Bdo_kolnara

403 posts

Bdo_kolnara banner
Bdo_kolnara

Bdo_kolnara

@Bdo_Kolnara

Katılım Nisan 2023
16 Takip Edilen168 Takipçiler
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ ବଦଖିଲାପଦର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଦ୍ୟ ତା ୦୪/୦୫/୨୦୨୬ ରିଖ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @ZP_Rayagada @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
1
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଦ୍ୟ ତା ୨୭/୦୪/୨୦୨୬ ରିଖ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @ZP_Rayagada @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
7
Bdo_kolnara
Bdo_kolnara@Bdo_Kolnara·
Panchayat Raj Diwas 2026 has been celebrated at the Panchayat Samiti, Kolnara.On this occasion,new work orders under the Antyodaya Gruha Yojana were distributed,and beneficiaries receiving incentives under the scheme were duly felicitated. @ZP_Rayagada @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
English
0
0
0
10
Bdo_kolnara
Bdo_kolnara@Bdo_Kolnara·
A one-day block level training programme on Climate Change Adaptation,Mitigation Strategies,Rural Development and Green Panchayat Interventions was organised at Panchayat Ssamiti Kolnara. @ZP_Rayagada @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
English
0
0
0
8
Bdo_kolnara
Bdo_kolnara@Bdo_Kolnara·
ଆଜି ପଞ୍ଚାୟତ ସମିତି କାର୍ଯ୍ୟାଳୟ କୋଲନରା ଠାରେ ଜିଲ୍ଲାପାଳ,ରାୟଗଡ ଓ ଆରକ୍ଷୀ ଅଧୀକ୍ଷକ,ରାୟଗଡ ଙ୍କର ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏଠାରେ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତି ରେ ଅତିରିକ୍ତ ଜିଲ୍ଲାପାଳ ବିଭିନ୍ନ ଅଭିଯୋଗ ଗୁଡିକର ଶୁଣାଣି କରିଥିଲେ। @ZP_Rayagada @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
10
Bdo_kolnara
Bdo_kolnara@Bdo_Kolnara·
"ଓଡ଼ିଆ ପକ୍ଷ- ୨୦୨୬" ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ଶୁଭ ଅବସରରେ ପଞ୍ଚାୟତ ସମିତି କୋଲନରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ଏକ ଭବ୍ୟ ଝୋଟି ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ପାରମ୍ପରିକ କଳାକୁ ଉଜ୍ଜୀବିତ ରଖିବା ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ମହିଳାମାନେ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
21
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ ଭୋଇମୋଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଦ୍ୟ ତା ୧୩/୦୪/୨୦୨୬ ରିଖ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
7
Bdo_kolnara
Bdo_kolnara@Bdo_Kolnara·
ଓଡ଼ିଆ ପକ୍ଷ -୨୦୨୬ ର ଶୁଭ ଅବସରରେ ତା ୧୩.୦୪.୨୦୨୬ ରିଖରେ ପଞ୍ଚାୟତ ସମିତି କୋଳନରାର ସମ୍ମିଳନୀ କକ୍ଷ ଠାରେ ସମସ୍ତ PRI ମେମ୍ବରଙ୍କ ଉପସ୍ଥିତିରେ "ଆମେ ଜାଣିବା ଆମ ବଜେଟ" ବ୍ଲକ୍ ସ୍ତରୀୟ ସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଅଛି। ତତ୍ ସହିତ ପାରମ୍ପରିକ ଖାଦ୍ୟ ଦିବସ "ଆମ ରୁଚି ଆମ ଖାଦ୍ୟ" ପାଳନ ହୋଇଅଛି। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
8
Bdo_kolnara
Bdo_kolnara@Bdo_Kolnara·
