
ଭାରତ ସରକାରଙ୍କ କେବଳ ଗୋଟିଏ କାମ (ସେଣ୍ଟ୍ରାଲ ଭିସ୍ତା) କୁ ଟିକିଏ ଘୁଞ୍ଚାଇ ଦେଇଥିଲେ ୬୫ କୋଟି ଲୋକ ଙ୍କ ୨ ଥର ଟୀକାକରଣ ହୋଇ ପାରିଥାନ୍ତା। ଦେଶରେ କରୋନା ର କରାଳ ରୂପ ସମୟରେ ୨୦ ହଜାର କୋଟି ଟଙ୍କାର ଅନବଶ୍ୟକୀୟ ପ୍ରକଳ୍ପ ର ଶିଳାନ୍ୟାସ ଡିସେମ୍ବର ୧୦ ତାରିଖରେ କରାଯିବା ପଛର ରହସ୍ୟ କଣ??? @pranabpdas @Arup4Odisha @BJDITWing



OR








