisha ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଗୁଳୁଗୁଡା ପଞ୍ଚାୟତ ଅନ୍ତର୍ଗତ ସିମିରି ଗ୍ରାମ ବାସିନ୍ଦାଙ୍କୁ ସାନିଟାଇଜର ,ମାକ୍ସ୍ ବଣ୍ଟନ କରି ମହାମାରୀ କରୋନା ଜୀବାଣୁ ଠାରୁ ଦୁରେଇ ରହିବା ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ।
OR
0
0
3
0
BJD Rayagada
BJD Rayagada@BJD4Rayagada·
ବିଶ୍ଵରେ ଚହଳ ପକାଇଥିବା ମହାମାରୀ କରୋନା ଜୀବାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାଧାରଣ ଲୋକଙ୍କ ନିକଟରେ ବିଭିନ୍ନ ବର୍ଗର ସହାୟତା ପହଞ୍ଚିଛି, ଇତ୍ୟବସରେ ପଦ୍ମପୁର ବ୍ଲକ୍ ତଥା ରାୟଗଡା ଜିଲ୍ଲା ର ବରିଷ୍ଟ ବିଜୁ ଜନତା ଦଳର ନେତା ଶ୍ରୀ ଗୋଦାବରୀ ରାଉତଙ୍କ ନେତୃତ୍ୱରେ @Naveen_Odisha @bjd_odisha
BJD Rayagada tweet mediaBJD Rayagada tweet mediaBJD Rayagada tweet mediaBJD Rayagada tweet media
OR
1
3
19
0
BJD Rayagada
BJD Rayagada@BJD4Rayagada·
@Naveen_Odisha ଏହି ଅଭିଯାନ ଅଗଷ୍ଟ ୧୫ ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଚାଲିବ। ରାୟଗଡାରେ ଏହି ଶିବିର ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକାଙ୍କ ଦ୍ଵାରା ଶୁଭାରମ୍ଭ ହୋଇଛି। @bjd_odisha
OR
0
0
0
0
BJD Rayagada
BJD Rayagada@BJD4Rayagada·
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha ଙ୍କ ଆହ୍ୱାନ କ୍ରମେ ସାରା ରାଜ୍ୟରେ "ଓଡିଶା-ମୋ -ପରିବାର"ଆନୁକୂଲ୍ୟରେ ସପ୍ତାହ ବ୍ୟାପୀ ଜୀବନ ବିନ୍ଦୁ ସ୍ଵେଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ଶ୍ରୀ ବିନାୟକ କରଙ୍କ ନେତୃତ୍ୱରେ ତଥା ଅଗଷ୍ଟ ୯ କ୍ରାନ୍ତି ଦିବସ ରୁ ଆରମ୍ଭ ହୋଇ
BJD Rayagada tweet mediaBJD Rayagada tweet mediaBJD Rayagada tweet media
OR
2
2
28
0
BJD Rayagada
BJD Rayagada@BJD4Rayagada·
ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀ କେ ସିଂ ପୁର ବ୍ଲକ ସୁନାଖଣ୍ଡି ଗ୍ରାମ ପଞ୍ଚାୟତରେ ସ୍ୱୟଂ ସହାୟକ ମହିଳା ଗ୍ରୁପର ମହିଳା ମାନେ ମତ୍ସ୍ୟ ଉତ୍ପାଦନ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାବଲମ୍ବୀ ହୋଇପାରୁଛନ୍ତି । @Naveen_Odisha @bjd_odisha
BJD Rayagada tweet mediaBJD Rayagada tweet mediaBJD Rayagada tweet mediaBJD Rayagada tweet media
OR
0
0
5
0
BJD Rayagada
BJD Rayagada@BJD4Rayagada·
ଶ୍ରୀ@Naveen_Odisha ଙ୍କ ନିଷ୍ପତ୍ତି କ୍ରମେ କୋରନା ଯୋଦ୍ଧା ଭାବେ ବିବେଚିତ ବ୍ୟକ୍ତିଙ୍କ ସମ୍ମାନାର୍ଥେ ରାଜ୍ୟ ଯୁବ ବିଜୁ ଜନତା ଦଳ ସାଧାରଣ ସମ୍ପାଦକ କାହ୍ନୁଚରଣ ପାତ୍ରଙ୍କ ଦ୍ଵାରା ଏକ ନୀରବ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ଉକ୍ତ କାର୍ଯ୍ୟକ୍ରମରେ ବହୁ ଦଳୀୟ କର୍ମୀ ଓ ସମାଜସେବୀ ଯୋଗ ଦେଇଥିଲେ। @bjd_odisha
OR
0
0
2
0
BJD Rayagada
BJD Rayagada@BJD4Rayagada·
@Naveen_Odisha @bjd_odisha ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ରମାକାନ୍ତ ମାଝୀଙ୍କ ସମେତ ବହୁ ଦଳୀୟ କର୍ମୀ କର୍ମକର୍ତ୍ତା ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ।
OR
0
0
0
0
BJD Rayagada
BJD Rayagada@BJD4Rayagada·
ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odishaଙ୍କ ଆହ୍ୱାନ କ୍ରମେ କୋରନାଯୋଦ୍ଧାଙ୍କ ସମ୍ମାନାର୍ଥେ ଗୁଣୁପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ବ୍ଳକ ଅନ୍ତର୍ଗତ ତେମ୍ପାଗୁଡା ପଞ୍ଚାୟତ କେନ୍ଦୁଗୁଡା ଶିଶୁ ମନ୍ଦିର ପରିସରରେ ବ୍ଳକ ବିଜେଡି ସଭାପତି ରବିନାରାୟଣ ଆଚାର୍ଯ୍ୟଙ୍କଦ୍ଵାରା ନୀରବ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି @bjd_odisha
BJD Rayagada tweet media
OR
1
0
2
0
BJD Rayagada retweetledi
Dr. Amar Patnaik
Dr. Amar Patnaik@Amar4Odisha·
Join me in the next webinar, where I will be discussing key points on the topic "How different is the new consumer protection law from the old one". Looking forward to this session with Hon’ble Justice (retd.) Dr. D.P.Choudhury ji & Sanjay Kumar Chadha Ji @sanjaykchadha.