ଓଡ଼ିଆ ପକ୍ଷ -୨୦୨୬ ର ଶୁଭ ଅବସରରେ ୧୧.୦୪.୨୦୨୬ ତାରିଖରେ ପଞ୍ଚାୟତ ସମିତି କୋଳନରାର ସମ୍ମିଳନୀ କକ୍ଷ ଠାରେ ‘ଅମୃତପିଢି ସାରସ୍ୱତ ସମାରୋହ’ କାର୍ଯକ୍ରମ ସ୍ଥାନୀୟ ଓଡ଼ିଆ କବିମାନଙ୍କର ଉତ୍ସାହଭରା ଅଂଶଗ୍ରହଣ ସହିତ ଆୟୋଜିତ ହୋଇଅଛି। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
10
Bdo_kolnara
Bdo_kolnara@Bdo_Kolnara·
ଏପ୍ରିଲ ୦୬:- ଓଡ଼ିଆ ପକ୍ଷର ଷଷ୍ଠ ଦିବସ "ସ୍ବଚ୍ଛ ଓଡ଼ିଶା ଦିବସ" ଅବସରରେ ପଞ୍ଚାୟତ ସମିତି,କୋଲନରା ର ବିଭିନ୍ନ ପଞ୍ଚାୟତରେ ଅବସ୍ଥିତ ଦେବାଳୟ ଓ ଐତିହ୍ୟ ସ୍ଥଳୀ ଗୁଡିକରେ ସ୍ବଚ୍ଛତା ଅଭିଯାନ ଅନୁଷ୍ଠିତ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
12
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ ରେଖାପଦର୍ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଦ୍ୟ ତା ୦୬/୦୪/୨୦୨୬ ରିଖ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
1
10
Bdo_kolnara
Bdo_kolnara@Bdo_Kolnara·
ଏପ୍ରିଲ ୦୨:- ଓଡ଼ିଆ ପକ୍ଷର ଦ୍ୱିତୀୟ ଦିବସ ଅବସରରେ ଓଡ଼ିଆ ପାରମ୍ପରିକ ପୋଷାକ ପାଇଁ " ଆମ ପୋଷାକ ଆମ ପରିଚୟ" ର ବାର୍ତ୍ତା ନେଇ ପଞ୍ଚାୟତ ସମିତି,କୋଲନରା ର ସମସ୍ତ କର୍ମଚାରୀ ଓଡ଼ିଆ ପାରମ୍ପରିକ ପୋଷାକ ପରିଧାନ କରି କାର୍ଯ୍ୟାଳୟରେ ଯୋଗଦାନ କରିଛନ୍ତି। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
27
Bdo_kolnara
Bdo_kolnara@Bdo_Kolnara·
ଓଡ଼ିଶା ଦିବସ ଅବସରରେ, କୋଲନରା ବ୍ଲକର ସମସ୍ତ କର୍ମଚାରୀ, ବୃଦ୍ଧ ନାଗରିକ ଓ ଶିକ୍ଷାର୍ଥୀମାନଙ୍କ ସହିତ କୋଲନରା ବ୍ଲକ ପ୍ରାଙ୍ଗଣରେ ଓଡ଼ିଶା ଦିବସ ପାଳନ କରାଯାଇଛି। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
13
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ ବାଂକିଲି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଦ୍ୟ ତା ୩୦/୦୩/୨୦୨୬ ରିଖ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
1
19
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ କାଟିକଣା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅଦ୍ୟ ତା ୨୩/୦୩/୨୦୨୬ ରିଖ ରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
18
Bdo_kolnara
Bdo_kolnara@Bdo_Kolnara·
Jal Arpan Diwas was celebrated on 20.03.2026 at Santabadigaon, G.P:- Dumuriguda in Kolnara block, Rayagada in presence of Chairperson PS Kolnara, Honourable MP representative, ZP members, CDO cum EO ZP, Rayagada, EE RWESS,Rayagada, BDO Kolnara &PRI members
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
Indonesia
0
1
2
62
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ କାର୍ତ୍ତୀକଗୁଡା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
0
22
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ ଡୁମୁରିଗୁଡ଼ା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ। @DM_Rayagada @PRDeptOdisha
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
1
19
Bdo_kolnara
Bdo_kolnara@Bdo_Kolnara·
କୋଲନରା ବ୍ଲକ ଅନ୍ତର୍ଗତ ସୁରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ।
Bdo_kolnara tweet mediaBdo_kolnara tweet mediaBdo_kolnara tweet media
OR
0
0
1
46
Bdo_kolnara
Bdo_kolnara@Bdo_Kolnara·
The Esteemed Collector and District Magistrate, Rayagada, visited various ongoing developmental works, reviewed their progress, and interacted with students in schools and hostels on 25.02.26.
Bdo_kolnara tweet mediaBdo_kolnara tweet mediaBdo_kolnara tweet mediaBdo_kolnara tweet media
English
0
0
1
43