PANCHAYAT SAMITI ,BINKA

121 posts

PANCHAYAT SAMITI ,BINKA banner
PANCHAYAT SAMITI ,BINKA

PANCHAYAT SAMITI ,BINKA

@Binkablock

Katılım Mart 2023
59 Takip Edilen127 Takipçiler
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
Under Odisha Livelihoods Mission, with the support of NABARD, a LEDP training on Capsicum Cultivation was inaugurated at Bausuni GP. The event was graced by the respected Block Development Officer (BDO), in the presence of DDM- NABARD and the Vice Chairperson of Binka Block.
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
English
0
0
3
63
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ଗ୍ରାମ ଅନ୍ତର୍ଭୁକ୍ତ କରିବା ନିମନ୍ତେ ଗ୍ରାମ ସ୍ତରୀୟ ସମନ୍ବୟ କମିଟି ଗଠନ ।।।
PANCHAYAT SAMITI ,BINKA tweet media
OR
0
0
3
30
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ଆଜି ତା ୧୬।୧୦।୨୦୨୫ ରିଖ ଗୁରୁବାର ଦିନ ସକାଳ ୧୦ ଘଟିକା ସମୟରେ ଓଡିଶା ଜୀବିକା ମିଶନ ଆନୁକୁଲ୍ୟରେ ପଞ୍ଚାୟତ ସମିତି ବିନିକା ଅଧୀନରେ ଥିବା ୧୬ଗୋଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଙ୍ଘରେ ପୋଷଣ ଦିବସ-୨୦୨୫ ପାଳନ କରାଯାଇଛି ।
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
OR
0
0
3
38
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
Observation of Global Handwashing Day under Panchayat Samiti Binka.
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
English
0
0
3
40
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ଗାଁ ରେ ସରକାର ପରିପ୍ରେକ୍ଷୀରେ ଆଜି ବିନିକା ବ୍ଲକ ଅନ୍ତର୍ଗତ ଶଙ୍କରା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଆୟୋଜିତ ହୋଇଯାଇଛି । ଏହି ଅବସରରେ ଜନ ସାଧାରଣଙ୍କ ଠାରୁ ମୋଟ ୧୮୭ଟି ଅଭିଯୋଗ ଶୁଣାଣୀ ନିମନ୍ତେ ଗ୍ରହଣ କରାଯାଇଥିଲା ।।।
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
OR
1
0
3
60
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ଆଜି ତା ୦୮.୧୦.୨୦୨୫ ରିଖ ସକାଳ ୧୦ ଘଟିକା ସମୟରେ ସିଦ୍ଧାର୍ଥ କଲେଜ ବିନିକା ପରିସରରେ ପଞ୍ଚାୟତ ସମିତି ବିନିକା ଆନୁକୂଲ୍ୟରେ , ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୫ ପାଳନ କରାଯାଇଥିଲା ।।
PANCHAYAT SAMITI ,BINKA tweet media
OR
0
0
3
37
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୫ ପାଳନ ଅବସରରେ , ବ୍ଲକ ପ୍ରଶାସନ ବିନିକା ଆନୁକୂଲ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ବାଙ୍କୀଘିର୍ଡି ଠାରେ ଏକ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା....
PANCHAYAT SAMITI ,BINKA tweet media
OR
0
0
1
37
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
"କଥା ଦେଇ କଥା ରଖିଲେ ଜିଲ୍ଲାପାଳ" ଦିବ୍ୟାଙ୍ଗ ସୁଧିର ଦୀପ,(ଗ୍ରାମ-କଟାପାଲି, ଗ୍ରାପ-କଇଁନ୍ତରା, ବ୍ଲକ-ବିନିକା)ଙ୍କୁ ମିଳିଲା ଅନ୍ତୋଦୟ ଗୃହ ଯୋଜନାରେ ଗୃହ ନିର୍ମାଣର କାର୍ଯ୍ୟାଦେଶ.....
PANCHAYAT SAMITI ,BINKA tweet media
OR
0
0
4
36
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
Today, the Model GPLF – Charada, under Panchayat Samiti, Binka, celebrated the International Day of Older Persons with great enthusiasm and purpose. The event was organized across all Cluster Level Forum (CLFs) under the Charada GPLF.
PANCHAYAT SAMITI ,BINKA tweet media
English
0
1
2
134
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
In a spirited celebration of cleanliness and environmental stewardship, Binka Block proudly launched the Swachhata Hi Seva 2025 campaign in conjunction with the Ek Ped Maa Ke Naam plantation drive on 17th September 2025. The initiative was carried out across 16 Gram Panchayats.