Dr. Amar Patnaik tweet media
English
1
14
32
0
BJD Rayagada retweetledi
BJD IT Wing
BJD IT Wing@BJDITWing·
କୋଭିଡ଼-୧୯ ର ସଂକ୍ରମଣକୁ ପ୍ରତିହତ କରିବା ନିମନ୍ତେ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @Naveen_Odisha କରୋନା ଭ୍ୟାକ୍ସିନ ସମ୍ବନ୍ଧରେ ପୁଣେର ସେରମ୍ ଇନ୍‌ଷ୍ଟିଚ୍ୟୁଟ୍‌ ସିଇଓ @adarpoonawallaଙ୍କ ସହ ଭିଡିଓ କନ୍‌ଫେରେନ୍ସିଂ ମାଧ୍ୟମରେ ଆଲୋଚନା କରିଛନ୍ତି । (୧/୨)
OR
2
23
79
0
BJD Rayagada retweetledi
BJD IT Wing
BJD IT Wing@BJDITWing·
ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ନେଲେ @bjd_odishaର ଶ୍ରୀ ସୁବାଷ ସିଂ, ମୁନ୍ନା ଖାଁ,ଶ୍ରୀମତୀ ମମତା ମହନ୍ତ ଓ ଶ୍ରୀ ସୁଜିତ କୁମାର। ଆମ ତରଫରୁ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଆଶା କରୁଛୁ ନବୀନ ବାବୁଙ୍କ ନୀତି ଆଦର୍ଶକୁ ପାଥେୟ କରି ଓଡ଼ିଶାର ସ୍ୱାର୍ଥ ପାଇଁ ରାଜ୍ୟସଭାରେ ଓଡ଼ିଶାର ସ୍ୱରକୁ ଶାଣିତ କରିବେ। facebook.com/BJDITWing/vide…
OR
9
27
73
0
BJD Rayagada retweetledi
BJD IT Wing
BJD IT Wing@BJDITWing·
ବିଜେଡିର ୪ ଜଣ ରାଜ୍ୟସଭା ସାଂସଦ ଙ୍କର ଏବେ ଶପଥ ଗ୍ରହଣ ସମାରୋହର ସିଧା ପ୍ରସାରଣ ଦେଖନ୍ତୁ youtube.com/watch?v=imF0lY…
YouTube video
YouTube
BJD IT Wing tweet media
OR
13
31
81
0
BJD Rayagada
BJD Rayagada@BJD4Rayagada·
ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା,ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା କାଶୀପୁର ବିଧାୟକ ମକରନ୍ଦ ମୁଦୁଲି କାଶୀପୁର ବ୍ଲକରେ କୋଭିଡ ପରିଚାଳନା ବୁଝିବା ସହ ପାନୀୟ ଜଳ ବ୍ୟବସ୍ଥା ବିଷୟରେ ଆଲୋଚନା କରି ଗୋରଖପୁର ଠାରେ ବିଭିନ୍ନ କୃଷି ଉଦ୍ୟାନ ପରିଦର୍ଶନ କରିଥିଲେ I
BJD Rayagada tweet mediaBJD Rayagada tweet mediaBJD Rayagada tweet media
OR
1
0
13
0
BJD Rayagada
BJD Rayagada@BJD4Rayagada·
ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ @SanjayBurma ରାୟଗଡା ବ୍ଲକ ହାଲୁଆ ଗ୍ରାମପଞ୍ଚାୟତରେ ମାକ୍ସ ତିଆରି କରୁଥିବା ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟି ଓ ଶୀରିଗୁଡା ଗ୍ରାମପଞ୍ଚାୟତର କୋଭିଡ ସେଣ୍ଟର ପରିଦର୍ଶନ କରିଛନ୍ତି । @Naveen_Odisha @bjd_odisha
BJD Rayagada tweet mediaBJD Rayagada tweet media
OR
0
0
2
0
BJD Rayagada
