CMC,Cuttack
11.8K posts

CMC,Cuttack
@CMCCuttack
Official account of (CMC), Government of Odisha. 24*7 CMC call centre : 1800-34567-28 / 89473-59742 File complains online : https://t.co/bzhGYRYcv9
Cuttack, India Katılım Temmuz 2016
198 Takip Edilen114.4K Takipçiler

ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ତଥା ଓଡ଼ିଆ ଭାଷା ଆନ୍ଦୋଳନର ମୁଖ୍ୟ ପୁରୋଧା ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କ ଶ୍ରାଦ୍ଧ ଦିବସ ସିଏମସି ପକ୍ଷରୁ ପାଳିତ ହୋଇଛି।
#ParalaMaharaja
#cmc
#Cuttack

OR

ବିଶିଷ୍ଟ କଣ୍ଠଶିଳ୍ପୀ ତଥା ଓଡ଼ିଶାର ଭଜନ ସମ୍ରାଟ ସ୍ବର୍ଗତ ଭିକାରୀ ବଳଙ୍କ ଜୟନ୍ତୀ ଅବସରରେ ତାଙ୍କର ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ସିଏମସିର ମାନ୍ୟବର ମେୟର ସୁବାସ ସିଂହ।
#BhikariBal
#CMC
#Cuttack

OR

କଟକ ମହାନଗର ନିଗମ ପକ୍ଷରୁ ସୋମବାର ଜନଶୁଣାଣି ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ୱାର୍ଡର ନାଗରିକମାନେ ନିଜର ସମସ୍ୟା ଓ ଅଭିଯୋଗ ଦାଖଲ କରିଥିଲେ I ମହାନଗର ନିଗମ ଅଧିକାରୀମାନେ ସେସବୁ ଗ୍ରହଣ କରି, ଏହାର ଶୀଘ୍ର ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ।
#PublicService #cuttack #grievance




OR

Beginning the day with dedication, discipline, and devotion 🙏
Morning Hajira and prayers were conducted across different locations by CMC’s Swachha Karmis, whose tireless commitment continues to keep Cuttack clean and healthy.
#CMC #Cuttack #SwachhaKarmi #CleanCuttack




English

କଟକ ମହାନଗର ନିଗମର ୪୦ତମ ସାଧାରଣ ଅଧିବେଶନ ମାନ୍ୟବର ମେୟର ଶ୍ରୀ ସୁବାସ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସିଏମସି କମିଶନର ସୁଶ୍ରୀ କିରନଦୀପ୍ କୌର ସହୋତା, ଡେପୁଟି ମେୟର ସୁଶ୍ରୀ ଦମୟନ୍ତୀ ମାଝୀଙ୍କ ସହ ସମସ୍ତ କର୍ପୋରେଟର ଏବଂ ଅଧିକାରୀମାନେ ଉପସ୍ଥିତ ଥିଲେ।
#cmc #cuttack #councilmeeting




OR

ସିଏମସି ଜନ ଅଭିଯୋଗ ଶୁଣାଣୀ ଏବଂ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ପ୍ରଳୟା ବେଉରା, କର୍ପୋରେସନ ଏଷ୍ଟାବ୍ଳିସମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାକେଶ ସ୍ବାଇଁ ଓ ସ୍ଥାନୀୟ କର୍ପୋରେଟର ସନ୍ତୋଷ ଭୋଳଙ୍କ ସମେତ ସିଏମସିର ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
@CMO_Odisha @HUDDeptOdisha
CMC,Cuttack@CMCCuttack
କଟକ ମହାନଗର ନିଗମ ପକ୍ଷରୁ ୫୦ ନଂ ୱାର୍ଡଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଏବଂ ଭତ୍ତା ବଣ୍ଟନ ନିମନ୍ତେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି । କଟକ ସଦରର ମାନ୍ୟବର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ପିଏମଏୱାଇ କାର୍ଯ୍ୟାଦେଶ ଏବଂ ଭତ୍ତା ବାଣ୍ଟିଥିଲେ ।
OR

ସ୍ବଚ୍ଛ ସର୍ବେକ୍ଷଣ ଅଧୀନରେ ସ୍ବଚ୍ଛତା ଓ ପରିମଳକୁ ନେଇ ଦେଶର ବିଭିନ୍ନ ସହରାଞ୍ଚଳର କରାଯିବ ମାର୍କିଂ। ଏହି ଜାତୀୟସ୍ତରର ସର୍ଭେରେ କଟକର ବିଭିନ୍ନ ବର୍ଗର ନାଗରିକ ସାମିଲ ହୋଇ ନିଜର ମତାମତ ଦେଇଛନ୍ତି I ଆପଣ ବି ଆସନ୍ତୁ, ସ୍ୱଚ୍ଛ ସର୍ବେକ୍ଷଣରେ ସାମିଲ ହୋଇ କଟକକୁ ଦେଶରଏ ଏକ ନମ୍ବର କରିବା ପାଇଁ ଭୋଟ ଦିଅନ୍ତୁ I
@SwachSurvekshan
OR

ସ୍ୱଚ୍ଛ ସର୍ବେକ୍ଷଣ ଅବସରରେ ସିଏମସି ପକ୍ଷରୁ ବିଭିନ୍ନ ସ୍ୱଚ୍ଛତା କାର୍ଯ୍ୟକ୍ରମ କରାଯାଉଛି। ଏହି କ୍ରମରେ ମହାନଦୀ ଚିଦାନନ୍ଦ ଘାଟର ସ୍ୱତନ୍ତ୍ର ସଫେଇ ହୋଇଥିଲା। ଏଥିରେ ସିଏମସିର ସ୍ୱଚ୍ଛକର୍ମୀ ଓ ଅନେକ ସ୍ବେଚ୍ଛାସେବୀ ସାମିଲ ହୋଇ ସଫେଇ କରିଥିଲେ।
ସ୍ୱଚ୍ଛ କଟକ, ସୁସ୍ଥ କଟକ
#cmc #cuttack #swachhsurvekhan2026 #SwachhSurvekhyan
OR

Preparatory Meeting on Eid ul-Fitr 2026 at Cuttack Municipal Corporation.
#cmc #cuttack #cuttackmunicipalcorporation #eidulfitr
English

ସିଏମସି ଜନ ଅଭିଯୋଗ ଶୁଣାଣୀ ଏବଂ ସାମାଜିକ ନ୍ୟାୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷା ପ୍ରଳୟା ବେଉରା, କର୍ପୋରେସନ ଏଷ୍ଟାବ୍ଳିସମେଣ୍ଟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ରାକେଶ ସ୍ବାଇଁ ଓ ସ୍ଥାନୀୟ କର୍ପୋରେଟର ସନ୍ତୋଷ ଭୋଳଙ୍କ ସମେତ ସିଏମସିର ଅଧିକାରୀ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।




CMC,Cuttack@CMCCuttack
କଟକ ମହାନଗର ନିଗମ ପକ୍ଷରୁ ୫୦ ନଂ ୱାର୍ଡଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ସହରାଞ୍ଚଳ) ଏବଂ ଭତ୍ତା ବଣ୍ଟନ ନିମନ୍ତେ ଏକ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇଛି। କଟକ ସଦରର ମାନ୍ୟବର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ପିଏମଏୱାଇ କାର୍ଯ୍ୟାଦେଶ ଏବଂ ଭତ୍ତା ବାଣ୍ଟିଥିଲେ।
OR