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
English
0
0
1
41
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
On the auspicious occasion of Prime Minister Narendra Modi’s 75th birthday, Panchayat Samiti Binka successfully planted 8,000 seedlings across 16 Gram Panchayats (GPs) under the block. This mass plantation drive was organized as part of the ‘Ek Ped Maa Ke Naam 2.0’ campaign.
PANCHAYAT SAMITI ,BINKA tweet media
English
0
0
2
50
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ଆଜି ତା ୪.୦୯.୨୦୨୫ ରିଖ ସକାଳ ୧୦ ଘଟିକା ସମୟରେ ପଞ୍ଚାୟତ ସମିତି ବିନିକା ଆନୁକୂଲ୍ୟରେ , ନିୟନ୍ତ୍ରିତ ବଜାର କମିଟି(RMC)ବିନିକା ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।।।ଏହି ଶିବରରେ ମୋଟ ୩୨୬ ଜଣ ହିତାଧିକାରୀ ପଞ୍ଜିକୃତ ହୋଇଥିଲେ ।।।
PANCHAYAT SAMITI ,BINKA tweet media
OR
0
0
2
43
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
The Rural Industrial Park at Charada under Binka Block was inaugurated today by Sri Arvind Agarwal, Hon’ble Commissioner-cum-Secretary to Government, Higher Education Department and State Nodal Officer for Subarnapur District.
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
English
0
0
1
99
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ପଞ୍ଚାୟତ ସମିତି ବିନିକା ର ସମସ୍ତ ଜନ ସାଧାରଣ/ଗୁରୁଜନ/ବୁଦ୍ଧିଜୀବୀ ମାନଙ୍କୁ ନୂଆଁଖାଇର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।।।।।
PANCHAYAT SAMITI ,BINKA tweet media
OR
0
0
1
49
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
"ସ୍ୱଚ୍ଛ ମୋର ଗାଁ ଟି ....ସୁସ୍ଥ ମୋର ଗାଁ ଟି" A Mega Cleaning Drive was organized under different GPs of Panchayat Samiti , Binka . The Mega Drive was followed with Cleanness Oath Taking , Awareness Rallies, Mass Cleaning & Plantation.
PANCHAYAT SAMITI ,BINKA tweet media
English
0
0
2
87
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ଆଜି ତା ୨୨।୦୮।୨୦୨୫ ରିଖ ସକାଳ ୧0 ଘଟିକା ସମୟରେ ପଞ୍ଚାୟତ ସମିତି ବିନିକାର ଅଧ୍ୟକ୍ଷା ଶ୍ରୀମତୀ ଦୀପ୍ତିରେଖା ନନ୍ଦଙ୍କ ସଭାପତିତ୍ଵରେ ପଞ୍ଚାୟତ ସମିତିର ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାନ୍ୟବର ବିଧାୟକ-ବୀର ମହାରାଜପୁର ଶ୍ରୀ ରଘୁନାଥ ଜଗଦଲା ମହୋଦୟ ଯୋଗଦେଇ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକର ସମୀକ୍ଷା କରିଥିଲେ ।
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
OR
0
0
4
63
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
ପଞ୍ଚାୟତ ସମିତି ବିନିକା ଅଧିନସ୍ଥ ଭଣ୍ଡାର ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ ଠାରେ ବଜ୍ରପାତ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ.........
PANCHAYAT SAMITI ,BINKA tweet media
OR
1
1
5
139
PANCHAYAT SAMITI ,BINKA
PANCHAYAT SAMITI ,BINKA@Binkablock·
"ଗାଁ ରେ ସରକାର" କାର୍ଯ୍ୟକ୍ରମ ଅବସରରେ ଆଜି ତା-୧୮।୦୮।୨୦୨୫ ରିଖ ସକାଳ ୧୦ ଘଟିକା ସମୟରେ ବିନିକା ବ୍ଲକ ଅଧିନସ୍ଥ ମେଘଲା ଗ୍ରାମ ପଞ୍ଚାୟତ କାର୍ଯ୍ୟ।ଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ସୁବର୍ଣ୍ଣପୁରଙ୍କ ଯୁଗ୍ମ ଜନ ଶୁଣାଣୀ ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ମୋଟ ୧୮୫ଟି ଅଭିଯୋଗ ସମାଧାନ ନିମନ୍ତେ ଗ୍ରହଣ କରାଯାଇଥିଲା ।
PANCHAYAT SAMITI ,BINKA tweet mediaPANCHAYAT SAMITI ,BINKA tweet media
OR
0
0
5
70