BJD Rayagada@BJD4Rayagada·
@SanjayBurma @Naveen_Odisha @bjd_odisha ଏଥିରେ ଅନୁସୁଚିତ ଜାତି,ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା,ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଶ୍ରୀ ସୁଧୀର ଦାସ,ଗୁଣୁପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ,ଉପ ଜିଲ୍ଲାପାଳ,ବିଡିଓ ଓ ସମସ୍ତ ଉଚ୍ଚ ପଦାଧିକାରୀଙ୍କ ସହିତ ସମୀକ୍ଷା କରିବା ସହିତ ଗୁଣୁପୁର ପୌରପରିଷଦର ବିକ୍ରମପୁରଠାରେ ଥିବା କୋଭିଡ ହସ୍ପିଟାଲ ମଧ୍ୟ ପରିଦର୍ଶନ କରିଥିଲେ।
OR
0
0
2
0
BJD Rayagada
BJD Rayagada@BJD4Rayagada·
କରୋନା ମୁକାବିଲା ପାଇଁ ପ୍ରସ୍ତୁତି ନିମନ୍ତେ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀ @SanjayBurma ରାୟଗଡା ଜିଲ୍ଲାର ଦୁଇଟି ବ୍ଲକ ଗୁଣୁପୁର ଓ ରାମନାଗୁଡ଼ା ଗ୍ରସ୍ତ କରିଥିଲେ I @Naveen_Odisha @bjd_odisha
BJD Rayagada tweet media
OR
1
1
9
0
BJD Rayagada
BJD Rayagada@BJD4Rayagada·
ରାୟଗଡାଜିଲ୍ଲାର ପଦ୍ମପୁର ବ୍ଲକ୍ ଅନ୍ତର୍ଗତ ଗୁଡ଼ିଆବନ୍ଦ ପଞ୍ଚାୟତ ରାଡୁ ଗ୍ରାମରେ ଏକ କୋଠ ଘର ନିର୍ମାଣ ପାଇଁ ଅଞ୍ଚଳର ବରିଷ୍ଠ ସମାଜସେବୀ ତଥା @bjd_odishaର ନେତା ଶ୍ରୀ ଗୋଦାବରୀ ରାଉତ ନଡ଼ିଆ ଭାଙ୍ଗି ଭୂମି ପୂଜା କରିଛନ୍ତି।ଗ୍ରାମର ଆଦର୍ଶଯୁବକ ସଂଘ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁତ ଗ୍ରାମବାସୀ ଓ ଶୂଭେଛୁ ଗଣ ଯୋଗଦେଇଥିଲେ।
BJD Rayagada tweet mediaBJD Rayagada tweet media
OR
0
0
4
0
BJD Rayagada
BJD Rayagada@BJD4Rayagada·
ହ୍ୟାଣ୍ଡ ଗ୍ଲୋଭ ଏବଂ ସାବୁନ ବିତରଣ ହେଉଛି।ଏହି ଉତ୍ପାଦକୁ ରାୟାଗଡାର 8000 ରୁ ଅଧିକ ଲୋକଙ୍କ ପାଇଁ 12000 ରୁ ଅଧିକ ସାନିଟାଇଜର ଏବଂ 65000 ରୁ ଅଧିକ ମାସ୍କ କ୍ରୟ କରାଯାଇଥିଲା | @Naveen_Odisha @bjd_odisha
OR
0
0
2
0
BJD Rayagada
BJD Rayagada@BJD4Rayagada·
ରାଜ୍ୟସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ ସମସ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରି ରିଲିଫ ସାମଗ୍ରୀ ସମସ୍ତଙ୍କୁ ପଠାଉଛନ୍ତି। ଖାଦ୍ୟ ପ୍ରସ୍ତୁତି ସାମଗ୍ରୀ ଚାଉଳ, ଡାଲି, ଆଳୁ, ପିଆଜ,ବାଇଗଣ, ଖାଇବା ତେଲ, ଲୁଣ ଏବଂ ଏହି ମହାମାରୀ COVID-19 ପରିସ୍ଥିତିରେ ସୁରକ୍ଷା ପାଇଁ ମାସ୍କ, ହ୍ୟାଣ୍ଡ ସାନିଟାଇଜର,
BJD Rayagada tweet mediaBJD Rayagada tweet mediaBJD Rayagada tweet mediaBJD Rayagada tweet media
OR
1
0
3
0